Below header
Browsing Category

ଦେଶ ବିଦେଶ

କରୋନା ପଜିଟିଭ ରିପୋର୍ଟ ଶୁଣି ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମହିଳା ଡାକ୍ତର

କରୋନା ମହାମାରୀ ସାରା ଦେଶକୁ କବଳିତ କରି ରଖିଛି। କରୋନା ଯୋଗୁଁ କେତେକଙ୍କ ଶାରିରୀକ ଓ ମାନସିକ ସ୍ଥିତି ବିଗୁଡୁଛି ତ ଆକି କିଛି ଲୋଙ୍କର ଚାଲିଯାଉଛି ଜୀବନ । ଏହା ମଧ୍ୟରେ କିଛି କରୋନା ସଂକ୍ରମିତ ଲୋକ ଭୁଲ ପଦକ୍ଷେପ ନେଇଯାଉଛନ୍ତି। ସେମିତି ଚରମ ପଦକ୍ଷେପ ନେଇଛନ୍ତି ଜଣେ ମହିଳା ଡାକ୍ତର ।…

ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ୍‌ ଏନ.ଭି. ରମଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି। ନୂଆ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ୍‌ ଏନ.ଭି. ରମଣା । ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ…

ଉତ୍ତରାଖଣ୍ଡ ଜୋଶୀମଠରେ ଗ୍ଲେସିୟର ଭାଙ୍ଗି ୮ ମୃତ, ୨୯୧ ଉଦ୍ଧାର: ଭାରତୀୟ ସେନାର ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡର ଜୋଶୀମଠରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ୮ ଜଣ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ୨ରେ ଗ୍ଲେସିୟର ଭାଙ୍ଗିଛି । ପ୍ରବଳ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୨୯୧ ଲୋକଙ୍କୁ ଉଦ୍ଧାର କରାଯାଇଛି।…

ଦେଶରେ ତିନି ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ! ପୁଣି ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ୩ ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ। ଲଗାତର ତୃତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ । ଗତ ୩ ଦିନରେ ଚିହ୍ନଟ ହୋଇଛନ୍ତି ୯ ଲକ୍ଷ ୯୪ ହଜାର ପଜିଟିଭ। ୨୪ ଘଣ୍ଟାରେ ୨ହଜାର ୬୦୦ ଜୀବନ ନେଇଛି ଘାତକ…

ମେ ଓ ଜୁନ ମାସରେ ସମସ୍ତ ଗରିବଲୋକଙ୍କୁ ମାଗଣାରେ ମିଳିବ ରାସନ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌ ପାଇଁ କେନ୍ଦ୍ର ସରକାର ମେ ଓ ଜୁନ ମାସରେ ଦେଶର ସମସ୍ତ ଗରିବଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ ।ଏହା ଦ୍ୱାରା ପ୍ରାୟ ୮୦କୋଟି ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖାଦ୍ୟଶସ୍ୟ…

ଆସିଲା ଖୁସି ଖବର, କରୋନାକୁ ଶୀଘ୍ର ଭଲ କରୁଥିବା ଔଷଧ ‘ଭିରାଫିନ୍‌’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ଆଉ ଏକ ଆଶ୍ୱସ୍ତି ଖବର । ଆଣ୍ଟି ଭାଇରାଲ ଔଷଧ ‘ଭିରାଫିନ୍‌’କୁ ଗ୍ରୀନ ସିଗନାଲ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଜାଇଡସ୍‌ କାଡିଲାର କୋଭିଡ ଔଷଧ ‘ଭିରାଫିନ୍‌’ କରୋନା ମହାମାରୀ ବିରୋଧରେ ଲଢିବ । କୋଭିଡ ଲଢେଇରେ ସିଙ୍ଗଲ ଡୋଜ୍‌…

ନାତୁଣୀ ଜନ୍ମ ହେବା ଖୁସିରେ ୬ ଲକ୍ଷ ଦେଇ ହେଲିକପ୍ଟରରେ ଘରକୁ ଆଣିଲେ ଜେଜେବାପା, ଗାଁ ସାରା ବିଛାଇଲେ ଫୁଲ

ଝିଅ ଜନ୍ମ ହେଲେ କିଏ ମୁହଁ ବୁଲେଇ ଦଉଛନ୍ତି ତ ଆଉ କୋଉ ମାଆ ବାପାଙ୍କର ମୁହଁ ଶୁଖିଯାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜେଜେ ବାପାଙ୍କୁ ଆପଣଙ୍କ ସହ ଭେଟ କରାଇବୁ ଯିଏ ନିଜ ନାତୁଣୀ ପାଇଁ ଯାହା କରିଛନ୍ତି ତାକୁ ଶୁଣିଲେ ଖୁସିରେ ଆପଣ ଫୁଲି ଯିବେ। ୩୫ବର୍ଷ ପରେ ଘରେ ନାତୁଣୀ ଜନ୍ମ ନେଲା…

କାନପୁର ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ବେଡ୍‌ ଉପରେ ହିଁ ତନ୍ତ୍ରମନ୍ତ୍ର କରି କୋଭିଡ୍‌ ରୋଗୀକୁ ମାରିଦେଲେ ଦୁଇ…

କାନପୁରର ହାଲେଟ୍‌ ହସ୍ପିଟାଲରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆପଣଙ୍କ ଛାତି ଥରି ଉଠିବ। ଘଟଣାରୁ ଜଣାପଡ଼ିଛି, ଏହି ହସ୍ପିଟାଲ ଭିତରେ ଦୁଇଜଣ ମହିଳା ପଶି ଜଣେ କରୋନା ସଂକ୍ରମିତ ମହିଳାଙ୍କ ଜୀବନ ନେଇଯାଇଛନ୍ତି। ମହିଳାଙ୍କୁ କରୋନା ନୁହେଁ,…

ମୋଦିଙ୍କ ସହ ମିଟିଂର କଥାବାର୍ତ୍ତାକୁ ଲୁଚି ଲୁଚି ରେକର୍ଡ କରୁଥିଲେ ଅରବିନ୍ଦ କେଜରିଓ୍ଵାଲ, ଧରାପଡ଼ିବା ପରେ ହାତ ଯୋଡ଼ି…

ଆଜି କୋଭିଡ୍‌ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ଅଧିକ ସଂକ୍ରମଣ ବଢ଼ୁଥିବା ୧୦ ରାଜ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ଉତ୍ତର ପ୍ରଦେଶ ପ୍ରମୁଖ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। କିନ୍ତୁ…

ଦିଲ୍ଲୀ: ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଅତି ଗୁରୁତର ୨୫ ରୋଗୀଙ୍କ ମୃତ୍ୟୁ, ପହଞ୍ଚିଲା ନୂଆ ଅକ୍ସିଜେନ…

ଦେଶରେ କରୋନା ସଂକ୍ରମଣର ସ୍ଥିତି ବହୁତ ଭୟାବହ ରହିଛି। ଅକ୍ସିଜେନ ଅଭାବ ସମସ୍ୟା ସାଂଘାତିକ ରୂପ ନେଉଛି। ଏହାରି ଭିତରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଅତି ଗୁରୁତର ଥିବା ୨୫ ରୋଗୀଙ୍କର ଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଛି। ତେବେ ଘଟଣା ପଛର କାରଣ…

ଗୋଟିଏ ଡୋଜ୍‌ କୋଭାକ୍ସିନ୍‌ ଓ ଗୋଟିଏ ଡୋଜ୍‌ କୋଭାସିଲ୍ଡ୍‌ ନେଇ ହେବ କି ? ଜାଣନ୍ତୁ କ’ଣ କହୁଛନ୍ତି ଗବେଷକ

ନୂଆଦିଲ୍ଲୀ :  କରୋନାକୁ ନେଇ ପ୍ରତିଦିନ ନୂଆ ତଥ୍ୟମାନ ପ୍ରକାଶ ପାଇବାରେ ଲାଗିଛି । ସମସ୍ତଙ୍କ ମନରେ କରୋନା ଟିକାକୁ ନେଇ ଭରି ରହିଛି ଅନେକ ପ୍ରଶ୍ନ । ଏହି ଭିତରେ ଜାରି ରହିଛି କରୋନା ପାଇଁ ଟିକାକରଣ ପ୍ରକ୍ରିୟା । କେଉଁଠି ପ୍ରଥମ ଡୋଜ କୋଭାସିଲ୍ଡ ଟିକା ଦିଆଯାଉଥିବାବେଳେ କେଉଁଠି ପ୍ରଥମ ଡୋଜ…

ଅତିରିକ୍ତ ଉଡ଼ାଣ ପାଇଁ ଭାରତକୁ ଅନୁମତି ଦେଲାନି ବ୍ରିଟେନ, ଉଡ଼ାଣରେ ୩୦ ପ୍ରତିଶତ ହ୍ରାସ କରିବ ଅଷ୍ଟ୍ରେଲିଆ

ବ୍ରିଟେନର ସବୁଠାରୁ ବଡ଼ ତଥା ବ୍ୟସ୍ତବହୁଳ ବିମାନବନ୍ଦର ‘ହିଥ୍ରୋ’ ଭାରତକୁ ୮ ଅତିରିକ୍ତ ଉଡ଼ାଣ ସଞ୍ଚାଳନ ପାଇଁ ଅନୁମତି ଦେବାକୁ ମନା କରି ଦେଇଛି। କରୋନା ଭାଇରସ୍‌ ମହାମାରୀକୁ ନଜରରେ ରଖି ଦେଶରେ ଶୁକ୍ରବାରଠାରୁ ରେଡ୍‌ ଲିଷ୍ଟ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ବିମାନବନ୍ଦନ ପକ୍ଷରୁ…