Browsing Category

ମନୋରଂଜନ

ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ୍ ୧୧ରେ ଅର୍ଥାତ ଗୁରୁବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ 'ମଇଦାନ' ସହିତ କମ୍ପିଟିସନ୍‌ କରିଛି । ଇଦ୍ ପର୍ବରେ ମୁକ୍ତିଲାଭ କରିଥିବା ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି…

ସଲମାନଙ୍କ ଇଦ୍‌ ଭେଟି, କହିଲେ, ‘ଆଗାମୀ ଇଦ୍‌ ସିକନ୍ଦରଙ୍କୁ ଆସି ଭେଟ’; ରିଲିଜ୍‌ କଲେ ମୁଭି ଟାଇଟଲ

୨୦୨୪ ଇଦ୍‌ ପାଇଁ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କର କୌଣସି ରିଲିଜ୍‌ ନାହିଁ, ଯାହାକୁ ନେଇ ଫ୍ୟାନ୍‌ମାନେ ବହୁତ ନିରାଶ ହୋଇଛନ୍ତି । କିନ୍ତୁ ସଲମାନ ଫ୍ୟାନ୍‌ମାନଙ୍କୁ ଇଦ୍‌ ଉପହାର ଦେଇଛନ୍ତି । ଯଦିଓ ସେ ଚଳିତ ବର୍ଷ ସିନେମାଘରେ ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରିପାରି ନାହାନ୍ତି । ହେଲେ…

ରେଷ୍ଟୁରାଣ୍ଟ ମାଲିକ ମୁନାୱର ଫାରୁକିଙ୍କ ଉପରେ ପିଙ୍ଗିଲେ ଅଣ୍ଡା, ଭାଇରାଲ ହେଉଛି ଭିଡିଓ

ବିଗ୍ ବସ୍ ୧୭ ବିଜେତା ମୁନାଓ୍ଵର ଫାରୁକି ପୁଣି ଥରେ ଚର୍ଚ୍ଚାରେ । ସେ ଅନେକ ଥର କିଛି ନା କିଛି ମାମଲା ଯୋଗୁ ସୋସିଆଲ ମିଡିଆରେ ହେଡ୍‌ଲାଇନ୍‌ରେ ରହିଥାନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କୁ ହୁକା ପାର୍ଲରରେ ହୁକା ଟାଣୁଥିବାର ଦେଖିବାକୁ ମିଳିଥିଲା, ପରେ ତାଙ୍କୁ ପୋଲିସ ଷ୍ଟେସନ୍‌ରେ ଅଟକ…

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ରିଲିଜ୍‌ ଡେଟ୍‌ ହେଲା ପରିବର୍ତ୍ତନ, ଜାଣନ୍ତୁ…

ବର୍ତ୍ତମାନ ଫ୍ୟାନ୍ସ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଉଭୟ ଷ୍ଟାର ବହୁତ ଦିନ ଧରି ମଜାଳିଆ ଷ୍ଟାଇଲ୍‌ରେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମଟି ଏପ୍ରିଲ ୧୦ରେ ସିନେମା ହଲ୍‌ରେ ରିଲିଜ୍‌…

ମ୍ୟାରେଜ୍‌ ପୂର୍ବରୁ ଯୁବପିଢିଙ୍କୁ ଲିଭ୍‌ ଇନ୍‌ରେ ରହିବାକୁ ପରାମର୍ଶ ଦେଉଛନ୍ତି ଜିନତ ଅମାନ, ଜାଣନ୍ତୁ କାହିଁକି

ଭେଟେରାନ୍ ଅଭିନେତ୍ରୀ ଜିନତ ଅମାନ ତାଙ୍କ ସମୟର ସୁନ୍ଦରି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କର ଅଭିନୟ ବ୍ୟତୀତ ସେ ନିଜ ସୈନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା ରୁହନ୍ତି । ତଥାପି ୭୨ ବର୍ଷ ବୟସରେ ମଧ୍ୟ ସେ ତାଙ୍କର ଭଲ ବ୍ୟକ୍ତିତ୍ୱ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମନରେ ରହିଛନ୍ତି । ତେବେ ଜିନତ…

ରାଜନୀତିରେ ଏଣ୍ଟ୍ରି କରିବା ମାତ୍ରେ ହି କଙ୍ଗନା କିଣିଲେ ଲଗଜରୀ କାର, ଭାଇରାଲ ହେଉଛି ଭିଡିଓ

ଆଜିକାଲି କଙ୍ଗନା ରାନାୱତ ନିଜ ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରାଜନୀତିରେ ପ୍ରବେଶ କରିବା ପରେ ଆଉ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ବଲିଉଡ କ୍ୱିନ ଏବଂ ନିଜ ବୟାନକୁ…

କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ‘ବିଗୁଲ୍’ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି

କନ୍ଧମାଳ(କେନ୍ୟୁଜ): କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ଏବେ କନ୍ଧମାଳ ସିନେମା ହଲ୍ ସମେତ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି । ପ୍ରଥମ ଥର ପାଇଁ କନ୍ଧମାଳରେ ସୁଟିଙ୍ଗ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ରେ ଚିତ୍ରିତ ହୋଇଥିବା ନିଆରା କାହାଣୀ, ଚିତ୍ର ଓ…

୧୦୦୦ କୋଟି ଟଙ୍କାରେ ନିର୍ମିତ ରାଜମୋୖଲିଙ୍କ ଫିଲ୍ମରେ ଏଣ୍ଟ୍ରି କରିବେ କି ଅମୀର ଖାନ? କରିଲେ ସିକ୍ରେଟ ମିଟିଂ

ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ ଅମୀର ଖାନ୍ ବଡ ପରଦାରୁ ଦୂରରେ ଅଛନ୍ତି । ସେ ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଅମୀର ଖାନ ଭେଟେରାନ ନିର୍ଦ୍ଦେଶକ ଏସ.ଏସ୍ ରାଜାମୋୖଲିଙ୍କ ପରବର୍ତ୍ତୀ ଫିଲ୍ମର ଅଂଶ ହୋଇପାରନ୍ତି ।…

ପୁଷ୍ପା ରାଜ୍‌ଙ୍କ ୪୨ ତମ ଜନ୍ମଦିନରେ ସାମ୍ନାକୁ ଆସିଲା ଫିଲ୍ମ ‘ପୁଷ୍ପା ୨’ର ଟିଜର, ଦେଖିବାକୁ ମିଳିଲା…

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଲ୍ଲୁ ଅର୍ଜୁନ୍‌ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨'ର ଟିଜର ରିଲିଜ୍‌ ହୋଇଛି । ଫିଲ୍ମ 'ପୁଷ୍ପା ୨ ଦି ରୁଲ୍‌'ର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍‌…

ନୟନତାରାଙ୍କ ପୁରୁଣା ସ୍ୱପ୍ନ ହେଲା ସାକାର, ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଲେ ଅଭିନେତ୍ରୀ

ଶାହାରୁଖ ଖାନଙ୍କ 'ଜୱାନ'ରେ କାମ କରିଥିବା ନୟନତାରା ଆଜିକାଲି ତାଙ୍କ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ଜୀବନର ଛୋଟ ବଡ ଅପଡେଟ୍ ବ୍ୟତୀତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।…

୮ କୋଟିର କାରରେ ଆଲିଆ ଭଟ୍ଟଙ୍କୁ ନେଇ ବୁଲିବାକୁ ଗଲେ ରଣବୀର କପୁର, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତା ରଣବୀର କପୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ଶେଷଥର ପାଇଁ ସୁପରହିଟ୍‌ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଦର୍ଶକ ରଣବୀରଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ଏବେ ଅଭିନେତା କିଛି ଦିନ ପୂର୍ବରୁ ଏକ ୮ କୋଟି ଟଙ୍କା ମୂଲ୍ୟର ନୂଆ…

୧୦୦ କୋଟି କ୍ଲବରେ ସାମିଲ ହେଲା ‘କ୍ରୁ’, ସମଗ୍ର ବିଶ୍ୱରେ ଧମାଲ୍‌ କରୁଛି ଏହି ଫିଲ୍ମ

କରୀନା କପୁର, ତବୁ ଓ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମ 'କ୍ରୁ' ସମଗ୍ର ବିଶ୍ୱରେ ଧମାଲ୍‌ କରୁଛି । ରାଜେଶ ଏ କୃଷ୍ଣନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳୁଛି । ଏହି କାରଣରୁ ଏବେ ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ…