Below header
Browsing Category

ଦଶହରା

ଦଶହରାରେ ମା’ ଦୁର୍ଗାଙ୍କର ପ୍ରିୟ ସୁଜି ହାଲୱା ପ୍ରସ୍ତୁତ କରନ୍ତୁ ଏପରି

ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇସାରିଛି । ମା ଦୁର୍ଗାଙ୍କ ପାଇଁ ସମର୍ପିତ ଏହି ନଅ ଦିନ ବହୁତ ପବିତ୍ର ଅଟେ । ଦଶହରାରେ ଶୁଦ୍ଧ ଓ ପବିତ୍ର ମନରେ ପୂଜା କରିବା ଦ୍ୱାରା ମା' ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂରଣ କରିଥାନ୍ତି । ଶ୍ରଦ୍ଧା ମନରେ ମା'ଙ୍କୁ ଯାହାବି ଦେଲେ ସେ ପ୍ରସନ୍ନ…

ଆଜି ନବରାତ୍ରିର ଅଷ୍ଟମ ଦିନରେ ପୂଜା ପାଉଛନ୍ତି ମା’ ମହାଗୌରୀ

ଦେବୀ ଦୁର୍ଗାଙ୍କର ନବ ଦିନାତ୍ମକ ପୂଜା ଅବସରର ଅଷ୍ଟମ ଦିନରେ ମା'ଙ୍କୁ ମହାଗୌରୀ ରୂପେ ପୂଜା କରାଯାଇଥାଏ । ମହାଗୌରୀଙ୍କୁ ମମତାର ପ୍ରତୀକ ଓ କଲ୍ୟାଣକାରୀ ଭାବେ ମାନେ କରାଯାଇଥାଏ । ବିଶ୍ୱାସ କରାଯାଏ କି ଏହି ଦିନ ମା'ଙ୍କର ପୂଜା କଲେ ଆର୍ଥିକ ସମସ୍ୟା ଦୂର ହେବା ସହ ମନ ପସନ୍ଦର ବର ମଧ୍ୟ…

ଭାରତର ଏହି ଜାଗା ଗୁଡିକରେ ଅଛି ରାବଣଙ୍କ ମନ୍ଦିର

ଏହି ବର୍ଷ ବିଜୟାଦଶମୀ ଅକ୍ଟୋବର ୮ ତାରିଖରେ ପାଳନ ହେବାକୁ ଯାଉଛି । ଏହାକୁ ଅସତ୍ୟ ଉପରେ ସତ୍ୟ ର ଵିଜୟର ପର୍ବ ମଧ୍ୟ କୁହାଯାଏ । ତେଣୁ କରି  ଏହା ନାମ ବିଜୟାଦଶମୀ ହୋଇଛି । ମା' ଦୁର୍ଗା ଙ୍କର ନବ ଦିନାତ୍ମକ ନବରାତ୍ର ପର୍ବ ପାଳନ ପରେ ମହାଦଶମୀ ପର୍ବ ପାଳନ ହୋଇଥାଏ । ବିଶ୍ୱାସ ଅଛିକି ଏହି…

ଆଜି ନବରାତ୍ରୀର ସପ୍ତମ ଦିନରେ ପୂଜା ପାଉଛନ୍ତି ମା କାଳରାତ୍ରୀ

ଶାରଦୀୟ ନବରାତ୍ରୀର ସପ୍ତମ ଦିନରେ ମା’ କାଳରାତ୍ରୀ ନାମରେ ପୂଜିତ । ମା’ ଙ୍କ ସ୍ଵରୂପ ଅତି ଭୟଙ୍କର ଶରୀରର ରଙ୍ଗ ଅନ୍ଧକାର ପରି ଗାଢ଼ କଳା । ମସ୍ତକର କେଶ ମୁକୁଳା, ମା’ ଙ୍କର ତିନୋଟି ନେତ୍ର ନାସିକା ରୁ ପ୍ରବାହିତ ଶ୍ଵାସ ପ୍ରଶ୍ଵାସ ରେ ଅଗ୍ନି ର ଜ୍ୱାଲା ବାହାରୁଥାଏ । ମା’ କାଳରାତ୍ରୀ…

ଦୁର୍ଗାଷ୍ଟମୀରେ ଏହି ୮ ଉପାୟ ମଧ୍ୟରୁ କରନ୍ତୁ ଗୋଟିଏ, ମାତା ରାଣୀଙ୍କ ଆଶୀର୍ବାଦରୁ ଦୂର ହେବ ଦୁର୍ଭାଗ୍ୟ

ନବରାତ୍ରୀରେ ନବଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜା କରାଯାଏ। ମା ଦୁର୍ଗାଙ୍କର ନଅ ସ୍ୱରୂପର ପୂଜ କରିବାର ନିଜ ନିଜର ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୬ରେ ନବରାତ୍ରୀର ଅଷ୍ଟମୀ ତିଥି ପଡୁଛି। ଏହି ଦିନରେ ଦେବୀ ମହାଗୌରୀଙ୍କର ପୂଜା ହୋଇଥାଏ। ମାତା ଦୁର୍ଗାଙ୍କର ଅଷ୍ଟମୀ ଶକ୍ତିର ନାମ ମହାଗୌରୀ।…

ଦୁର୍ଗାପୂଜାରେ ନିଶ୍ଚୟ କରନ୍ତୁ ଏହି ଉପାୟ, ହେଉନଥିବା କାମ ନିଶ୍ଚୟ ହେବ ସଫଳ

ଶାରଦୀୟ ନବରାତ୍ରୀରେ ମାତା ଦୁର୍ଗାଙ୍କର ପୂଜା କରାଯାଇଥାଏ। ଏହାସହିତ ଦେବୀ ମାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟକୁ ଆପଣାଯାଇଥାଏ। ନବରାତ୍ରୀରେ ମାତା ଦୁର୍ଗାଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଇଥାଏ। ଅନେକ ଲୋକ ବ୍ରତ ମଧ୍ୟ ରଖିଥାନ୍ତି। ଏହି ନବରାତ୍ରୀରେ ଯଦି ଆପଣ ଦେବୀ…

ଆଜି ନବରାତ୍ରୀର ଚତୁର୍ଥ ଦିନରେ ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା

ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି। ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ…

ଦୁର୍ଗା ପୂଜା ପାଇଁ ସଜାଗ କମିଶନରେଟ ପୋଲିସ

ଦୁର୍ଗା ପୂଜା ପାଇଁ ସଜାଗ କମିଶନରେଟ ପୋଲିସ । ଟୁଇନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମୁତୟନ ହେବେ ୬୩ ପ୍ଲାଟୁନ୍‌ ପୋଲିସ ଫୋର୍ସ । ରାପିଡ୍‌ ଆକ୍ସନ ଫୋର୍ସ ଓ କମାଣ୍ଡୋ ୟୁନିଟ୍‌ ମଧ୍ୟ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ସେହିଭଳି ପୂଜା କମିଟିଗୁଡିକୁ ନିଜସ୍ୱ ସୁରକ୍ଷା କର୍ମୀ…

ମା’ ଙ୍କ ନବରାତ୍ର ସମୟରେ କରନ୍ତୁ ଏହି ସବୁ ଖାଦ୍ୟର ବ୍ୟବହାର

ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୯ ତାରିଖରେ ନବରାତ୍ରି ଆରମ୍ଭ ହେବାକୁ ହେବ । ସନାତନ ଧର୍ମରେ ନବରାତ୍ରିର ଏକ ବିଶେଷ ମହତ୍ୱ ଅଛି । ଏହା ବିଷୟରେ ହିନ୍ଦୁ ଧର୍ମ ଗ୍ରନ୍ଥ ମାନଙ୍କରେ ମଧ୍ୟ ଉଲ୍ଲେଖ ଅଛି । ସନାତନ ଧର୍ମ ଅନୁସାରେ ନବରାତ୍ରି ମାନଙ୍କରେ ଉପବାସ ରଖି ମା ଦୁର୍ଗାଙ୍କର ଉପାସନା…

ନବରାତ୍ରୀ ରେସିପି ସାଗୁ ପଖାଳ : ଘରେ କରି ଦେଖନ୍ତୁ ଓ ଉପାସିଆ ଲୋକଙ୍କୁ ଖୁଆନ୍ତୁ

ବିଭିନ୍ନ ଦେବୀ ପୀଠଗୁଡ଼ିକରେ ଆରମ୍ଭ ହୋଇଗଲାଣି ମା’ଙ୍କର ଷୋହଳ ପୂଜା । ଆଗକୁ ନବରାତ୍ରୀ ଆସୁଛି । ଏହି ନବରାତ୍ରୀ ସମୟରେ ଅନେକ ଲୋକ ପୂରା ୯ ଦିନ ଧରି ଉପବାସ କରିଥାନ୍ତି । କିଛି ଲୋକ ନିଷ୍ଠାର ସହ ରହି କେବଳ ଫଳାହାର କରିଥାନ୍ତି । ହେଲେ ଆଉ କିଛି କେବଳ ସାତ୍ତ୍ୱିକ ଭୋଜନ କରନ୍ତି । ତେବେ…

ଆସୁଛି ନବରାତ୍ରୀ, ପୂଜା ପୂର୍ବରୁ ଘରେ ରଖନ୍ତୁ ଏହି ସବୁ ଜିନିଷ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୭ ଅକ୍ଟୋବର ପଯ୍ୟର୍ନ୍ତ ଚାଲିବ। ଏହି ଦିନରେ ନଅ ଦିନ ପଯ୍ୟର୍ନ୍ତ ମା’ ଙ୍କୁ ପୂଜା କରାଯାଇଥାଏ। ୮ ଅକ୍ଟୋବର ଦିନ ଧୂମଧାମର ସହ ବିଜୟାଦଶମୀ ପାଳନ କରାଯିବ। ଏହାବ୍ୟତୀତ ୮ ଅକ୍ଟୋବର ଦିନ ହିଁ ମା’…

କୋଡିଏ କୋଟିର ଦେବୀ, ପ୍ରଥମ ଥର ପାଇଁ କୋଲକାତାରେ ୫୦ କିଲୋ ସୁନାରେ ନିମିର୍ତ ହେଉଛି ମା ଦୁର୍ଗାଙ୍କ ପ୍ରତିମା

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ହୋଇଥାଏ ବିଶ୍ୱପ୍ରସିଦ୍ଧ ଦୁର୍ଗାପୂଜା। କୋଲକାତାରେ ମାଙ୍କର ଆଗମନକୁ ବହୁତ ଧୂମଧାମରେ ପାଳନ କରନ୍ତି। ଏଥିପାଇଁ କିଏ ସୁସଜ୍ଜିତ ତୋରଣ ପ୍ରସ୍ତୁତ କରୁଛନ୍ତି ତ ଆଉ କିଏ ମାଙ୍କୁ ସୁନାରେ ସଜାଉଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ପାଇଁ…