Browsing Category

ବ୍ୟବସାୟ ଓ ଅର୍ଥନୀତି

Tata Motors ପକ୍ଷରୁ ମିଳିଲା ସୂଚନା, ଜାଣନ୍ତୁ Nexon ଡିଜେଲ ମଡେଲର ବ୍ୟବହାର ଉପରେ କ’ଣ ରହିଛି ଜରୁରୀ ସୂଚନା

Tata Motors ର ଅନଲାଇନ କାର ବୁକିଂ ୱେବସାଇଟରେ କିଛିଦିନ ପୂର୍ବରୁ ଏହାର କମ୍ପାକ୍ଟ ଏସୟୁଭି Nexonର ଡିଜଲ ଭାରିଏଣ୍ଟ ପୋଷ୍ଟ ବନ୍ଦ ହୋଇଛି । ଏହାପରେ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ବନ୍ଦ ହେବାର ଖବର ଚର୍ଚ୍ଚାକୁ ଆସିଥିଲା । ମିଡିଆରେ ୧, ୨ଦିନ ହେବ Tata Nexon ର ଡିଜଲ ମଡେଲର XE, XMA,…

Flipkart Big Saving Days Sale ଆଜି ଠାରୁ ଆରମ୍ଭ ,ଏହି ସବୁ ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ମିଳୁଛି ୮୦% ଛାଡ

ଫ୍ଲିପକାର୍ଟର ସେଲ ଜୁନ୍ ୧୩ ରୁ ଆରମ୍ଭ ହେଉଛି । ଏହି ସେଲରେ ଆପଣ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ବମ୍ପର ରିହାତି ପାଇପାରିବେ।  ଏପରି ପରିସ୍ଥିତିରେ ଯଦି ଆପଣ ଏକ କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଆଉ କିଛି ସମୟ ଅପେକ୍ଷା କରନ୍ତୁ।ଫ୍ଲିପକାର୍ଟ ପ୍ଲସ୍…

ମାରୁତି ଲଞ୍ଚ କରିବ ଶସ୍ତା Alto କାର୍ ! ୪ ଲକ୍ଷରୁ କମ୍ ଦାମରେ ମିଳିବ ଦମଦାର ଫିଚର୍ସ

ମାରୁତି ସୁଜୁକିର ସବୁଠାରୁ ଶସ୍ତା କାର Alto। ଏବେ କିନ୍ତୁ କମ୍ପାନୀ ନୂଆ ଏକ Alto ଆଣିବାକୁ ଯାଉଛି, ଯାହା ପୁରୁଣା Alto ଠାରୁ ଆହୁରି ଶସ୍ତା ସହିତ ଦମଦାର ଫିଚର୍ସ ରହିବ। ଏହି କାର ଅଲ୍ଟୋର ରିପ୍ଲେସମେଣ୍ଟ ରହିବା କିମ୍ବା ନୂଆ ଭର୍ସନ ହେବ। ଅର୍ଥାତ୍ ଏହାକୁ ନୂଆ ରଙ୍ଗରୂପରେ ବଜାରରେ ଉପଲବ୍ଧ…

BPSC ରେ ଖାଲିପଡିଥିବା ପଦବୀ ପାଇଁ ଜଲଦି କରନ୍ତୁ ଆବେଦନ, ଦରମା ମାସିକ ୬୦ ହଜାରରୁ ଅଧିକ

ବିହାର ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ଏବଂ ଜନସଂପର୍କ ବିଭାଗ ଅଧିନରେ ଡିଆରଡିଓରେ ଭର୍ତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୫ ତାରିଖ ପର୍ଯ୍ଯନ୍ତ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ BPSC ର ଅଧିକାରକ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହାଛଡା…

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ ଥିବା ସୁନା ଦର

ପୁଣି କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୭,୭୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୮,୭୬୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ…

ଆରବିଆଇ ବଦଳାଇଲା ଏଟିଏମ୍‌ରୁ ଟଙ୍କା କାଢ଼ିବାର ନିୟମ, ଏବେ ଦେବାକୁ ହେବ ଅଧିକ ଚାର୍ଜ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗୁରୁବାର ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ନିୟମ ବଦଳାଇଛି । ଏହି ନିୟମ ଅନୁଯାୟୀ ଯଦି ଆପଣ ଲିମିଟ୍‌ ଠାରୁ ଅଧିକ ଥର ପଇସା କାଢ଼ିବେ ତେବେ ଆପଣଙ୍କୁ ଅଧିକ ଚାର୍ଜ ପଡ଼ିବ । ଏହି ନିୟମ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ଯଦି ଆପଣ…

ଦୁନିଆର ଟପ ଡ୍ରାଇଭିଙ୍ଗ ରେଞ୍ଜ ଦେଉଥିବା କାର, ସିଙ୍ଗଲ ଚାର୍ଜରେ ଯାଏ ଅଧିକ କିଲୋମିଟର

Tesla  ପକ୍ଷରୁ ନୂଆ ଇଲେକଟ୍ରିକ କାର ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଗତବର୍ଷ ଡିସେମ୍ବରରେ କେନ୍ଦମନ୍ତ୍ରୀ ନିତୀନ ଗଡ଼କରୀ ଏହି ଗାଡିର ବଜାର ପ୍ରବେଶକୁ ନେଇ ମୋହର ଲଗାଇଥିଲେ । ତେଣୁ ଏ ବର୍ଷ ଭାରତୀୟ ବଜାରରେ Tesla କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ବିକ୍ରି ହେବାକୁ ଯାଉଛି…

ଆଇଟିଆଇ ପାସ୍ କରିଥିଲେ କରନ୍ତୁ ରେଲୱେ ଚାକିରି, ଏମିତି କରନ୍ତୁ ଆବେଦନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ତେବେ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ ୱେଷ୍ଟର୍ନ ରେଲୱରେ ଆପରଣ୍ଟିସ ୩୫୯୧ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଅନଲାଇନରେ ଆବେଦନ କରିବା ପାଇଁ ୨୪…

ଆପଣଙ୍କ ପାଖରେ ୨ ଟଙ୍କିଆ ମୁଦ୍ରା ଅଛି କି, ତାହେଲେ ଘରେ ବସି ହୋଇପାରିବେ ଲକ୍ଷପତି

ବର୍ତ୍ତମାନ ମୁଦ୍ରା ବିକ୍ରି କରି ରୋଜଗାର କରିବାର ଏକ ଭଲ ସୁଯୋଗ ଅଛି | ଏହି ମୁଦ୍ରାଗୁଡ଼ିକ ସହିତ ଆପଣ ସହଜରେ କୋଟିପତି ହୋଇପାରିବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ | କେବଳ ଏହି ବିଶେଷ ମୁଦ୍ରା ୨ ଟଙ୍କା ରହିବା ଉଚିତ୍ | ଯଦି…

ଟିକେ ଆଶ୍ୱସ୍ତି! କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୧୭ ପଇସା କମି ୯୬ ଟଙ୍କା ୩୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୭ ପଇସା କମି ୯୪ ଟଙ୍କା ୨୩ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ…

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ଅଛି ଦାମ୍

କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୬୦ ଟଙ୍କା କମି ୪୭,୮୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୮,୮୮୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୮୦୦…