Browsing Category

Kolkata Elections

ପଶ୍ଚିମବଙ୍ଗ ନିର୍ବାଚନ: ରଣଭୂମିରେ ମିଠାପଣ ଭରୁଛି ‘ମୋଦି ଓ ମମତା ମିଠେଇ’

ପଶ୍ଚିମବଙ୍ଗରେ ଜୋର୍‌ଦାର ହେଉଛି ନିର୍ବାଚନୀ ପ୍ରଚାର ଅଭିଯାନ। ଏହାରି ଭିତରେ ରାଜନୈତିକ ଦଳଗୁଡ଼ିକ ପରସ୍ପର ମଧ୍ୟରେ କଡ଼ା ଟକ୍କର ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ମିଠା ଦୋକାନଗୁଡ଼ିକ ରାଜନୈତିକ ତିକ୍ତତାକୁ କମ୍‌ କରିବା ପାଇଁ ପ୍ରୟାସ କରୁଛନ୍ତି। ଏଠାରେ ମମତା ବାନାର୍ଜୀ ଓ ନରେନ୍ଦ୍ର…

ନନ୍ଦୀଗ୍ରାମ ଲଢ଼େଇ: ୧୧ ମାର୍ଚ୍ଚରେ ନାମାଙ୍କନ କରିବେ ମମତା ବାନାର୍ଜୀ, ୧୨ରେ ଶୁଭେନ୍ଦୁ ଦେଖାଇବେ ଦମ୍‌

ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ତୃଣମୂଳ କଂଗ୍ରେସ ୨୯୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନିଜର ସମସ୍ତ କାର୍ଡ ଖୋଲିଦେଇଛି। ସେପଟେ ଭାଜପା ଏ ପର୍ଯ୍ୟନ୍ତ ମାତ୍ର ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହାରି ଭିତରେ ରାଜ୍ୟର ନନ୍ଦୀଗ୍ରାମ ବିଧାନସଭା ଆସନ ସବୁଠୁ ଅଧିକ ହଟ୍‌ ସିଟ୍‌…

ପଶ୍ଚିମବଙ୍ଗ ନିର୍ବାଚନ: ୩ ଦଶକରେ ପ୍ରଥମ ଥର ନିଜ ଗଡ଼ ‘ଭବାନୀପୁର’ରୁ ଲଢ଼ିବେ ନାହିଁ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି। ୩୦ ବର୍ଷ ଭିତରେ ଏମିତି ପ୍ରଥମ ଥର ହେବାକୁ ଯାଉଛି କି, ମମତା ନିଜ ବିଧାନସଭା ଆସନ ‘ଭବାନୀପୁର’ରୁ ନିର୍ବାଚନ ଲଢ଼ୁନାହାନ୍ତି। ୧୯୯୧ରୁ ୨୦୧୧…

ମିଥୁନ ଦା’ କାହିଁକି ଧରିଲେ ପଦ୍ମ? ରହସ୍ୟର କିଛି ଖିଅ ଜାଣନ୍ତୁ

ବଲିଉଡ୍‌ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଅବଶ୍ୟ ଅଚାନକ ତାଙ୍କର ଏ ନିଷ୍ପତ୍ତି ଅନେକ ଫ୍ୟାନ୍‌ ଓ ଲୋକଙ୍କୁ ଚକିତ କରିଛି। କାରଣ ସେ ଦୀର୍ଘ ଦିନ ହେଲା ପ୍ରତ୍ୟକ୍ଷ ରାଜନୀତିକୁ ଏଡ଼ାଇ ଆସୁଥିଲେ ।…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: ପଶ୍ଚିମବଙ୍ଗରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀକୁ ମୁତୟନ କରାଯାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଏବେ ସୁଦ୍ଧା ସିଏପିଏଫ୍‌ର ୨୦୦ କମ୍ପାନୀ ପଶ୍ଚିମବଙ୍ଗର ପହଞ୍ଚି ସାରିଲେଣି। ଏଥିରେ…

ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧: ଭାଜପାକୁ ଟାର୍ଗେଟ, ଆଜି ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ମମତା ବାନାର୍ଜୀଙ୍କ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସିଲିଗୁଡ଼ିରେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ପଦଯାତ୍ରା କରିବେ। ଯେବେଠୁ ନିର୍ବାଚନ ତାରିଖ ଘୋଷଣା ହୋଇଛି, ସେବେଠୁ ହିଁ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିବାର କୌଣସି ବି ମଉକା ହାତଛଡ଼ା କରୁନାହାନ୍ତି। ଏଥିପୂର୍ବରୁ ସେ…

ନିର୍ବାଚନୀ ର‍୍ୟାଲିରେ ଭୋଟରଙ୍କୁ ଧମକ ! ‘ଭୋଟ ଦେବନି ଯଦି ବିଜୁଳି, ପାଣି ସବୁ ବନ୍ଦ କରିଦେବୁ’ ବୋଲି କହିଲେ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଉପାୟରେ ଭୋଟରମାନଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି। ତେବେ ଏହାରି ଭିତରେ କିଛି ନେତା ଭୋଟ ହାତେଇବା ପାଇଁ ନୈତିକତା ଭୁଲି ଭୋଟରମାନଙ୍କୁ ଡରାଉ ଧମାକାଉଥିବା ଜଣାପଡ଼ିଛି। ମମତା ସରକାରରେ କୃଷି…