Browsing Category

ବ୍ୟବସାୟ ଓ ଅର୍ଥନୀତି

କମିଲା ସୁନା, ଆଜି ହିଁ କିଣନ୍ତୁ ନିଜ ମନ ପସନ୍ଦର ଗହଣା

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୫୦ ଟଙ୍କା କମି ୪୮,୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୭୦ ଟଙ୍କା କମି ୫୨,୬୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ଯଦି ୨୦୨୧ ବଜେଟ୍‌ରେ ସେକ୍‌ସନ୍‌ ୮୦ ସି ର ଲିମିଟ୍‌ ବୃଦ୍ଧି ପାଏ, ଜାଣନ୍ତୁ ପିପିଏଫ୍‌, ଏନ୍‌ଏସ୍‌ସି ଓ ଏଲ୍‌ଆଇସି…

ନୂଆଦିଲ୍ଲୀ :  ୨୦୨୧ କେନ୍ଦ୍ର ବଜେଟ୍‌ ଉପରେ ସବୁ ଲୋକଙ୍କ ଆଖି । କରୋନା କାଳରେ ଅର୍ଥ ମନ୍ତ୍ରୀ ସୀତାରମଣ କ’ଣ ନେଇ ଆସୁଛନ୍ତି ସାଧାରଣ ଲୋକଙ୍କ ପାଇଁ ତାହା ଜାଣିବା ପାଇଁ ସମସ୍ତେ ବ୍ୟଗ୍ର । ଯଦି ଆୟକର ଆଇନର ସେକ୍‌ସନ୍‌ ୮୦ ସିରେ ଟ୍ୟାକ୍ସ ଡିଡକ୍ସନ କ୍ଲେମ୍‌ ସୀମା ବଢ଼େ ତେବେ ଲୋକେ…

ସବୁଠୁ ଶସ୍ତା ପ୍ଲାନ୍‌ ଲଞ୍ଚ୍‌ କଲା ରିଲାଏନ୍ସ ଜିଓ, ଏବେ ୧୧ ଟଙ୍କାରେ ମିଳିବ ପୂର୍ବ ତୁଳନାରେ ଅଧିକ ଫାଇଦା

ରିଲାଏନ୍ସ ଜିଓ ନିଜର ଏକ ଶସ୍ତା ପ୍ଲାନ୍‌ରେ କିଛି ପରିବର୍ତ୍ତନ କରିଛି। ଜିଓ ତରଫରୁ ୧୧ ଟଙ୍କିଆ ୪ଜି ଡାଟା ଭାଉଚର ପ୍ଲାନ୍‌ରେ କେତେକ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପ୍ଲାନ୍‌ରେ ଏବେ ଡାଟା ବେନିଫିଟ୍‌କୁ ବଢ଼ାଇଛି ଜିଓ। ଜିଓର ୧୧ ଟଙ୍କିଆ ଭାଉଚରରେ ଏବେ ୧ ଜିବି ଡାଟା ମିଳିବ। ଏହି ଡାଟା,…

ଖାଲିପଡିଛି ୧୦୦୦ରୁ ଊର୍ଦ୍ଧ୍ବ ଷ୍ଟାଫ ନର୍ସ ପଦବୀ, ଦରମା ମାସକୁ ୩୧ ହଜାର ଟଙ୍କା, ଜଲଦି କରନ୍ତୁ ଆବେଦନ

ଆପଣ ନର୍ସିଂ କରିଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗୁଜରାଟ ସ୍ବାସ୍ଥ୍ଯ ବିଭାଗ ଅଧିନରେ ୧୦୦୦ରୁ ଅଧିକ ପଦବୀ ଖାଲି ପଡିଛି। ଏଠାରେ ଷ୍ଟାଫ ନର୍ସ ପଦବୀରେ ନିଯୁକ୍ତି କରାଯାଉଛି। ୪୦ ବର୍ଷ ବୟସର ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। ପଦବୀ: ୧୦୦୮ ଶିକ୍ଷାଗତ…

ଜାଣନ୍ତୁ ଆଜି ପୁଣି କେତେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦର। ଏବେ ଲୋକଙ୍କ ଉପରେ ହେଉଛି ମହଙ୍ଗା ମାଡ। ଆଜି ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ବଢ଼ି ୮୬ ଟଙ୍କା ୪୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ସାମାନ୍ୟ ବଢ଼ି ୮୨ ଟଙ୍କା ୭୬ ପଇସା…

ପୁଣି ୫୦୦ ଟଙ୍କା ବଢିଲା ସୁନା, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ଆଜି ପୁଣି ବଢିଲା ସୁନା ଦାମ୍। ଆଗକୁ ବିବାହ ଋତୁ ଆସୁଥିବାରୁ ଏହାର ଦାମରେ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ଦେଖାଯାଉଛି। ଗତକାଲି ତୁଳନାରେ ଆଜି ୫୦୦ ଟଙ୍କା ସୁନା ଦାମ୍ ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୬୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪…

Airtel ଲଞ୍ଚ କଲା ଦୁଇଟି ଶସ୍ତା କମ୍ବୋ ପ୍ଲାନ, ମାତ୍ର ୭୮ ଟଙ୍କାରେ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ

ଯଦି ଆପଣ ଜଣେ ଏୟାରଟେଲ ୟୁଜର ଆଉ ଗୀତ ଶୁଣିବାକୁ ଖୁବ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ କମ୍ପାନୀ ଦୁଇଟି ଖାସ ପ୍ଲାନ ଲଂଚ କରିଛି । Airtel ୭୮ ଟଙ୍କିଆ ଓ ୨୪୮ ଟଙ୍କିଆ ଦୁଇଟି ପ୍ରି ପେଡ଼ ପ୍ଲାନ ବଜାରରେ ଲଞ୍ଚ ହୋଇଛି । ଯେଉଁଥିରେ Wynk ମ୍ୟୁଜିକ ଆପ ପ୍ରିମିୟମ ସବସ୍କ୍ରିପସନ ମିଳୁଛି । ଏହି…

+୩ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ପୋଲିସ ବିଭାଗରେ ନିଯୁକ୍ତି ସୁଯୋଗ, ଏବେ ହିଁ କରନ୍ତୁ ଆବେଦନ

ପୋଲିସ ବିଭାଗରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ପୋଲିସ ଏଏସ୍‌ଆଇ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା। କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (CISF) ଏଏସ୍‌ଆଇ ପଦରେ ନିଯୁକ୍ତିକୁ ନେଇ ନୋଟିସ୍‌ ଜାରି କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହି ସୁଯୋଗକୁ ଆଦୌ ହାତ ଛଡ଼ା…

ଜାଣନ୍ତୁ ଆଜି କେତେ ହେଲା ପେଟ୍ରୋଲ ଓ ଡିଜେଲ ଦାମ୍

ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦର। ଏବେ ଲୋକଙ୍କ ଉପରେ ହେଉଛି ମହଙ୍ଗା ମାଡ। ଆଜି ଯଦି ଆପଣ ଗାଡିରେ ତେଲ ପକାଇବାକୁ ଯାଉଛନ୍ତି ତାହେଲେ ଏଠାରେ ନିଶ୍ଚୟ ପଢ଼ିନିଅନ୍ତୁ କେତେ ଅଛି ଆଜି ପେଟ୍ରୋଲ ଡିଜେଲ ଦର। ଆଜି ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି…

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୧୦୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…