Browsing Category

ଦେଶ ବିଦେଶ

ଆଜି ପ୍ରକାଶ ପାଇପାରେ NEET ରେଜଲ୍ଟ : ଦେଶରେ ୧୫ ଲକ୍ଷ ୯୭ ହଜାର ୪୩୩ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇପାରେ NEET ରେଜଲ୍ଟ । ntaneet.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତବର୍ଷ କୋଭିଡ କଟକଣା ଭିତରେ ଦେଶରେ ୧୫ ଲକ୍ଷ ୯୭ ହଜାର ୪୩୩ ଜଣ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଛନ୍ତି । ସେଥିରେ ଓଡିଶାରୁ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟରେ…

ଅବୈଧ ସମ୍ପର୍କ ପାଇଁ ପରିବାରର ୬ ସଦସ୍ୟଙ୍କୁ ଚା’ରେ ବିଷ ମିଶାଇ ପିଆଇ ଦେଲା ମହିଳା, ଜଣେ ମୃତ

ପାଟନା : ଅବୈଧ ସମ୍ପର୍କ ପାଇଁ ଏକ ଅଭାବନୀୟ ଘଟଣା ଘଟିଛି ବିହାର ମଧୁବାନୀ ଜିଲ୍ଲାରେ । ଜଣେ ମହିଳା ନିଜର ଅନୈତିକ ସମ୍ପର୍କ କାରଣରୁ ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଚା’ରେ ବିଷ ମିଶାଇ ପିଆଇ ଦେଇଛି । ଏମତି ଘଟଣା ଘଟିଛି ମଧୁବାନୀ ଜିଲ୍ଲା ସାଦୁଲ୍ଲାପୁର ଗାଁରେ । ଅଭିଯୁକ୍ତ ମହିଳା ଚନ୍ଦା…

ଦିନରାତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଥିବା ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ, ଗାଁରେ ସ୍ଥାପନ କରିଥିଲେ ୬ ଫୁଟ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଥିବା ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପଙ୍କର ବଡ଼ ପ୍ରଶଂସକ ଥିବା କୃଷ୍ଣା ଗତବର୍ଷ ହିଁ ନିଜ ଗାଁ ତେଲେଙ୍ଗାନାର ମେଦକରେ ତାଙ୍କର ଏକ ୬ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ସେ ଟ୍ରମ୍ପଙ୍କର ପୂଜା…

ରାସ୍ତାରୁ ହଟାଇବା ପାଇଁ ନିଜର ୩ ସନ୍ତାନଙ୍କ ସମେତ ପୂରା ପରିବାରକୁ ବିଷ ମିଶା ଚା’ ପିଆଇଦେଲେ ମହିଳା, ଦିଅରର…

ବିହାରର ମଧୁବନି ଜିଲ୍ଲାରେ ଜଣେ ମହିଳା ନିଜର ୩ ସନ୍ତାନଙ୍କ ସମେତ ପୂରା ପରିବାରକୁ ଚା'ରେ ବିଷ ମିଶାଇ ପିଆଇ ଦେଇଛନ୍ତି। ବିଷ ମିଶା ଚା' ପିଇ ପରିବାରର ସମସ୍ତ ୫ଜଣ ସଦସ୍ୟ ବେହୋସ ହୋଇଯାଇଥିଲେ। ବେହୋସ ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ମହିଳାଙ୍କ…

ଭଲ ଖବର ଦେଲା ଆଇଆଇଟି ଦିଲ୍ଲୀ, କରୋନା ଚିକିତ୍ସାରେ ବେଶ ଫଳପ୍ରଦ ହେଉଛି ଟେଇକୋପ୍ଲାନିନ୍‌ ଡ୍ରଗ୍ସ

କେନ୍ୟୁଜ (ବ୍ୟୁରୋ): କରୋନା ସଂକଟ ଓ ଚିକିତ୍ସା ଭିତରେ ଆଉ ଏକ ଭଲ ଖବର ଦେଲା ଆଇଆଇଟି ଦିଲ୍ଲୀ । ଗବେଷଣାରୁ ସାମନାକୁ ଆସିଛି ଆଉ ଏକ ଔଷଧର ଉପାଦେୟତା । କରୋନା ଚିକିତ୍ସାରେ ବେଶ ଫଳପ୍ରଦ ହେଉଛି ଟେଇକୋପ୍ଲାନିନ୍‌ ଡ୍ରଗ୍ସ । ଏବେ କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ ଅନ୍ୟ ଔଷଧ ତୁଳନାରେ ୧୦ ଗୁଣା…

ଉତ୍ତର କୋରିଆ ତିଆରି କଲା ଏମିତି ମିସାଇଲ ଯାହା ଆମେରିକାକୁ ମିନିଟିଏରେ କରିଦେବ ଧ୍ୱଂସ, ଟ୍ରମ୍ପ କ୍ଷୁବ୍ଧ

ଆମେରିକା ଉପରେ ଆକ୍ରମଣ କରିବାକୁ ମିସାଇଲ ତିଆରି କରିଛି ଉତ୍ତର କୋରିଆ। ଉତ୍ତର କୋରିଆର ସରକାରୀ ମିଡିଆ ମୁତାବକ ଶନିବାର ମିଲିଟାରୀ ପରେଡ୍‌ରେ ନୂଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ୍‌ ମିସାଇଲ ଲଞ୍ଚ୍‌ କରାଯାଇଛି। ରିପୋର୍ଟ ଅନୁସାରେ ଉତ୍ତର କୋରିଆର ନୂଆ ଶକ୍ତିଶାଳୀ ମିସାଇଲ ପରେଡ୍‌ ବିଷୟରେ…

ପ୍ରେମ ପାଇଁ ଚାଲିଗଲା ଜୀବନ, ଖାସ୍‌ ଅନ୍ୟ ସମ୍ପ୍ରଦାୟର ଝିଅକୁ ଭଲ ପାଉଥିଲେ ବୋଲି

ପ୍ରେମ କେବେ ଜାତି ବା ଧର୍ମ ବିଚାର କରି ହୁଏ ନାହିଁ । ଏହା କେତେବେଳେ କେମିତି ହୋଇଯାଏ କେହି କହିପାରିବେ ନାହିଁ । ଏମିତି ଜଣେ ଯୁବକର ପ୍ରେମ ହୋଇଥିଲା ଜଣେ ମୁସଲମାନ୍‌ ସମ୍ପଦ୍ରାୟର ଯୁବତୀଙ୍କ ସହ । ହେଲେ ଯୁବକ ଜଣକ ଦଳିତ ସମ୍ପଦ୍ରାୟର ହେବା ଯୋଗୁ ପ୍ରେମ ବଦଳରେ ଦେବାକୁ ପଡ଼ିଲା ଜୀବନ ।…

ଭାରତ ପାଇଁ ଗୌରବ ଆଣିଲେ ଚୈତନ୍ୟା, ଗୋଟିଏ ଦିନ ପାଇଁ ସମ୍ଭାଳିଲେ ବ୍ରିଟିଶ ହାଇକମିଶନ ଆସନ

ଗୋଟିଏ ଦିନ ପାଇଁ ବ୍ରିଟେନ୍‌ର ଉଚ୍ଚାୟୁକ୍ତ ହେଲେ ଭାରତୀୟ ମହିଳା। ଦିଲ୍ଲୀର ଝିଅ ଚୈତନ୍ୟା ଭେଙ୍କେଟେଶ୍ୱରନ୍‌ଙ୍କୁ ଭାରତରେ ବ୍ରିଟେନ୍‌ର ବରିଷ୍ଠ ରାଜନୀତିଜ୍ଞ ବନିବା ମଉକା ମିଳିଛି। ବୁଧବାର ଦିନ ତାଙ୍କୁ ଏହି ସୁଯୋଗ ମିଳିଛି। ସାରା ଦୁନିଆରେ ମହିଳାମାନେ ସାମ୍ନା କରୁଥିବା ଚ୍ୟାଲେଞ୍ଜକୁ…

ଫାରୁକ୍‌ଙ୍କ ବିସ୍ଫୋରକ ବୟାନ : ପୁଣି ଆର୍ଟିକିଲ୍‌‌ ୩୭୦ ପାଇଁ କଲେ ଓକିଲାତି, କହିଲେ ଚୀନ୍‌ କରିପାରେ ଆମର ସହାୟତା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପୂର୍ବ ମୂଖ୍ୟମନ୍ତ୍ରୀ ତଥା ନେସ୍‌ନାଲ୍‌ କନ୍‌ଫରେନ୍ସ ପାର୍ଟିର ନେତା ଫାରୁକ୍‌ ଅବଦୁଲା କଶ୍ମୀରକୁ ନେଇ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଆର୍ଟିକିଲ୍‌ ୩୭୦ ଉଚ୍ଛେଦ ନେଇ ସେ ଏପରି କଥା କହିଛନ୍ତି ଯାହାକୁ ନେଇ ଦେଶରେ ହଙ୍ଗାମା ସୃଷ୍ଟି ହେବାକୁ ଯାଉଛି ।…

୭ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କାମାକ୍ଷା ମନ୍ଦିର, ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଲେ ଭକ୍ତ

କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ବନ୍ଦ ଥିବା କାମାକ୍ଷା ମନ୍ଦିର ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। ଏନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ମନ୍ଦିର ପ୍ରବନ୍ଧନ ସମିତିର ମୁଖ୍ୟ ଏମ୍‌.ସି.ଶର୍ମା କହିଛନ୍ତି ମନ୍ଦିରର ଗର୍ଭଗୃହ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଓ ସେମାନେ…

ହିମାଳୟରେ ଫୁଟିଛି ଚଳିତ ବର୍ଷର ପ୍ରଥମ “ବ୍ରହ୍ମ କମଳ”, ଦେଖିବାକୁ ଜମୁଛି ଲୋକଙ୍କ ଭିଡ

ହିମାଳୟରେ ଫୁଟିଛି ପୌରାଣିକ ପୁଷ୍ପ ବ୍ରହ୍ମ କମଳ । ଉତ୍ତରାଖଣ୍ଡ ଚମୋଲି ଉପତ୍ୟାକାରେ ଚଳିତ ବର୍ଷ ଫୁଟିଛି ଏହି ଫୁଲ । ବିଶ୍ୱାସ କରାଯାଏ ବର୍ଷକୁ ଥର ଟିଏ ହିଁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ ଫୁଲ ଫୁଟିଥାଏ । ଶୀତ ଆଗମରେ ଏହି ଅଂଚଳରେ ଆରମ୍ଭ ହୋଇଯାଇଛି ତୁଷାରବର୍ଷା । ଆଉ ଶୁଭ୍ର…

ପୋଲ ବାଡ଼ ଭାଙ୍ଗି କେନାଲରେ ଖସିଲା କାର, ତହସିଲଦାରଙ୍କ ସମେତ ୩ ମୃତ

ବ୍ରିଜ୍‌ରେ ପିଟି ହୋଇ କେନାଲରେ ବୁଡ଼ିଲା କାର। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡର ରୁଡ଼କୀର ତହସିଲଦାର ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଶନିବାର ରାତିରେ ଉତ୍ତର ପ୍ରଦେଶର ବିଜନୌରର ଗଙ୍ଗ କେନାଲରେ କାର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବାରୁ ତହସିଲଦାର, ତାଙ୍କ…