Browsing Category

ବ୍ୟବସାୟ ଓ ଅର୍ଥନୀତି

ଆପଣଙ୍କ ଫୋନର ବ୍ୟାଟେରୀ ହୋଇପାରେ ଖରାପ! ତୁରନ୍ତ କରନ୍ତୁ ଏହି ଆପକୁ ଡିଲିଟ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ…

ଏବେ ଘରେ ଘରେ ରାଜ କରିବାର ପ୍ରସ୍ତୁତିରେ ଜିଓ ! ୫ ଜୁଲାଇରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଏହି ସେବା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶୀଘ୍ର ଲୋକଙ୍କ ଘରେ ଘରେ ପହଞ୍ଚିବା ପାଇଁ ପ୍ରସ୍ତୁତି କରୁଛି। ଟେଲିକମ କମ୍ପାନୀରେ ଧମାଲ ମାଚାଇବା ପରେ ବହୁତ ଶୀଘ୍ର ଜିଓ ବ୍ରର୍ଡ଼ବ୍ୟଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଦ୍ବାରା ଦେଶବାସୀଙ୍କୁ ହାଇ ସ୍ପିଡ଼ ଭଏସ କଲ ସହ ଡ଼ିଟିଏଚର ସୁବିଧା ମଧ୍ୟ…

ଖୁସି ଖବର! ଜୁଲାଇ ମାସରେ କମ୍ ହେବାକୁ ଯାଉଛି ପେଟ୍ରୋଲ ଏବଂ ଡ଼ିଜେଲ ଦର

ନୂଆଦିଲ୍ଲୀ : କେନ୍ଦ୍ରୀୟ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ତୈଳ ଦର ସମ୍ବନ୍ଧୀୟ ଏକ ଖାସ ଘୋଷଣା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେଷ୍ଟାରେ ଦେଶର ତୈଳ ନିର୍ଣ୍ଣାୟକ ସଂଙ୍ଗଠନ (ଓପିଇସି) ଅଶୌଧିତ ତେଲର ଉତ୍ପାଦନ ବଢ଼ାଇବା ପାଇଁ…

ଭୁବନେଶ୍ୱରରୁ ହୀରାକୁଦକୁ ଆରମ୍ଭ ହେବ ସି-ପ୍ଲେନ୍ ସେବା

ସମ୍ବଲପୁର: ଖୁବଶୀଘ୍ର ଆରମ୍ଭ ହୋଇପାରେ ହୀରାକୁଦ ଜଳଭଣ୍ଡାରରେ ସି-ପ୍ଲେନ୍ ସେବା। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନିଳ ଜଳ ରାଶିରେ ଅବତରଣ କରିବ ଏହି ସେବା। ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କଲେ, ଭୁବନେଶ୍ୱରରୁ ହୀରାକୁଦକୁ ସି-ପ୍ଲେନ୍ ସେବା ଆରମ୍ଭ ହେବ। ଏଥିପାଇଁ…

ସାବଧାନ ଜଲଦି ବନ୍ଦ ହୋଇଯିବ ମୋବାଇଲ ପୋର୍ଟାବିଲିଟି ସେବା

ନୂଆଦିଲ୍ଲୀ : ମୋବାଇଲ ନମ୍ବର ପୋର୍ଟାବଲ୍ କରୁଥିବା ବ୍ୟବହାରକାରୀ ମାନଙ୍କୁ ଆଗକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସୂଚନା ମୁତାବକ ମୋବାଇଲ ନମ୍ବର ପୋର୍ଟାବିଲିଟି ସୁବିଧା ଏବେ ବନ୍ଦ ହେବାକୁ ଯାଉଛି। ଏହା ଏକ ସେବା ଯାହା ଦ୍ବାରା ଆପଣ ନିଜର ନମ୍ବର ନ ବଦଳାଇ କେବଳ ଟେଲିକମ…

ପୁଣି ଆସୁଛି ନୂଆ ନୋଟ, ମୋଦି ସରକାର ବଦଳାଇଲେ ୧୦୦ଟଙ୍କାର ରଙ୍ଗରୂପ

ନୂଆଦିଲ୍ଳୀ : ମୋଦି ସରକାର କଳାଧନରେ ବାଧକ ସୃଷ୍ଟି କରିବା ପରେ ଧିରେ ଧିରେ ସମସ୍ତ ମୁଦ୍ରାର ରଙ୍ଗରୂପ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ୫୦୦, ୫୦ ଏବଂ ୧୦ ଟଙ୍କା ନୋଟର ନୂଆ ରୂପ ବଦଳିବା ପରେ ବର୍ତ୍ତମାନ ୧୦୦ଟଙ୍କିଆ ନୋଟର ରୂପ ବଦଳିବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ…

ଅଭାବୀ ବିକ୍ରୀର ସମ୍ମୁଖୀନ ଚାଷୀ !

ଭୁବନେଶ୍ବର : ବର୍ଷା ଆରମ୍ଭ ହେଲାଣି, ଖରିଫ ଚାଷ ଲାଗି କିଛି ସ୍ଥାନରେ ବିହନ ବି ବୁଣା ହେଲାଣି। କିନ୍ତୁ ଏ ଯାଏଁ ଘୋଷଣା ହୋଇନି ଖରିଫ ଫସଲ ଲାଗି ସର୍ବନିମ୍ନ ସଂଗ୍ରହ ମୂଲ୍ୟ ବା ଏମଏସପି। ଏମ୍‌ଏସ୍‌ପିକୁ ଦେଖି ଚାଷୀ ନିଷ୍ପତ୍ତି ନିଅନ୍ତି, ଏଥର ଖରିଫରେ କଣ ଚାଷ କରିବେ। ଯାହାର ଏମ୍‌ଏସ୍‌ପି…

ଓଡ଼ିଶାରେ ପ୍ରସ୍ତୁତ ହେଲା ରୟାଲ ଇଣ୍ଡିଆନ୍, ମୂଲ୍ୟ ରହିଛି କେବଳ ୬୦ ହଜାର

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ବାଇକକୁ କୌଣସି ପରିଚୟର ଆବଶ୍ୟକତା ରହିନାହିଁ । ଆପଣ ମୋଟରସାଇକେଲ ଚଲାନ୍ତୁ କି ନାହିଁ କିନ୍ତୁ ଆପଣ ନିଶ୍ଚିତ ଭାବେ ରୟାଲ ଏନଫିଲ୍ଡ ବିଷୟରେ ଜାଣିଥିବେ । ବହୁ ଇଛା ସତ୍ତ୍ବେ ମଧ୍ୟ ଅନେକ ବ୍ୟକ୍ତି ଅର୍ଥ ଅଭାବରୁ ଏହାକୁ କିଣିବାକୁ ସକ୍ଷମ ହୋଇନଥାନ୍ତି । ସାଧାରଣ…

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର : ଏବେ ଚଟାପଟ୍ ହେବ ଟିକେଟ୍ ବୁକିଂ ଏବଂ ଫଟାଫଟ୍ ହେବ ଟଙ୍କା ଫେରସ୍ତ

ନୂଆଦିଲ୍ଲୀ : ରେଳ ଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଇଁ ଖୁସି ଖବର ଆଣିଛି ଆଇଆରସିଟିସି (IRCTC) । ଏବେ ୱେବସାଇଟରେ ଫଟାଫଟ୍ କରିପାରିବେ ଟିକେଟ୍ ବୁକିଂ । ଆପଣଙ୍କ ଡେବିଟ୍ କାର୍ଡ ଅପ୍ସନ୍ ଦେଖାଯାଉ କି ନାହିଁ କିନ୍ତୁ ଆଇଆରସିଟିସିର ନୂଆ ପେମେଂଟ୍ ବିକଳ୍ପ ଜରିଆରେ ଖୁବ୍ ସହଜରେ…

ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର : ଦେଖିବାକୁ ଏକଦମ୍ ଚାଉଳ ଦାନା ସଦୃଶ

ବୈଜ୍ଞାନିକ ମାନେ ଦୁନିଆରେ ସବୁଠାରୁ ଛୋଟ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି। ଏହା ଏମିତି ଏକ କମ୍ପ୍ୟୁଟର ଯାହା ମାତ୍ର ୦.୩ ମିଲିମିଟର ବିଶିଷ୍ଟ ହୋଇଥିବା ବେଳେ ଏହା କର୍କଟ ରୋଗକୁ ଚିହ୍ନଟ କରି ତା’ର ଚିକିତ୍ସାର ନୂତନ ବାଟ ଖୋଲିବାରେ ସାହାଯ୍ୟ କରିବ ବୋଲି ଗବେଷଣାରୁ ଜଣାପଡ଼ିଛି। ସାଧାରଣତଃ…

ଯଦି ନିକଟରେ ଅଛି ଏପରି ୫୦୦ ଟଙ୍କିଆ ନୋଟ୍, ତେବେ ଆପଣ ବି ହୋଇପାରିବେ କୋଟିପତି

କେବେ,କେଉଁଠି,କେମିତି ଭଗ୍ୟ ବଦଳିଯାଏ କାହାକୁ ଜଣା ନଥାଏ । ଅନେକ ସମୟରେ ଆମେ ଦେଖିଛେ ହଠାତ୍ ଭାଗ୍ୟ କେତେବେଳେ ବଦଳିଯାଇଥାଏ କିଛି ବୁଝି ହୋଇ ନଥାଏ। ଦୁନିଆରେ ଏମିତି ଘଟଣା ବିଷୟରେ ଶୁଣିବାକୁ ମିଳିଯାଏ ଯାହା ବହୁତ ଅଜବ ହୋଇଥାଏ। ଅନେକ ଲୋକଙ୍କ ଭାଗ୍ୟ ଘରେ ରହି ମଧ୍ୟ ବଦଳି ଯାଇଥାଏ ଯାହା ପର…

ରାମଦେବ ଖୋଲିଲେ ନିଯୁକ୍ତିର ଦ୍ବାର : ୫୦ହଜାର ପଦବୀ ପାଇଁ ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ପତଞ୍ଜଳିରେ କାମ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗଗୁରୁ ବାବା ରାମଦେବ ୫୦ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପତଞ୍ଜଳି ନିଜର ବ୍ୟବସାୟ ବଢ଼ାଇବାକୁ ଦେଶର ସମସ୍ତ ଜିଲ୍ଲାର ସେଲ୍ସମ୍ୟାନଙ୍କୁ ନିଯୁକ୍ତି କରିବ ।…