Browsing Category

ଦେଶ ବିଦେଶ

ଏବେ ହ୍ଵାଟ୍ସଆପ୍‌ରେ ମିଳିବ କରୋନା ଟିକାର ସମସ୍ତ ସୂଚନା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଟିକା ଲଗାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତଥାପି ଅଧିକାଂଶ ଲୋକଙ୍କ ମନରୁ ଟିକାକୁ ନେଇ ଭୟ ଯାଇନି । ସେମାନେ ଟିକା ନେବାକୁ ଆଗଭର ମଧ୍ୟ ହେଉନାହାଁନ୍ତି । ସରକାର ଫୋନ୍‌ କଲ୍‌ ଓ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ଯେପରି ଲୋକଙ୍କ ମନରୁ ଭୟ…

କଷ୍ଟ ଦେଖି ସହିପାରିଲେନି, ଶେଷରେ ଜୀବନକୁ ବାଜି ଲଗାଇ ମଇଁଷି ଦଳ ରକ୍ଷା କଲେ ମାଲିକ ଜୀବନ

ଆଜିକାଲି ସମସ୍ତେ ଘରେ ପୋଶା ଜୀବଜନ୍ତୁ ପାଳୁଛନ୍ତି। ଖାସ କରି କୁକୁରକୁ ଲୋକମାନେ ପୋଶା ବନେଇବାର ସତେ ଯେମିତି ଟ୍ରେଣ୍ଡ ପାଲଟିଯାଇଛି। କୁହାଯାଏ କୁକୁର ମଣିଷମାନଙ୍କଠୁ ବେଶୀ ବିଶ୍ୱସ୍ତ। ସାଧାରଣତଃ ଗାଁମାନଙ୍କରେ ଆମେ ଗାଈ, ମଇଁଷି,ବଳଦ ଓ ଛେଳିମାନଙ୍କୁ ଘରେ ରହିଥିବାର ଦେଖୁ। ଏମାନେ ମଣିଷ…

ରେପ୍‌ ପାଇଁ ମହିଳାଙ୍କ କପଡ଼ା ଦାୟୀ ବୋଲି କହିଲେ ପିଏମ୍‌ ଇମ୍ରାନ ଖାନ୍‌, ପୂର୍ବ ପତ୍ନୀ କଲେ ବିରୋଧ

ଇସ୍‌ଲାମବାଦ୍‌ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମହିଳାଙ୍କ ଉପରେ ଦେଇଥିବା ଏକ ବିବୃତିକୁ ନେଇ ଦେଶ ଓ ଦେଶ ବାହାରେ ହଙ୍ଗାମା ସୃଷ୍ଟି ହୋଇଛି । ଇମ୍ରାନଙ୍କ ବିରୋଧରେ ମହିଳା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ଏକ ଟିଭି ଲାଇଭ୍‌ ଟେଲିକାଷ୍ଟରେ…

ଦେଶରେ କରୋନା ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଆଜି ସାଢେ ୬ଟାରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ହେବେ କଥା

କେନ୍ୟୁଜ୍(ବ୍ୟୁରୋ):  ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟା ୬ଟା ୩୦ରେ କରିବେ ଆଲୋଚନା। ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍‌…

ମୁମ୍ବାଇ : ଫିଲ୍ମ ନିର୍ମାତାଙ୍କ ପତ୍ନୀ ଓ ଝିଅ ନିଆଁରେ ପୋଡ଼ି ଆତ୍ମହତ୍ୟା କଲେ ଏମିତି

ମୁମ୍ବାଇ : ପିଲ୍ମ ନିର୍ମାତା ସନ୍ତୋଷ ଗୁପ୍ତାଙ୍କ ପତ୍ନୀ ଓ ଝିଅ ଅନ୍ଧେରୀ ଡିଏନ୍‌ ନଗର ନିଜ ଘରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୋମବାର ଅପରାହ୍ଣରେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ସୂଚନାନୁଯାୟୀ, ୫୫ ବର୍ଷ ବୟସ୍କା ଅସ୍ମିତା ଦୀର୍ଘ…

ମଧ୍ୟପ୍ରଦେଶର ସବୁ ସହରାଞ୍ଚଳରେ ଆସନ୍ତାକାଲି ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଓ୍ଵିକେଣ୍ଡ ଲକ୍‌ଡାଉନ୍‌ । ଶୁକ୍ରବାର ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସବୁ ସହରାଞ୍ଚଳରେ ଲକ୍‌ଡାଉନ୍‌ । ଯେଉଁ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି, କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ବୈଠକ ପରେ ପଦକ୍ଷେପ ନିଆଯିବ । ବଡ଼ ବଡ଼ ସହରରେ…

ଭ୍ୟାକ୍ସିନ ଯୋଗାଣରେ ବିଳମ୍ବ: ସେରମ୍‌ ଇନଷ୍ଟିଚ୍ୟୁଟକୁ ଲିଗାଲ ନୋଟିସ୍‌ ପଠାଇଲା ଆଷ୍ଟ୍ରାଜେନିକା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟକୁ ଲିଗାଲ ନୋଟିସ୍‌ ପଠାଇଲା ଆଷ୍ଟ୍ରାଜେନିକା । ଭ୍ୟାକ୍ସିନ ଯୋଗାଣରେ ବିଳମ୍ବ ଯୋଗୁ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦାର ପୁନାଓ୍ଵାଲାଙ୍କୁ ଲିଗାଲ ନୋଟିସ ପଠାଇଛି ବ୍ରିଟେନ ସ୍ଥିତ ଡ୍ରଗ୍ସ ଫାର୍ମ ଆଷ୍ଟ୍ରାଜେନିକା । ଚୁକ୍ତି ଅନୁସାରେ ସିରମ…

ଆଜିଠୁ ରାଜଧାନୀ ଲକ୍ଷ୍ନୋ ସମେତ କାନପୁର ଓ ବାରଣାସୀରେ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠୁ ରାଜଧାନୀ ଲକ୍ଷ୍ନୋ ସମେତ କାନପୁର ଓ ବାରଣାସୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ । ଲକ୍ଷ୍ନୋ ଓ ବାରଣାସୀରେ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗିବ ।…

ଦୈନିକ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ଲକ୍ଷାଧିକ ପଜିଟିଭ୍

ଦୈନିକ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଦେଶରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧ ଲକ୍ଷ ୨୫ ହଜାରରୁ ଅଧିକ ନୂଆ କେସ୍‌ ଆସିଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଛତିଶଗଡ଼ରେ ଗୋଟିଏ ଦିନରେ…

ଦିଲ୍ଲୀ ଏମ୍‌ସରେ ଆଜି କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ଏମ୍‌ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି । ଦ୍ୱୀତିୟ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆଜି ଭାରତ ବାୟୋଟେକ୍‌ର ଟିକା କୋଭାକିସ୍‌ନର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।…

ମିସେସ୍‌ ଶ୍ରୀଲଙ୍କାର ଷ୍ଟେଜ୍‌ରେ ହାଇ-ପ୍ରୋଫାଇଲ୍‌ ଡ୍ରାମା, ବିଜେତାଙ୍କ ମୁଣ୍ଡରୁ ଘୋଷାଡ଼ି ନେଲେ ମୁକୁଟ; ଦେଖନ୍ତୁ…

ମିସେସ୍‌ ଶ୍ରୀଲଙ୍କାର ଷ୍ଟେଜ୍‌ରେ ହାଇ ପ୍ରୋଫାଇଲ୍‌ ଡ୍ରାମା ହୋଇଛି। ଏମିତି ଡ୍ରାମା ଯାହା କେହି କେବେ ଚିନ୍ତା ବି କରିନଥିବେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପୁଷ୍ପିକା ଡି ସିଲଭାଙ୍କୁ ମିସେସ୍‌…

ମଙ୍ଗଳରେ ଇନ୍ଦ୍ରଧନୁ ! ପରସିଭେରାନ୍ସ ରୋଭର ପଠାଇଥିବା ଫଟୋକୁ ନେଇ ବିତର୍କ

ମଙ୍ଗଳରେ ଇନ୍ଦ୍ରଧନୁ ! ନାସାର ପରସିଭେରାନ୍ସ ରୋଭର ନିକଟରେ ଏକ ଫଟୋ ପଠାଇଛି । ଯାହାକି ମଙ୍ଗଳର ଲୋହିତ ଆକାଶରେ ଇନ୍ଦ୍ରଧନୁ ଭଳି ଦୃଶ୍ୟମାନ ହେଉଛି । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ମଙ୍ଗଳରେ କ'ଣ ଇନ୍ଦ୍ରଧନୁ ସମ୍ଭବ ବୋଲି ପ୍ରଶ୍ନ ଉଠିଛି । ନାସା ସ୍ପଷ୍ଟୀକରଣରେ କହିଛି, ମଙ୍ଗଳରେ…