Below header
Browsing Category

ଦେଶ ବିଦେଶ

କରୋନା ପରେ ଏବେ ଚୀନ୍‌ରେ ବିଭୀଷିକା ରଚିଛି ବନ୍ୟା, ସବୁଆଡ଼େ ଭାସୁଛି କୁଢ଼ କୁଢ଼ ଶବ; ଦେଖନ୍ତୁ ଫଟୋ

ସାରା ବିଶ୍ୱକୁ କରୋନା ଭାଇରସ୍‌ ସଂକ୍ରମିତ କରିଥିବା ଚୀନ୍‌ରେ ଏବେ ବନ୍ୟା ବିଭୀଷିକା ଦେଖିବାକୁ ମଳିଛି। ଚୀନ୍‌ରେ ଭୟଙ୍କର ବନ୍ୟା ଆସିଛି। ପ୍ରବଳ ବର୍ଷା ଯୋଗୁ ଚୀନ୍‌ର ଅଧିକାଂଶ ସହର ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟ ସବୁଆଡ଼େ ଛାତିଏ ଉଚ୍ଚା ପାଣି ଜମା ହୋଇଥିବାରୁ ଲୋକମାନେ ଏବେ ଗାଡ଼ି ମଟର…

WHO ଡିଜି ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସସଙ୍କୁ କରୋନା

କେନ୍ଯୁଜ୍: ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ WHO ଡିଜି ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସସ୍‌ । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ନିଜକୁ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି, ତାଙ୍କର କୌଣସି ଲକ୍ଷଣ ନଥିବା କହିଛନ୍ତି । WHO ପ୍ରୋଟୋକଲ ଅନୁଯାୟୀ ଏବେ ସେ…

ତୁର୍କି : ଭଗ୍ନ ଅଟ୍ଟାଳିକା ତଳୁ ୩୪ ଘଣ୍ଟା ପରେ ଉଦ୍ଧାର ହେଲେ ୭୦ ବର୍ଷ ବୟସ୍କ ବୃଦ୍ଧା, କହିଲେ ଆଶା ଛାଡି ନଥିଲି

ଇଜମିର : କଥାରେ ଅଛି ‘ଯାକେ ରଖେ ସାଇଆ ମାର୍‌ ସକେ ନା କୋଇ’। ଅର୍ଥାତ୍‌ ଭଗବାନ ଯାହାକୁ ବଞ୍ଚାଇବାର ଥିବ ତା’ର କିଏ ବା କ’ଣ କରିବ । ଏପରି ଏକ ଘଟଣା ଘଟିଛି ତୁର୍କିରେ । ଭୟାବହ ଭୁକମ୍ପରେ ତୁର୍କିର ବହୁ ଅଟ୍ଟାଳିକା ଭାଙ୍ଗି ଥିବା ବେଳେ ବହୁ ଧନ ଜୀବନ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ…

ଶତ୍ରୁଘ୍ନ ସିହ୍ନାଙ୍କ କଟାକ୍ଷ : ପୃଥିବୀରେ ଦୁଇଟି ଜିନିଷ ମିଳିବା ଅସମ୍ଭବ, ଏକ ମୋଦିଙ୍କ କ୍ଲାସମେଟ୍‌ ଓ ଦ୍ୱିତୀୟରେ…

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବଡ଼ ମଜା ଢ଼ଙ୍ଗରେ କଟାକ୍ଷ କରିଛନ୍ତି । ସେ ତାଙ୍କ ଟ୍ଵିଟର ମାଧ୍ୟମରେ ଦୁଇଟି କ୍ଲିପ୍‌ ଦେଇଛନ୍ତି । ପ୍ରଥମରେ ଲେଖିଛନ୍ତି, ‘ପୃଥିବୀ ପୃଷ୍ଟରେ ଦୁଇଟି ଜିନିଷ ଖୋଜିବା…

ଏହି ଦେଶର ଇଂଜିନିୟର କଲେ କମାଲ କାମ, ୭୬୦୦ ଟନ୍‌ ଓଜନର ଅଟ୍ଟାଳିକାକୁ ଉଠାଇ ନେଲେ ଅନ୍ୟ ସ୍ଥାନ

ଚୀନ୍‌ର ସାଂଘାଇ ସହରରେ ଏପରି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ୭୬୦୦ ଟନ୍‌ର ଏକ ଅଟ୍ଟାଳିକାକୁ ବିନା ଭାଙ୍ଗିବାରେ ଅନ୍ୟତ୍ର ଉଠାଇ ନେଇଛନ୍ତି ଇଂଜିନିୟରମାନେ । ତାଙ୍କର ଏପରି ଇଂଜିନିୟରିଂ କୈାଶଳ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି । ୧୯୩୫ ମସିହାରେ ସାଂଘାଇର ଲାଗୋନା…

ଭାରତୀୟ ସୁରକ୍ଷା ବଳଙ୍କ ହାତରେ ହିଜ୍‌ବୁଲ୍‌ ମୁଖ୍ୟ ସୈଫୁଲ୍ଲା ନିହତ, ତିନି ବିଜେପି ନେତାଙ୍କ ହତ୍ୟା ପଛରେ ଥିଲା ହାତ

ନୂଆଦିଲ୍ଲୀ : କଶ୍ମୀର ଉପତ୍ୟାକାରେ ଆତଙ୍କୀ କାର୍ଯ୍ୟକଳାପର ମାଷ୍ଟର ମାଇଣ୍ଡ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌ ହିଜ୍‌ବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ସୈଫୁଲ୍ଲା ଭାରତୀୟ ସୁରକ୍ଷାବଳଙ୍କ ହାତରେ ନିହତ ହୋଇଛି । ସୁରକ୍ଷାବଳଙ୍କ ହାତରେ ରିଆଜ୍‌ ନାଇକୁର ହତ୍ୟା ହେବା ପରେ ସୈଫୁଲ୍ଲା ହିଜ୍‌ବୁଲ୍‌ର…

ଭଲ ସ୍ୱାମୀ ଖୋଜୁ ଖୋଜୁ ୧୦ ଥର ବିବାହ କଲେଣି ଏହି ମହିଳା, ଏବେ ବି ଭଲ ପାର୍ଟନର ଖୋଜିବାରେ ଅଛନ୍ତି ବ୍ୟସ୍ତ

କୁହାଯାଏ ବିବାହ ସ୍ୱର୍ଗରେ ତିଆରି ହୋଇଥାଏ । ତେଣୁ ବିବାହକୁ ଇଶ୍ୱରଙ୍କ ଦାନ ବୋଲି ଭାବି, ଭଲ ହେଉ ବା ମନ୍ଦ ଗ୍ରହଣ କରି ନିଆଯାଇଥାଏ । ହେଲେ ଅନେକ ନିଜର ପାର୍ଟନର ସବୁଠୁ ଭଲ ହୋଇଥାନ୍ତୁ ଚାର୍ହିଥାନ୍ତି । ଏପରି ଭଲ ପାର୍ଟନର ଖୋଜିବାରେ ଜଣେ ମହିଳା ୧୦ ଥର ବିବାହ କରିସାରିଲେଣି । ତଥାପି…

ଖୁବ୍‌ଶୀଘ୍ର ଘୋଷଣା ହେବ ଜେଇଇ ମେନ୍‌ ୨୦୨୧ ପରୀକ୍ଷା ତାରିଖ, ସିଲାବସ୍‌ କମାଇବା ପାଇଁ ଏଯାଏଁ ମିଳିଲାନି ଗ୍ରୀନ୍‌…

ଜେଇଇ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA)। ପ୍ରତିବର୍ଷ ଜାନୁୟାରୀ ଓ ଏପ୍ରିଲ ମାସରେ ଦୁଇଥର ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ। jeemain.nta.nic.in  ୱେବ୍‌ସାଇଟ୍‌କୁ ଯାଇ ଆପଣ ପରୀକ୍ଷା ବିଷୟରେ ସମସ୍ତ ସୂଚନା ପାଇପାରିବେ।…

ବାପା ନ ଡାକିବାରୁ ଦେଢ଼ ବର୍ଷର ଶିଶୁକୁ ସିଗାରେଟ୍‌ ଚେଙ୍କ ଦେଲେ କନେଷ୍ଟବଳ, ଅଭିଯୋଗ ପରେ ଗିରଫ

ରାୟପୁର : ଜଣେ ପୋଲିସ କନେଷ୍ଟବଳ ଏକ ଦେଢ଼ ବର୍ଷର ଶିଶୁକୁ ସିଗାରେଟ ଚେଙ୍କ ଦେଇ ଗିରଫ ହୋଇଛନ୍ତି । ଦେଢ଼ ବର୍ଷ ଶିଶୁର ଅପରାଧ ଥିଲା ଯେ ସେ ତାକୁ ବାପା ବୋଲି ଡାକି ପାରି ନଥିଲା । ଶିଶୁର ମା’ଙ୍କ ଅଭିଯୋଗ ପରେ ଅଭିଯୁକ୍ତ କନେଷ୍ଟବଳ ଗିରଫ ହୋଇଥିବା ଜଣାଯାଇଛି । ଏମିତି ଘଟଣା ଘଟିଛି ଛତିଶଗଡର…

ପାକ୍‌ ସାଂସଦ ଅୟାଜ୍‌ ସାଦିକଙ୍କୁ ଦେଶଦ୍ରୋହୀ ଘୋଷିତ କରିବାକୁ ଚାଲିଛି ଯୋଜନା, ଅଭିନନ୍ଦନଙ୍କୁ ନେଇ ଖୋଲିଦେଇଥିଲେ…

ଇଣ୍ଡିଆନ୍‌ ଏୟାରଫୋର୍ସର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭାରତକୁ ଫେରିବା ମାମଲାର ଗୁମର ଖୋଲିଥିବା ପାକିସ୍ତାନ ନେତା ଅୟାଜ ସାଦିକଙ୍କ ଉପରେ ବିପଦ ବଢ଼ିବାରେ ଲାଗିଛି। ଇମ୍‌ରାନ୍‌ ସରକାର ଏବେ ସାଦିକଙ୍କୁ ଏହି ଅପରାଧ ପାଇଁ ବଡ଼ଦଣ୍ଡ ଦେବାକୁ ଯାଉଛନ୍ତି। ଏନେଇ ପୂର୍ବରୁ ଇମ୍‌ରାନ୍‌…

୧୦ ବର୍ଷର ରେକର୍ଡ ଭାଙ୍ଗିଲା ଆଳୁ ଦର, ଜାଣନ୍ତୁ ଦାମ୍‌ ବଢ଼ିବାର ପ୍ରକୃତ କାରଣ

ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଆଳୁ ଦର। ଶୀତଳ ଭଣ୍ଡାରରେ ଆଳୁ ମହଜୁଦ ଥିଲେ ବି ଦାମ୍‌ କମିବାର ନାଁ ଧରୁନି। ମୋଦି ସରକାର ଆଳୁର ଘରୋଇ ସପ୍ଲାଏ ବଢ଼ାଇବା ଓ ଦରକୁ ଆୟତ୍ତ କରିବାକୁ ଭୁଟାନ୍‌ରୁ ୩୦,୦୦୦ ଟନ୍‌ ଆଳୁ ଆମଦାନୀ କରିବାକୁ ଯାଉଛନ୍ତି। ଏହା ସତ୍ତ୍ୱେ ଦେଶର ଅଧିକାଂଶ ସହରରେ ଆଳୁ…

ଆପଣ ବି ଏଥର ହୋଇଯାନ୍ତୁ ସାବଧାନ, ବିନା ହେଲମେଟରେ ଗାଡି ଚଲାଇବାରୁ ବାଙ୍ଗାଲୁରୁର ଏହି ବ୍ୟକ୍ତିଙ୍କୁ ୪୨ ହଜାର ୫୦୦…

ଛୋଟ ଭୁଲ ପାଇଁ ଭରିବାକୁ ପଡିବ ବଡ଼ ଜୋରିମାନା । ଆଉ ଜୋରିମାନା ରାଶି ଗୋଟେ ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ । ଆପଣ ଜାଣି ଚକିତ ହେବେ ସଡକ ନିୟମ ଉଲ୍ଲଙ୍ଘନ କରିବା କାରଣରୁ ବାଙ୍ଗାଲୁରୁର ଜଣେ ପରିବା ବ୍ୟାସାୟୀଙ୍କ ଉପରେ ୪୨ ହଜାର ୫୦୦ ଟଙ୍କାର ଜୋରିମାନା ଲଗାଯାଇଛି ।…