Browsing Category

ଦେଶ ବିଦେଶ

ନିଜ ଅପହରଣ ଯୋଜନା ରଚିଥିଲା ୧୪ ବର୍ଷୀୟ ନାବାଳକ, ଘର ଲୋକଙ୍କ ଠାରୁ ଦାବି କରିଥିଲା ୧୦ ଲକ୍ଷ ଟଙ୍କା      

ବୁଧବାର ରାତିରେ ଚେନ୍ନାଇର ଏକ ପରିବାର ନିକଟକୁ ଏକ ଫୋନ କଲ ଆସିଥିଲା । ଫୋନରେ ଘର ଲୋକ ଜାଣିବାକୁ ପାଇଲେକି ୧୪ ବର୍ଷର ତାଙ୍କ ପୁଅକୁ କିଏ ଅପହରଣ କରିନେଇଛି । ଯଦି ପୁଅକୁ ଫେରିପାଇବାକୁ ଚାହୁଁଛନ୍ତି ତେବେ ୧୦ ଲକ୍ଷ ଟଙ୍କା ଫିରୋତି ବାବଦରେ ଦେବାକୁ ପଡିବ । ଫୋନ କଲ ରିସିଭ ପରେ ବାଳକଟିର…

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ତଥ୍ୟ ମାଗିଲା ବିଶେଷଜ୍ଞ ଟିମ୍‌

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ଭାରତ ବାୟୋଟେକ୍‌କୁ ସ୍ପଷ୍ଟୀକରଣ ମାଗିଲା ବିଶେଷଜ୍ଞ ଟିମ୍‌ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସହ ଆଗକୁ ବଢିବା ପାଇଁ DCGIକୁ ଅନୁମତି…

ଗୁଜରାଟରେ ତିଆରି ହେବ ଉଡ଼ନ୍ତା କାର, ରାସ୍ତାରେ ଟ୍ରାଫିକ୍‌ ଥିଲେ ଆପେ ଆପେ ଉଡ଼ିବ ଆକାଶରେ

ଅଫିସ ଯିବା ପାଇଁ ହେଉ କିମ୍ବା କୌଣସି ଜରୁରୀ କାମରେ, ସବୁବେଳେ ଟ୍ରାଫିକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଲମ୍ବା ଟ୍ରାଫିକ୍‌ର ସମସ୍ୟାକୁ ଦୃଷ୍ଟିରେ ରଖି କାର ନିର୍ମାତା କମ୍ପାନୀ ଏକ ଏଭଳି କାର ତିଆରି କରିଛନ୍ତି ଯେଉଁଥିରେ ବସି ଆପଣ ଟ୍ରାଫିକ୍‌ର ଟେନ୍‌ସନ୍‌ରୁ ଫ୍ରି ହୋଇ ଯାତ୍ରା…

କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୯ରୁ ଖୋଲିବ ୯ମରୁ ଦ୍ୱାଦଶ ଯାଏଁ ସ୍କୁଲ

ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ। ସବୁ ଶ୍ରେଣୀ ପାଇଁ ନୁହେଁ କେବଳ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି ଯୋଗୀ ସରକାର। କୋଭିଡ୍‌ ଯୋଗୁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଉତ୍ତର ପ୍ରଦେଶର ମାଧ୍ୟମିକ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ପିଲାଙ୍କ ପଢ଼ାକୁ…

ସିରିଆରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ ହେଉନି ନିଆଁ; ପୋଡ଼ି ହୋଇ ମଲେଣି ୨ ଜଣ

ଜଳୁଛି ସିରିଆ। ସିରିଆର ମଧ୍ୟ ଓ ଉତ୍ତର-ପଶ୍ଚିମ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। କିନ୍ତୁ ଏତେ ଭୟଙ୍କର ଭାବେ ନିଆଁ ଲାଗିଛି ଯେ ତାହାକୁ ଆଗ୍ନିକମାନେ କଣ୍ଟ୍ରୋଲ କରିପାରୁନାହାନ୍ତି। ରିପୋର୍ଟ ମୁତାବକ ହୋମ୍ସ ପ୍ରାନ୍ତର…

ଏ କି ଘୃଣ୍ୟ ମାନସିକତା ! ମିଟିଂ ବେଳେ ଅନ୍ୟମାନେ ଚେୟାରରେ ବସିଥିବା ବେଳେ ନୀଚ୍ଚ ଜାତିର ହୋଇଥିବା ଯୋଗୁଁ ଚଟାଣରେ…

ଭାରତୀୟ ସମ୍ବିଧାନରେ ସର୍ବଧର୍ମକୁ ସମାନତା ଦେଇଥିବା ବେଳେ ତାମିଲନାଡୁରେ ଜାତିଭେଦକୁ ନେଇ ଏକ କ୍ରୁର ଚିତ୍ର ଦେଖିବାକୁ ମିଳିଛି। ଜଣେ ନିର୍ବାଚିତ ମହିଳା ପଞ୍ଚାୟତ ଜନପ୍ରତିନିଧି ହୋଇଥିବା ବେଳେ ନୀଚ୍ଚ ଜାତି ଯୋଗୁଁ ଚଟାଣରେ ବସିଥିବାର ଫଟୋ ଏବେ ଭାଇରଲ ହେଉଛି। ଏହି ଫଟୋରେ ଅନ୍ୟମାନେ ଚେୟାରରେ…

ଦେଶରେ ୭୦ ଲକ୍ଷ ଡେଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ

କେନ୍ୟୁଜ୍(ବ୍ୟୁରୋ):  ଆଜି ଦେଶରେ ୭୦ ଲକ୍ଷ ଡେଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ । ଓଡ଼ିଶାରେ ଏହି ସଂଖ୍ୟା ଅଢ଼େଇ ଲକ୍ଷ ଛୁଇଁବ । ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୩ । ରାଜ୍ୟରେ କରୋନାରେ ୨ ଲକ୍ଷ ୪୯ ହଜାର ୬୯୩ ସଂକ୍ରମିତ…

ମୋଦିଙ୍କୁ ରାହୁଳ ଗାନ୍ଧିଙ୍କ କଟାକ୍ଷ : ମୋଦି ନିଜ ପାଇଁ ୮୪୦୦ କୋଟିର ଜହାଜ କିଣି ପାରୁଛନ୍ତି, ଜବାନଙ୍କ ପାଇଁ ବୁଲେଟ୍‌…

ନୂଆଦିଲ୍ଲୀ : ସିଆଚିନ୍‌ ଓ ଲଦାଖରେ ଜବାନମାନେ ଥଣ୍ଡା କପଡ଼ା ଓ ଅନ୍ୟ ସାମଗ୍ରୀ ଅଭାବ ନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚାନର ବାଣ ଛାଡିଛନ୍ତି । ରାହୁଳ କହିଛନ୍ତି, ମୋଦି ନିଜ ପାଇଁ ୮୪୦୦ କୋଟିର ଜହାଜ କିଣୁଥିବା ବେଳେ…

ପୂର୍ବତଟ ରେଳ ଚଳାଇବ ୪ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ପୂର୍ବତଟ ରେଳବାଇ ୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବ ।ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ପୁରୀରୁ ଭଲସାଦ, ସିକନ୍ଦରାବାଦରୁ ସାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକିନ୍ଦରାବାଦ୍ ଚାଲିବ । ଯାତ୍ରୀଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ରେଳ ମନ୍ତ୍ରଣାଳୟ…

୨୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ଚଳନ୍ତା ଗାଡ଼ିରୁ ଫିଙ୍ଗିଦେଲେ

ଦେଶରେ ପ୍ରତି ଦିନ କିଛି ନା କିଛି ବଳାତ୍କାର ଘଟଣା ଘଟିଥାଏ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୈା ଏକ୍ସପ୍ରେସ ହାଇେଓ୍ଵରେ । ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ଚଳନ୍ତା ଗାଡିରୁ ଠେଲି ଦେଇଥିବା ନେଇ ଅଭିଯୋଗା ହୋଇଛି । ଅଭିଯୋଗ…

ଏହି କୂଅରୁ ଆସୁଛି ରହସ୍ୟମୟ ଆଲୋକ, ଏହି ଗୁପ୍ତ ରହସ୍ୟକୁ ସମାଧାନ କରିବାକୁ ବୈଜ୍ଞାନିକ ବି ଫେଲ୍‌

ବିଶ୍ୱରେ ଏପରି ସବୁ କଥା ରହିଛି ଯାହା ବୈଜ୍ଞାନିକମାନଙ୍କ ପାଇଁ ଆଜି ଯାଏ ରହସ୍ୟମୟ ହୋଇ ରହିଛି । ସମସ୍ତେ ପ୍ରାୟ କୂଅ ଦେଖିଥିବେ । ହେଲେ ଏମିତି କୂଅ ଅଛି ଯେଉଁଥିରୁ ବାହାରୁଛି ଉଜ୍ଜଳ ଆଲୋକ । ଏହି ଆଲୋକର ରହସ୍ୟ ବିଷୟରେ ବୈଜ୍ଞାନିକମାନେ ବି ଏଯାଏ ବୁଝି ପାରି ନାହାଁନ୍ତି । ପର୍ତ୍ତୁଗାଲ୍‌ରେ…

ପ୍ରକୃତି ଛାଡ଼ୁନି ପାକ୍‌, ସୀମାରେ ଅନୁପ୍ରବେଶ ବେଳେ ଧରିଲେ ଭାରତୀୟ ଯବାନ; ଦେଖନ୍ତୁ ଭିଡିଓ

ପ୍ରକୃତି ଛାଡ଼ୁନି ପାକିସ୍ତାନ। ରୀତିମତ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖିଛି ପାକ୍‌। ଏବେ ପାକ୍‌ର ଆଉ ଏକ ଚାଲ୍‌ ଧରାପଡ଼ିଛି। ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଯୋଜନାକୁ ଭଣ୍ଡୁର କରିଛି ଭାରତ। ସେନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସେନା…