Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଲଞ୍ଚ ହେଲା Toyota Fortuner ଲିଡର୍‌ ଏଡିସନ୍‌, ଜାଣନ୍ତୁ ସନରୁଫ୍‌ ମିଳିବ କି ନାହିଁ…

Toyota କିର୍ଲୋସ୍କର ମୋଟର ଏହାର ଲୋକପ୍ରିୟ ସେଭେନ୍‌ ସିଟର ଏସୟୁଭି Fortunerର ନୂଆ ସ୍ପେସାଲ ଏଡିସନ୍‌ ଲଞ୍ଚ କରିଛି । ଏହାର ନାମ " Toyota Fortuner Leader Edition" ରଖାଯାଇଛି । କିଛି ଖାସ୍‌ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି କାର୍‌ ଆକ୍ସେସୋରିଜ୍ ସହିତ ଆସୁଛି ।…

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, ଭୁବନେଶ୍ୱରରେ ଦାମ ପରିବର୍ତ୍ତିତ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ…

ସୁନା କିଣିବାକୁ ଭାବୁଛନ୍ତି କି? ତା ପୂର୍ବରୁ ଜାଣନ୍ତୁ ଆଜିର ଦର

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୬୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୫୪୦ଟଙ୍କା । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭,୫୪୦ ଟଙ୍କାରେ…

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ, ବିନା ଡ୍ରାଇଭରରେ ଆଗକୁ ଆଗକୁ ମାଡିଚାଲିଛି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ବସିଛନ୍ତି ନା ଗାଡିରେ କେହି ବସିଛନ୍ତି । କିନ୍ତୁ ସବୁକିଛି ଠିକ ଠାକ୍‌ ଚାଲୁଛି । ଆଉ ଧୀରେ ଧୀରେ ଗାଡିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି । ଆପଣଙ୍କ ସ୍କ୍ରୀନରେ ଆପଣ ତିନୋଟି ଅଲଗା ଅଲଗା ଭିଡିଓ ଦେଖୁଛନ୍ତି ।…

କମ୍ ଦାମ୍ ସହ ଜବରଦସ୍ତ ଇଞ୍ଜିନ ଏବଂ ଫିଚର୍ସ, କିଣନ୍ତୁ BMW G 310 R

ବିଏମଡବ୍ଲୁ ନିଜର ବିଳାସପୂର୍ଣ୍ଣ କାର ଏବଂ ବାଇକ୍ ଉତ୍ପାଦନ ପାଇଁ ବେଶ ଜଣାଶୁଣା । ସମସ୍ତେ ଏହା ମଧ୍ୟ ଜାଣନ୍ତି ଏହି ବାଇକ ଏବଂ କାରଗୁଡିକର ଦାମ ମଧ୍ୟ ବହୁତ ଅଧିକ । କିନ୍ତୁ ଆଜି ଆମେ ଆପଣଙ୍କୁ BMWର ସବୁଠାରୁ ଶସ୍ତା ବାଇକ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଭାରତୀୟ ବଜାରରେ BMW ର…

ବାଇକ୍ ବନ୍ଦ କରିବାକୁ ପ୍ରଥମେ କ୍ଲଚ୍ ଦବାଇବେ କି ବ୍ରେକ୍? ବହୁତ କମ୍ ଲୋକ ଜାଣନ୍ତି ସଠିକ୍ ଉପାୟ

ଭାରତର ଅଧିକାଂଶ ଲୋକ ମୋଟରସାଇକେଲ ବ୍ୟବହାର କରନ୍ତି । ପ୍ରାୟ ସମସ୍ତେ ବାଇକ୍ ଚଲାନ୍ତି । କିନ୍ତୁ ଅନେକ ଥର ଲୋକମାନେ କ୍ଲଚ୍, ବ୍ରେକ୍ କିମ୍ବା ଗିଅର୍ କିପରି ସଠିକ୍ ଭାବରେ ବ୍ୟବହାର କରିବେ ଜାଣନ୍ତି ନାହିଁ । କିଛି ଜିନିଷ ବିଷୟରେ ସେମାନଙ୍କର ସଠିକ୍ ସୂଚନା ନଥାଏ, ଯେଉଁ କାରଣରୁ ସେମାନେ…

ଆପଣଙ୍କ ପାଖରେ ଇଲେକ୍ଟ୍ରିକ୍‌ କାର ଅଛି କି? ସର୍ଭିସ କରିବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ

ଭାରତରେ ଇଲେକ୍ଟ୍ରିକ୍‌ କାର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଏବଂ ଡିଜେଲ ସହିତ ଇଲେକ୍ଟ୍ରିକ୍‌ କାରଗୁଡିକର ରେଗୁଲାର ସର୍ଭିସ ମଧ୍ୟ ଅତ୍ୟନ୍ତ ଜରୁରୀ । ରେଗୁଲାର ସର୍ଭିସ ନକରିବା ଦ୍ୱାରା ଅନେକ ସମସ୍ୟା ଦେଖାଯାଏ । ଇଲେକ୍ଟ୍ରିକ୍ କାର୍ ସର୍ଭିସ କରାଇବା ସମୟରେ କିଛି ଜିନିଷକୁ…

ଜାଣନ୍ତୁ କ’ଣ ରହିଛି ଆଜିର ପେଟ୍ରୋଲ ଦର

କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, ଭୁବନେଶ୍ୱରରେ ଦାମ ପରିବର୍ତ୍ତିତ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୪୧ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୯୮ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ…

ଜାଣନ୍ତୁ କ’ଣ ରହିଛି ଆଜିର ସୁନା ଦର

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୭୪ ହଜାର ଟଙ୍କା ପାର କରିସାରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୨୪୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୮ ହଜାର ୦୫୦ଟଙ୍କା ।…

ICICI ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏସବୁ ସେବା ପାଇଁ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ

ଦେଶର ଦ୍ୱିତୀୟ ବଡ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜର ଶୁଳ୍କକୁ ବୃଦ୍ଧି କରିଛି । ବ୍ୟାଙ୍କ ନିଜର ଆଇଏମପିଏସ, ଚେକ ବୁକ୍‌ଏ ଡେବିଟ କାର୍ଡର ବାର୍ଷିକ ଚାର୍ଜ, ଇଣ୍ଟରେଷ୍ଟ ସାର୍ଟିଫିକେଟ, ବାଲାନ୍ସ ସାର୍ଟିଫିକେଟ, ଆଡ୍ରେସ ଭେରିଫିକେସନ ଆଦି ଅନେକ ଚାର୍ଜରେ ପରିବର୍ତ୍ତନ କରିଛି ।…

କାର ପଛରେ କାହିଁକି ଲେଖାଯାଇଥାଏ ‘L’? ଜାଣନ୍ତୁ କ’ଣ ଏହାର ଅର୍ଥ

ଆମ ଦୈନନ୍ଦିନ ଜୀବନରେ ଆମେ ଏଭଳି ଅନେକ ଜିନିଷ ପ୍ରତିଦିନ ଦେଖିଥାଉ କିନ୍ତୁ ଏହାର ଅର୍ଥ କ'ଣ ଆମେ ଜାଣିନଥାଉ । ଏହା ଉପରେ କେବେ ଅଧିକ ଧ୍ୟାନ ମଧ୍ୟ ଦେଇନଥାଉ କିନ୍ତୁ ଏହି ଜିନିଷ ବିଷୟରେ ଜାଣିବା ଦ୍ୱାରା ଆମର ହିଁ ସୁବିଧା ହୋଇଥାଏ । ସେହିଭଳି ରାସ୍ତାରେ ଯିବା ଆସିବା କରିବା ସମୟରେ ଆପଣ ହୁଏତ…

ଲଞ୍ଚ ହେଲା Vespaର ନୂଆ ସ୍ପେଶାଲ ଏଡିସନ ସ୍କୁଟର, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Vespa ଏକ ପ୍ରତିଷ୍ଠିତ ସ୍କୁଟର ବ୍ରାଣ୍ଡ ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଭାରତରେ ମଧ୍ୟ ଏହି ଇଟାଲୀ କମ୍ପାନୀ ବହୁ ଦଶନ୍ଧି ଧରି ରହିଛି । ଦୀର୍ଘ ଦିନ ଧରି ସ୍ଥାନୀୟ OEM ସହିତ ସହଭାଗିତାରେ କମ୍ପାନୀ ରହିଥିଲା । କିନ୍ତୁ ଗତ ଦଶନ୍ଧିରେ ଏହା ଏକ ସ୍ୱାଧୀନ କମ୍ପାନୀ ଭାବରେ ରହିଛି । ଏବେ…