Below header
Browsing Category

ଦେଶ ବିଦେଶ

ଓଡ଼ିଶା ପରେ ଏବେ ଏହି ରାଜ୍ୟରେ ଲାଗୁ ହେଲା ମିନି ଲକଡାଉନ୍, ୨ ସପ୍ତାହ ପାଇଁ ଅଖ-ଚକ ବନ୍ଦ

ଏବେ ଦେଶରେ କରୋନା ସ୍ଥିତି ଧୀରେ ଧୀରେ ସାଂଘାତିକ ହେବାରେ ଲାଗିଛି। ଏଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ରାଜ୍ୟ ସରକାର ଏବେ ଲକଡାଉନ ଘୋଷଣା କରୁଛନ୍ତି। ଗତକାଲି ଓଡ଼ିଶା ସରକାର ବି ୫ ତାରିଖଠାରୁ ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଏବେ ପଞ୍ଜାବ ସରକାର ବି ରାଜ୍ୟରେ ମିନି ଲକଡାଉନ ଲାଗୁ…

ବଙ୍ଗରେ ବିପୁଳ ସଂଖ୍ୟାରେ ବିଜୟ କଲା ଟିଏମ୍‌ସି, କିନ୍ତୁ ମମତା ହାରିଗଲେ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ହ୍ୟାଟ୍ରିକ୍‌ । ବଙ୍ଗରେ ବିପୁଳ ବିଜୟ କରିଛି ଟିଏମ୍‌ସି । ୨୦୦ରୁ ଅଧିକ ସିଟ୍‌ରେ ବିଜୟ ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବ ଟିଏମ୍‌ସି । ହେଲେ ନିଜେ ବଡ଼ ଝଟ୍‌କା ଖାଇଛନ୍ତି ଦିଦି । ନନ୍ଦିଗ୍ରାମରେ ନିଜର ପୁରୁଣା ସହଯୋଗୀ ତଥା…

ତାମିଲନାଡୁ ଓ ପୁଡୁଚେରୀରେ ସତ୍ତା ହେଲା ପରିବର୍ତ୍ତନ, ବଦଳିଲା ଶାସନ କ୍ଷମତା

କେନ୍ୟୁଜ୍(ବ୍ୟୁରୋ):  ତାମିଲନାଡୁ ଓ ପୁଡୁଚେରୀରେ ସତ୍ତା ପରିବର୍ତ୍ତନ । ବଦଳିଲା ଶାସନ କ୍ଷମତା । ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମକେ ହାତରୁ ଶାସନ ଡୋରି ଛଡ଼ାଇ ଆଣିଛି ଡିଏମକେ ମେଣ୍ଟ । ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ମେଣ୍ଟ ପ୍ରାର୍ଥୀ ୧୪୯ ଆସନରେ ଆଗରେ ରହିଛନ୍ତି । ଏଆଇଏଡିଏମକେ…

ବେଙ୍ଗଲରେ ଧୂଳିସାତ ହେଲା ଆଶା, କିନ୍ତୁ ଆସାମରେ କ୍ଷମତା ବଜାୟ ରଖିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ):  ଆସାମରେ କ୍ଷମତା ବଜାୟ ରଖିଲା ବିଜେପି । ଏନଡିଏକୁ ସ୍ପଷ୍ଟ ବହୁମତ । ସରକାର ଗଢ଼ିବାକୁ ୬୪ ଆସନର ଆବଶ୍ୟକତା ଥିବା ବେଳେ ଏହାଠାରୁ ବହୁ ଆଗରେ ରହିଛି ଏନଡିଏ । ବିଜେପିର ସହଯୋଗୀ ଦଳ ଆସାମ ଗଣପରିଷଦ ଓ ୟୁନାଇଟେଡ୍‌ ପିପୁଲ୍‌ସ୍‌ ପାର୍ଟି ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।…

କହିଲେ ଯାହା କରି ଦେଖାଇଲେ, ପଶ୍ଚିମବଙ୍ଗରେ ଷ୍ଟ୍ରାଟେଜି ପ୍ରସ୍ତୁତ କରି ଟିଏମସିକୁ ଜିତାଇଲେ ପ୍ରଶାନ୍ତ କିଶୋର

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ପ୍ରଶାନ୍ତ ମ୍ୟାଜିକ୍‌ । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଗୋଟି ଚାଳନା ଆଗରେ ଫିକା ପଡ଼ିଲା ବିଜେପିର ହାଇଭୋଲଟେଜ ପ୍ରଚାର। ବଙ୍ଗରେ ଦିଦିଙ୍କୁ ପୁଣି ଥରେ ବିଜୟ ମୁକୁଟ ପିନ୍ଧାଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ।…

ଭାରତ ଫେରିବେ ସେରମ୍‌ ସିଇଓ ଆଦାର ପୁନାୱାଲା, ଟିକାର ଚାହିଦା ପୂରଣ ନେଇ ଧମକ ପରେ ଲଣ୍ଡନ ଚାଲିଯାଇଥିଲେ

କେନ୍ୟୁଜ୍(ବ୍ୟୁରୋ):  କିିଛି ଦିନ ମଧ୍ୟରେ ଭାରତ ଫେରିବେ ସେରମ୍‌ ଇନଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲା। ଟିକାର ଚାହିଦା ପୂରଣ ନେଇ ଧମକ ମିଳିବା ପରେ ଲଣ୍ଡନ ଯାଇଥିବା ଆଦାର ପୁନାୱାଲା ଶେଷରେ ଭାରତ ଫେରିବା ନେଇ ଟ୍ଵିଟ ଯୋଗେ ଜଣାଇଛନ୍ତି। ପୁଣେରେ କୋଭାକ୍ସିନର ଉତ୍ପାଦନ ଦ୍ରୁତବେଗରେ…

ଭୁଲ ଖବର ଓ ସସପେନ୍ସ ଭିତରେ ଶେଷରେ ନନ୍ଦିଗ୍ରାମରୁ ମମତା ପରାଜିତ ହୋଇଥିବା ସ୍ପଷ୍ଟ ହେଲା

କୋଲକାତା : ଉତ୍କଣ୍ଠା, ସସପେନ୍ସ ଏବଂ ବିଭ୍ରାନ୍ତି ଭିତରେ ଶେଷରେ ଫଳାଫଳ ଆସିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରି ଯାଇଛନ୍ତି । ପ୍ରଥମେ ଖବର ପ୍ରକାଶ ପାଇଥିଲା ଯେ ସେ ୧୨୦୦ ଭୋଟ୍‌ରେ ଜିତିଛନ୍ତି । ପରେ ଜଣାପଡ଼ିଲା ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ…

କରୋନାର କରୁଣ ଚିତ୍ର! ହୋମ୍ ଆଇସୋଲେସନରେ ସ୍ୱାମୀ ଓ ପୁଅର ମୃତ୍ୟୁ, ୪ ଦିନ ଧରି ଶବ ସହ ଥିଲା ଦିବ୍ୟାଙ୍ଗ ପତ୍ନୀ

ସାରା ଦେଶରେ କରୋନା ସ୍ଥିତି ସାଂଘାତିକ ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ପ୍ରାଣ ହରାଉଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଛାତି ଥରା ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ସ୍ୱାମୀ ଓ ପୁଅର ମୃତ ଦେହ ପାଖରେ ୪…

ଟ୍ରେଣ୍ଡ ଅନୁସାରେ ୨୦୨ ଆସନର ବିଜୟ ପଥରେ ଟିଏମସି, ବିଜୟ ଉତ୍ସବ ମନାଉଛନ୍ତି କର୍ମକର୍ତ୍ତା

କେନ୍ୟୁଜ୍(ବ୍ୟୁରୋ):  ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ କେଉଁଠି କିଏ ମାରିବ ବାଜି ? ଜନାଦେଶ କାହା ସପକ୍ଷରେ ଯିବ ? ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଚାଲିଛି । ପଶ୍ଚିମବଙ୍ଗରେ କଡ଼ା ଟକ୍କର ଭିତରେ ବିଜୟ ଅଭିମୁଖେ ଟିଏମସି…

AAP ରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ! ଟାର୍ଗେଟ କରି ଏଭଳି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଆପରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ। ଏଭଳି ବୟାନ ଦେଇଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅମରିନ୍ଦର ପୁଣିଥରେ ନିଜ କ୍ୟାବିନେଟ ସହଯୋଗୀ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ଅମରିନ୍ଦର କହିଛନ୍ତି ସିଦ୍ଧୁ ଏବେ ଆମ ଆଦମୀ ପାର୍ଟି (ଆପ୍)ର ସଂଯୋଜକ ଅରବିନ୍ଦ…

ଶ୍ମଶାନ ଘାଟ ବାହାରେ ଲାଗିଲା ‘ଫଟୋ କିମ୍ବା ଭିଡିଓ ନେବା ଦଣ୍ଡନୀୟ ଅପରାଧ’ ବ୍ଯାନର, ସୋସିଆଲ ମିଡିଆରେ ବିବାଦ ହେବା ପରେ…

ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ରୋଗୀଙ୍କୁ ହସ୍ପିଟାଲ ବେଡ ଓ ଅକ୍ସିଜେନର ଅଭାବ ଦେଇ ଗତି କରିବାକୁ ପଡୁଛି। ପ୍ରତିଦିନ କରୋନା ସଂକ୍ରମଣରେ ଜୀବନ ହରାଉଥିବା ଳୋକଙ୍କ ସଂଖ୍ୟା ମଧ୍ୟ ବଢୁଛି। ଉତ୍ତର ପ୍ରଦେଶର ଅନେକ ଶ୍ମଶାନରେ ଦିନ ରାତିରେ ମୃତଲୋକଙ୍କର ଜୁଇ…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ, ମୃତ୍ୟୁବରଣ କଲେ ୩,୬୮୯ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୩ହଜାର ୬୮୯। ସପ୍ତାହରେ ତୃତୀୟ ଥର ପାଇଁ ସାଢ଼େ ୩ ହଜାର ଟପିଲା ମୃତ୍ୟୁସଂଖ୍ୟା। ଦେଶରେ ମୋଟ କରୋନା…