‘ମୁଁ ମୃତ୍ୟୁକୁ ସବୁଠୁ ଅଧିକ ଭୟ କରେ’, ଆତ୍ମହତ୍ୟା ପରେ ଭାଇରାଲ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଭିଡିଓ

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ସମେତ ଫ୍ୟାନ୍‌ଙ୍କୁ ବି ଦୋହଲାଇ ଦେଇଛି। ଲୋକଙ୍କୁ ବିଶ୍ୱାସ ହେଉନାହିଁ ଯେ ସୁଶାନ୍ତ ସୁଇସାଇଡ୍‌ କରିଥିବେ। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୁଶାନ୍ତ କହୁଛନ୍ତି ଯେ ତାଙ୍କୁ…

ବାଃ ବାଃରେ ହାତୀ ଛୁଆର ଖେଳ: ଗଡ଼ାଣିଆ ରାସ୍ତାରେ ବସି ବସି ଖସି ଆସିଲା ତଳକୁ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ହାତୀର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହାତୀ ଏକ ଗଡ଼ାଣିଆ ସ୍ଥାନରେ କିଭଳି ତଳକୁ ଆସୁଛି ତାହା ଦେଖାଯାଇଛି। ଭିଡିଓଟିକୁ ଲୋକମାନେ ମଧ୍ୟ ବେଶ୍‌…

ବେଡ୍‌ରୁମ୍‌ ଲାଇଫ୍‌କୁ ଅଧିକ ଆନନ୍ଦଦାୟକ କରିବାକୁ ଚାହୁଁଥିଲେ, ଆଜି ହିଁ ଛାଡ଼ନ୍ତୁ ଏହି ସବୁ ଜିନିଷ

ସୁସ୍ଥ ସେକ୍ସ ଲାଇଫ୍‌ର ସିଧାସଳଖ ସମ୍ପର୍କ ସ୍ୱାସ୍ଥ୍ୟ ସହ ରହିଛି। ଯାହାର ସେକ୍ସ ଲାଇଫ୍‌ ଯେତେ ଭଲ ତା’ର ଜୀବନ ମଧ୍ୟ ସେତେ ସୁଖୀ ହୋଇଥାଏ। କାରଣ ଶାରୀରିକ ସମ୍ବନ୍ଧର ସମ୍ପର୍କ ଆମ ଜୀବନ ଉପରେ ମଧ୍ୟ ପଡ଼େ। ଖାସ୍‌ କରି ମନକୁ ପ୍ରଫୁଲ୍ଲିତ ତଥା ଚିନ୍ତାମୁକ୍ତ ରଖିବାରେ ଏହା ସାହାଯ୍ୟ କରେ।…

ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ କଣ୍ଡୋମ୍‌ କିମ୍ବା ଔଷଧ ନୁହେଁ, ଏହି ଦେଶୀ ଉପାୟ ଆପଣାନ୍ତୁ

ବର୍ତ୍ତମାନର ଯୁବପିଢ଼ି ଜୀବନକୁ ଭଲ ଭାବେ ଜୀଇଁବାକୁ ପସନ୍ଦ କରୁଛନ୍ତି। ଏଣୁ ଚାକିରି ସହ ବ୍ୟକ୍ତିଗତ ଜୀବନକୁ ବି ସମାନ ସମୟ ଦେଉଛନ୍ତି। କେବଳ ଏତିକି ନୁହେଁ ଫ୍ୟାମିଲି ପ୍ଲାନିଂ ମଧ୍ୟ ନିଜ ଅନୁସାରେ କରିବାକୁ ପସନ୍ଦ କରୁଛନ୍ତି। କେବେ ବିବାହ କରିବେ କେବେ ସନ୍ତାନ ଜନ୍ମ କରିବେ ସବୁ ପାଇଁ…

ଷ୍ଟାର କିଡ୍‌ସଙ୍କ ବିନା ମେକ୍‌ଅପ୍‌ ଫଟୋ ସେୟାର କଲେ କଙ୍ଗନା, କହିଲେ- ‘କରନ୍‌ ଜୋହର କହୁଛନ୍ତି ଏମାନେ ସୁନ୍ଦରୀ’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନେପୋଟିଜମ୍‌ ବା ପରିବାରବାଦ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ସେବେଠାରୁ ସୋସିଆଲ ମିଡିଆରେ ‘ପାପା ହେ ନା’ ହ୍ୟାସ୍‌ ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ମାଧ୍ୟମରେ ଫ୍ୟାନ୍‌ମାନେ ନେପୋଟିଜମ୍‌କୁ ନେଇ କମେଣ୍ଟ କରୁଛନ୍ତି। ଏହି ହାସ୍‌ଟ୍ୟାଗ୍‌…

ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। କରୋନା ସମୟରେ ମଧ୍ୟ ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛି। ଇଣ୍ଡିଆନ୍‌ ପୋଷ୍ଟାଲରେ ୩୨୬୨ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ୍‌ ବାହାରିଛି। ଏହି ନିଯୁକ୍ତି ରାଜସ୍ଥାନ ପୋଷ୍ଟାଲ ସର୍କଲରେ ହେବ। ମାଟ୍ରିକ୍‌…

ହ୍ଵାଟ୍ସଆପ୍‌ରେ ଫଟୋ ଡିଲିଟ୍‌ ହୋଇଯାଇଥିଲେ ଏହି ଟ୍ରିକ୍‌ ବ୍ୟବହାର କରି କରନ୍ତୁ ଡାଉନ୍‌ଲୋଡ୍‌

ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍‌ରେ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହୋଇଥାଏ। ଏହି ଆପ୍‌ରେ ୟୁଜର ୩୦ ଦିନ ପର୍ଯ୍ୟନ୍ତ ପୁରୁଣା ମଲ୍ଟିମିଡିଆ ଫାଇଲକୁ ଡାଉନ୍‌ଲୋଡ କରିପାରିବେ। ଏଭଳି ସ୍ଥିତିରେ ଯଦି ଆପଣଙ୍କର କୌଣସି ହ୍ଵାଟ୍ସଆପ୍‌ ଫଟୋ କିମ୍ବା ଭିଡିଓ ଡିଲିଟ୍‌ ହୋଇଯାଇଛି…

ଗରିବ କଲ୍ୟାଣ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ୮ ଲକ୍ଷ ଦିନର ରୋଜଗାର ଦେବ ରେଳ ବିଭାଗ, ଓଡ଼ିଶାର ଶ୍ରମିକଙ୍କୁ ବି ମିଳିବ…

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଅଣ୍ଟା ଭିଡ଼ିଛି ରେଳ ବିଭାଗ। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ରେଳବିଭାଗ ଶ୍ରମିକଙ୍କୁ ୮ ଲକ୍ଷ ମାନବ ଦିବସ ରୋଜଗାର ଦେବ। ଏହି ଯୋଜନାରେ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରେଳ ବିଭାଗର ଏହି ରୋଜଗାର ଉତ୍ତର ପ୍ରଦେଶ,…

‘ରାମାୟଣ’ରେ ଏମିତି ସୁଟିଂ ହୋଇଥିଲା କୁମ୍ଭକର୍ଣ୍ଣ ଓ ରାମଙ୍କ ଯୁଦ୍ଧ ସିନ୍‌, ଖୁଲାସା କଲେ ସୁନୀଲ ଲହରୀ

ରାମାନନ୍ଦ ସାଗରଙ୍କ ଶୋ’ ରାମାୟଣ ପୁଣିଥରେ ଟିଭି ପରଦାକୁ ଫେରିଛି। ଦୂରଦର୍ଶନ ପରେ ଏବେ ଏହାର ଟେଲିକାଷ୍ଟ ଷ୍ଟାର ପ୍ଲସ୍‌ରେ ହେଉଛି। ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ରାମାୟଣ ପ୍ରସାରିତ ହେବା ପରଠୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଗତ କିଛି ମାସ ହେଲା ସେ…

ପାକିସ୍ତାନର ଇସ୍‌ଲାମାବାଦରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଇମ୍ରାନ୍‌ ସରକାର ଦେବେ ୧୦ କୋଟି

ପାକିସ୍ତାନର ଇସ୍‌ଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ତିଆରି ହେବାକୁ ଯାଉଛି। କୃଷ୍ଣଙ୍କର ଏହି ମନ୍ଦିର ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ସୂଚନା ମୁତାବକ ଏହି ମନ୍ଦିର ରାଜଧାନୀର ଏଚ୍‌-୯ ଏରିଆରେ ୨୦ ହଜାର ବର୍ଗ ଫୁଟ ଅଞ୍ଚଳରେ ତିଆରି ହେବ। ମନ୍ଦିର ପାଇଁ ଭୂମି ପୂଜନ…

ଧୋକା ଦେଇ ଭାରତଠୁ ପାକିସ୍ତାନ ଛଡ଼ାଇ ନେଇଛି ଏହି ପ୍ରମୁଖ ଅଂଶ, ଜାଣନ୍ତୁ ପାକ୍‌ ଅଧିକୃତ କଶ୍ମୀର ବିଷୟରେ କେତେକ ରୋଚକ…

ପାକ୍‌ ଅଧିକୃତ କଶ୍ମୀର ବା ପିଓକେ, ଭାରତ ବର୍ଷର ଏକ ବିବାଦୀୟ ଅଂଶ। ଏହି ଭୂଖଣ୍ଡ ଭାରତର ଅଂଶ ହୋଇଥିବା ବେଳେ ପାକିସ୍ତାନ ଜୋରଜବରଦସ୍ତ ଏହାକୁ ମାଡ଼ି ବସି ନିଜ ଦେଶର ବୋଲି କହୁଛି। ଫଳରେ ବାରମ୍ବାର ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତଥା ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ୧୯୪୭ ମସିହାରେ…

ଏବେ ନୁହେଁ ପ୍ରାଚୀନକାଳରେ ମଧ୍ୟ ଶାରୀରିକ ସମ୍ପର୍କକୁ ଦିଆଯାଉଥିଲା ପ୍ରାଥମିକତା, ଏସବୁ ମନ୍ଦିରରେ ଆଜିବି ରହିଛି ଏଭଳି…

ଶାରୀରିକ ସମ୍ପର୍କ ବିଷୟରେ ଆଜି ବି କେହି ଖୋଲାଖୋଲି କଥାବାର୍ତ୍ତା କରନ୍ତି ନାହିଁ। ଲୋକଲଜ୍ଜା କାରଣରୁ ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଗୋପନୀୟତା ରକ୍ଷା କରୁଛନ୍ତି। ମାତ୍ର ପୂର୍ବରୁ ସମୟ ଏଭଳି ନଥିଲା। ପୂର୍ବରୁ ଯୌନ ସମ୍ପର୍କ ଏକ ସାଧାରଣ ବିଷୟ ଥିଲା। ପ୍ରାଚୀନ ଭାରତରେ ଯୌନ…