Browsing Category

ବ୍ୟବସାୟ ଓ ଅର୍ଥନୀତି

ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ଦର, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର୍‌ ଆକାଶ ଛୁଆଁ ହୋଇଥବା ବେଳେ ପୁଣି ଥରେ ରନ୍ଧନ ଗ୍ୟାସ୍‌ ଏଲ୍‌ପିଜିର ମୂଲ୍ୟ ବୃଦ୍ଧି ପାଇଛି । ଏକ ୧୪ କିଲୋଗ୍ରାମ ଅଣସବ୍‌ସିଡି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାଯାଇଛି । ଦିଲ୍ଲୀରେ ଏହି ସିଲିଣ୍ଡର ର ମୂଲ୍ୟ ୭୬୯ ଟଙ୍କାକୁ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ଦାମ୍

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୯ ପଇସା ବଢ଼ି ୮୯ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୬ ଟଙ୍କା ୧୫ ପଇସାରେ ପହଁଚିଛି। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS…

ସୁନା ମୂଲ୍ଯ ହ୍ରାସ୍, ଜାଣନ୍ତୁ ପୁଣି ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ଆଜି ପୁଣି କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୩୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୩୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ICICI ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌, ପଦର ଦୁରୁପଯୋଗ କରି ହୋଇଥିଲେ ଗିରଫ

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ଜାମିନ୍‌। ଚନ୍ଦା କୋଚରଙ୍କୁ ପ୍ରୋବେସନ୍‌ ଅଫ୍‌ ମନି ଲଣ୍ଡଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ର ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କା ବଣ୍ଡରେ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ତୁରନ୍ତ ପାସପୋର୍ଟ ସରେଣ୍ଡର…

ରେଳ ମନ୍ତ୍ରଣାଳୟ ବନାଇଲା ‘Koo’ ଆପରେ ଆକାଉଣ୍ଟ, ମିଳିବ ରେଳବାଇର ସମସ୍ତ ସୂଚନା

ଦେଶକୁ ଆତ୍ମ ନିର୍ଭର ବନାଇବା ପାଇଁ ଭାରତରେ ସୋସିଆଲ ମିଡିଆ ଆପ୍ ଏବଂ ମାଇକ୍ରୋ ବଲିଗିଂ ସାଇଟର ବିକଳ୍ପ ଭାବେ ଉଭା ହୋଇଥିବା ସ୍ବଦେଶୀ ‘କୁ ’ଆପ୍ରେ ଭାରତୀୟ ରେଳ ଏହାର ଅଫିସିଆଲ୍ ଆକାଉଣ୍ଟ୍ ଖୋଲିଛି। ଆତ୍ମନିର୍ଭର ଆପ୍ ଚ୍ୟାଲେଞ୍ଜ ପୁରସ୍କାର ଜିତିଥିବା ଏହି ଆପରେ ରେଳ ମନ୍ତ୍ରଣାଳୟର…

ଜାଣନ୍ତୁ ଆଜି ଭୁବନେଶ୍ବରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ଦର

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୦ ପଇସା ବଢ଼ି ୮୮ ଟଙ୍କା ୮୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୫ ଟଙ୍କା ୪ ପଇସାରେ ପହଁଚିଛି। କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ ଏବଂ ଡିଜେଲ ଦାମ…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ସୁନା ମୂଲ୍ଯ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୪୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୪୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୫୦ ଟଙ୍କା ଓ…

ମହିନ୍ଦ୍ରା ଆଣୁଛି ଶସ୍ତା Scorpio, ଜାଣନ୍ତୁ କେତେ ରହିବ ଦାମ୍‌

Mahindra & Mahindra ନିଜର ନୂଆ ଜେନେରେସନ୍‌ ସ୍କୋର୍ପିଓ ଉପରେ କାମ କରୁଛି। ଏହି କାର ଭାରତରେ ଚଳିତ ବର୍ଷ ଜୁନ୍‌ ମାସ ପୂର୍ବରୁ ଲଞ୍ଚ୍‌ ହୋଇପାରେ। ସ୍କୋର୍ପିଓ SUV ସେଗମେଣ୍ଟରେ ଏହା କମ୍ପାନୀର ସବୁଠାରୁ ପପୁଲାର କାର୍‌ ମଧ୍ୟରୁ ଗୋଟିଏ ଏବଂ ଭାରତରେ ଏହାର ସବୁଠୁ ବଡ କଷ୍ଟମର ବେସ୍‌…

୯ ଦିନରେ ପଇସା ଡବଲ୍‌, ଏବେ ଏହି କମ୍ପାନୀକୁ କିଣିବାକୁ ଘୋଷଣା କରିଛନ୍ତି ଅଦାର ପୁନାଓ୍ଵାଲା

ନୂଆଦିଲ୍ଲୀ : ଅଦାର ପୁନାଓ୍ଵାଲା ଙ୍କ କମ୍ପାନୀ ରାଇଜିଂ ସନ୍‌ ହୋଲ୍ଡିଂ ଏବେ ମାଗ୍‌ମା ଫିନ୍‌କର୍ପ କମ୍ପାନୀକୁ କିଣିବାକୁ ଯାଉଛନ୍ତି । ଏଥିରେ ରାଇଜିଂ ଷ୍ଟାରର ୬୦ ପ୍ରତିଶତ ଅଂଶଧନ ରହିବ । ଏହି ଖବର ମିଳୁ ମିଳୁ କମ୍ପାନୀର ସେୟାର ୯ ଦିନରେ ଡବଲ ହୋଇଗଲାଣି । ମାଗ୍‌ମା ଫିନ୍‌କର୍ପ ସେୟାର ୫୫…

ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୦ ପଇସା ବଢ଼ି ୮୮ ଟଙ୍କା ୫୪ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୫ ଟଙ୍କା ୨ ପଇସାରେ ପହଁଚିଛି। କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ ଏବଂ ଡିଜେଲ ଦାମ…