Browsing Category

ଦେଶ ବିଦେଶ

୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ମମତା ବାନାର୍ଜୀଙ୍କ ଧାରଣା ଜାରି, ଏକୁଟିଆ ବସି ପେଟିଂ ବନାଉଥିବାର ଆସିଲେ ନଜର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ଲାଗିଥିବା ୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ଧାରଣା ଜାରି ରହିଛି। ମମତା ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ରେ ମାୟୋ ସଡକରେ ପହଞ୍ଚିଥିଲେ ଏବଂ ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି…

ପ୍ରିନ୍ସ ଫିଲିପ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲ୍ୟାଣ୍ଡ ରୋଭରରେ ହିଁ ଯିବ ତାଙ୍କ ମରଶରୀର, ୧୭ରେ ହେବ ଅନ୍ତିମ…

ଲଣ୍ଡନ: ଏଡିନ୍‌ବର୍ଗର ଡ୍ୟୁକ୍‌ ପ୍ରିନ୍ସ ଫିଲିପ୍‌ ୧୫ ବର୍ଷ ପୂର୍ବେ ଲ୍ୟାଣ୍ଡ ରୋଭର ଗାଡ଼ିର ଡିଜାଇନ୍‌ କରିଥିଲେ। ଏଣୁ ତାଙ୍କ ମରଶରୀରକୁ ଏହି ଲ୍ୟାଣ୍ଡ ରୋଭରରେ ହିଁ ଅନ୍ତିମ ସଂସ୍କାର ନିମନ୍ତେ ନିଆଯିବ। ଦକ୍ଷିଣ ପୂର୍ବରେ ଥିବା ଓ୍ଵିଣ୍ଡସର କ୍ୟାସଲରେ ଆସନ୍ତା ୧୭ ତାରିଖ ଶନିବାର ପ୍ରିନ୍ସ…

ଶକ୍ତି ଉପାସକ ପ୍ରଧାନମନ୍ତ୍ରୀ ମୋଦି, ବଙ୍ଗ ନିର୍ବାଚନ ଭିତରେ ରଖିବେ ୯ ଦିନ ଉପବାସ ବ୍ରତ

ଆଜିଠୁ ଦେଶରେ ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳୁ ସକାଳୁ ଦେଶବାସୀଙ୍କୁ ଏ ନେଇ ଶୁଭକାମନା ଜଣାଇ ସାରିଛନ୍ତି। ଏଥି ସହିତ ମୋଦିଙ୍କର ୯ ଦିନିଆ ଉପବାସ ବ୍ରତ ମଧ୍ୟ ଆରମ୍ଭ ହୋଇଯାଇଛି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ଶକ୍ତି ଉପାସକ। ସେ ନବରାତ୍ରିରେ…

ସୁରତରେ ୨୪ ଘଣ୍ଟା ହେଉଛି ଅନ୍ତିମ ସଂସ୍କାର, ତରଳି ଯାଉଛି ଶବଦାହ ପାଇଁ ପ୍ରସ୍ତୁତ ହୋଇଥିବା ଭାଟି

କରୋନାର ଦ୍ବିତୀୟ ଲହରୀ ଦିନକୁ ଦିନ ବଢିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଲାଣି। କେଉଁଠି ଶବ ପୋଡିବାକୁ ଜାଗା ନାହିଁ ତ ଆଉ କେଉଁଠି ହସପିଟାଲରେ ବେଡ ନାହିଁ। ଗୁଜୁରାଟରେ ସ୍ଥିତି ବେଶ ଦୟନୀୟ ହୋଇପଡିଛି। ଖବର ମୁତାବକ, ଏଠାରେ ଥିବା ଶବଦାହ କରିବା ପାଇଁ…

ଦିଲ୍ଲୀରେ କରୋନା ଯୋଗୁଁ ସ୍ଥିତି ବେହାଲ, CBSE ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ କେନ୍ଦ୍ରକୁ ଦାବି କଲେ କେଜ୍ରିୱାଲ

ଦେଶରେ କରୋନା ଭାଇରସର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପୁଣି ଥରେ କରୋନା ମହାମାରୀ ଯୋଗୁଁ ସ୍ଥିତି ବେହାଲ ହେଲାଣି। ପ୍ରତିଦିନ ଏଠାରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ଗତ ଦିନରେ ଦିଲ୍ଲୀରେ ୧୧୪୯୧ କରୋନା ମାମଲା ଚିହ୍ନଟ ହୋଇଛି । ୭୨ ଜଣ ଲୋକଙ୍କର…

ସିଆରପିଏଫ୍‌ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କୁ ମୁକ୍ତି ପାଇଁ କାମ କରିଥିବା ପ୍ରତିନିଧିଙ୍କୁ…

ଭୁବନେଶ୍ବର: ସିଆରପିଏଫ୍‌ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କୁ ମୁକ୍ତି ପାଇଁ କାମ କରିଥିବା ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା । ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ବାଘେଲ କହିଛନ୍ତି ଜଗଦଲପୁର ଗସ୍ତ ବେଳେ ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ…

ମାସେ ତଳେ କିଣାଯାଇଥିବା ଜମି ଖୋଳିଲାବେଳେ ଶୁଭିଲା ଆବାଜ୍‌, ଦେଖିଲା ବେଳକୁ ହାଣ୍ଡିଏ ସୁନା ଗହଣା

ହାଇଦ୍ରାବାଦ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକରି ଦିଅନ୍ତି । ତେଲେଙ୍ଗାନା ଜନଗାଁଓରେ ମାଟି ତଳୁ ହାଣ୍ଡିଏ ଗହଣା ପାଇବା ପରେ ଏପରି ଲୋକ କଥାର ସତ୍ୟତା ପରିଲକ୍ଷିତ ହୋଇଛି । ସୂଚନାନୁଯାୟୀ, ହାଇଦ୍ରାବାଦର ନରସିଂହା ନାମକ ଜଣେ ବ୍ୟକ୍ତି ରିଏଲ ଇଷ୍ଟେଟ୍‌ ବ୍ୟବସାୟ କରନ୍ତି…

୨୪ ଘଣ୍ଟା ପାଇଁ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବ୍ୟାନ୍‌, ବ୍ୟାନ୍‌ କଲେ ନିର୍ବାଚନ କମିଶନର

କୋଲ୍‌କାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ଆଚରଣ ବିଧି ଉଂଲଘନ ଅଭିଯୋଗରେ ୨୪ ଘଣ୍ଟା ପାଇଁ ପ୍ରଚାର ବ୍ୟାନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର । ମମତା ନିର୍ବାଚନ ର‍୍ୟାଲିରେ ନିର୍ବାଚନ ଆଚରଣ ବିଧି…

ଲଣ୍ଡନର ସାଂଘାତିକ ମାମଲା: ଲକ୍‌ଡାଉନରେ ମିଳିଲାନି ଚାକିରି, ତ କଲେଜ ଫି’ ଭରିବା ପାଇଁ ଛାତ୍ରୀମାନେ ଇଣ୍ଟରନେଟ୍‌ରେ…

ଲଣ୍ଡନରୁ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ଏବଂ ଏଥିଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ କିଛି ଛାତ୍ରୀଙ୍କ ଜୀବନ ବରବାଦ୍‌ କରି ଦେଇଛି। ଏହି ଲକ୍‌ଡାଉନ ଯୋଗୁ ଛାତ୍ରୀମାନେ ନିଜ ଅଶ୍ଳୀଳ ଫଟୋ ଇଣ୍ଟରନେଟ୍‌ରେ ବିକିବା ପାଇଁ ବାଧ୍ୟ ହୋଇଛନ୍ତି। ରିପୋର୍ଟ ମୁତାବକ, ସାଧାରଣତଃ…

ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍,ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍‌ । ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ସବଜେଟ୍‌ ଏକ୍ସପର୍ଟ କମିଟି । ଏନେଇ ଆଜି ବସିଥିଲା ବୈଠକ । ବିଚାରବିମର୍ଶ ପରେ ସ୍ପୁଟନିକ୍‌ ଭିକୁ ଗ୍ରୀନ ସିଗନାଲ୍‌ ଦେଇଛି…

ଏହି ସହରରେ ଲକ୍‌ଡାଉନରେ ଘରେ ମିଳିବ ମଦ, ସରକାର ଦେଲେ ହୋମ୍‌ ଡେଲିଭରିର ଅନୁମତି

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ସୋମବାର ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ସମସ୍ତ ପ୍ରମୁଖ ଦଳର ନେତାମାନଙ୍କ ସହିତ ଲକ୍‌ଡାଉନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି କି, ବର୍ତ୍ତମାନ ଆଂଶିକ…

ଆଜି କୁମ୍ଭମେଳାର ଦ୍ୱିତୀୟ ଶାହୀ ସ୍ନାନ, କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ପରେ ହିଁ ବୁଡ଼ ପକାଇବାକୁ ମିଳିବ…

ଧର୍ମନଗରୀ ହରିଦ୍ୱାରରେ ଚାଲୁଥିବା କୁମ୍ଭମେଳାର ଆଜି ଦ୍ୱିତୀୟ ଶାହୀ ସ୍ନାନ। ସୋମବତୀ ଅମାବାସ୍ୟା ଅବସରରେ ଭକ୍ତମାନେ ଗଙ୍ଗାରେ ବୁଡ଼ ପକାଉଛନ୍ତି। ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସମସ୍ତେ ବୁଡ଼ ପକାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ କେତେକ ପଦକ୍ଷେପ ମଧ୍ୟ ଗ୍ରହଣ…