Browsing Category

ବ୍ୟବସାୟ ଓ ଅର୍ଥନୀତି

ପୁଣି ବଢିଲା ସୁନା ଦାମ୍, ଜାଣନ୍ତୁ କେତେ ହେଲା ଗ୍ରାମ ପ୍ରତି ଦାମ୍

ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୦ ଟଙ୍କା ବଢ଼ି ୪୭,୭୬୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୭୬୦ ଟଙ୍କା ହୋଇଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ…

ଜାଣନ୍ତୁ ଏଲ୍‌ଆଇସି ଯୋଜନା : ଦିନକୁ ମାତ୍ର ୧୩୦ ଟଙ୍କାରେ ସୁରକ୍ଷିତ ହେବ ଝିଅର ଜୀବନ, ମିଳିବ ୨୭ ଲକ୍ଷ

ନୂଆଦିଲ୍ଲୀ : ଝିଅ ଲକ୍ଷ୍ମୀଙ୍କ ସ୍ୱରୁପ ହୋଇଥାନ୍ତି । ଯଦି ଆପଣ ଚାହୁଁଥାନ୍ତି ଯେ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ୁ ବୋଲି ତେବେ ଏଲଆଇସିର କନ୍ୟାଦାନ ପଲିସି ଆପଣାନ୍ତୁ । ଏହି ପଲିସି ଆପଣଙ୍କ କନ୍ୟାର ଆବଶ୍ୟକତା ପୂରଣ କରିବା ସହ ଭବିଷ୍ୟତ ମଧ୍ୟ ଗଢ଼ିହୋଇଯିବ । ଏହି ପଲିସି ଏହି…

ଏବେ ଘରେ ବସି ଭିଡିଓ ଦ୍ୱାରା କରିପାରିବେ KYC ଫର୍ମାଲିଟ୍‌ ପୁରଣ , ନିୟମକୁ ସହଜ କଲେ RBI

ମୁମ୍ବାଇ :  ରିଜର୍ଭ ବ୍ୟାଙ୍କ୍‌ (RBI) ଗ୍ରାହାକଙ୍କୁ ଜାଣିବା ପାଇଁ ‘ନୋ ୟୋର୍‌ କଷ୍ଟମର୍‌’ (KYC) ସମ୍ପର୍କୀତ ନିର୍ଦ୍ଦେଶନାମାରେ ସଂଶୋଧନ ଆଣିଛନ୍ତି । ଏହି ପ୍ରକ୍ରିୟା ଦ୍ୱାରା ଗ୍ରାହାକ ଭିଡିଓ ଆଧାରିତ ପରିଚୟ ପ୍ରକ୍ରିୟା (ବି-ସିଆଇପି) ମାଧ୍ୟମରେ କେଓ୍ଵାଇସି ଫର୍ମାଲିଟି ପୁରଣ…

ଇଂଜିନିୟରିଂ କରିଥିଲେ ଭାରତୀୟ ସେନାରେ ମିଳିବ ଚାକିରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଚନ୍ତି କି ? ଯଦି ଇଚ୍ଛା ରଖିଛନ୍ତି, ତେବେ ତୁରନ୍ତ ଆପ୍ଲାଏ କରନ୍ତୁ। ଭାରତୀୟ ଆର୍ମି ପକ୍ଷରୁ ସର୍ଟ ସର୍ଭିସ କମିଶନ ଅଧିନରେ ଭର୍ତ୍ତି ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଜୁନ ରହିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ…

ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦରର ତାଜା ଅପଡେଟ

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ସ୍ଥିର ରହି ୯୬ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୮ ପଇସା ରହିଛି। ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…

ପ୍ରଥମ ରଜରେ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

ପୁଣି କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୦ ଟଙ୍କା କମି ୪୭,୭୩୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୩୦ ଟଙ୍କା କମି ୪୮,୭୩୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…

ତାଜା ଅପଡେଟ, କମିଲା ପେଟ୍ରୋଲ ଓ ଡିଜେଲ ଦର

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୩୦ ପଇସା ବଢ଼ି ୯୬ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୮ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ…

ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ

ପୁଣି କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୭,୭୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୮,୭୬୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ…

ମହିନ୍ଦ୍ରାର ଜବରଦସ୍ତ ସ୍କିମ୍‌, ନେଇଯାଆନ୍ତୁ ମହିନ୍ଦ୍ରା ଏସ୍‌ୟୁଭି ଗାଡ଼ି ଏବଂ ୩ ମାସ ପରେ ଦିଅନ୍ତୁ EMI

ନୂଆଦିଲ୍ଲୀ : କରୋନା ପୁରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ପ୍ରତିଟି ଉଦ୍ୟୋଗ ଏହାଯୋଗୁ କ୍ଷତିରେ ପଡ଼ିଛନ୍ତି । ଅଟୋମୋବାଇଲ ସେକ୍ଟର ମଧ୍ୟ ଏଥିରୁ ବାଦ ଯାଇନାହିଁ । କରୋନା ସମୟରେ କମ୍ପାନିର ମାନ୍ଦା ବିକ୍ରି ଅବସ୍ଥାକୁ ଦେଖି କମ୍ପାନି ଏବେ ଏକ ନୂତନ ସ୍କିମ ଆଣିଛି ।…

କୋଭିଡ୍‌ ଚିକିତ୍ସା ସାମଗ୍ରୀରୁ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ୟୁଜ୍(ବ୍ୟୁରୋ):  ଇଲେକ୍ଟ୍ରିକ ଫର୍ଣ୍ଣେସ ଓ ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ । ସେହିପରି ଆମ୍ବୁଲାନ୍‌ସ ଉପରେ ଜିଏସ୍‌ଟି ୧୨କୁ ହ୍ରାସ କରାଯାଇଛି । ଏହା ଆଗାମୀ ସେପ୍ଟେମ୍ବର ଯାଏ ବୈଧ ରହିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା…

ଓଡିଶା ପୋଲିସରେ ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରଥମଥର ପାଇଁ ଆବେଦନ କରିବେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର (କେନ୍ୟୁଜ) : କିନ୍ନରଙ୍କ ପାଇଁ ରାଜ୍ୟସରକାରଙ୍କ ବଡ ଘୋଷଣା। କିନ୍ନରଙ୍କୁ ମିଳିବ ସବ ଇନସ୍ପେକ୍ଟର ପଦବୀରେ ନିଯୁକ୍ତି । ଏଥିପାଇଁ କିନ୍ନରମାନେ ଆବେଦନ କରିବାକୁ ଯୋଗ୍ୟ ବୋଲି କୁହାଯାଇଛି। କନେଷ୍ଟବଳ ପଦବୀରେ ମଧ୍ୟ କିନ୍ନରଙ୍କୁ ନିଯୁକ୍ତି ମିଳିବ । ପ୍ରଥମଥର ପାଇଁ ଆବେଦନ କରିବେ…

Tata Motors ପକ୍ଷରୁ ମିଳିଲା ସୂଚନା, ଜାଣନ୍ତୁ Nexon ଡିଜେଲ ମଡେଲର ବ୍ୟବହାର ଉପରେ କ’ଣ ରହିଛି ଜରୁରୀ ସୂଚନା

Tata Motors ର ଅନଲାଇନ କାର ବୁକିଂ ୱେବସାଇଟରେ କିଛିଦିନ ପୂର୍ବରୁ ଏହାର କମ୍ପାକ୍ଟ ଏସୟୁଭି Nexonର ଡିଜଲ ଭାରିଏଣ୍ଟ ପୋଷ୍ଟ ବନ୍ଦ ହୋଇଛି । ଏହାପରେ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ବନ୍ଦ ହେବାର ଖବର ଚର୍ଚ୍ଚାକୁ ଆସିଥିଲା । ମିଡିଆରେ ୧, ୨ଦିନ ହେବ Tata Nexon ର ଡିଜଲ ମଡେଲର XE, XMA,…