ଗ୍ରୀଷ୍ମ ସମୟରେ ସପ୍ତାହରେ କେତେ ଥର ସାମ୍ପୁ କରିବା ଉଚିତ୍ ? ପ୍ରତିଦିନ କେଶ ଧୋଇବା ସୃଷ୍ଟି କରିପାରେ ଏପରି ସମସ୍ୟା
ଗ୍ରୀଷ୍ମ ଋତୁରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ଏବଂ କେଶ କଥା ଚିନ୍ତା ନକରି ପ୍ରତିଦିନ ସାମ୍ପୁ କରିବା ସହିତ କେଶ ଧୋଇବା ଆରମ୍ଭ କରନ୍ତି । ତେବେ ଝାଳ ଯୋଗୁ କେଶ ଚିପ୍ଚିପା ହୋଇଯାଏ, ତେଣୁ ସାମ୍ପୁ କରିବା ମାତ୍ରେ କେଶ ଏକ ସୁନ୍ଦର ସାଇନ୍ କରିବା ଆରମ୍ଭ କରିଥାଏ । ଏହି କାରଣରୁ ଅଧିକାଂଶ ଲୋକ…