Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବଜେଟ ଆସିବା ପରେ ସୁନା କମିବା ବଦଳରେ ବଢିଲା, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଥିଲେ। ଏଥିରେ ସୁନା ଓ ରୁପା ଦର ଶସ୍ତା ହେବ ବୋଲି କୁହାଯାଇଥିଲା। କିନ୍ତୁ ଠିକ୍ ବଜେଟ ଉପସ୍ଥାପନା ହେବା ପରେ ସୁନା ଦାମ୍ ବଢିଛି। ଗତକାଲି ଅପେକ୍ଷା ଗ୍ରାମ ପ୍ରତି ସୁନା ଦାମ୍ ୧୦ ଟଙ୍କା ବଢିଯାଇଛି। ଆଜି ଭାରତୀୟ ବଜାରରେ ୨୨…

ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି: ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଆୟକର ସ୍ଲାବ ଅପରିବର୍ତ୍ତିତ । ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି । ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ । ୭୫ ବର୍ଷରୁ ଊର୍ଦ୍ଧ୍ୱ ପେନ୍‌ସନ୍‌ଧାରୀ ଦେବେ ନାହିଁ ଇନ୍‌କମ୍‌ ଟ୍ୟାକ୍ସ । ଛୋଟ କର ଦାତାଙ୍କୁ ବୋଝ କମ୍‌ ପଡିବ । ଟ୍ୟାକ୍ସ ଅଡିଟ୍‌ ସୀମା…

୨୦୨୧-୨୨ ବଜେଟ୍‌ : ଜାଣନ୍ତୁ ସୁନା ଓ ରୁପା ସହ ଆଉ କ’ଣ ସବୁ ହେଲା ଶସ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ୍‌ ଉପସ୍ଥାପନ ହୋଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୨ ବଜେଟ୍‌ ଭଳି ବଜେଟ୍‌କୁ ‘ପୂର୍ବରୁ କେବେ ଉସ୍ଥାପିତ ହୋଇ ନ ଥିବା…

ଆହୁରି ବଢିବ ତୈଳ ଦର: ପେଟ୍ରୋଲ୍‌ ୨. ୫୦ ଏବଂ ଡିଜେଲ୍‌ ୪ ଟଙ୍କା ହେବ ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେବ ତୈଳ ଦର। ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି ସରକାର। ଡିଜେଲରେ ଲିଟର ପ୍ରତି ଟଙ୍କା ଓ ପେଟ୍ରୋଲରେ ଅଢେଇ ଟଙ୍କାର ସେସ ଲାଗୁ ହୋଇଛି। ତେବେ ତୈଳ କଂପାନୀ ସେସ ପ୍ରଦାନ ଓ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି…

କୃଷକଙ୍କ ପାଇଁ ବଜେଟ୍‌ରେ ସରକାରଙ୍କ ବଡ଼ ଘୋଷଣା: କୃଷକଙ୍କୁ ଦିଆଯାଇଛି ଦେଢ ଗୁଣା ଅଧିକ MSP, କରାଯିବ ଓ୍ଵାନ୍‌ ନେସନ୍‌…

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଜେଟ୍‌ରେ ସରକାରଙ୍କ ବଡ଼ ଘୋଷଣା । MSP ବ୍ୟବସ୍ଥାରେ ହେବ ପରିବର୍ତ୍ତନ । କୃଷକଙ୍କୁ ଦେଢ ଗୁଣା ଅଧିକ MSP ଦିଆଯାଇଛି । କୃଷକଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯାଇଛି। କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ। କୃଷକଙ୍କ ପାଇଁ ଏଗ୍ରିକଲଚର…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର ୮୪୬ କୋଟି, ଆରମ୍ଭ ହେବ ପିଏମ୍‌ ଆତ୍ମନିର୍ଭର…

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦରେ ୧୩୭ ପ୍ରତିଶତ ବୃଦ୍ଧି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର ୮୪୬ କୋଟି ଟଙ୍କା। ଭ୍ୟାକସିନ ପାଇଁ ଖର୍ଚ୍ଚ ହେବ ୩୫ ହଜାର କୋଟି ଟଙ୍କା। ପିଏମ୍‌ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଆରମ୍ଭ ହେବ। ଏଥିରେ…

ରେଲେଓ୍ଵ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କାର ରେଳ ବଜେଟ୍‌

ନୂଆଦିଲ୍ଲୀ: ରେଲେଓ୍ଵ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କାର ରେଳ ବଜେଟ୍‌ ଆବଣ୍ଟନ କରାଯାଇଛି। ୨୦୩୦ ସୁଦ୍ଧା ନୂଆ ରେଳ ଯୋଜନା କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୧ ହଜାର କୋଟି ଟଙ୍କାର ମେଟ୍ରୋ ଯୋଜନା ରହିଛି। କୋଚି, ନାସିକ୍‌, ଚେନ୍ନାଇ, ନାଗପୁରରେ ହେବ ମେଟ୍ରୋ ସେବା। ଏଣିକି ଦୁଇ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖିଦିଅନ୍ତୁ ଛୁଟି ଲିଷ୍ଟ

ଭାରତରେ ବ୍ୟାଙ୍କ ଛୁଟି ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଯେଉଁ ଲୋକଙ୍କ ଅଧିକାଂଶ କାମ ବ୍ୟାଙ୍କ ସହ ଜଡିତ ସେମାନଙ୍କୁ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ଭାରତରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ। ତାଛଡା ଅନ୍ୟ ପର୍ବପର୍ବାଣିରେ…

୧୦ମ ପାସଙ୍କ ପାଇଁ ରେଲୱେ ଚାକିରି ସୁଯୋଗ, ଜଲଦି କରନ୍ତୁ ଖାଲିପଡିଛି ୫୬୧ ପଦବୀ

୧୦ମ ପାସ୍ କରି ଆଇଟିଆଇ କରିଛନ୍ତି କି ? ଯଦି ହଁ, ତେବେ ଆପଣ ମଧ୍ୟ ଣେଲୱେ ଚାକିରି କରିପାରିବେ। RRB ପଶ୍ଚିମ ରେଲୱେ ପକ୍ଷରୁ ବିଭିନ୍ନ ବିଭାଗରେ ଡ୍ରେଡ ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଇଚ୍ଛୁକ…

ସୁନା ପ୍ରେମୀ ଆଜି ହାର କିଣିବାକୁ ଚାହୁଁଥିଲେ, ଏଠାରେ ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ

ଦୁଇଦିନ ସୁନା ଦାମ୍ ସ୍ଥିର ରହିବା ପରେ ଆଜି ସାମାନ୍ୟ ବଢିଛି ସୁନା ଦର। ସୁନା ଦାମ ଆଜି ଗ୍ରାମ୍ ପ୍ରତି ମାତ୍ର ୨୦ ଟଙ୍କା ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୯୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି…

ଜାଣନ୍ତୁ ଆଜିର ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦାମ୍

ଦିନକୁ ଦିନ ମହଙ୍ଗା ହୋଇଚାଲିଛି ପେଟ୍ରୋଲ ଓ ଡିଜେଲ ଦରଦାମ୍। ସାଧାରଣ ପକେଟକୁ ଏହି ମହଙ୍ଗା ମାଡ ବେଶ ବାଧୁଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୬ ଟଙ୍କା ୯୮ପଇସା ରହିଛି। ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୩ ଟଙ୍କା ୩୪ ପଇସା। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS…

ଜିଓର ସବୁଠୁ ବଢ଼ିଆ ପ୍ଲାନ୍‌, ପ୍ରତିଦିନ ୩ଜିବି ଡାଟା ସହିତ ମିଳିବ ଅନଲିମିଟେଡ କଲିଙ୍ଗ୍‌ ସୁବିଧା

ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କୁ ଅନେକ ବଢ଼ିଆ ବଢ଼ିଆ ପ୍ଲାନ ଅଫର କରୁଛି। ଯଦି ଆପଣ ରିଲାଏନ୍ସ ଜିଓ ୟୁଜର ଏବଂ ନିଜ ପାଇଁ ବେଷ୍ଟ ଡାଟା ଏବଂ କଲିଙ୍ଗ୍‌ ବେନିଫିଟ୍‌ ରିଚାର୍ଜ ପ୍ଲାନ୍‌ ସନ୍ଧାନରେ ଅଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଏଠାରେ କିଛି ବଢ଼ିଆ ପ୍ଲାନ ବିଷୟରେ ଜଣାଇବୁ। ଏହି ପ୍ଲାନରେ…