Browsing Category

ଦେଶ ବିଦେଶ

କିଛି ଦିନର ଶାନ୍ତ ପରେ ପୁଣି ଅଶାନ୍ତ ହେଲା ଜମ୍ମୁ, ଏୟାରପୋର୍ଟର ଟେକ୍ନିକାଲ ଏରିଆରେ ବିସ୍ଫୋରଣ

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁରେ ବିସ୍ଫୋରଣ। ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲରେ ଏରିଆରେ ବୋମା ବିସ୍ଫୋରଣ। ଘଟଣା ସ୍ଥଳରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଫୋରୋନ୍ସିକ ଟିମ୍‌ ଉପସ୍ଥିତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଛି ବିସ୍ଫୋରଣ। ରାତି ପ୍ରାୟ ୧ଟା ୪୦ ମିନିଟରେ ବିସ୍ଫୋରଣ…

ଭାରତ ସମେତ ୮୫ ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ, ସାମ୍ନାକୁ ଆସିଲା ୧୮,୭୬୨ ମାମଲା

କରୋନା ଭାଇରସର ଡେଲାଟା ଭାରିଏଣ୍ଟ ଏବେ ସାରା ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଛି । ଏବେ ପର୍ଯ୍ୟନ୍ତ ୮୫ ଦେଶରେ କରୋନାର ଡେଲାଟା ପ୍ଲସ ଭାରିଏଣ୍ଟର ରିପୋର୍ଟ ସାମ୍ନାକୁ ଆସିଛି । ଏହାର ପ୍ରଭାବ ଭାରତଠୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ଦେଖାଦେଲାଣି । କରୋନା ଭାଇରସର ଡେଲଟା ପ୍ଲସ…

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଚାଲିଗଲା ମହିଳାଙ୍କ ଜୀବନ, କ୍ଷମା ମାଗିଲେ ପୋଲିସ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତବେଳେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇ ଦେଇଥିଲା ପୋଲିସ। ଏଥି ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକରେ ଫସି ଜଣେ ଅସୁସ୍ଥ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଣ୍ଡିଆନ ଆସୋସିଏଶନ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ଓମେନ୍ସ ଓ୍ବିଙ୍ଗ୍‌ ଅଫ୍‌…

ଉଚ୍ଚପଦସ୍ଥ ସହକର୍ମୀଙ୍କୁ କିସ୍ ଦେବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ଦେଲେ ଇସ୍ତଫା, କାରଣ ଥିଲା କିଛି ଏମିତି

କେନ୍ୟୁଜ୍(ବ୍ୟୁରୋ):  କରୋନା କଟକଣା ଉଲ୍ଲଘଂନ ପାଇଁ ବ୍ରିଟେନ ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା। ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ମାଟ୍‌ ହାନ୍‌କକ୍‌ କରୋନା କଟକଣା ଉଲ୍ଲଘଂନ ସହ ନିଜ କାର୍ଯ୍ୟାଳୟର ଜଣେ ଉଚ୍ଚପଦସ୍ଥ ସହକର୍ମୀଙ୍କୁ ଚୁମ୍ବନ ଦେବା ଅଭିଯୋଗରେ ପଦ ତ୍ୟାଗ କରିଛନ୍ତି। ହାନ୍‌କକ୍‌ଙ୍କର…

ଜୁଲାଇରେ ଭାରତରେ ମିଳିବ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ ଦ୍ୱାରା ବିକଶିତ ଟିକା

ନୂଆଦିଲ୍ଲୀ : ଜନ୍‌ସନ ଆଣ୍ଡ ଜନ୍‌ସନ ଦ୍ୱାରା ବିକଶିତ କରୋନା ଟିକା ଆସନ୍ତା ମାସ ଅର୍ଥାତ ଜୁଲାଇରେ ଭାରତରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଆମେରିକା ଭିତ୍ତିକ ଏହି ଟିକାକୁ ଉତ୍ପାଦକଙ୍କ ଠାରୁ କିଣିବ ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ । ପ୍ରାଥମିକ ଭାବେ ଏହା କିଛି ହଜାର…

ସ୍ୱପ୍ନରେ ଆସି ବଳାତ୍କାର କରୁଛନ୍ତି ତାନ୍ତ୍ରିକ, ପୋଲିସରେ ଅଭିଯୋଗ କଲେ ମହିଳା

ସ୍ୱପ୍ନରେ ଆସି ବଳାତ୍କାର କରୁଛନ୍ତି ତାନ୍ତ୍ରିକ। ବିହାରର ଔରଙ୍ଗାବାଦ ଜିଲ୍ଲାର ନଗର ଥାନାରେ ଜଣେ ମହିଳା ଆଣିଛନ୍ତି ଏଭଳି ଅଭିଯୋଗ। ଏ ନେଇ ଶୁକ୍ରବାର ସେ ପୋଲିସରେ ଅଭିଯୋଗ କରିଛନ୍ତି। ନଗର ଥାନା ଅଧ୍ୟକ୍ଷ ଅଞ୍ଜନୀ କୁମାର କହିଛନ୍ତି ମହିଳାଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ତାନ୍ତ୍ରିକ…

ଲୁଚିଲେ ଗାଁ ଲୋକେ, କିନ୍ତୁ ୯୬ ବର୍ଷୀୟା ‘ଆଧାର’ ନେଲେ କରୋନା ଟିକା

ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବା ଦିନ ଠାରୁ ସବୁ ବୟସର ଲୋକମାନେ ଟିକା ନେବା ଆରମ୍ଭ କରିଛନ୍ତି। କିନ୍ତୁ କେତେକ ଏଭଳି ସ୍ଥାନ ମଧ୍ୟ ରହିଛି, ଯେଉଁଠାରେ ଏବେ ବି ଲୋକମାନେ ଟିକା ନେବାକୁ ରାଜି ହେଉନାହାନ୍ତି। ଉତ୍ତର ପ୍ରଦେଶର କାସଗଙ୍ଗରେ ମଧ୍ୟ ସେଭଳି ସ୍ଥିତି ଦେଖିବାକୁ ମିଳିଛି।…

ନିଜ ଅଫିସରେ ସହଯୋଗୀଙ୍କୁ କିସ୍‌ କରି ଚର୍ଚ୍ଚାରେ ବ୍ରିଟେନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ନିଜ ସହଯୋଗୀଙ୍କୁ କିସ୍‌ କରିବା ବେଳେ କ୍ୟାମେରାରେ ଧରାପଡ଼ିଛନ୍ତି ବ୍ରିଟେନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରୀ। ବ୍ରିଟେନ୍‌ର ୪୨ ବର୍ଷୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍‌ ହେନ୍‌କକ୍‌ ନିଜ ସହଯୋଗୀ ଜିନା କୋଲାଡାଙ୍ଗେଲୋଙ୍କୁ କିସ୍‌ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଖୁବ୍‌ ଭାଇରାଲ ହୋଇଛି। ଏହି…

ଡେଲ୍ଟା ପ୍ଲସ୍‌ ରୋଗୀଙ୍କ ଠାରେ ଦେଖାଦେଉଛି ଏହି ସବୁ ଲକ୍ଷଣ, ଜାଣିରଖନ୍ତୁ କଣ କଣ

ନୂଆଦିଲ୍ଲୀ(କେ ନ୍ୟୁଜ): ଡେଲଟା ପ୍ଲସ ଷ୍ଟ୍ରେନକୁ ନେଇ ବଢୁଛି ଚିନ୍ତା । ୧୧ଟି ରାଜ୍ୟରେ ୪୮ କେସ୍‌ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇଆଲର୍ଟରେ ରଖାଯାଇଛି । ଡେଲ୍ଟା ପ୍ଲସ୍‌ ପ୍ରଜାତିର ଭୂତାଣୁରେ ସଂକ୍ରମିତ ହୋଇ ଦେଶରେ ଏଯାଏ ୩ ଜଣଙ୍କ ମୃତ୍ୟୁ…

ଇନ୍ଦୋର ଓ ସୁରତକୁ ମିଳିଲା ଶ୍ରେଷ୍ଠ ସ୍ମାର୍ଟସିଟି ପୁରସ୍କାର

ସୁରତକୁ ପୁଣି ମିଳିଲା ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା । ୨୦୨୦ରେ ଶ୍ରେଷ୍ଠ ୧୦୦ ତାଲିକାରେ ଶୀର୍ଷରେ ରହିଛି ସୁରତ । ପରିବେଶ, ସାମାଜିକ ମନୋଭାବ, ପ୍ରଶାସନ, ସଂସ୍କୃତି, ପରିଷ୍କାର ପରିଚ୍ଛନ୍ନତା, ଜଳର ସର୍ବୋତ୍ତମ ଯୋଗାଣ ଦୃଷ୍ଟିକୁ ଦେଖି ଏହି ସହରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ମାନ୍ୟତା…

ଭ୍ୟାକସିନ ନେବା ପରେ କରୋନାର ୩ୟ ଲହର ଲୋକଙ୍କ ପାଇଁ ହେବନି କ୍ଷତିକାରକ, ICMR ପକ୍ଷରୁ ସୂଚନା

ଭାରତରେ କରୋନାର ୩ୟ ଲହର ଆସେ ତେବେ ଏହା ଦେଶ ପାଇଁ ବେଶି ଗଭୀର ପ୍ରଭାବ ପକାଇବ ନାହିଁ । ଏନେଇ ସୂଚନା ଦେଲେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ICMR । ଏକ ନୂଆ ଅଧ୍ୟୟନରୁ ଏହା ସମ୍ପର୍କରେ ଜଣାପଡିଛି । ଗାଣିତୀୟ ମଡେଲ ବିଶ୍ଲେଷଣର ଆଧାରରେ ଏହି ଅଧ୍ୟୟନ କରାଯାଇଛି । ଅଧ୍ୟୟନ…

ଦେଶରେ ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ, ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୪ ହଜାର ୪୯୩ରେ ପହଂଚିଛି। ମୋଟ ୩ କୋଟି ୧ଲକ୍ଷ ୮୩ ହଜାର ୧୪୩ରେ ପହଂଚିଛି…