Browsing Category

ଦେଶ ବିଦେଶ

କରୋନା ଟିକା ନ ଦେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଟୀକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବେ…

ନିଆଁରେ ପୋଡି ହୋଇଯାଇଥିବା ଶିଶୁ ପାଇଁ ସୋନୁ ସୁଦଙ୍କ ଭାଙ୍ଗିଲା ହୃଦୟ, ଏପରି କଲେ ଟ୍ବିଟ

କେନ୍ୟୁଜ୍(ବ୍ୟୁରୋ): ପୁଣି ଦେବଦୂତ ସାଜି ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ସୋନୁ ସୁଦ୍। ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିବା ଏକ ଶିଶୁର ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ବଲିଉଡ ଷ୍ଟାର  ସୋନୁ ସୁଦ୍। ଜଣେ ବ୍ୟକ୍ତି ଟ୍ବିଟରେ ଶିଶୁଟିର ଫଟୋ ଛାଡି ତାର ଚିକିତ୍ସା ବାବଦରେ ଲେଖିଛନ୍ତି।…

ଡାହାଣୀ ହୋଇ ଲାଗିଲା ପରେ ଗୁଣିଆ ହୋଇ ଝାଡ଼ିଲା, ଏବେ ଚୀନ ମାଗୁଛି ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଦୁନିଆକୁ ଭୁଆଁ ବୁଲାଉଛି ଚୀନ୍‌ । ମହାମାରୀ ଖେଳାଇଥିବା ଚୀନ୍‌, କରୋନା ପାଇଁ ମାଗୁଛି ନୋବେଲ ପୁରସ୍କାର । ଚୀନ୍‌ ବିଦେଶ ମନ୍ତ୍ରାଳୟ କହିଛି କୋଭିଡ୍‌ ୧୯ ଉପରେ ଗବେଷଣା ପାଇଁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ନୋବେଲ ପାଇବାକୁ ଯୋଗ୍ୟ । ଭେଷଜରେ ନୋବେଲ…

ଘଣ୍ଟାଏ କାଳ ବନ୍ଦ ରହିଲା କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ, କାରଣ ଥିଲା କିଛି ଏମିତି

କେନ୍ୟୁଜ୍(ବ୍ୟୁରୋ):  ଘଣ୍ଟାଏ କାଳ ବନ୍ଦ ରହିଲା କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ଵିଟର ଆକାଉଣ୍ଟ। ଟ୍ଵିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନୂଆ ସୂଚନା ନୀତିକୁ ନେଇ ଟଣାଓଟରା ଲାଗିରହିଥିବା ବେଳେ ଟ୍ଵିଟର ଇଣ୍ଡିଆ ବଡ଼ ପଦକ୍ଷେପ ନେଇଛି। ଟ୍ଵିଟରର ୟୁଏସ ପଲିସୀ ଉଲ୍ଲଙ୍ଘନ ନେଇ…

କରୋନା: ଅଲ୍‌ଫା, ବୀଟା, ଗାମା ଓ ଡେଲ୍‌ଟା, ପ୍ରତ୍ୟେକ ଭାରିଆଣ୍ଟ ଉପରେ କାମ କରିବ କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ, ବଡ଼…

ଦେଶରେ ଚାଲିଥିବା କରୋନା ଟିକାକରଣ ଭିତରେ ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ଗର୍ଭବତୀ ମହିଳାମାନଙ୍କୁ ଭ୍ୟାକ୍ସିନ ଦିଆଯାଇ ପାରିବ। ଟିକାକରଣ ଗର୍ଭବତୀ…

ଚିନ୍ତା ବଢାଇଲାଣି ଡେଲ୍‌ଟା ପ୍ଲସ ଭାରିଆଣ୍ଟ: କେନ୍ଦ୍ର ସରକାର କହିଲେ ଫଳପ୍ରଦ ହେବ କୋଭିସିଲ୍‌ଡ ଓ କୋଭାକ୍ସିନ

କେନ୍ୟୁଜ୍(ବ୍ୟୁରୋ):  ଚିନ୍ତା ବଢାଇଲାଣି ଡେଲ୍‌ଟା ପ୍ଲସ ଭାରିଆଣ୍ଟ। ଦେଶର ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ଚିହ୍ନଟ ହେଲାଣି ଡେଲ୍‌ଟା ପ୍ଲସ ଭାରିଆଣ୍ଟର ୪୦ ମାମଲା। ବିଶ୍ୱର ୧୧ଟି ଦେଶରେ ଚିହ୍ନଟ ହେଲାଣି ଡେଲ୍‌ଟା ପ୍ଲସର ସଂକ୍ରମଣ। ଏହା ବର୍ତ୍ତମାନ ଭାରତ ସହ ବିଶ୍ୱର…

ଅନ୍ୟତ୍ର ବିବାହ କରିଥାନ୍ତା ସ୍ବାମୀ, ରାଗରେ ଜର୍ଜରିତ ହୋଇ ସ୍ତ୍ରୀ କାଟିଦେଲା ଯୌନାଙ୍ଗ

ଉତ୍ତର ପ୍ରଦେଶର ମୁଜାଫରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ସ୍ବାମୀର ତୃତୀୟ ବିବାହକୁ ନେଇ ରାଗରେ ଜର୍ଜରିତ ହୋଇ ସ୍ତ୍ରୀ ଖେଳିଲା ସ୍ୱାମୀ ରକ୍ତରେ ହୋଲି । ଶେଷରେ ଉତକ୍ଷିପ୍ତ ହେଇ ସ୍ବାମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ । ଏହା ପରେ ଛଟପଟ ହୋଇ…

ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ୪ ଲଦାଖ ଛାତ୍ରଙ୍କୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ ଅଣାଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସରେ ଜାନୁୟାରୀ…

ପ୍ରେମ ବିବାହ ପରେ ବରର ବଡ଼ ଭାଇ ହାତରୁ ଛେଚା ଖାଇଲା କନ୍ୟା, ଶେଷରେ ଥାନାକୁ ଗଲା ମାମଲା

ମଧ୍ୟପ୍ରଦେଶ(କେନ୍ୟୁଜ): ମଧ୍ୟପ୍ରଦେଶର ରେୱାରେ ପ୍ରେମ ବିବାହକୁ ନେଇ ଘଟିଛି ଏକ ଅଜବ ଘଟଣା । ବାହାଘର ପରେ ବରର ଭାଇ ରାସ୍ତାରେ ଦେଖା ହୋଇ ଅଚାନକ ଛେଚିଲା କନ୍ୟାଙ୍କୁ । ମାଡ଼ ଖାଇବା ପରେ ନବ ଦମ୍ପତ୍ତି ଥାନାରେ ଅଭିଯୋଗ ଲେଖିଥିଲେ । ତେବେ ଏହାକୁ ନେଇ ଏବେ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି ।…

ଆଜିଠୁ ପୁଣିଥରେ ଦୁବାଇରୁ ଭାରତକୁ ଉଡ଼ାଣ ଭରିଲା ଏୟାର ଇଣ୍ଡିଆ, ମାନିବାକୁ ପଡ଼ିବ ଏସବୁ ପ୍ରୋଟୋକଲ

ଭାରତ ସମେତ ଅନ୍ୟ ଦେଶକୁ ଆଜିଠୁ ଦୁବାଇରୁ ଆରମ୍ଭ ହୋଇଛି ବିମାନ ସେବା। କରୋନା ଯୋଗୁ ଦୁବାଇରୁ ଅନ୍ୟ ଦେଶକୁ ବିମାନ ଚଳାଚଳ ବନ୍ଦ ଥିବା ବେଳେ ଜୁନ୍‌ ୨୪ରୁ ଏହି ସେବା ପୁଣି ଆରମ୍ଭ ହୋଇଛି। ଏବେ ଭାରତର ଲୋକ ଦୁବାଇ ଯିବା ଆସିବା କରିପାରିବେ। ସୂଚନା ଯୋଗ୍ୟ ଯେ କରୋନା ସଂକ୍ରମଣ ବୃଦ୍ଧି…

ଜୋ ବାଇଡେନଙ୍କ ଆକାଉଣ୍ଟରୁ ପୁଅ ହଣ୍ଟର ବାଇଡେନ କଲ୍‌ ଗାର୍ଲଙ୍କୁ କରିଛନ୍ତି ୧୮ ଲକ୍ଷ ଟଙ୍କା ପେମେଣ୍ଟ! ତଥ୍ୟ ଖୁଲାସା…

ନିକଟରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ପୋଷ୍ଟ ଦାବି କରିଛି କି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା କଲ୍‌ ଗାର୍ଲଙ୍କ ପାଖରେ ପହଞ୍ଚୁଥିଲା। ଏହା ତାଙ୍କ ପୁଅ ହଣ୍ଟର ବାଇଡେନଙ୍କ ଯୋଗୁ ହେଉଥିଲା। ହଣ୍ଟର ୨୦୧୮ରେ ଜଣେ କଲ୍‌ ଗାର୍ଲଙ୍କ ସହିତ ହୋଟେଲରେ…

କରୋନାରେ ଯୌତୁକ ପାଇଁ ଦିଆଗଲା ଲକ୍ଷାଧିକ ଟଙ୍କା ସହ ମୂଲ୍ୟବାନ ଜିନିଷ, ଖବର ହେଲା ଭାଇରାଲ

ଉତ୍ତରପ୍ରଦେଶ ଶାମଲୀରେ କ୍ୟୁରେଶୀ ସମାଜରେ ହୋଇଥିବା ବିବାହ ଏବେ ରହିଛି ଖୁବ ଚର୍ଚ୍ଚାରେ । ବିବାହରେ ମିଳିଥିବା ଯୌତୁକର ଭିଡିଓ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏହି ବ୍ୟକ୍ତି ଜଣକ । ଏହି ଭିଡିଓରେ ଖୁଲମ ଖୁଲା ଭାବେ ଯୌତୁକରେ କେତେ ଅର୍ଥାରାଶି ଆଦି ଜିନିଷ ମିଳିଲା ସେ ସମ୍ପର୍କରେ…