Browsing Category

ଦେଶ ବିଦେଶ

‘ଓ୍ଵାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମକୁ’ ଚଳିତ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ୨୦୨୦ ମସିହା ନୋବେଲ୍‌ ଶାନ୍ତି ପୁରସ୍କାର ପାଇବା ପାଇଁ ‘ଓ୍ଵାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ’ (WFP) ମନୋନୀତ ହୋଇଛି । ଏହି ସଂସ୍ଥା ଭୋକିଲାଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏଭଳି ସମ୍ମାନରେ ସମ୍ମାନୀତ କରାଯାଇଛି ବୋଲି ନରେଓ୍ଵନ୍‌ ନୋବେଲ୍‌ କମିଟି ପ୍ରକାଶ କରିଛି ।…

ନିଜ ଦଶ ମାସର ଝିଅକୁ ବଳାତ୍କାର କରି ଗୁଗଲ ସର୍ଚ୍ଚରେ ଝିଅ ମୃତ କି ଜୀବିତ ଜାଣିବାକୁ ଚେଷ୍ଟା କରୁଥିଲା ଏହି ବାପା

ଆମେରିକାର ପେନସିଲଭାନିଆରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପିତା ପ୍ରଥମେ ନିଜର 10 ମାସର ଝିଅକୁ ବଳାତ୍କାର କରିଥିଲେ । ତେବେ ବଳାତ୍କାର ପରେ ଯେତେବେଳେ ଝିଅଟି ହଲଚଲ କରିବା ବନ୍ଦ କରିଦେଇଥିଲା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାପରେ ସେହି ପିଶାଚ ବାପାଟି…

ହଠାତ ଆକାଶରେ ଦେଖାଦେଲା ଏକ ବିରାଟ ନିଆଁ ପିଣ୍ଡୁଳା, କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା ପୂରା ଅଞ୍ଚଳ

ମଙ୍ଗଳବାର ମେକ୍ସିକୋ ଆକାଶରେ ହଟାତ ଏକ ବିରାଟ ଆକାରର ଅଗ୍ନିପିଣ୍ଡୁଳା ଦୃଶ୍ୟମାନ ହୋଇଥିଲା । ଏହି ପିଣ୍ଡୁଳା ପ୍ରଭାବରେ କିଛି ସମୟ ପାଇଁ ଆକାଶ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଯାଇଥିଲା । ସାଧାରଣ ଲୋକେ କିଛି ବୁଝିବା ଆଗରୁ ହିଁ ଉତ୍ତର-ପଶ୍ଚିମ ଆକାଶରେ ଧଳା ରଙ୍ଗର ଉଜ୍ଜ୍ୱଳ ଆଲୋକଟି…

ମଦ ନିଶା ଏମିତି ଯେ ଆଇସୋଲେସନ ଭାଙ୍ଗି ପବରେ ପହଞ୍ଚିଗଲେ ବ୍ୟକ୍ତି, ଲାଗିଲା ୪ ଲକ୍ଷ ଟଙ୍କାର ଜରିମାନା

ମଦ୍ୟପାନ ବା ନିଶା ଜଣେ ବ୍ୟକ୍ତିଙ୍କୁ କିଛି କରାଇପାରେ । ବ୍ରିଟେନରେ ଏହାର ଏକ ତାଜା ଉଦାହରଣ ଦେଖିବାକୁ ମିଳିଛି ଯେଉଁଠି କରୋନା ସଂକ୍ରମଣ ପାଇଁ ଆଇସୋଲେସନରେ ରହୁଥିବା ବ୍ୟକ୍ତି ସିଧାସଳଖ ଯାଇ ପବରେ ପହଞ୍ଚି ଯାଇଥିଲେ । ସୂଚନା ଅନୁଯାୟୀ କ୍ରାବି ଜ୍ୟାକ୍ ନାମକ ଏହି ବ୍ୟକ୍ତିଙ୍କୁ ଦୁଇ ସପ୍ତାହ…

ଦେଶରେ ୭୦ ଲକ୍ଷ ପାଖାପାଖି କରୋନା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ଗଲା ୯୪୬ ଜଣଙ୍କ ଜୀବନ

ଦେଶରେ ୭୦ ଲକ୍ଷ ଛୁଇଁବାକୁ ବସିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ୬୯ ଲକ୍ଷ ପାର ହୋଇଛି ଆକ୍ରାନ୍ତ ସଂଖ୍ୟା । ଗୋଟେ ଦିନ ଭିତରେ ୯୪୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୬ ହଜାର ୪୯୦ ଛୁଇଁଛି ମୃତକ ସଂଖ୍ୟା ।…

୩୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଉଦ୍ଧାର ପାଇଁ ଲୋକେ କରୁଛନ୍ତି ପ୍ରାର୍ଥନା

ଏ ଭିଡିଓକୁ ଥରେ ଦେଖନ୍ତୁ। ହୁତୁହୁତୁ ହୋଇ ଜଳୁଛି ଅଟ୍ଟାଳିକା। ଦକ୍ଷିଣ କୋରିଆର ଉଲସାନ ସହରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ୩୩ ମହଲା ଆପାର୍ଟମେଣ୍ଟରେ ଶୁକ୍ରବାର ସକାଳ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୮୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।…

କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ: ଡୋନାଲ୍ଡ ଟ୍ରମ୍ପ

ଆମେରିକା: କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ । ଏହା କରୋନାରୁ ସୁସ୍ଥ ହେବା ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଂକ୍ରମିତ ହେବା ଦ୍ୱାରା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଔଷଧର ପ୍ରଭାବ ବିଷୟରେ ଜାଣିପାରିଛନ୍ତି । ଆମେରିକୀୟ କମ୍ପାନୀ…

ହଠାତ୍‌ ଆକାଶରୁ ବର୍ଷିଲା ‘ସୁନା’ ର ବିସ୍କୁଟ, ଘରକୁ ନେବା ପାଇଁ ଲାଗିଲା ଲୋକଙ୍କ ଭିଡ

ଗୁଜୁରାଟର ସୁରଟ ସହରର ଏକ ଗାଁରେ ସୁନାର ବର୍ଷା ହେବାର ଦେଖିବାକୁ ମିଳିବା ପରେ ଲୋକମାନେ ସୁନା ଘରକୁ ନେବା ପାଇଁ ଘରୁ ବାହାରି ରାସ୍ତାକୁ ଆସିଛନ୍ତି। ସୂଚନା ମୁତାବକ ଗତକାଲି ରାତିରୁ ସୁରଟ ବିମାନବନ୍ଦର ନିକଟ ଡୁମ୍ମସ୍‌ ଗାଁର ଲୋକମାନଙ୍କୁ ଏପରି କିଛି ଜିନିଷ ମିଳିଛି, ଯାହା ଦେଖିବାକୁ ସୁନା…

ଟିଭି ଚ୍ୟାନେଲ୍‌ ନାଁରେ ଟିଆର୍‌ପି ଜାଲିଆତି ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ୍‌ କମିଶନର

ମୁମ୍ବାଇ : ଟିଭି ଚ୍ୟାନେଲ ନାଁରେ ଟିଆର୍‌ପି ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ । ନିଜର ପତିଆରା ବୃଦ୍ଧି କରିବା ସହ ଟିଆର୍‌ପି ବଢ଼ାଇବା ପାଇଁ ବେଆଇନ୍‌ ଭାବେ ଲୋକଙ୍କୁ ଟଙ୍କା ଦେବା ନେଇ ଅଭିଯୋଗ ଆଣିଛନ୍ତି ମୁମ୍ବାଇ ପୋଲିସ କମିଶନର । ୩ଟି ଚ୍ୟାନେଲ୍‌ ଏଭଳି କୈାଶଳ ଆପଣେଇ ବିଜ୍ଞାପନ…

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ,୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ। ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀର  ଏକ ଘରୋଇ ହସ୍ପିଟାଲ ବୁଜିଲେ ଆଖି। ତାଙ୍କ ଦେହାନ୍ତ ନେଇ ଟ୍ବିଟ  ଯୋଗେ ସୂଚନା ଦେଇଛନ୍ତି ପୁଅ ଚିରାଗ ପାଶୱାନ। ଟ୍ବିଟ କରି ଚିରାଗ ଲେଖିଛନ୍ତି ‘‘ମିସ୍ ୟୁ…

ଋଷ ଟିକା ସ୍ପୁଟନିକ୍‌-ଭିର କୁ ବହୁଳ ଭାବରେ ପରୀକ୍ଷଣ କରିବାକୁ ଅନୁମତି ଦେବନି ଭାରତ, ଋଷକୁ ଝଟ୍‌କା

ନୂଆଦିଲ୍ଲୀ : ଋଷର ଟିକାକୁ ବହୁଳ ଭାବରେ ଭାରତରେ ପରୀକ୍ଷଣ କରିବାକୁ ଅନୁମତି ଦେଲାନି ଭାରତ । ଫଳରେ ଭାରତରେ ଋଷ ଟିକା ବ୍ୟବହାର ନେଇ ଯେଉଁ ଆଶା ସଂଚାର ହୋଇଥିଲା ତାହା ନିରାଶାରେ ପରିଣତ ହୋଇଛି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଟିକାର ବଡ଼…

ଫୋବର୍ସ ତାଲିକାରେ ପୁଣି ୧ ନମ୍ବର ସ୍ଥାନ ବଜାୟ ରଖିଲେ ମୁକେଶ ଅମ୍ବାନୀ, ହେଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ(RIL)ର ଚେୟାରମ୍ୟାନ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଲଗାତାର ୧୩ତମ ବର୍ଷ ପାଇଁ ଫୋବର୍ସ ତାଲିକାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି। ତାଙ୍କ ପାଖରେ ନେଟ ୮୮.୭ ବିଲିୟନ ସମ୍ପତ୍ତି ରହିଛି। ତାଙ୍କ କମ୍ପାନୀ RIL ବଜାର ପୁଞ୍ଜିକରଣ…