Browsing Category

ଦେଶ ବିଦେଶ

ଦେଶରେ କମୁଛି ଦୈନିକ ସଂକ୍ରମଣ: ୨୪ଘଣ୍ଟାରେ ୨ଲକ୍ଷ ୧୧ହଜାର ୨୯୮ ପଜିଟିଭ୍, ୩୮୪୭ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ। ୨୪ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୨ଲକ୍ଷ ୧୧ହଜାର ୨୯୮। ୩ହଜାର ୮୪୭ଜଣଙ୍କ ଜୀବନ ନେଇଛି କରୋନା। ଆଜିକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୭୩ ଲକ୍ଷ ୬୯ ହଜାର ୯୩ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୧୫ହଜାର…

ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହଜାରେ କୋଟି ଟଙ୍କାର ମାନିହାନି ମାମଲା

ନୂଆଦିଲ୍ଲୀ: ପୁଣି ବିବାଦରେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହଜାରେ କୋଟି ଟଙ୍କାର ମାନିହାନି ମାମଲା କରିଛି ଆଇଏମଏ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଆଧାରରେ ରାମଦେବଙ୍କ ନାଁ ଉତ୍ତରାଖଣ୍ଡ ଆଇଏମଏ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଅନ୍ୟପଟେ ଏହି ମାନହାନି ମାମଲା ପରେ…

ଡୋମିନିକାରେ ଧରାପଡିଲେ ପଳାତକ ହୀରା ବ୍ଯବସାୟୀ ମେହଲୁ ଚୋକସୀ, ଆଣ୍ଟିଗୁଆରୁ ୩ ଦିନ ହେଲାଣି ନିଖୋଜ ଥିଲେ

ଡୋମିନିକାରେ ଧରାପଡିଲେ ମେହଲୁ ଚୋକ୍ସୀ। ଭାରତରୁ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ୨୦୧୮ରୁ ଆଣ୍ଟିଗୁଆରେ ରହୁଛନ୍ତି । ଗତ ୩ ଦିନ ହେଲା ସେ ନିଖୋଜ ଥିବା ନେଇ ଖବର ଆସିଥିଲା। ଏବେ ଜଣା ପଡିଛି ଡୋମିନିକାର ତଦନ୍ତକାରୀ ସଂସ୍ଥା ସିଆଇଡି ହାତରେ ଧରା ପଡିଛନ୍ତି। ଚର୍ଚ୍ଚା ହେଉଛି ସେ…

ଆମେରିକାର ସେନ ଜୋସରେ ଗୁଳିକାଣ୍ଡ, ଆକ୍ରମଣକାରୀ ସହିତ ୮ ମୃତ

ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁଳିଚଳାଇଥିବା ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇଛି । ସାଣ୍ଟା କ୍ଲାରା କାଉଣ୍ଟି ସରିଫ୍ ମୁଖପାତ୍ର ଡେପୁଟି ରସେଲ ଡେଭିସ୍ ଏହି ସୂଚନା ଦେଇଛନ୍ତି । ତେବେ ମୃତ୍ୟୁ ହୋଇଥିବା ସନ୍ଦୀଗ୍ଧଙ୍କ…

ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏନଟିଏ ନେଲା ନିଷ୍ପତ୍ତି

କେନ୍ଯୁଜ୍: ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ପରୀକ୍ଷା ସ୍ଥଗିତ କଲା ଏନଟିଏ । ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜେଇଇ ମେନ୍‌ ପରୀକ୍ଷା ଠିକ୍‌ ଭାବେ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ଜେଇଇ ମେନ୍‌ର ୪ଟି…

କରୋନା କାଳରେ ଏହି ରାଜ୍ୟ ବଢ଼ାଇଲା ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା, ଏବେ ସମସ୍ତଙ୍କୁ ମିଳିବ ଅଧିକ ୩୦ ହଜାର

କରୋନା ସଙ୍କଟ ମଧ୍ୟରେ ବିହାର ସରକାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦରମା ମୋଟା ଅଙ୍କର ବଢ଼ାଇଛନ୍ତି। ଏହି ସବୁ କର୍ମଚାରୀଙ୍କ ମଧ୍ୟରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଚପରାସୀ ପର୍ଯ୍ୟନ୍ତ ସବୁ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶ ମୁତାବକ ଡାକ୍ତରଙ୍କ…

ପିଲାଙ୍କ ପାଇଁ ଏହି କମ୍ପାନୀ ତିଆରି କଲା କରୋନା ଭ୍ୟାକ୍ସିନ, ଆସନ୍ତାବର୍ଷ ଭାରତରେ ହେବ ଲଞ୍ଚ

କରୋନାର ଦ୍ଵିତୀୟ ଲହରୀ ନ ଯାଉଣୁ ତୃତୀୟ ପାଇଁ ଚର୍ଚ୍ଚା ଜୋର ଧରିଛି। ତୃତୀୟ ଲହରୀ ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଟିକା ନିର୍ମାତା କମ୍ପାନୀ ପିଲାଙ୍କ ପାଇଁ କରୋନା ଟିକା ତିଆରି କରିବା ଆରମ୍ଭ କରିଛନ୍ତି। ଟିକା…

ସୁବୋଧ କୁମାର ଜୟସ୍ବାଲ ହେବେ ସିବିଆଇର ପରବର୍ତ୍ତୀ ମୁଖ୍ୟ

ଆଇପିଏସ ସୁବୋଧ କୁମାର ଜୟସ୍ବାଲ ହେବେ ସିବିଆଇଜେ ପରବର୍ତ୍ତୀ ମୁଖ୍ୟ । ୧୯୮୫ ବ୍ୟାଚ ଆଇପିଏସ ସୁବୋଧ କୁମାରଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ରହିବ । ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର ଏବଂ ସିଆଇଏଫର ଡିଜି ଭାବେ କାର‌୍ୟ୍ୟ କରିଥିଲେ । ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ବୈଠକ ବସି…

କରୋନା ଟିକାକରଣ ପ୍ରକ୍ରିୟା ଏକ ମସ୍ତବଡ଼ ଭୁଲ୍‌, ଏମିତି କହିଲେ ନୋବେଲ୍‌ ବିଜେତା ବୈଜ୍ଞାନିକ

ଫ୍ରାନ୍ସ : ଗଣ କରୋନା ଟିକାକରଣ ଏକ ମସ୍ତବଡ଼ ଭୁଲ ବୋଲି କହିଛନ୍ତି ଫ୍ରାନ୍ସ ଭୁତାଣୁବିତ୍‌ ଓ ନୋବେଲ ବିଜେତା ଲକ୍‌ ମଣ୍ଟେନର । କରୋନା ମହାମାରୀ ବେଳେ ଏପରି ନିଷ୍ପତ୍ତି ଏକ ଐତିହାସିକ ଭୁଲ୍‌ ବୋଲି କହିଛନ୍ତି ଏହି ବୈଜ୍ଞାନିକ । ଏହି ଟିକାକରଣ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ସେ…

ପିଲାଙ୍କ ଉପରେ ତୃତୀୟ ଲହର ପ୍ରଭାବକୁ ନେଇ ଦିଲ୍ଲୀ ଏମ୍ସ ଡାଇରେକ୍ଟର କହିଲେ ଏମିତି କଥା

କରୋନାର ଦ୍ୱିତୀୟ ଲହର ସମସ୍ତଙ୍କ ମନରେ ଡର ସୃଷ୍ଟି କରିଛି । ଏବେ ମୃତୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେବେ ତୃତୀୟ ଲହର ପିଲାଙ୍କ ପାଇଁ କି ପ୍ରଭାବ ପକାଇବ ସେ ସମ୍ପର୍କରେ ପ୍ରକାଶ କରିଛନ୍ତି ଦିଲ୍ଲୀ ସ୍ଥିତ ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ । ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ହେବ…

ଏବେ ଘରେ ବସି କରିପାରିବେ କରୋନା ଟେଷ୍ଟ, ବଜାରରେ ଉପଲବ୍ଧ ହେଲା ସିପ୍ଲାର ରିୟଲ ଟାଇମ୍ କିଟ୍ ViraGen

ଏବେ ବଜାରରେ ଉପଲବ୍ଧ ହେଲା ଆଗଧାଡ଼ିର ଔଷଧ କମ୍ପାନୀ ସିପ୍ଲା ତରଫରୁ ଗତ ସପ୍ତାହରେ ଲଞ୍ଚ କରାଯାଇଥିବା ରିୟଲ ଟାଇମ୍ କରୋନା ଟେଷ୍ଟ କିଟ୍। କମ୍ପାନୀ ତରଫରୁ ନିର୍ମିତ RT-PCR ଟେଷ୍ଟିଂ କିଟର ନାଁ "ViraGen" ଦିଆଯାଇଛି। ଏହି କିଟ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ କରୋନା ଟେଷ୍ଟ ରିପୋର୍ଟ…

ଭାରତରେ ଲଞ୍ଚ ହେଲା Roche ଆଣ୍ଟିବଡି କକଟେଲ୍, ପ୍ରତି ଡୋଜର ଦାମ୍ ୫୯,୭୫୦

ମେଡିସିନ କମ୍ପାନୀ ରୋଶ ଇଣ୍ଡିଆ ଓ ସିପ୍ଲା ଭାରତରେ ରୋଶର ଆଣ୍ଟି ବଡି କକଟେଲ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି, ଯାହାର ଦାମ୍ ରହିଛି ୫୯,୭୫୦ ଟଙ୍କା। ଏନେଇ ସୋମବାର ଦିନ ଘୋଷଣା କରିଛି କମ୍ପାନୀ। ଗମ୍ଭୀର କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯିବ। ରିପୋର୍ଟ ମୁତାବକ, ଆଣ୍ଟିବଡି କକଟେଲର ପ୍ରଥମ…