ଅପ୍କମିଂ ଫିଲ୍ମ ପାଇଁ ସୁପରଷ୍ଟାର ଧନୁଷ ନେଲେ ଏପରି ଲୁକ୍ ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଫଟୋ
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଭିକାରୀ ପରି ଦେଖାଯାଉଛନ୍ତି । ତେବେ ଏହି ବ୍ୟକ୍ତି ଜଣେ ସାଧାରଣ ମଣିଷ ନୁହଁନ୍ତି, ବରଂ ଜଣେ ସୁପରଷ୍ଟାର । ସାଉଥ ସିନେମାର ସୁପରଷ୍ଟାର ଧନୁଷଙ୍କ ବ୍ୟତୀତ ଏହି ବ୍ୟକ୍ତି ଆଉ କେହି…