Browsing Category

ଦେଶ ବିଦେଶ

ଲଙ୍ଗସ୍ ସେଲ ଉପରେ ପ୍ରଭାବ ପକାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ, ଆଗାମୀ ୬ ମାସ ବିପଜ୍ଜନକ

ଡେ଼ଲ୍ଟା ପ୍ଲସ ଅଧିକ ମାରାତ୍ମକ ବୋଲି ଜଣାଯାଇଛି । ଲଙ୍ଗସ୍ ସେଲ ଉପରେ ଏହି ଭାରିୟାଣ୍ଟ ଅଧିକ ପ୍ରଭାବ ପକାଉଛି। କିନ୍ତୁ ଜଣାଯାଇଛିଯେ ଆଣ୍ଟିବଡି କକଟେଲ ଲେସ ଇଫେକ୍ଟିଭ ହେଇପାରେ। ଡେ଼ଲ୍ଟା ଭ୍ୟାରିଆଣ୍ଟ ତିନି ଜଣ ଇନଫରମେସନ୍ର ଶିକାର ହୋଇଥିବା ନେଇ ରିପୋର୍ଟ ଆସିଛି। ଗୋଟେ ପଟରେ WHO ଏହାକୁ…

ଉତ୍ତର ପ୍ରଦେଶ: ଶାରିରୀକ ସମ୍ବନ୍ଧ ବନାଇବାରେ ଅସହଜ ଥିଲେ ସ୍ତ୍ରୀ, ବିବାହର ୨ ମାସ ପରେ ମହିଳା ଟ୍ରାନ୍ସଜେଣ୍ଡର ଥିବା…

ଉତ୍ତର ପ୍ରଦେଶର କାନପୁରରେ ଆଶ୍ଚର୍ଯ୍ୟ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ବିବାହର ୨ ମାସ ପରେ ସେ ଅଭିଯୋଗ ଆଣିଛନ୍ତି କି, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନ୍ଧାରରେ ରଖି ଜଣେ…

ଦିଲ୍ଲୀରେ ଜମ୍ମୁ କଶ୍ମୀର ସୁପ୍ରିମ ମିଟିଂ, ଗୁପକାର ମେଣ୍ଟ ନେତାଙ୍କ ସହ ମୋଦିଙ୍କ ବୈଠକ

ନୂଆଦିଲ୍ଳୀ: ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ । ଏଥିପାଇଁ ଦିଲ୍ଳୀରେ ପହଁଚିସାରିଛନ୍ତି ଜମ୍ମୁ, କଶ୍ମୀର ନେତା । ଗୁପକାର ମେଣ୍ଟ ନେତାଙ୍କ ସହ ବୈଠକ କରିବେ ମୋଦି । ସର୍ବଦଳୀୟ ବୈଠକରେ ଏଜେଣ୍ଡା କ’ଣ, ଏହାରି ଉପରେ ନଜର ରହିଛି । ବୈଠକରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩୨୧ ଜଣଙ୍କ ଜୀବନ ନେଇଛି ଭାଇରସ

ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୩୨୧ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୧ ହଜାର ୯୮୧ରେ ପହଂଚିଛି। ମୋଟ ୩ କୋଟି ୮୨ ହଜାର ୭୭୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଦେଶରେ…

ଭାରତରେ ବଢ଼ୁଛି କରୋନା ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ, ସତର୍କ ରହ ିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : ଡେଲ୍ଟା ପ୍ଲସ ଭାରିଆଣ୍ଟ ସବୁଠୁ ମାରାତ୍ମକ କରୋନା ଭାଇରସ ବୋଲି ଜଣାପଡ଼ିବା ପରେ କେନ୍ଦ୍ର ସତର୍କ କରାଇ ଦେଇଛି । ଗତକାଲି ଭାରତରେ ୨୨ ଜଣ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୪୦ ରେ ପହଞ୍ଚିଛି । ଯାହାକି କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ାଇଛି ।…

ଜାଣନ୍ତୁ, ଶିଶୁଙ୍କ ଉପରେ କାହିଁକି କରୋନାର ୩ୟ ଲହର ମାରାତ୍ମକ

ନୂଆଦିଲ୍ଲୀ : ଗବେଷକଙ୍କ କହିବା ଅନୁଯାୟୀ, କରୋନାର ୩ୟ ଲହର ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ । ତେବେ ପିଲାଙ୍କ ପାଇଁ ଏହା କାହିଁକି ମାରତ୍ମକ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଗବେଷକ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନାର ୩ୟ ଲହର ଆସିବା ବେଳକୁ ଦେଶର ଅଧିକାଂଶ ବୟସ୍କ ଟିକା ନେଇ…

ବିମାନ ଯାତ୍ରା ସମୟରେ ମହିଳାଙ୍କୁ ଯୌନ ଶୋଷଣ, ନିଜ ଆଡ଼କୁ ଟାଣି ସ୍ପର୍ଶ କରୁଥିଲେ ଅଙ୍ଗ, ଆମେରିକାରେ ଭାରତୀୟ…

ବିମାନ ଯାତ୍ରା ସମୟରେ ଯୌନ ଶୋଷଣ କରିବା ଅଭିଯୋଗରେ ଆମେରିକୀୟ ଫେଡେରାଲ ଜୁରୀ ୨୯ ବର୍ଷୀୟ ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। ଅଭିଯୁକ୍ତଙ୍କ ନାଁ ଶିବା କେ. ଦୁର୍ବେସୁଲା। ମାମଲାର ସମସ୍ତ ପ୍ରମାଣ ଏବଂ…

ତିନି ପଳାତକଙ୍କ ୧୮ ହଜାର ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ(କେ ନ୍ୟୁଜ): ୩ ପଳାତକଙ୍କ ସଂପତ୍ତି ଜବତ । ଭାରତ ଛାଡି ବିଦେଶରେ ଶରଣ ନେଇଥିବା ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ୍‌ ଚୋକ୍‌ସିଙ୍କ ୧୮ ହଜାର ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସେଭିତରୁ ୯ ହଜାର ୩ଶହ ୭୧ କୋଟି ଟଙ୍କା ବିିଭିନ୍ନ…

ଜନ୍ମରୁ ହିଁ ପର କଲା ପରିବାର, ଦୁଇ ପାଦ ବଙ୍କା ଥିବାରୁ ମେଡିକାଲରେ ଛାଡ଼ି ଚାଲିଗଲେ ମା’-ବାପା

ଅସ୍ୱାଭାବିକ ପିଲା ଜନ୍ମ ହେବାରୁ ଛାଡ଼ି ଚାଲିଗଲେ ପରିବାର ଲୋକେ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ। ହରଦା ଜିଲ୍ଲା ହସ୍ପିଟାଲରେ ଏକ ଅପରିପକ୍ୱ ଶିଶୁ ଜନ୍ମ ହୋଇଛି। ଛୁଆଟିର ପାଦ ଦୁଇଟି ପଛ ଆଡ଼କୁ ମୋଡ଼ି ହୋଇ ରହିଛି। ଏହା ଏକ ବିରଳ କେସ୍‌ ବୋଲି ଡାକ୍ତର କହିଛନ୍ତି।…

ଦେଶରେ ୩ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫୦ ହଜାର ୮୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୩ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୫୦ ହଜାର ୮୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧ ହଜାର ୩୫୮ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୦ ହଜାର ୬୬୦ରେ ପହଂଚିଛି। ମୋଟ ୩ କୋଟି ୨୮ ହଜାର ୭୦୯ରେ…

ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ସହିଦ୍

 ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ସିଆଇଡିର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୋଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶ୍ରୀନଗରର ନୌଗାମ…

କରୋନା ଟିକା: ଫାଇଜର ଭ୍ୟାକ୍ସିନକୁ ଭାରତ ସରକାରଙ୍କଠାରୁ ଜଲଦି ମିଳିବ ମଞ୍ଜୁରୀ, ଶେଷ ପର୍ଯ୍ୟାୟରେ ପ୍ରକ୍ରିୟା

ଭାରତରେ ଆମେରିକୀୟ କମ୍ପାନୀ ଫାଇଜରର କରୋନା ଭ୍ୟାକ୍ସିନକୁ ଜଲଦି ହିଁ ମଞ୍ଜୁରୀ ମିଳିପାରେ। କମ୍ପାନୀ କହିଛି, ଭାରତ ସରକାରଙ୍କ ସହିତ ଆମର ପ୍ରକ୍ରିୟା ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ଅଛି। ଫାଇଜରର ସିଇଓ ଅଲବର୍ଟ ବୋରଲା କହିଛନ୍ତି କି, କମ୍ପାନୀ ଆଶା ରଖିଛି ଏହା ଖୁବଶୀଘ୍ର ଭାରତ ସରକାରଙ୍କ…