Below header
Browsing Category

ଦଶହରା

ଜାଣନ୍ତୁ କିପରି ହୋଇଥିଲା ମା ଦୁର୍ଗାଙ୍କ ଜନ୍ମ

ମା ଦୁର୍ଗା ଆଦି ଶକ୍ତି, ଭବାନୀ ଏବଂ ଅନ୍ୟ କେତେକ ନାମରେ ଜଣାଶୁଣା। ପୌରାଣିକ କଥା ଅନୁଯାୟୀ ମାଁ ଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଏହିକାରଣରୁ ବର୍ଷସାରା ମାଁ ଙ୍କ ପୂଜା କରାଯାଇଥଇଲେ ମଧ୍ୟ ନବରାତ୍ରୀ ସମୟରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଉଲ୍ଲେଖ ରହିଛି ନବରାତ୍ରୀରେ…

ନବରାତ୍ରୀରେ ଦେବୀ ମା’ ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରନ୍ତୁ ଏହି ୯ଟି ରଙ୍ଗ

ନବରାତ୍ରୀର ମହା ପର୍ବ ଆରମ୍ଭ ହେବା ପାଇଁ ଆଉ କିଛି ଦିନର ଅପେକ୍ଷା। ଚଳିତ ବର୍ଷ ବର୍ଷରେ ୪ଟି ନବରାତ୍ରୀ ମଧ୍ୟରୁ ଏହି ନବରାତ୍ରୀରେ ସବୁଠାରୁ ଖାସ୍‌ ମହତ୍ୱ ରହିଛି। ଏହି ଦିନରେ ଲୋକମାନେ ଦେବୀ ମା’ ଙ୍କ ନଅଟି ସ୍ୱରୂପକୁ ବିଧିବଧ ଭାବେ ପୂଜା କରିଥାନ୍ତି। ଅନେକ ଲୋକମାନେ ଏହି ୯ ଦିନ ଉପବାସ…

ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହି ସମୟରେ କିଛି ଲୋକ ମା’ଙ୍କ ପ୍ରତିମା କିମ୍ବା ଫଟୋ ଆଣି ଘରେ ପୂଜା କରିବେ। ଏଭଳି କ୍ଷେତ୍ରରେ ବାସ୍ତୁ ବିଜ୍ଞାନରେ ଦେବୀ ଦୁର୍ଗାଙ୍କ ଆଗମନ ପ୍ରସ୍ତୁତି ବିଷୟରେ ନିୟମ ଉଲ୍ଲେଖ ରହିଛି। ପ୍ରତ୍ୟେକ ଦେବଦେବୀଙ୍କର ଅଲଗା ଅଲଗା ଦିଗ ରହିଛି, ଯେଉଁଠି…

ନବରାତ୍ରୀ, ଦୁର୍ଗାପୂଜା ଏବଂ ଦଶହରାରେ ରହିଛି ଶୁଭ ସଂଯୋଗ, ଜାଣନ୍ତୁ କଣ କହୁଛି ଗ୍ରହ-ନକ୍ଷତ୍ର

ପିତୃପକ୍ଷ ସମାପ୍ତ ହେବା ପରେ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯିବ। ୨୯ ସେପ୍ଟେମ୍ବର ରବିବାର ଦିନ ଆଶ୍ୱିନ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ କଳସ ସ୍ଥାପନା କରାଯିବ। କଳସ ସ୍ଥାପନା ସହ ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କ ଉପାସନା ଏବଂ ବିଧି ବିଧାନର ସହ ପୂଜା-ପାଠ କରାଯିବ। ଚଳିତ…

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ନବରାତ୍ରୀ ଏବଂ ଏଥର କେଉଁ ବାହନରେ ଆଗମନ କରିବେ ମାତା ଦୁର୍ଗା

ଚଳିତ ବର୍ଷ ସାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବର ରବିବାର ଦିନ ଆରମ୍ଭ ହେଉଛି। ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏହି ପୂଜା ବହୁତ ମହତ୍ତ୍ୱ ରଖିଥାଏ। ନବରାତ୍ରୀରେ ମା ଦୁର୍ଗାଙ୍କର ବିଭିନ୍ନ ସ୍ୱରୂପର ପୂଜା କରାଯାଇଥାଏ। ମାତା ଦୁର୍ଗା ନିଜ ବାହନରେ ଆଗମନ କରିଥାନ୍ତି। ଏହି ବାହନ ଦିନ ଅନୁଯାୟୀ…

କାହିଁକି ସିଂହ ହେଲା ମାଁ ଦୁର୍ଗାଙ୍କ ବାହନ, ଜାଣନ୍ତୁ ଏହା ପଛର ପୌରାଣିକ ତଥ୍ୟ

ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ବାହନ ଭିନ୍ନଭିନ୍ନ ରହିଛନ୍ତି। ସେହିପରି ଲକ୍ଷ୍ମୀଙ୍କ ବାହନ ପେଚା, ଗଣେଶଙ୍କ ବାହନ ମୂଷା ଏବଂ ମାଁ ଦୁର୍ଗାଙ୍କର ବାହନ ସିଂହ ରହିଛି। ତେବେ ସମସ୍ତଙ୍କ ବାହନଙ୍କ ପଛରେ ରହିଛି ଏକ ପୌରାଣିକ କାରଣ । ଆଜି ଆମେ ସେହିପରି ଦୁର୍ଗାଙ୍କ ବାହନ ସିଂହ ହେବା ପଛର…

ନବରାତ୍ରୀର ୯ ଦିନରେ ପିନ୍ଧନ୍ତୁ ଏହି ୯ ରଙ୍ଗର କପଡା, ବର୍ଷିବ ମା ଦୁର୍ଗାଙ୍କର କୃପା

ନଅ ଦିନରେ ଅଲଗା ଅଲଗା ଦେବୀଙ୍କର ଶ୍ରୀଙ୍ଗାର ବିଭିନ୍ନ ରଙ୍ଗର ପରିଧାନରେ କରାଯାଏ। ମା ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ନିୟମ ଅନୁଯାୟୀ ସବୁ ଦିନ ଶୁଭ ରଙ୍ଗର କପଡା ହିଁ ପିନ୍ଧିବା ଆବଶ୍ୟକ। ନଅ ଦିନରେ ଅଲଗା ଅଲଗା ଦେବୀଙ୍କର ଶ୍ରୀଙ୍ଗାର ବିଭିନ୍ନ ରଙ୍ଗର ପରିଧାନରେ କରାଯାଏ। ମା’…