Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଖୁସି ଖବର: ୮୦୦ ଟଙ୍କା କମିଲା ସୁନା ଦାମ୍, ଜଲଦି କରନ୍ତୁ ଆଜି ହିଁ କିଣିଆଣନ୍ତୁ

ସୁନା କିଣିବାକୁ ଚାହୁଁଚନ୍ତି କି ? ତେବେ ଆଜି ଯାଇ କିଣିଆଣନ୍ତୁ। ସୁନା ଦାମ୍ ଦିନକୁ ଦିନ ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି। ଯଦି ଆପଣ ସୁନା କିଣିବାକୁ ଭାବୁଛନ୍ତି, ତେବେ ଏଇଠି ଦେଖିଦିଅନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି…

ଏସ୍‌ବିଆଇ କ୍ଲର୍କ େଓ୍ଵଟିଂ ଲିଷ୍ଟ ୨୦୨୧ : ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରକାଶ କଲା କ୍ଲକ ପରୀକ୍ଷାର େଓ୍ଵଟିଂ…

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ (କଷ୍ଟମର ସେଲ୍ସ ଆଣ୍ଡ ସପୋର୍ଟ) ଭର୍ତ୍ତି ପରୀକ୍ଷା ର ପ୍ରଥମ େଓ୍ଵଟିଂ ଲିଷ୍ଟ ପ୍ରକାଶ ପାଇଛି । ୮୧୩୪ ପଦ ପାଇଁ ଏହି ପରୀକ୍ଷା ଗତ ବର୍ଷ ହୋଇଥିଲା । ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଏସ୍‌ବିଆଇ େଓ୍ଵବ୍‌ସାଇଟ୍‌ ରେ…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍

ଦିନକୁ ଦିନ ବଢିଚାଲି ସବୁ ଜିନିଷର ଦାମ୍। ତେଣୁ ଗ୍ରାହକ ପକେଟ ଉପରେ ଏହା ଦାଉ ସାଧୁଛି। ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ଆଜି ୪ ପଇସା କମିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି…

ଖୁସି ଖବର: ପୁଣି ସୁନା ଦର ହ୍ରାସ, ଜଲଦି କରନ୍ତୁ ଆଜି ହିଁ କିଣିଆଣନ୍ତୁ

ସୁନା କିଣିବାକୁ ଚାହୁଁଚନ୍ତି କି ? ତେବେ ଆଜି ଯାଇ କିଣିଆଣନ୍ତୁ। ସୁନା ଦାମ୍ ଦିନକୁ ଦିନ ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି। ଯଦି ଆପଣ ସୁନା କିଣିବାକୁ ଭାବୁଛନ୍ତି, ତେବେ ଏଇଠି ଦେଖିଦିଅନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି…

୧୦ମ ପାସ୍ କରି ଆଇଟିଆଇ କରିଥିଲେ ମିଳିବ ରେଲୱେ ଚାକିରି, ଏମିତି କରନ୍ତୁ ଆବେଦନ

୧୦ମ୍ ପାସ୍ କରିଛନ୍ତି ତ ? ତେବେ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଉତ୍ତର ମଧ୍ୟ ରେଲୱେ ଝାନସୀରେ ଟ୍ରେଡ ଆପରାଣ୍ଟିସ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ନିଯୁକ୍ତି ଫିଟର, ମେକାନିକ, କାରପେଣ୍ଟର, ଇଲେକ୍ଟ୍ରିସିଆନ ଟ୍ରେଡ ପାଇଁ କରାଯିବ। ଏଠାରେ ପାଖାପାଖି ୪୮୦ ପଦବୀରେ…

ଖୁସି ଖବର! ୧୦ ଏପ୍ରିଲରେ ଯାତ୍ରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ରେଲୱେ

ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଟ୍ରେନ୍‌। ତେବେ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ କମ୍‌ ସଂଖ୍ୟକ ଟ୍ରେନ୍‌ ଚଳାଚଳ କରୁଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାତ୍ରୀଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ୧୦ ଏପ୍ରିଲରୁ କରୋନା କାଳ ପୂର୍ବରୁ ଚାଲୁଥିବା ଟ୍ରେନ୍‌…

ଖୁସି ଖବର, ଆଜି ବି ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର

ଗ୍ରାହକଙ୍କୁ ଏବେ ମହଙ୍ଗା ମାଡ଼। ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ଆଜି ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୮ ଟଙ୍କା ୭୯ ପଇସା ହୋଇଛି । ପେଟ୍ରୋଲ…

ତାଜା ଅପଡେଟ, ପଢନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ

ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ସୁନା ମୂଲ୍ୟର ତାଜା ଅପଡେଟ। ତେଣୁ ଯଦି ଆପଣ ସୁନା କିଣିବାକୁ ଭାବୁଛନ୍ତି, ତେବେ ଏଇଠି ଦେଖିଦିଅନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୨୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ…

ଶୀଘ୍ର ଶେଷ କରନ୍ତୁ କାମ, ଲଗାତର ଭାବେ ବନ୍ଦ ରହିବ ବ୍ୟାଙ୍କ୍‌

ଯଦି ଆପଣଙ୍କର ବ୍ୟାଙ୍କ କାମ ଅଛି ତାହେଲେ ଆଗାମୀ ସପ୍ତାହରେ ଜଲଦି ସାରିଦିଅନ୍ତୁ। କାହିଁକିନା ଯଦି ଆପଣ ବ୍ୟାଙ୍କ ସମ୍ବନ୍ଧୀୟ କାମ ଆଗାମୀ ସପ୍ତାହରେ ଶେଷ କରୁନାହାଁନ୍ତି ତାହେଲେ ଆପଣଙ୍କୁ ଏପ୍ରିଲ ୩ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ। ମାର୍ଚ୍ଚ ୨୭ ତାରିଖରୁ ଏପ୍ରିଲ ୪ ତାରିଖ ମଧ୍ୟରେ…

ଲଞ୍ଚ ହେଲା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ସ୍କୁଟର Detel Easy Plus, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

Detel Easy Plus ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହୋଇଛି। ଯାହାର ଦାମ୍ ୩୯,୯୯୯ ଟଙ୍କା ରହିଛି। କମ୍ପାନୀ ମୁତାବକ, ଏହା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ଟୁ-ହୁଇଲର ଗାଡି। ଯଦି ଆପଣ ଏହି ଗାଡି କିଣିବାକୁ ଚାହୁଁଚନ୍ତି, ତେବେ ଅନଲାଇନ ଜରିଆରେ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ ୨ ହଜାର…

୧୦ମ ପାସଙ୍କ ପାଇଁ ଭାରତ ସରକାର ଅଧିନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

୧୦ମ ପାସ ଯୁବପିଢିଙ୍କ ପାଇଁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗର ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା ଜୁଲାଇ ୧…

ସାମାନ୍ୟ ଆଶ୍ବସ୍ତି, ଆଜି ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର

ଗ୍ରାହକଙ୍କୁ ଏବେ ମହଙ୍ଗା ମାଡ଼। ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ଆଜି ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୮ ଟଙ୍କା ୭୯ ପଇସା ହୋଇଛି । ପେଟ୍ରୋଲ…