Browsing Category

ବ୍ୟବସାୟ ଓ ଅର୍ଥନୀତି

ଟିକେ ଆଶ୍ୱସ୍ତି! କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୨୩ ପଇସା କମି ୯୭ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୨୩ ପଇସା କମି ୯୫ ଟଙ୍କା ୪୩ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ…

ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ

କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦ଟଙ୍କା କମି ୪୭,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦ ଟଙ୍କା କମି ୪୮,୩୫୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ…

ସେପ୍ଟେମ୍ୱର ୩୦ଯାଏ ବଢ଼ିଲା ଡ୍ରାଇଭିଂ ଲାଇସେନ୍ସ,ଆରସି ଏବଂ ଫିଟନେସ୍ ସାର୍ଟିଫିକେଟର ବୈଧତା ଅବଧି

ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଫିଟନେସ୍ ସାର୍ଟିଫିକେଟ୍ ସମେତ ଅନ୍ୟ ମୋଟର ଯାନ ଦଲିଲର ବୈଧତାକୁ ସରକାର ପୁଣି ଥରେ ବୃଦ୍ଧି କରିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରକୁ ଧ୍ୟାନରେ ରଖି ଏହି ସମସ୍ତ ଡକ୍ୟୁମେଣ୍ଟ ବର୍ତ୍ତମାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ।…

ତେଲ ଦରରେ ଲାଗୁନି ବ୍ରେକ୍, ଜାଣନ୍ତୁ ଆଜି ପୁଣି କେତେ ବଢ଼ିଲା ପେଟ୍ରୋଲ, ଡିଜେଲ ଦାମ୍

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୬୩ ପଇସା ବଢ଼ି ୯୭ ଟଙ୍କା ୭୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୯ ପଇସା ବଢ଼ି ୯୫ ଟଙ୍କା ୬୦ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ…

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୫୦ ଟଙ୍କା କମି ୪୭,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦୦ ଟଙ୍କା କମି ୫୧,୬୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…

ବିନା ପରୀକ୍ଷାରେ ହୋଇପାରିବେ BSF ଅଫିସର, ଦରମା ମାସକୁ ୭୦ ହଜାରରୁ ଅଧିକ

ସୀମା ସୁରକ୍ଷା ବଳ(BSF)ରେ ଅଧିକାରୀ ହେବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ବିଏସଏଫର ସବୁ ହସପିଟାଲରେ GDMO ଏବଂ ସ୍ପେଶାଲିଷ୍ଟ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏଥିପାଇଁ BSF ର ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ…

ଆସନ୍ତା ମାସରୁ ମହଙ୍ଗା ହେବ ଟିଭି, ଫ୍ରିଜ ଏବଂ ଏସି, ୧୦-୧୨ % ବଢିଯିବ ଦାମ୍

ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ମାସରେ ହିଁ କିଣନ୍ତୁ କାରଣ ଆସନ୍ତା ମାସରୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । କମ୍ପାନୀଗୁଡିକ କହିଛନ୍ତି ଯେ, କ୍ରମାଗତ ଭାବେ ଦ୍ରବ୍ୟ ମୂଲ୍ୟ ବଢିବା ସହ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ…

ଦିନକୁ ଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୫ ପଇସା ବଢ଼ି ୯୭ ଟଙ୍କା ୧୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୬ ପଇସା ବଢ଼ି ୯୫ ଟଙ୍କା ୦୫ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ…

କମିଲା ସୁନା ଦର, ଜାଣନ୍ତୁ ଆଜି ପୁଣି କେତେ କମିଲା ସୁନା ଦାମ୍

କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୬୦ ଟଙ୍କା କମି ୪୭,୬୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୬୦୦ ଟଙ୍କା ହୋଇଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ…

ଇଣ୍ଡିଗୋ ଦେଉଛି ମାତ୍ର ୧୧୬୫ ଟଙ୍କାରେ ବିମାନ ଯାତ୍ରା ମୌକା, ଶୀଘ୍ର ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ କଷ୍ଟମର୍ସଙ୍କୁ ଲୋଭାଇବା ପାଇଁ ଆରମ୍ଭ କରିଛି ଇଣ୍ଡିଗୋ ଫ୍ଲାସ୍‌ ସେଲ୍‌ ଭଳି ନୂଆ ଯୋଜନା । ଏହି ଯୋଜନା ଅନୁଯାୟୀ ଡୋମେଷ୍ଟିକ ଫ୍ଲାଇଟ୍‌ ପାଇଁ ଇଣ୍ଡିଗୋ ଦେଉଛି ମାତ୍ର ୧୧୬୫ ଟଙ୍କାରେ ବିମାନ ଯାତ୍ରା ଅଫର । ଏହି ଟିକେଟର ସେଲ୍‌ ଆଜି ରାତି ୧୨ ଟା ପରେ ଶେଷ…

ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କଲା SBI, ଆଜିଠୁ କରନ୍ତୁ ଆବେଦନ

ଫାୟାର ଇଞ୍ଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI)। ଇଚ୍ଛୁକ ପ୍ରାର୍ଥୀ ୧୫ ଜୁନ ୨୦୨୧ ରୁ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ଜମା କରିବାର ଶେଷ ତାରିଖ ରହିଛି ୨୮ ଜୁନ ୨୦୨୧। ତେବେ ଯେଉଁମାନେ ୨୨ ଡିସେମ୍ବର ୨୦୨୦ ରୁ ୨୭ ଜାନୁଆରୀ…

Apache RTR 200 4vରେ ରହିଛି ଜବରଦସ୍ତ ଡିସକାଉଣ୍ଟ କ୍ୟାସବ୍ୟାକ ଅଫର, ୧୦ହଜାର ଟଙ୍କା ପର୍ଯ୍ୟନ୍ତ କରିପାରିବେ ସେଭିଂ

ଦେଶର ପ୍ରମୁଖ ଗାଡ଼ି କମ୍ପାନୀ TVS Motor ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ଶାନଦାର ଅଫର ଆଣିଛି । କମ୍ପାନୀ ପକ୍ଷରୁ ପ୍ରସିଦ୍ଧ ସ୍ପୋର୍ଟସ ବାଇକ Apache RTR 200 4vରେ ରହିଛି ଜବରଦସ୍ତ ଡିସକାଉଣ୍ଟ, କ୍ୟାସବ୍ୟାକ ଅଫର ସହ ୧୦ହଜାର ଟଙ୍କା ପର୍ଯ୍ୟନ୍ତ କରିପାରିବେ ସେଭିଂ। କିଣିବା ଉପରେ ଆକର୍ଷକ…