Below header

ଆଜିଠୁ ଆରମ୍ଭ ହେଉଛି ତତ୍କାଳ ଟିକେଟ୍‌ ବୁକିଂ, ଏମିତି ବୁକ୍‌ କରନ୍ତୁ ଟିକେଟ୍‌

କରୋନା ସଙ୍କଟ ମଧ୍ୟରେ ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲେଓ୍ଵ ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ କରିଛି। ରେଳ ବିଭାଗ ଦ୍ୱାରା ଚାଳିତ ହେଉଥିବା ସ୍ୱତନ୍ତ୍ର ଯାତ୍ରୀ ଟ୍ରେନ୍‌ ଓ ଏସି ସ୍ପେଶାଲରେ ତତ୍କାଳ ଟିକେଟ୍‌ ବୁକିଂ ସେବା ଆଜିଠୁ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ରେଲେଓ୍ଵର ପିଆରଓ ଶିବାଜୀ…

ଚୀନ୍‌ର ଅଧିକାଂଶ ଯୁବକ ସେନା ନିଯୁକ୍ତି ଟେଷ୍ଟରେ ଫେଲ୍ ମାରୁଛନ୍ତି, ଜାଣନ୍ତୁ କାହିଁକି ?

ଲଦାଖର ଗଲବାନ୍‌ ଘାଟୀରେ ସପ୍ତାହେ ପୂର୍ବରୁ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ମାଡ଼ପିଟ୍‌ ପରେ ବିବାଦ ବଢ଼ିବାରେ ଲାଗିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚୀନ୍‌ ନିଜ ସେନାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନ୍‌କୁ ନିଜ ସେନା…

ବର୍ଷାଦିନେ ସାଥୀଙ୍କ ସହ ଏମିତି କରନ୍ତୁ ସମ୍ଭୋଗ, ମଜଭୁତ ହେବ ପ୍ରେମ

ମୌସୁମୀର ଆଗମନକୁ କିଛି ଦିନ ବିତିଥିଲେ ମଧ୍ୟ ଆଜି ପୁଣି ଥରେ ପାଗ ମେଘୁଆ ହୋଇଛି। ଏହି ପାଗରେ ସମସ୍ତେ ଗରମ ଗରମ ଖାଦ୍ୟର ମଜା ନେବାକୁ ପସନ୍ଦ କରିଥାନ୍ତି। ଖାଦ୍ୟ ବ୍ୟତୀତ ଏହି ପାଗରେ ଲୋକମାନେ ଆଉ ଏକ ଜିନିଷର ମଧ୍ୟ ଭରପୁର ମଜା ଉଠାଇଥାନ୍ତି, ତାହା ହେଉଛି ଶାରୀରିକ ସମ୍ପର୍କ ବା ସେକ୍ସ।…

ଏହି ଉପାୟ ଆପଣାଇ ମାସେ ଭିତରେ କମ୍‌ କରିପାରିବେ ୪ କିଲୋ ଓଜନ, ଆଜିଠୁ କରନ୍ତୁ ଆରମ୍ଭ

ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଏବେ ଅଧିକାଂଶ ଯୁବ ପିଢ଼ି ମେଦ ବହୁଳତାର ଶିକାର ହେଉଛନ୍ତି। ମୋଟାପଣ କମ୍‌ କରିବାକୁ ବ୍ୟାୟାମ କରିବାକୁ ସମୟ ନଥିବାରୁ ସେମାନଙ୍କ ଚର୍ବି କମିବା ବଦଳରେ ବଢ଼ିଚାଲିଛି। ଆପଣ ବି ଯଦି ମେଦ ବହୁଳତାର ଶିକାର ହୋଇଛନ୍ତି ତେବେ ଆଜି ଆମେ କେତେକ ଉପାୟ କହିବାକୁ ଯାଉଛୁ…

ବାଃ କି ବୁଦ୍ଧି! ଫଳ ପ୍ୟାକ୍‌ କରିବାକୁ ନିଆରା ମେସିନ୍‌ ତିଆରି କଲେ ବ୍ୟକ୍ତି; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ କିଛି ଦିନ ହେବ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ଡାଳିମ୍ବ ଦୋକାନୀ ଏକ ଏଭଳି ମେସିନ୍‌ ବ୍ୟବହାର କରୁଛନ୍ତି, ଯାହା ସାହାଯ୍ୟରେ ସେ ସାଇଜ୍‌ ଅନୁସାରେ ଡାଳିମ୍ବକୁ ପେଟିରେ ସହଜରେ ପ୍ୟାକ୍‌ କରୁଛନ୍ତି। ଦେଖନ୍ତୁ ଭିଡିଓ: The world’s most simple…

ଭିଏଚ୍‌ପି ନେତାଙ୍କ ହତ୍ୟା ଭିଡିଓ ଭାଇରାଲ, ୧୫ ମିନିଟ୍‌ ଯାଏଁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ବିଶ୍ୱ ହିନ୍ଦୁ ପରିଷଦର ନେତା ରବି ବିଶ୍ୱକର୍ମାଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏବେ ଏହି ହତ୍ୟାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପ୍ରାୟ ୬ ଜଣ ଦୁର୍ବୃତ୍ତ କଳା ରଙ୍ଗର କାର ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ମଝିରେ ମଝିରେ ଗୁଳି…

ଚୀନ୍‌କୁ ବିରୋଧ କରି ଜୋମାଟୋରୁ ଇସ୍ତଫା ଦେଲେ ଡଜନେରୁ ଊର୍ଦ୍ଧ୍ୱ ଡେଲିଭରି ବୟ, ଜାଳିଦେଲେ କମ୍ପାନୀର ଟି-ସାର୍ଟ

ଲଦାଖରେ ଚୀନ୍‌ର ବିଶ୍ୱାସଘାତକତା ପରେ ଭାରତରେ ଚୀନ୍‌ର ଦ୍ରବ୍ୟ ଓ ଚୀନୀ ନିବେଶକୁ ବିରୋଧ ବଢ଼ିଚାଲିଛି। ଇତି ମଧ୍ୟରେ କଲିକତାରେ ଆପ୍‌ ଆଧାରିତ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋରେ କାମ କରୁଥିବା ଡେଲିଭରି ବୟଙ୍କ ଏକ ଗ୍ରୁପ୍‌ ଏହି କମ୍ପାନୀରୁ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।…

ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ବଡ଼ ପଦକ୍ଷେପ ନେଲେ ରିୟା ଚକ୍ରବର୍ତ୍ତୀ, ହଠାତ୍‌ କଲେ ଏହି କାମ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଲୋକମାନେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏଥିସହ ନେପୋଟିଜମ୍‌କୁ ନେଇ ମଧ୍ୟ କେତେକ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଫଳରେ ବଡ଼ ବଡ଼ ଷ୍ଟାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି।…

ନେପୋଟିଜମ୍‌ ଯୋଗୁ କରନ୍‌ ଜୋହରଙ୍କର ହେଲା ଏତେ ବଡ଼ କ୍ଷତି, ୧୫ ଦିନରେ ହୋଇଗଲେ ବରବାଦ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍‌ ବା ପ୍ରିୟା ପ୍ରୀତିତୋଷଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର କିଡ୍‌ସଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। ବଲିଉଡ୍‌ ଇଣ୍ଡଷ୍ଟ୍ରୀ ବାହାରୁ ଆସିଥିବା କିଛି କଳାକାର ସେମାନଙ୍କୁ ଷ୍ଟାର…

ସ୍କିନ୍‌ କେୟାର ବ୍ରାଣ୍ଡରୁ ଫେୟାର ଓ ବ୍ରାଇଟ୍‌ ଭଳି ଶବ୍ଦକୁ ହଟାଇବେ L’Oreal ଓ ଫେୟାର ଆଣ୍ଡ ଲଭ୍‌ଲି

କୃତ୍ରିମ ସୌନ୍ଦର୍ଯ୍ୟ ପ୍ରସାଧନ ନିର୍ମାଣ କରୁଥିବା ଫ୍ରାନ୍ସର କମ୍ପାନୀ ଲୋରିୟଲ ଗ୍ରୁପ୍‌ ଏବେ ତ୍ୱଚା ସମ୍ବନ୍ଧୀୟ ଉତ୍ପାଦରୁ ଶ୍ୱେତ, ଗୋରା ଓ ହାଲକା ଭଳି ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ କମ୍ପାନୀ ତରଣରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୟୁନିଲିଭର ମଧ୍ୟ…

ନିଜଠାରୁ ବୟସରେ ବଡ଼ ଝିଅଙ୍କୁ ବିବାହ କରିଛନ୍ତି ଏହି ୫ ଜଣ ଟିଭି କଳାକାର, ଏବେ ଏମିତି କଟୁଛି ଜୀବନ

ଏକ ଭଲ ସମ୍ପର୍କର ମୂଳ ଆଧାର ହେଉଛି ପ୍ରେମ। ସ୍ୱାମୀ-ସ୍ତ୍ରୀଙ୍କ ବୟସ ରିଲେସନ୍‌ସିପ୍‌ ଉପରେ କୌଣସି ପ୍ରଭାବ ପକାଇନଥାଏ। ଯେକୌଣସି ସମ୍ପର୍କରେ ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଥିବ ତେବେ ଆଉ କୌଣସି ଜିନିଷର ଆବଶ୍ୟକତା ନଥାଏ। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହିଁ ସମ୍ପର୍କକୁ ମଜଭୁତ…

କମ୍‌ ବୟସରୁ ଚୁଟି ପାଚୁଥିଲେ, ରସୁଣ ସହ ମିଶାଇ ଲଗାନ୍ତୁ ଏହି ୩ଟି ଜିନିଷ

ଖରାପ ଖାଦ୍ୟପେୟ, ପ୍ରଦୂଷଣ ଓ ବର୍ତ୍ତମାନର ଜୀବନଶୈଳୀ ଯୋଗୁ ଶରୀରରେ ଭିଟାମିନ୍‌ର ଅଭାବ ପରିଲକ୍ଷିତ ହୋଇଥାଏ। ଏହି କାରଣରୁ କେଶ ମଧ୍ୟ ଧଳା ହେବା ଭଳି ସସମ୍ୟା ଦେଖାଯାଏ। ଯଦି କମ୍‌ ବୟସରେ ଚୁଟି ଧଳା ହୋଇଗଲା ତେବେ ତ କଥା ସରିଲା। ଚୁଟି ଧଳା ହୋଇଗଲେ ବର୍ତ୍ତମାନର ପିଲାମାନେ ବଜାରର ବିଭିନ୍ନ…