Below header
Browsing Category

ଦେଶ ବିଦେଶ

ଆସାମ ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୋଓ୍ଵାଲ ଦେଲେ ଇସ୍ତଫା, ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ…

କେନ୍ୟୁଜ୍(ବ୍ୟୁରୋ):  ଆସାମ ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୋଓ୍ଵାଲ ଦେଲେ ଇସ୍ତଫା । ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫା ଦେଲେ ସୋନୋଓ୍ଵାଲ । ବିଧାୟକ ଦଳ ବୈଠକ ପୂର୍ବରୁ ଇସ୍ତଫା ଦେଇଛନ୍ତି ସର୍ବାନନ୍ଦ । ସର୍ବାନନ୍ଦଙ୍କ ଇସ୍ତଫା ପରେ ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ…

କରୋନା ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ର ଦେଲା ଅନୁଦାନ, ଓଡିଶା ଭାଗରେ ୩୩୩ କୋଟି ୮ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ମହାମାରୀ ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ । ୨୫ ରାଜ୍ୟକୁ ୮ହଜାର ୯ଶହ ୨୩ କୋଟି ୮ ଲକ୍ଷ ଟଙ୍କା ସହାୟତା ଦେଲା କେନ୍ଦ୍ର । ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଓଡ଼ିଶା ପାଇଁ ୩୩୩ କୋଟି ୮ ଲକ୍ଷ…

କାବୁଲର ସ୍କୁଲ ନିକଟରେ ବୋମା ବିସ୍ଫୋରଣ: ୫୦ ମୃତ, ୧୦୦ରୁ ଊର୍ଦ୍ଧ୍ବ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲ ନିକଟରେ ବୋମା ବିସ୍ଫୋରଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସରକାର ତାଲିବାନ ନାଗରିକଙ୍କୁ ଲକ୍ଷ୍ଯ ରଖି ହୋଇଥିବା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହି…

ଟଳିଲା ବଡ଼ ବିପଦ, ଭାରତ ମହାସଗରରେ ପଡ଼ିଲା ଚୀନର ଆଉଟ ଅଫ କଣ୍ଟ୍ରୋଲ ରକେଟ୍

କେନ୍ୟୁଜ୍(ବ୍ୟୁରୋ):ପୃଥିବୀ ଉପରୁ ଟଳିଲା ବଡ଼ ବିପଦ। ଭାରତ ମହାସାଗରରେ ପଡିଲା ଚୀନ୍‌ର ବେକାବୁ ରକେଟ୍‌। ପୂର୍ବରୁ ଆମେରିକା ଆଖପାଖରେ ପଡ଼ିବ ବୋଲି କୁହାଯାଉଥିଲା । ଆଜି ସକାଳ ୯ଟା ସମୟରେ ମାଲଦ୍ୱୀପର ଦକ୍ଷିଣ ଭାଗରେ ପଡିଲା ‘ଲଙ୍ଗ୍‌ ମାର୍ଚ୍ଚ 5B’ ରକେଟ । ତେବେ ଏପର୍ଯ୍ୟନ୍ତ କୌଣସି…

ଆଜି ଦେଶରେ ୪ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କୋଉଠୁ କେତେ

ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି। ଦେଶରେ ଲଗାତର ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଦିନ ପାଇଁ ୪ ହଜାର ଉପରେ ରହିଛି…

ହସ୍ପିଟାଲ ପାଇଁ ବଦଳିଲା ନିୟମ, ବିନା କୋଭିଡ ପଜିଟିଭ ରିପୋର୍ଟରେ ହେବ ହସ୍ପିଟାଲରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେବାକୁ ଆବଶ୍ୟକ ନାହିଁ କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ରିପୋର୍ଟ । ଆସିଲା କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ । ସବୁ ରାଜ୍ୟ ସରକାରଙ୍କୁ ଏହି ଗାଇଡ୍‌ ଲାଇନ୍‌ ଜାରି କରିଛି କେନ୍ଦ୍ର । ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ…

କରୋନାର ୩ୟ ଲହର ପାଇଁ ଆସିଲା ନୂଆ ଗାଇଡଲାଇନ୍ସ,, ଜାଣନ୍ତୁ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ପ୍ରଥମ ୱେଭ ପରେ କରୋନାର ୨ୟ ଲହର ମାଡ଼ କରିଛି ।  ୩ୟ ଲହରକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟ ବେଜ୍ଞାନିକ ଆଡଭାଇଜର ବିଜୟ ରାଘବନ କହିଛନ୍ତି ଯେ, ଯଦି ଆମେ ସଚେତନ ହୋଇ ରହିବା ତେବେ ଆମେ ସମସ୍ତେ କରୋନାର ୩ୟ…

AK-47 ରାଇଫଲରେ ଶତ୍ରୁକୁ ମାରିବା ପରି କରୋନାକୁ ଚିିତପଟାଙ୍ଗ କରିବ ସ୍ପୁଟନିକ ଟିକା, ଋଷ ରାଷ୍ଟ୍ରପତି କଲେ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  AK-47 ରାଇଫଲ ଯେପରି ଶତ୍ରୁକୁ ଚିିତପଟାଙ୍ଗ କରେ ସେହିପରି ସ୍ପୁଟନିକ ଟିକା ବି କରୋନା ଭାଇରସକୁ ଦମନ କରୁଛି । କରୋନା ଯୁଦ୍ଧରେ ସ୍ପୁଟନିକ AK-47 ରାଇଫଲ ଭଳି କାମ କରୁଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ୍‌ କରୋନା ଟିକାର…

କରୋନା ଚିକିତ୍ସାରେ 2-ଡିଅକ୍ସି-D-ଗ୍ଲୁକୋଜକୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ୨-ଡିଅକ୍ସି-D-ଗ୍ଲୁକୋଜ ବା 2-DG ଔଷଧକୁ ଜରୁରୀ ବ୍ୟବହାର ପାଇଁ ଅନୁମତି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ-DCGI ଏହି ଅନୁମତି ଦେଇଛନ୍ତି । କରୋନାରେ ମଧ୍ୟମରୁ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର କରାଯାଇପାରିବ ।…

ବରଯାତ୍ରୀ ନେଇ ଯାଉଥିବା ବେଳେ ଅଧବାଟରେ ଜଣାପଡ଼ିଲା ବର କରୋନା ପଜିଟିଭ, ଆଉ ତା’ ପରେ…

ଦେଶରେ କରୋନା ଭାଇରସର ମାମଲା ଦ୍ରୁତ ବେଗରେ ବଢ଼ୁଥିଲେ ମଧ୍ୟ ଲୋକମାନେ କିନ୍ତୁ ବିବାହ କରିବା ଛାଡ଼ୁ ନାହାନ୍ତି। ମାତ୍ର ଏହି ବିବାହ ଯୋଗୁଁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ଏକ ତାଜା ମାମଲା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ। ଏଠାରେ ବାହା ହେବାକୁ ଯାଉଥିବା ଏକ ବର ଓ…

ଉତ୍ତରପ୍ରଦେଶ ଇଟାଓ୍ଵା ଲାୟନ ସଫାରୀରେ ୨ ସିଂହ କରୋନାରେ ସଂକ୍ରମିତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଦୁଇ ସିଂହ କରୋନା ପଜିଟିଭ୍‌ । ଇଟାଓ୍ଵା ଲାୟନ ସଫାରୀରେ ୨ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୪ ସିଂହଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୨ ସିଂହଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଇଟାଓ୍ଵା ସଫାରୀ କର୍ତ୍ତୃପକ୍ଷ ସୂଚନା…

ଆନ୍ଧ୍ରପ୍ରଦେଶ କଡପାରେ ପଥର ଖାଦାନରେ ବ୍ଲାଷ୍ଟ: ୫ ମୃତ, ୪ ଜଣ ନିଖୋଜ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାରେ ପଥର ଖାଦାନରେ ବ୍ଲାଷ୍ଟ । ଏଥିରେ ୫ ମୃତ ଓ ୪ ଜଣ ନିଖୋଜ । ଶ୍ରମିକମାନେ ଡ୍ରିଲିଂ କଲାବେଳେ ବ୍ଲାଷ୍ଟ ହୋଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତ ଖଣିରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆହୁରୀ…