ୟୁଜରଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଥିଲେ ଏହି ୨୫ଟି ଆପ୍‌, ଧରାପଡ଼ିଲା ପରେ ପ୍ଲେ-ଷ୍ଟୋରରୁ ହଟାଇଲା ଗୁଗଲ

ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଗୁଗଲ ନିଜ ପ୍ଲେ-ଷ୍ଟୋରରୁ ୨୫ଟି ମୋବାଇଲ ଆପ୍‌ ହଟାଇଛି। ଏହି ସବୁ ଆପ୍‌ ଫେସବୁକ୍‌ରୁ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ। ଗୁଗଲକୁ ଏହି ଆପ୍‌ ବିଷୟରେ ଫ୍ରାନ୍ସର ସାଇବର ସିକ୍ୟୁରିଟି ଫାର୍ମ Evina ସୂଚନା ଦେଇଥିଲା। ଏହି ଆପ୍‌କୁ ୨୫ ଲକ୍ଷରୁ ଅଧିକ…

ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ କେବଳ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା

ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ହିଁ କେବଳ ସରକାରୀ ଚାକିରି କରିପାରିବେ। ଏଭଳି ଘୋଷଣା କରିଛନ୍ତି ଝାଡ଼ଖଣ୍ଡର ସୁବେର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ। ରାଜ୍ୟରେ ୯୫ ପ୍ରତିଶତ ଶିକ୍ଷକଙ୍କୁ ଅଣଶିକ୍ଷାଦାନ କାର୍ଯ୍ୟରୁ ମୁକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଶିକ୍ଷକମାନେ…

କରୋନା ସ୍ଥିତିରେ ବିବାହ କରିବାକୁ ଯାଉଥିଲେ, ଏସବୁ ସାବଧାନତା ଅବଲମ୍ବନ କରନ୍ତୁ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାର ଗୋଟିଏ ସ୍ଥାନରେ ଭିଡ଼ ଏକତ୍ରିତ ହେବା ଉପରେ ରୋକ୍‌ ଲଗାଇଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ବିବାହ ସ୍ଥଗିତ ରଖୁଥିବା ଦେଖାଯାଇଛି। ମାତ୍ର କିଛି ଲୋକ ସମସ୍ତ ପ୍ରସ୍ତୁତି କରିସାରିଥିବାରୁ ବାଧ୍ୟ ହୋଇ କଟକଣା ମଧ୍ୟରେ…

ଆତ୍ମହତ୍ୟାର ୩ ଘଣ୍ଟା ପୂର୍ବରୁ ଓ୍ଵିକିପେଡିଆରେ ଅପ୍‌ଡେଟ୍‌ ହୋଇଯାଇଥିଲା ସୁଶାନ୍ତଙ୍କ ମୃତ୍ୟୁ ସମୟ, କ’ଣ କେହି…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ଏହି ମାମଲା ଉପରେ ତୀକ୍ଷ୍ମଣ ନଜର ରଖିଛି। ଇତି ମଧ୍ୟରେ ଓ୍ଵିକିପେଡିଆ ପେଜ୍‌ ଉପରେ ପ୍ରଶ୍ନ ଉଠିଛି। ଖବର ମୁତାବକ ମୁମ୍ବାଇ ପୋଲିସ ହାତରେ ଏକ ପ୍ରମାଣ ଲାଗିଛି। ଏହା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ। ସୁଶାନ୍ତଙ୍କ ଆତ୍ମହତ୍ୟା ୧୨ଟା…

ଆନାକୋଣ୍ଡା ଷ୍ଟାଇଲର ଟ୍ରେନ୍‌ ତିଆରି କରି ଇତିହାସ ରଚିଲା ରେଲୱେ, ଦେଖନ୍ତୁ ଭିଡିଓ

ନୂଆ ଇତିହାସ ରଚିଛି ଭାରତୀୟ ରେଳବିଭାଗ। ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ(SECR) ତିନିଟି ଟ୍ରେନ୍‌କୁ ଯୋଡ଼ି ଆନାକୋଣ୍ଡା ଭଳି ବନାଇ ଚଲାଇ ଇତିହାସ ସୃଷ୍ଟି କରିଛି। ଏହି ଟ୍ରେନ୍‌ ଉପରେ ୧୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଓଜନର ଚାପ ରହିଥିଲା। ଟ୍ରେନ୍‌ଟି ବିଳାସପୁର ଓ ଚକ୍ରଧରପୁର ଡିଭିଜନ୍‌ ମଧ୍ୟରେ…

ଜୁଲାଇ ୬ରୁ ଆରମ୍ଭ ହେଉଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ, ଜାଣନ୍ତୁ ଏହି ମାସରେ କେମିତି ଲାଭ କରିବେ ପ୍ରଭୁକୃପା

ଶ୍ରାବଣ ମାସ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଅର୍ପଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ କାଉଡ଼ିଆମାନେ ମହାଦେବଙ୍କ ନାମ ସୁମରଣ…

ଶେଷ ହେଲା ‘କୋରୋନିଲ୍‌’ ବିବାଦ, ଆୟୁଷ ମନ୍ତ୍ରଣାଳୟର ଅନୁମତି ପରେ ଏବେ ଷ୍ଟୋରରେ ମିଳିବ ଏହି କୋଭିଡ୍‌ ମ୍ୟାନେଜମେଣ୍ଟ…

ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ମେଡିସିନ୍‌ କୋରୋନିଲ୍‌କୁ ନେଇ ସମସ୍ତ ବିବାଦର ଅନ୍ତ ଘଟିଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ପଠାଯାଇଥିବା ନୋଟିସ୍‌ର ଉତ୍ତର ପତଞ୍ଜଳି ତରଫରୁ ଦିଆଯିବା ପରେ ଏବେ କୋରୋନିଲର ବିକ୍ରି ପଥ ପରିଷ୍କାର ହୋଇଛି। ଖୁବ୍‌ଶୀଘ୍ର ଏହି ଔଷଧ ମେଡିସିନ୍‌ ଷ୍ଟୋରରେ ଉପଲବ୍ଧ ହେବ ବୋଲି…

ଆଜିଠୁ ସାରା ଦେଶରେ ଲାଗୁ ହେଉଛି ଅନ୍‌ଲକ୍‌-୨, ବନ୍ଦ ହେଲା ବ୍ୟାଙ୍କରେ ମିଳୁଥିବା ଏସବୁ ସୁବିଧା

କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମହାମାରୀ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିରେ ଆଜିଠାରୁ ଆରମ୍ଭ ହେଉଛି ଅନ୍‌ଲକ୍‌-୨। ଗାଇଡଲାଇନ୍‌ ମୁତାବକ ମେଟ୍ରୋ, ସିନେମା ହଲ, ଜିମ୍‌, ସୁଇମିଂ ପୁଲ ଜୁଲାଇ ୩୧ ଯାଏଁ ଖୋଲିବ ନାହିଁ। ଏହା ବ୍ୟତୀତ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ…

ଆଜି ଦେବଶୟନ ଏକାଦଶୀ, ଭୁଲରେ ବି କରନ୍ତୁନି ଏସବୁ କାମ

ଜୁଲାଇ ୧ ଅର୍ଥାତ୍‌ ଆଜି ଦେବଶୟନ ଏକାଦଶୀ। ଏହାକୁ ଆଷାଢ଼ ଏକାଦଶୀ, ହରିଶୟନ ଏକାଦଶୀ ବା ପଦ୍ମନାଭ ଏକାଦଶୀ ମଧ୍ୟ କୁହାଯାଏ। ଏହି ଏକାଦଶୀରୁ ଭଗବାନ ବିଷ୍ଣୁ ଶୟନ କରିଥାନ୍ତି। ପୁରାଣ ଅନୁସାରେ ଏହି ଦିନଠାରୁ ଭଗବାନ ବିଷ୍ଣୁ ଚାରିମାସ ପାଇଁ କ୍ଷୀର ସାଗରରେ ଶୟନ କରିଥାନ୍ତି। ଏଣୁ ଆଜିଠାରୁ ଆରମ୍ଭ…

ମନ୍ଦିର ନିର୍ମାଣ ଦାବିରେ ଗାତ ଖୋଳି ସମାଧି ନେଲେ ବାବା, ଭାଇରାଲ ହେଉଛି ଭିଡିଓ

ମନ୍ଦିର ନିର୍ମାଣ ପ୍ରତିଜ୍ଞା ପୂରଣ କରିବା ପାଇଁ ଜଣେ ବାବା ମନ୍ଦିର ସାମ୍ନାରେ ହିଁ ମାଟି ଭିତରେ ସମାଧି ନେଇଛନ୍ତି। ବାବାଙ୍କର ଏଭଳି କାମ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଥିଲା। ଭକ୍ତଙ୍କ ଭିଡ଼ ମଧ୍ୟରେ ବାବା ପ୍ରାୟ ତିନି ଘଣ୍ଟା ଧରି ସମାଧି ଭିତରେ ରହିଥିଲେ। ପରେ ଭକ୍ତମାନେ…

ସାମ୍ନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ, ଅଭିନେତାଙ୍କ ଶରୀରରେ ବିଷ ଓ…

ମୃତ୍ୟୁର ୧୫ ଦିନ ପରେ ବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନ୍‌ଭିନ୍‌ କରୁଛି ପୋଲିସ। ଏହି ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୨୮ ଜଣଙ୍କ ବୟାନ ରେକର୍ଡ କରିଛି। ଇତି ମଧ୍ୟରେ ସୁଶାନ୍ତଙ୍କର ଭିସେରା ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ତାଙ୍କ ମୃତ୍ୟୁକୁ ନେଇ…

ବିନା କଣ୍ଡୋମ୍‌ରେ ସମ୍ପର୍କ ସ୍ଥାପନ କରୁଥିଲେ, ଜାଣନ୍ତୁ କେମିତି ରହିବେ ସାବଧାନ

ଦୈହିକ ସମ୍ପର୍କ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏକ ନିଆରା ଅନୁଭବ। ବୈବାହିକ ଜୀବନକୁ ମଜଭୁତ କରିବାରେ ଏହାର ବଡ଼ ହାତ ରହିଛି। କିନ୍ତୁ ଅଧିକାଂଶ କପଲ ବେଡରୁମ୍‌ରେ ପାର୍ଟନରଙ୍କ ସହ ରୋମାନ୍ସରେ ଏତେ ମାତି ଯାଇଥାନ୍ତି ଯେ ଶାରୀରିକ ସମ୍ପର୍କ ବେଳେ ସୁରକ୍ଷା ସାମଗ୍ରୀ ବା କଣ୍ଡୋମ୍‌ ବ୍ୟବହାର…