Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବଢ଼ିଲା ପ୍ୟାନ୍‌-ଆଧାର ଲିଙ୍କ୍‌ ସମୟ ସୀମା, ଏବେ ୩୦ ସେପ୍ଟେମ୍ବର ମଧ୍ୟରେ କରି ପାରିବେ ପ୍ୟାନ୍‌-ଆଧାର ଲିଙ୍କ୍‌

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୋଦି ସରକାର ଟ୍ୟାକ୍ସ ପେୟରଙ୍କୁ ଦେଇଛନ୍ତି ବଡ ଆଶ୍ୱସନା । ଆଧାର-ପ୍ୟାନ୍‌ ଲିଙ୍କ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ୩୦ ଜୁନ୍‌ ଥିଲା ଆଧାର-ପ୍ୟାନ୍‌ ଲିଙ୍କ୍‌ କରିବାର ଶେଷ ସୀମା । ଏବେ ସରକାର ଏହାକୁ ବୃଦ୍ଧି କରି ପ୍ୟାନ୍‌-ଆଧାର…

LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ

ଭାରତୀୟ ଜୀବନ ବୀମା ନିଗମ (LIC) ବିଗତ ଅନେକ ଦଶନ୍ଧି ଧରି ସାଧାରଣ ଲୋକଙ୍କ ପାଇଁ କଠିନ ସମୟର ସାଥୀ ହୋଇଆସୁଛି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ LIC ପଲିସି କେବଳ ଆପଣଙ୍କ ଜୀବନ ପରେ ନୁହେଁ ବରଂ ଆପଣଙ୍କ ଜୀବିତି ଅବସ୍ଥାରେ ମଧ୍ୟ କାମରେ ଆସିଥାଏ । ଆଜ୍ଞା ହଁ, LIC ମଧ୍ୟ ଏହାର ପଲିସି…

ତାଜା ଅପଡେଟ, କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୩୫ ପଇସା କମି ୯୮ ଟଙ୍କା ୫୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୪ପଇସା କମି ୯୬ ଟଙ୍କା ୨୦ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ…

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ

କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦ଟଙ୍କା କମି ୪୬,୧୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦ ଟଙ୍କା କମି ୪୭,୧୩୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ…

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିବ 3 DA ବକେୟା ଟଙ୍କା

ଗତ ଦେଢ ବର୍ଷ ଧରି ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ମାନେ ଯେଉଁ ଖବରରକୁ ଅପେକ୍ଷା କରିଥିଲେ ତାହାର ଅନ୍ତ ଘଟିଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଂଗଠନ ନ୍ୟାସନାଲ କାଉନସିଲ୍ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଏକ…

ବାରମ୍ବାର Hyundai Konaର ଇଲେକଟ୍ରିକ କାରରେ ଲାଗୁଛି ନିଆଁ, କାରଣ ଅସ୍ପଷ୍ଟ

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି କମ୍ପାନୀ Hyundaiର ଫେମସ ଇଲେଟ୍ରିକ କାର Hyundai Konaରେ ନିଆଁ ଲାଗିବା ପରେ ଚର୍ଚ୍ଚା ଥମିବାର ନାଁ ଧରୁନି । କମ୍ପାନୀ ଦ୍ୱାରା ୭୭ହଜାର ରୁ ଅଧିକ ୟୁନିଟ ରିକଲ ପରେ ମଧ୍ୟ ଗାଡ଼ିରେ ନିଆଁ ଲାଗୁଛି । Hyundai Kona SUରେ ନିଆଁ ଲାଗିବା ଘଟଣା ବେଶ ଚର୍ଚ୍ଚା…

ଜର୍ମାନୀ: ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇ 3D ପ୍ରିଣ୍ଟର ସାହାଯ୍ୟରେ ତିଆରି ହେବ କାର, ରିପୋର୍ଟରୁ ସୂଚନା

ଆପଣ କେବେ ଭାବିଛନ୍ତି ଯଦି କମ୍ପ୍ୟୁଟର ଆମ ପାଇଁ କାର ତିଆରି କରିବ ତେବେ କ'ଣ ହେବ । କମ୍ପ୍ୟୁଟରରେ କାରର ଏକ ଡିଜାଇନ ତିଆରି କରିବା ପରେ କେବଳ ଗୋଟିଏ ମାତ୍ର ସୁଇଜରେ 3D ପ୍ରିଣ୍ଟର ସାହାଯ୍ୟରେ ଆପଣଙ୍କ ପାଇଁ ନୂଆ କାର ଆସିବ । ଏହାକୁ ପଢ଼ିଲା ପରେ ହୁଏତ ଆପଣ ଏହାକୁ ଅସମ୍ଭବ ଭାବୁଥିବେ ।…

ଜାଣନ୍ତୁ ଆଜି ରାଜ୍ୟର ପେଟ୍ରୋଲ ଓ ଡିଜେଲ ଦରର ତାଜା ଅପଡେଟ

ଭୁବନେଶ୍ୱର(କେ ନ୍ୟୁଜ): ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ବଢ଼ି ୯୮ ଟଙ୍କା ୮୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବଢ଼ି ୯୬ ଟଙ୍କା ୫୪ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ…

ଆଜି ଆପଣଙ୍କ ସହରରେ କେତେ ଅଛି ସୁନା ଦାମ, ଜାଣନ୍ତୁ ତାଜା ଅପଡେଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ସକାଳ ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬ ହଜାର ୧୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭ ହଜାର ୧୯୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…

କୋଭିଡ ପାଇଁ EPFO ଓ ESIC ସ୍କିମ୍‌ରେ ଅତିରିକ୍ତ ଲାଭ ଘୋଷଣା କଲେ ସରକାର

ନୂଆଦିଲ୍ଲୀ :  କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ରବିବାର EPFO ଓ ESIC ଦ୍ୱାର ପରିଚାଳିତ ସାମାଜିକ ସୁରକ୍ଷିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କର୍ମଚାରୀଙ୍କୁ ଅତିରିକ୍ତ ଲାଭ ପ୍ରଦାନ କରିବାକୁ ଘୋଷଣା କରିଛି । ଏହି ସୁବିଧା EPFO ଦ୍ୱାରା ପରିଚାଳିତ ESIC,…

ଜୁଲାଇ ୧ ରୁ ମହଙ୍ଗା ହେବାକୁ ଯାଉଛି ହିରୋ ବାଇକ୍ ଏବଂ ସ୍କୁଟର

କରୋନା ମହାମାରୀ ଅଟୋମୋବାଇଲ୍ ସ୍ପେକ୍ଟ୍ରମ ଉପରେ ଅନେକ ସମୟ ଧରି ପ୍ରଭାବ ପକାଉଛି । ଅଟୋ ମ୍ୟାନୁଫ୍ୟାକ୍ଚର୍ସ ନିଜ ଗାଡିର ଦାମରେ ବୃଦ୍ଧି କରୁଛନ୍ତି । ଏହି ତାଲିକାରେ ଏବେ ହିରୋ ମୋଟୋକର୍ପ ମଧ୍ୟ ସାମିଲ ହୋଇଯାଇଛି । ଦୁଇଚକିଆ ଯାନ କମ୍ପାନୀ ହିରୋ ମୋଟୋକର୍ପ ୧ ଜୁଲାଇରୁ ନିଜ ଗାଡିର ଦାମ୍…

ଜାଣନ୍ତୁ ଆଜି ୧୦ ଗ୍ରାମ କେତେ ରହିଛି ସୁନା ଦର

ଭୁବନେଶ୍ୱର(କେ ନ୍ୟୁଜ):   ଆଜି ସକାଳ ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪ ହଜାର ୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮ ହଜାର ୧୧୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଦକ୍ଷିଣ ଭାରତର ଏକ ପ୍ରମୁଖ ସହର ଭାବରେ ଜଣା ଚେନ୍ନାଇରେ ୨୨ କ୍ୟାରେଟ…