Below header
Browsing Category

ଲାଇଫ୍ ଷ୍ଟାଇଲ୍

କେଶ ଝଡ଼ିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଆୟୁର୍ବେଦର ଏହି ୫ଟି ଉପାୟ !

ବର୍ଷା ଦିନରେ ସର୍ବଦା ଲୋକମାନେ କେଶ ଝଡିବା ସମସ୍ୟା ବିଷୟରେ ଅଭିଯୋଗ କରିଥାନ୍ତି । ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ, ଆୟୁର୍ବେଦ ଉପଚାରରୁ । କହି ରଖୁଛୁ ଏମିତି ଅନେକ ଜିନିଷ ଅଛି ଯାହାକୁ ବ୍ୟବହାର କରି ଆପଣ ମାନେ କେଶ ଝଡିବା ସମସ୍ୟରୁ…

ଖାଲି ସ୍ବାଦରେ ନୁହେଁ ଶରୀର ପାଇଁ ମଧ୍ୟ ବହୁ ଲାଭଦାୟକ ରସଗୋଲା

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି। ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର।…

ସୁନା ପିନ୍ଧିବା କେଉଁ ମାନଙ୍କ ପାଇଁ ଉଚିତ୍ ଏବଂ ଅନୁଚିତ୍ !

ସୁନାର ଚେନ୍, ମୁଦି, କଡା ପିନ୍ଧିବା ଦ୍ବାରା ଯଦି ଅପଣଙ୍କର ଫାଇଦା ହେଉଛି ତ’ ଆପଣଙ୍କୁ ଧନବାନ୍ ଓ ସମ୍ମାନିତ ବ୍ୟକ୍ତି କାରିଥାଏ ଆଉ ଯଦି ଆପଣଙ୍କର କ୍ଷତି ହେଉଛି ତେବେ ଆପଣଙ୍କ ଜୀବନରେ ଘଟଣା ବା ର୍ଦୁଘଟଣା ବଢିଯାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ କେଉଁ ମାନଙ୍କୁ ସୁନା ପିନ୍ଧିବା ଉଚିତ୍ ଏବଂ…

ଘିଁ କୁଆରୀର ଏମିତି କରନ୍ତୁ ବ୍ୟବହାର, ସବୁଦିନ ପାଇଁ ଶେଷ ହୋଇଯିବ ଏହି ୨୦ଟି ରୋଗ

ଆଲୋବେରା ହେଉଛି ଏକ ଓୗଷଧୀୟ ଗଛ ଯାହା ପ୍ରାଚୀନ କାଳରୁ ଘିଁ କୁଆରୀ ନାଁରେ ଜଣାଶୁଣା । ଏହା କଣ୍ଟାର ପତ୍ର ହୋଇଥାଏ ଯାହା ପାଖରେ ଅନେକ ରୋଗର ନିରାକରଣ ଗୁଣ ରହିଛି । ଆଲୋବେରାର ଜୁସ୍ ସେବନ କରିବା ଦ୍ବାରା ଶରୀରରୁ କମିଥିବା ପୋଷକ ତତ୍ବ ପୂରା ହୋଇଥାଏ । ଏହାର ୨୦୦ ପ୍ରଜାତି ଗଛ ଦେଖିବାକୁ ମିଳେ…

ଫାଇଦାରେ ରହିବେ : ଏହି ୫ଟି ତେଲ ଖାଇବାରେ ନିୟମିତ ବ୍ଯବହାର କରନ୍ତୁ !

ଖାଇବା ତିଆରିରେ ବ୍ୟବହାର କରାଯାଉଥିବା ତେଲ ଆମ ସ୍ବାସ୍ଥ୍ଯ ଉପରେ ଗଭୀର ପ୍ରଭାବ ପକାଇଥାଏ । ହାର୍ଟ, କୋଲେଷ୍ଟ୍ରଲ୍ ଭଳି ରୋଗ ହୋଇଥାଏ । ଜାଣନ୍ତୁ କ‘ଣ ଏପରି ତେଲ ରହିଛି ଯେଉଁ ତେଲକୁ ବ୍ୟବହାର କରିବା ଦ୍ବାରା ଶରୀରକୁ ପୋଷଣ ମିଳିଥାଏ । ନଡିଆ ତେଲ : ଏହି ତେଲରେ ପୋଟାସିୟମ୍, କ୍ୟାଲସିୟମ,…

ପଢନ୍ତୁ, ପ୍ରେମ ବିବାହ ପାଇଁ କିପରି କରିବେ ଘରଲୋକଙ୍କୁ ରାଜି !

ଜୀବନରେ ପ୍ରେମ ତ’ ସମସ୍ତଙ୍କୁ ହୋଇଥାଏ କିନ୍ତୁ ବହୁତ କମ୍ ଭାଗ୍ୟବାନ ଥାନ୍ତି ଯେଉଁ ମାନଙ୍କୁ ତାଙ୍କ ପ୍ରେମ ସହ ଜୀବନ ଯିଇଁ ପାରିଥାନ୍ତି  । କେବେକେବେ ସମୟ ସାଥ୍ ଦେଇନଥାଏ ଆଉ କେବେକେବେ ଘର ଲୋକ ରାଜି ନଥାନ୍ତି । ଆମ ଭାରତୀୟ ପରମ୍ପରାରେ ଏବେ ବି ଘର ଲୋକଙ୍କ ପସନ୍ଦକୁ ପ୍ରଧାନ୍ୟ ଦିଆଯାଇଥାଏ…

ସାଥୀଙ୍କୁ ପୁଣିଥରେ ଫେରିପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆପଣଙ୍କର ବ୍ରେକଅପ୍ ଯେଉଁ କାରଣ ପାଇଁ ହେଇଥାଉନା କାହିଁକି କିନ୍ତୁ ଏହି କାରଣ ପାଇଁ ଲୋକ ମାନେ ହସିବା ଭୁଲିଯାଇଥାନ୍ତି । ଯଦି ଏହି ସବୁ ଘଟଣା ଆପଣଙ୍କ ସହ ହେଇଛି ଏବଂ ଆପଣ ଆପଣଙ୍କର ଏକ୍ସଙ୍କୁ ବହୁତ ମନେପକାଉଛନ୍ତି ଏହା ସହ ଚାହୁଁଛନ୍ତି ତାଙ୍କର ସବୁ ଭୁଲକୁ ଭୁଲିଯାଇ ତାଙ୍କ ସହ ପୁଣି ଥରେ…

ଲାଉ ଜୁସର ଉପକାରିତା !

ଲାଉକୁ ଆପଣଙ୍କ ଖାଇବାରେ ଅନେକ ସମୟ ରାନ୍ଧିକି ଖାଇଥିବେ କିନ୍ତୁ ଆପଣ କ’ଣ କେବେ ଲାଉରେ ତିଆରି ଜୁସ୍ ପିଇଛନ୍ତି ? ଯଦି ପିଇ ନାହାଁନ୍ତି ତେବେ ଏହାର ଫାଇଦା ଜାଣିବା ପରେ ନିଶ୍ଚୟ ଏହାକୁ ପିଇବା କଥା ଭାବିବେ । ଗରମ ଦିନରେ ଏହି ଜୁସ୍ ବହୁତ ଫଳପ୍ରଦ ହୋଇଥାଏ ଆମ ଶରୀର ପାଇଁ । ଆସନ୍ତୁ ଜାଣିବା…

ଘରର ବାସ୍ତୁଦୋଷ ମଧ୍ୟ ହୋଇଥାଏ ଆତ୍ମହତ୍ଯାର କାରଣ, ପଢନ୍ତୁ ସମାଧାନର ବାଟ !

ପ୍ରତ୍ୟେକ ଆତ୍ମହତ୍ୟା ପଛରେ ଦୁଃଖଭରା କାହାନୀ ଲୁଚି ରହିଥାଏ କିନ୍ତୁ ଯେବେ କେହି ଆତ୍ମହତ୍ୟା କରିଥାଏ ତ, ସେମାନଙ୍କର ଭାଗ୍ୟ ସହ ଘରର ବାସ୍ତୁଦୋଷ ମଧ୍ୟ ଦାୟୀ ରହିଥାଏ । ଯେଉଁ ଘରେ ଆତ୍ମହତ୍ୟା ହୋଇଥାଏ ସେମାନଙ୍କ ଙରେ ଦୁଇ ବା ଦୁଇରୁ ଅଧିକ ବାସ୍ତୁଦୋଷ ନିଶ୍ଚୟ ରହିଥାଏ । ଯେଉଁମାନଙ୍କ ମଧ୍ୟରୁ…

କେବଳ ଖାଦ୍ଯର ସ୍ବାଦ ବଢାଇବା ପାଇଁ ନୁହେଁ ଏହି ସବୁ କାମ ପାଇଁ ବ୍ଯବହାର କରନ୍ତୁ ଟମାଟୋ କେଚଅପ୍ !

କେଚପ୍ ତିଆରି କରିଥିବା ଲୋକକୁ ମାନିବାକୁ ପଡିବ । ଗରମ ଗରମ ପକୋଡି ହେଉ କି କୌଣସି ଚଟପଟି ଖାଇବା ଟମାଟୋ କେଚପ୍ ବିନା ସ୍ବାଦ ଫିକା ହୋଇଥାଏ । କିନ୍ତୁ ଏମିତି ନୁହେଁକି କେଚପ୍ କେବଳ ଖାଇବା କାମରେ ବ୍ୟବହାର କରାଯାଇଥାଏ । ଖାଇବା ଛଡା ମଧ୍ୟ କେଚପକୁ ଅନ୍ୟ କାମରେ ବ୍ୟବହାର କରାଯାଇ ପାରିବ । ତ’…

ଚାଲିବା ଷ୍ଟାଇଲରୁ ଜାଣନ୍ତୁ ବ୍ୟକ୍ତିତ୍ବ !

ଅଧିକାଂଶ ଳୋକଙ୍କୁ ଲାଗିଥାଏ ଜଣଙ୍କର ବ୍ୟକ୍ତିତ୍ବ ବିଷୟରେ ଜାଣିବାର ତରିକା ହେଉଛି ତା’ର କଥା କହିବାର ଷ୍ଟାଇଲ୍ ଏବଂ ସଜବାଜ । କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ବ୍ୟକ୍ତିଙ୍କର ଚାଲିବା ଶୖଳୀରୁ ମଧ୍ୟ ଆପଣ ଜାଣିପାରିବେ ବ୍ୟକ୍ତିତ୍ବ । ଆସନ୍ତୁ ଜାଣିବା ଆପଣଙ୍କର ଚାଲିବାର ଷ୍ଟାଇଲ୍…

ସକାଳର ଜଳଖିଆ ନଖାଇବା ଦ୍ବାରା ହୋଇଥାଏ ଏହି ସବୁ କ୍ଷତି !

ଦିନର ଆହାର ଠାରୁ ସକାଳର ଜଳଖିଆ ଶରୀର ପାଇଁ ଅଧିକ ଜରୁରୀ ହୋଇଥାଏ । ସକାଳର ଜଳଖିଆ ଠିକ୍ ଭାବରେ ନଖାଇବା ଦ୍ବାରା ଶରୀରର ବହୁତ କ୍ଷତି ହୋଇଥାଏ । ଏହା ଦ୍ବାରା ବହୁତ ଗମ୍ଭିର ରୋଗ ହେବାର ଅନେକ ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା କ’ଣ ସବୁ କ୍ଷତି ହୋଇଥାଏ ଆମ ଶରୀରରେ ସକାଳର ଜଳଖିଆ…