Below header
Browsing Category

ଦେଶ ବିଦେଶ

ଭାରତର ଟ୍ରିପଲ ମ୍ୟୁଟାଣ୍ଟ ବିଶ୍ୱ ପାଇଁ ଚିନ୍ତାର କାରଣ: WHO

ନୂଆଦିଲ୍ଲୀ (କେ ନ୍ୟୁଜ): ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ । ଭାରତରେ ବ୍ୟାପୁଥିବା ଟ୍ରିପଲ ମ୍ୟୁଟାଣ୍ଟ ଭୂତାଣୁ ଅଧିକ ସଂକ୍ରାମକ ଓ ଅତି ଭୟଙ୍କର । B.1.617 ଭାରିଆଣ୍ଟ କ୍ଷୀପ୍ର ବେଗରେ ବ୍ୟାପୁଛି । ଏହି ଭୂତାଣୁକୁ ଭେରିଆଣ୍ଟ ଅଫ…

ନ୍ୟୁୟର୍କ: ଟ୍ରକରେ ଷ୍ଟୋର ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ, ପୋତା ହେବାକୁ ଏକ ବର୍ଷ ହେବ କରାଯାଇଛି ଅପେକ୍ଷା

ଦୁନିଆରେ କରୋନା ଭାଇରସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର ସହ ଜଡ଼ିତ କେତେକ ଦୁଃଖଦ ଖବର ସାମ୍ନାକୁ ଆସୁଛି। କେଉଁଠି ମୃତକଙ୍କୁ ଦୁଇ ଗଜ ଜମି ମିଳୁନି ତ ରାସ୍ତା କଡ଼ରେ ଚିତା ଜଳେଇବାକୁ ପଡୁଛି। ପୁଣି କେଉଁଠି ନିଜ ଲୋକ ହିଁ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଉଛନ୍ତି।…

ପ୍ରତିଦିନ ୧୦୦୦ ରେଲୱେ କର୍ମଚାରୀ ହେଉଛନ୍ତି କରୋନା ସଂକ୍ରମିତ, ଏବେ ଯାଏଁ ଗଲାଣି ୧୯୫୨ ଜୀବନ

କରୋନା ସଂକ୍ରମଣ ଯୋଗୁ ଏବେ ପୂରା ଦେଶ ଚିନ୍ତାରେ। ସଂକ୍ରମଣ ବଢ଼ୁଥିବାରୁ ଅନେକ କମ୍ପାନୀ ଏବେ ୱାର୍କ ଫ୍ରମ ହୋମ କରିଦେଇଛନ୍ତି। କିନ୍ତୁ ଏମିତି ଅନେକ ସଂସ୍ଥା ଅଛନ୍ତି ଯେଉଁଠି ଘରେ ରହି କାମ କରିବା ସମ୍ଭବପର ନୁହେଁ। ସେଭଳି ଏକ ସଂସ୍ଥା ହେଉଛି ରେଲୱେ। ରେଳ ବିଭାଗର କର୍ମଚାରୀ ୱାର୍କ ଫ୍ରମ…

କରୋନା ସହ ଲଢ଼ୁଥିବା ଭାରତକୁ ସାହାଯ୍ୟର ହାତ ବଢ଼ାଇଲା ଟ୍ୱିଟର, ଦାନ କଲା ୧୧୦ କୋଟି

କରୋନା ସଂକଟ ଦେଇ ଗତି କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ତଥା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଆଗକୁ ଆସୁଛନ୍ତି। ଏହି ତାଲିକାରେ ଏବେ ଟ୍ୱିଟର ବି ସାମିଲ ହୋଇଛି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତକୁ ୧୫ ମିଲିୟନ ଡଲାର ବା ପ୍ରାୟ ୧୧୦ କୋଟି ଟଙ୍କା ଦାନ କରିଛି। ଟ୍ୱିଟରର…

ବଡ଼ ଆଶ୍ୱସ୍ତି: ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ଜିରୋ

କେନ୍ଯୁଜ୍: କରୋନା ମହାମାରୀ ମଧ୍ୟରେ ଖୁସି ଖବର । ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ନାହିଁ । ଯାହାକି ବଡ଼ ଆଶ୍ୱସ୍ତି ଆଣିଛି । ୧୪ ମାସ ପରେ ଇଂଲଣ୍ଡରେ କୋଭିଡରେ କୌଣସି ମୃତ୍ୟୁ ଖବର ନାହିଁ । ଇଂଲଣ୍ଡ, ସ୍କଟଲାଣ୍ଡ ସହ ନଦର୍ଣ୍ଣ ଆୟରଲାଣ୍ଡରେ ସୋମବାର…

ଏ କିପରି ସ୍ୱାସ୍ଥ୍ୟ କର୍ମୀ? ମହିଳାଙ୍କୁ ଏକାସାଙ୍ଗରେ ଦେଲେ କରୋନାର ୬ଟି ଡୋଜ, ଜାଣନ୍ତୁ ତା’ ପରେ କ’ଣ…

କରୋନା ମହାମାରୀ ସହ ଳଢ଼ିବା ପାଇଁ ଭ୍ୟାକସିନକୁ ଏବେ ସବୁଠୁୁ ବଡ ଅସ୍ତ୍ର ମନାଯାଇଛି । କିନ୍ତୁ ଏହା ମଧ୍ୟରେ ଆମେ ଟିକାକୁ ନେଇ ଅନେକ ଅଜବ ଖବର ମଧ୍ୟ ଶୁଣିବାକୁ ପାଉଛୁ । ଆଜି ବି କିିଛି ଅଜବ ଘଟଣା ସଂପର୍କରେ ଆମେ କହିବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ…

ଇସ୍ରାଏଲକୁ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣ, ୨୪ ମୃତ

କେନ୍ଯୁଜ୍: ଜେରୁଜେଲମ୍‌ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଇସ୍ରାଏଲକୁ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣ। ଜବାବରେ ଇସ୍ରାଏଲର ଏୟାରଷ୍ଟାଇକ୍‌, ୨୪ ପାଲେଷ୍ଟାଇନ୍‌ ମୃତ । ୨୪ ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ଥିବା ସୂଚନା ରହିଛି। ଇସ୍ରାଏଲ ସୁରକ୍ଷାବଳ ସହ ସଂଘର୍ଷ…

କରୋନା ପାଇଁ ନିଆଗଲା ନିଷ୍ପତ୍ତି, ଏବେ ପିଲାଙ୍କୁ ଦିଆଯିବ Pfizer-BioNotech ଭ୍ୟାକସିନ

ସାରା ଦୁନିଆରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା କରୋନାର ୨ୟ ଲହର ଏବେ ବେଶି ମାରାତ୍ମକ ହେବାରେ ଲାଗିଛି । ମଣିଷ ଜୀବନ ବହୁ ମୂଲ୍ୟବାନ । ତେଣୁ ସରକାର ଏହି ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ନିମିତ୍ତ ଭ୍ୟାକସିନ ବାହାର କରିଛନ୍ତି । ଏହି କ୍ରମରେ ପ୍ରଥମେ…

ତିରୁପତିର ଏକ ସରକାରୀ ହସ୍ପିଟାଲରେ ହୃଦୟ ବିଦାରକ ଘଟଣା, ଅକ୍ସିଜେନ ଅଭାବରୁ ୧୧ ରୋଗୀ ମୃତ

ଆନ୍ଧ୍ର ପ୍ରଦେଶ: ଅକ୍ସିଜେନ ଅଭାବରୁ ୧୧ ରୋଗୀ ମୃତ। ଆନ୍ଧ୍ର ପ୍ରଦେଶ ତିରୁପତିର ଏକ ସରକାରୀ ହସ୍ପିଟାଲରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଅକ୍ସିଜେନ ଯୋଗାଣରେ ମାତ୍ର ୫ ମିନିଟ୍‌ ବିଳମ୍ବ କାରଣରୁ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତିରୁପତିର ଏସଭିଆରଆର ସରକାରୀ ହସ୍ପିଟାଲକୁ…

ଦେଶରେ କୋଭିଡ୍‌ ମୃତ୍ୟୁର ଆଉ ଏକ ଭୟଙ୍କର ଚିତ୍ର, ଗଙ୍ଗାନଦୀରେ ଭାସୁଛି ୪୦ରୁ ୫୦ ମୃତଦେହ

କେନ୍ୟୁଜ୍(ବ୍ୟୁରୋ):  ଦେଶରେ କୋଭିଡ୍‌ ମୃତ୍ୟୁର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ନାହିଁ । ମୃତ ଦେହକୁ ନଦୀରେ ଭସାଇ ଦିଆଯାଉଛି । ବିହାର ବକ୍ସର ଜିଲ୍ଲାରେ ଗଙ୍ଗାନଦୀରେ ୪୦ ରୁ ୪୫ ମୃତଦେହ ଭାସୁଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା।…

କରୋନା ବାପାକୁ ଛଡାଇ ନେଲା, ୪ ଦିନ ପରେ ମାଆର ମୃତ୍ୟୁ, ଗରିବ ଝିଅ PPE କିଟ ପିନ୍ଧି ଏକୁଟିଆ ମାଆର ମୃତଦେହକୁ ପୋତିଲା

କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଗଲାଣି। ଲୋକେ ଅତି ମୁସ୍କିଲ ପରିସ୍ଥିତିରେ ନିଜ ଲୋକଙ୍କର ଅନ୍ତିମ ସଂସ୍କାର କରୁଛନ୍ତି। ଏବେ ଏମିତି ହିଁ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ। କୁହାଯାଉଛି, ଏହି ଫଟୋ ବିହାରର…

ପଦାକୁ ଆସିଲା ଚୀନର ସାଂଘାତିକ ଷଡଯନ୍ତ୍ର, ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ କରୋନାକୁ ଜୈବିକ ଅସ୍ତ୍ର ଭାବେ ପ୍ରସ୍ତୁତ…

କେନ୍ୟୁଜ୍(ବ୍ୟୁରୋ):  ଅଷ୍ଟ୍ରେଲିଆର ଓ୍ଵିକେଣ୍ଡ ମାଗାଜିନ୍‌ କରୋନା ଭାଇରସକୁ ନେଇ ଚାଞ୍ଚଲ୍ୟ ତଥ୍ୟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ,କରୋନା ଭାଇରସ୍‌କୁ କିଭଳି ଅସ୍ତ୍ର କରିହେବ ସେ ନେଇ ୫ ବର୍ଷ ତଳେ ଆଲୋଚନା କରିଥିଲେ ଚୀନ୍‌ର ସେନା ବୈଜ୍ଞାନିକ । ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆର…