Below header
Browsing Category

ଲାଇଫ୍ ଷ୍ଟାଇଲ୍

କେବେ ଓ କେଉଁଠାରେ ପ୍ରଥମେ ସାଥୀଙ୍କୁ ଆଇ ଲଭ୍ ୟୁ କହିବା ଉଚିତ୍ ! ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସଂପର୍କ ଯେତେବି ପୁରୁଣା ହେଉ ନା କାହିଁକି, ନିଜ ସାଥୀଙ୍କ ସହିତ ପାଦରେ ପାଦ ମିଶାଇ ଚାଳିବା ଏବଂ ନିଜ ସଂପର୍କକୁ ଏକ ନୂଆ ପରିଚୟ ଦେବା ସମସ୍ତଙ୍କ ପାଇଁ ଖୁବ୍ କଷ୍ଟକର କାମ ହୋଇଥାଏ କିନ୍ତୁ ଏହା ଠାରୁବି ଆହୁରି କଷ୍ଟ କାମ ହେଉଛି କେମିତି ଏବଂ କିପରି ଆପଣ ଆପଣଙ୍କ ସାଥୀଙ୍କୁ ଆଇ ଲଭ୍ ୟୁ କହିବେ…

ଖିଲିଖିଲି ହସରେ ଅନ୍ୟକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୫ଟି ଉପାୟ !

ଖିଲିଖିଲି ହସ ସମସ୍ତଙ୍କୁ ନିଜଆଡକୁ ଆକର୍ଷଣ କରିଥାଏ । କିନ୍ତୁ ଏହି ହସ ପାଇଁ ମୋତି ଭଳି ଦାନ୍ତ ଥିବା ଉଚିତ୍ । ହେଲେ ବେଳେବେଳେ ଏହି ଦାନ୍ତ ଉପରେ ମଇଳା ଜମି ଯାଇଥାଏ । ଦାନ୍ତ ହଳଦୀଆ ରଙ୍ଗର ହୋଇଯାଇଥାଏ ନଚେତ୍ କଳା ରଙ୍ଗର ଲାଇନ୍ ପଡିଯାଇଥାଏ ଯାହା ଆମକୁ ଅନ୍ୟ ଆଗରେ ଅପଦସ୍ତ କରିଥାଏ । ଏହି…

ଆଖି ପାଇଁ ବହୁ ଲାଭଦାୟକ ହଳଦୀରେ ପ୍ରସ୍ତୁତ ଆଇଡ଼୍ରପ୍ : ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ

ହଳଦୀକୁ ଆପଣ ଅଧିକାଂଶ ରୋଷେଇ କାର୍ୟ୍ୟରେ ବ୍ୟବହାର କରିଥାନ୍ତି। ଏହା କେବଳ ଆପଣଙ୍କ ଖାଦ୍ୟର ସ୍ବାଦକୁ ବଢ଼ାଇ ନଥାଏ ବରଂ ଅନେକ ପ୍ରକାରର ରୋଗରୁ ମଧ୍ୟ ଆପଣଙ୍କୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଆଖିର ଓପ୍ଟିକ ନର୍ଭ( ଆଖିର ଦ୍ରୁଷ୍ଟିକୁ କ୍ଷତି ପହଁଚାଇଥାଏ)…

ଜାଣନ୍ତୁ କେଉଁ ସମସ୍ୟା ପାଇଁ କେଉଁ ମନ୍ଦିରରେ ଦାନ କରିବେ କେଉଁ ରଙ୍ଗର ବାନା

ସମସ୍ତ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଛି। ପ୍ରତ୍ୟୋକ ବ୍ୟକ୍ତିଙ୍କର ସମସ୍ୟା କିଛି ସମୟ ରହିଥବା ବେଳେ କିଛିଙ୍କର ଅନିର୍ଦ୍ଧିଷ୍ଟ କାଳ ପାଇଁ ରହିଥାଏ। ଏହି ସମସ୍ୟାର ସମାଧାନ ପାଇ କିଛି ଉପାୟ ନପାଇ ଶେଷକୁ ସମସ୍ତେ ଭଗବାନଙ୍କ ଦ୍ବାରସ୍ଥ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର…

ଆପଣଙ୍କ ଘରେ ହିଁ ରହିଛି ଡେଙ୍ଗୁ ମଶା ଭଗାଇବାର ସହଜ ଉପାୟ : ଥରେ ଟ୍ରାଏ କରି ଦେଖନ୍ତୁ

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶାଙ୍କ ଆତଙ୍କ ସମସ୍ତଙ୍କୁ ଚିନ୍ତିତ କରିଥାଏ । ସବୁଠାରୁ ବଡ କଥା ହେଉଛି ଏହି ସବୁ ମଶା ସଫା ପାଣିରେ ବଢିଥାନ୍ତି । ଯାହା ଫଳରେ ଘରର କୌଣସି ବି କୋଣରେ ଏହି ସବୁ ମଶା ଜନ୍ମ ହେବାର ସମ୍ଭାବନା ଥାଏ । ମଶା କେବଳ ରାତିରେ ଯେ ଆପଣଙ୍କ…

ଓଠ ରଙ୍ଗରୁ ଜଣାପଡ଼ିବ ସ୍ବାସ୍ଥ୍ୟ ଜନିତ ସମସ୍ୟା

ଚେହାରର ଆକର୍ଷଣୀୟ ଅଂଶ ରହିଥାଏ ଓଠ। ସମସ୍ତ ବ୍ୟକ୍ତିଙ୍କ ଓଠର ଗଠନ ଏବଂ ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ଆପଣ ଜଣିଛନ୍ତି କି, ଆପଣଙ୍କ ଓଠର ପ୍ରାକୃତିକ ରଙ୍ଗରୁ ଆପଣଙ୍କ ଶରୀର ସମ୍ବନ୍ଧୀୟ ଅନେକ ଅଜଣା କଥା ଜଣାପଡ଼ିବ। ଖାଲି ସେତିକି ନୁହଁ ଏଥିରୁ ଆପଣଙ୍କ ଦୈନନ୍ଦିନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହୋଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବୃଷ : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ପରିଶ୍ରମ ଅନୁସାରେ ଫଳ କମ୍‌ ପାଇବେ । ସୁସ୍ୱାଦୁ ଭୋଜନ ଲାଭ ରହିଛି । ମିଥୁନ :…

ଭୁଲରେ ବି’ ସେୟାର୍ କରନ୍ତୁ ନାହିଁ ସ୍ବାମୀଙ୍କ ସହିତ ଜଡିତ ଏହି ସବୁ କଥା !

ଆମ ଜୀବନରେ କେହି ନା କେହି ଏମିତି ସାଙ୍ଗ ଥାନ୍ତି ଯାହାକୁ ଆମେ ଆମ ମନ କଥା ଖୋଲିକି କହିଥାଉ । ଖାସକରି ଝିଅ ମାନେ ସେମାନଙ୍କର ଜୀବନ ସହିତ ଜଡିତ ପ୍ରତ୍ୟେକଟି କଥା ନିଜ ସାଙ୍ଗମାନଙ୍କ ଆଗରେ ନକହି ରହିପାରନ୍ତି ନାହିଁ । ମହିଳାଙ୍କର ସବୁଠାରୁ ପସନ୍ଦ ଟପିକ୍ ହେଉଛି ନିଜ ସ୍ବାମୀଙ୍କ କଥା । ଅନେକ…

କରଜରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ରରେ ଥିବା ଏହି ଉପାୟ !

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ବ ରହିଛି । କୁହନ୍ତି କି’ ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ସମାଧାନକୁ ଆପଣାଇବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ଅନେକ ବସ୍ତୁ ଘରର ସଦସ୍ୟମାନଙ୍କ ଉପରେ ସକରାତ୍ମକ ଏବଂ ନକରାତ୍ମକ ଉର୍ଜ୍ଜାର…

ଆଜି ଯାଏଁ ତେଜପତ୍ରକୁ କେବଳ ମସଲା ଭାବୁଥିଲେ ! ଏବେ ଜାଣନ୍ତୁ ଏହାର ୧୦ଟି ଔଷଧୀୟ ଗୁଣ

ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ମସଲାର ଏକ ଖାସ୍ ମସଲା ଅଟେ । କାହିଁକି ନା ଖାଇବାରେ ତେଜପତ୍ର ତଡକା ଲଗାଇଥାଏ ତାର ବାସ୍ନା ପାଇଁ । ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ…

ସକାଳୁ ଉଠି କରନ୍ତୁ ଏହି କାମ , ମସ୍ତିଷ୍କ ହୋଇଯିବ କମ୍ପୁଟରରୁ ଅଧିକ ତୀବ୍ର

ମସ୍ତିଷ୍କ ଆମ ଶରୀରର ଏପରି ଏକ ଅଙ୍ଗ ଯାହା ସବୁବେଳେ କାମ କରିଥାଏ। ଏହା ଆମର ସଂପୂର୍ଣ୍ଣ ଶରୀରକୁ ନିୟନ୍ତ୍ରିତ କରିବା ସହ ଦିନର ସମସ୍ତ କଥାକୁ ମନେ ରଖିଥାଏ। କିନ୍ତୁ କିଛି କାରଣ ବଶତଃ ହଠାତ୍ ଆମେ କଥା ଭୁଲିବାରେ ଲାଗୁ ଏବଂ ମସ୍ତିଷ୍କ କମ୍ କାମ କରିବା ଆରମ୍ଭ ହୋଇଥାଏ। ଏହା ଦ୍ବାରା ଦୈନନ୍ଦିନ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ବୃଷ : ପରିବାରର ସହଯୋଗ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ମିଥୁନ : ତରବରିଆ ଭାବେ କୌଣସି…