ଭାରତ-ପାକ୍ ମ୍ୟାଚ୍କୁ ନେଇ ପ୍ରଶ୍ନ ଉଠାଇଲେ ଓବେସି; କହିଲେ- ସେଠିକି ଯିବା ମନା, ପୁଣି ଖେଳିବ କେମିତି ?
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ୍ର ଉତ୍ସାହ ବଢ଼ିବାକୁ ଯାଉଛି ଏବଂ କ୍ରୀଡ଼ାପ୍ରେମୀମାନେ ରବିବାର ଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ଅପେକ୍ଷା କରିଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ଏ ସମ୍ପର୍କରେ ରାଜନୀତି ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଉପରେ…