Browsing Category

ଦେଶ ବିଦେଶ

ସୁପ୍ରିମକୋର୍ଟରେ କରୋନା: ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା କାୟା । ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ କରୋନାରେ ସଂକ୍ରମିତ । କରୋନା ସଂକ୍ରମଣ ଯୋଗୁ ଏବେ ସମସ୍ତ ବିଚାରପତି ନିଜ ଘରୁ ଭିଡିଓ କନଫରେନ୍ସିଂ ମାମଲାର ଶୁଣାଣି କରିବେ । ସବୁ କୋର୍ଟ ରୁମ୍‌ ସମେତ ପୂରା ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ…

ସ୍କୁଲ ଡ୍ରପଆଉଟ, ପୁଣି ୮ ହଜାର ଟଙ୍କାରେ ଚାକିରି, ଆଉ ଏବେ ଭାରତର ସବୁଠୁ ଯୁବ ଅରବପତି

ପିଲାବେଳେ ସ୍କୁଲ ଯିବା ସମୟରେ ଆପଣ ଅନେକ ଦୁଷ୍ଟାମୀ କରିଥିବେ। ଅନେକ ଥର ସ୍କୁଲ ବନ୍ଦ କରିବା, ସ୍କୁଲ ନ ଯାଇ ସାଙ୍ଗମାନଙ୍କ ସହ ଚେସ୍ ଖେଳିବା, ପୁଣି ଉପସ୍ଥାପନ କମ୍ ହେବା କାରଣରୁ ବୋର୍ଡ ପରୀକ୍ଷା ଦେଇନପାରିବା ଏମିତି ଅନେକଙ୍କ ସହିତ ହୋଇଥିବ। ଆଉ ଏହି କାରଣରୁ ପୁଣି ସ୍କୁଲ ଡ୍ରପ୍ ଆଉଟ୍…

ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକ୍‌ଡାଉନ୍‌, ସର୍ବଦଳୀୟ ବୈଠକରେ ଆଲୋଚନା

ମହାରାଷ୍ଟ୍ର : ମହାରାଷ୍ଟ୍ରର ସ୍ଥତି ଏବେ କ୍ରମଶଃ ସଙ୍ଗୀନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଆଜି କୋଭିଡ୍‌ ଟ୍ୟାକ୍ସ ଫୋର୍ସ ବୈଠକ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସଂକ୍ରମଣକୁ ରୋକିବା…

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌, ଗତ ୨୪ ଘଣ୍ଟାରେ ଦେଢ ଲକ୍ଷ ଚିହ୍ନଟ

ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗୁଛି କରୋନା । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଜାରି ରହିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଆଜି ୧ଲକ୍ଷ ୫୨ହଜାର ୮୭୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ…

ଯାହାକୁ ବୋହୂ କରିବାକୁ ଯାଉଥିଲେ ଜଣାପଡ଼ିଲା ସେ ହିଁ ନିଜ ଝିଅ, ତା’ପରେ ବି ଅଟକିଲାନି ବିବାହ; ଜାଣନ୍ତୁ କାହିଁକି

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଅଗ୍ନିକୁ ସାକ୍ଷୀ କରି ଦୁଇଟି ଅଜଣା ମଣିଷ ଜନ୍ମଜନ୍ମାନ୍ତର ପାଇଁ ପରସ୍ପରର ହାତ ଧରିଥାନ୍ତି। କିନ୍ତୁ ଚୀନ୍‌ରେ ଏକ ବିବାହ ବେଳେ କିଛି ଏମିତି ଘଟିଲା ଯାହା ଦେଖି ଅତିଥିଙ୍କ ସମେତ ବରକନ୍ୟା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବିବାହର ଗୋଟିଏ ଦିନ…

ବାଇଡେନଙ୍କ ପୁଅ ଦେହଜୀବୀଙ୍କ ପାଇଁ ଉଡାଇଛନ୍ତି କୋଟି କୋଟି ଟଙ୍କା, ଲିକ୍ ହେଲା ଇମେଲ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା ଏବେ ଆମେରିକାର ରାଷ୍ଟ୍ରପତିଙ୍କ ପୁଅଙ୍କୁ ନେଇ ସେତିକି ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ଲିକ୍ ଇ-ମେଲକୁ ନେଇ ଏବେ ଚର୍ଚ୍ଚା । ମିଡିଆ ରିପୋର୍ଟ୍ସରେ କୁହାଯାଇଛି ଯେ ହଣ୍ଟର…

କୋର୍ଟଙ୍କ ନୂଆ ରାୟ: ଆଖି ମାରିବା କି ଫ୍ଲାଇଙ୍ଗ୍‌ କିସ୍‌ ଦେବା ମଧ୍ୟ ଯୌନ ଉତ୍ପୀଡ଼ନ ! ଯୁବକଙ୍କୁ ପଠାଇ ଦିଆଗଲା ଜେଲ୍‌

ନୂଆଦିଲ୍ଲୀ: କାହାକୁ ଦେଖି ଆଖି ମାରିବା ଏବଂ ଫ୍ଲାଇଙ୍ଗ୍‌ କିସ୍‌ ଦେବା ବି ଯୌନ ଉତ୍ପୀଡ଼ନ ଶ୍ରେଣୀରେ ଆସିଥାଏ। ପୋକ୍ସୋ କୋର୍ଟ ଏହି ମାମଲାରେ ୨୦ ବର୍ଷୀୟ ଜଣେ ଅଭିଯୁକ୍ତ ଯୁବକଙ୍କୁ ୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହିତ ତାଙ୍କ ଉପରେ ୧୫,୦୦୦ ଟଙ୍କା ଜରିମାନା ବି ଲଗାଇଛନ୍ତି। କୋର୍ଟ ନିଜ…

ଦିଲ୍ଲୀ ଶାସ୍ତ୍ରୀ ପାର୍କ ଫର୍ନିଚର ମାର୍କେଟରେ ନିଆଁ, କୋଟି କୋଟି ଟଙ୍କାର ଜିନିଷ ପୋଡି ଛାରଖାର

ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏକ ଫର୍ନିଚର ମାର୍କେଟରେ ନିଆଁ ଲାଗିବା ଯୋଗୁଁ ସବୁକିଛି ପୋଡି ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୨୦୦ରୁ ଅଧିକ ଫର୍ନିଚର ଦୋକାନ ଜଳିପୋଡି ପାଉଶଁ ହୋଇଯାଇଛି। ଫଳରେ କୋଟି କୋଟି ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ୩୨ଟି…

ଆଜିଠୁ ଆସନ୍ତା ୧୪ ଯାଏଁ ସାରା ଦେଶରେ ପାଳନ ହେବ ଟିକା ଉତ୍ସବ, ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ସାମିଲ ପାଇଁ ଉଦ୍ୟମ

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ଟିକା ଉତ୍ସବ। ଆସନ୍ତା ୧୪ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ କରାଯିବ। ଟିକା ଉତ୍ସବ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ୮୫ ଦିନରେ ଟିକା ନେଲେଣି ୧୦ କୋଟିରୁ ଅଧିକ ଲୋକ। ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ଟିକାକରଣରେ…

ଚୀନ୍‌ର ଚାଲ୍‌ : ଲଦାଖର ହଟ୍ସ ସ୍ପ୍ରିଙ୍ଗ୍‌ ଓ ଗୋଗ୍ରାରୁ ସୈନ୍ୟ ଅପସାରଣ କରିବାକୁ ଚୀନ୍‌ ଅମଙ୍ଗ

ନୂଆଦିଲ୍ଲୀ : ଚୀନ୍‌ ପୁଣି ଥରେ ଖେଳିଛି ଚାଲ୍‌ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତିରୁ ଚୀନ୍‌ ପୁଣି ଥରେ ଓହରି ଯାଇଛି । ପୂର୍ବ ଲଦାଖର ଗୋଗ୍ରା ଓ ହଟ୍ସ ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ଚୀନ୍‌ ନିଜର ସୈନ୍ୟ ଓ ଯାନବାହନ ଅପସାରଣ କରିବାକୁ ମନା କରିଛି । ଗତ ଶୁକ୍ରବାର ହୋଇଥିବା ୧୧ତମ…

ଇଣ୍ଡୋନେସିଆ ଭାରତ ମହାସାଗରରେ ଭୂମିକମ୍ପ, ଜାଭା ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି

ଜାଭା : ଇଣ୍ଡୋନେସିଆ ଜାଭା ଦ୍ୱୀପ ନିକଟ ଭାରତ ମହାସାଗରରେ ଆଜ ଭୂମିକମ୍ପ ହେବା ଦ୍ୱାରା ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଥିଲା ୬.୧ । ଏହା  ୮୮  କିଲୋମିଟର ଗଭୀରତାରେ ସଂଘଠିତ…

କୋଭିଡ ନିୟମ ନମାନିଥିବାରୁ ଫାଇନ୍‌ ଭରିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନରେଓ୍ଵ : କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବାରୁ ସବୁଠି କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ କିଛି ଲୋକ କରୋନା ନିୟମକୁ ମାନୁ ନାହାଁନ୍ତି । ଯେଉଁଥି ପାଇଁ ସେମାନଙ୍କୁ ଫାଇନ୍‌ ଭରିବାକୁ ପଡ଼ିଛି । ନିକଟରେ କରୋନା ନିୟମ ଉଂଲଘନ କରି ଫାଇନ ଭରିବାକୁ…