ଭାଇଜାନ୍ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲା : କାନାଡ଼ାର ଆଇପି ଆଡ୍ରେସ୍, ଆମେରିକାରୁ ରଚାଯାଇଛି ଷଡଯନ୍ତ୍ର
ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ମାମଲାରେ ମୁମ୍ବାଇ ପୋଲିସ ଏକ ନୂଆ ଖୁଲାସା କରିଛି । ପୋଲିସ କହିଛି ଯେ ଗୁଳି ବିନିମୟ କରିଥିବା ଦୋଷିଙ୍କ ଫେସବୁକ ପେଜ୍ର ଆଇପି ଆଡ୍ରେସ କାନାଡ଼ାରୁ ଆସିଛି ।
ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଗ୍ୟାଙ୍ଗଷ୍ଟର…