Below header
Browsing Category

ଦେଶ ବିଦେଶ

ଭାତ କରିବାକୁ ଆଉ ଗରମ ପାଣି ଦରକାର ନାହିଁ, ଏହି ଚାଉଳକୁ ଥଣ୍ଡା ପାଣିରେ ପକାଇଲେ ବି ହୋଇଯିବ ଭାତ

ଭାତ ହେବା ପାଇଁ ଚାଉଳକୁ ଗରମ ପାଣିରେ ପକାଇ ଦୀର୍ଘ ସମୟ ଫୁଟାଇବାକୁ ପଡ଼େ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ବିହାରର ଜଣେ ଚାଷୀ ଏକ ଏଭଳି ଧାନ ଉତ୍ପାଦନ କରିଛନ୍ତି ଯାହାକୁ ଆପଣ ଥଣ୍ଡା ପାଣିରେ ପକାଇଲେ ବି ତାହା ଭାତ ହେବ। ଏହି ମ୍ୟାଜିକ୍‌ ଧାନ ଚାଷ କରୁଛନ୍ତି ବିହାରର ପଶ୍ଚିମ ଚମ୍ପାରଣର…

୩୦ରେ ବୁହାନକୁ ବିମାନ ପଠାଇବ ଭାରତ, କରୋନା ପରେ ୬ଷ୍ଠ ଥର ପାଇଁ ଏୟାର ଇଣ୍ଡିଆ ଯିବ ଚୀନ୍‌

ଯେଉଁ ଚୀନ୍‌ର ବୁହାନ ସହରରୁ ପ୍ରଥମ ଥର ପାଇଁ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ଏୟାର ଇଣ୍ଡିଆ ଅକ୍ଟୋବର ୩୦ରେ ସେଠାରୁ ନିଜ ଉଡ଼ାଣ ଭରିବାକୁ ଯାଉଛି। ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଦୂତାବାସ ତରଫରୁ କୁହାଯାଇଛି ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ…

ଏବେ କୁକୁର ରଖିଲେ କରିବାକୁ ହେବ ଲାଇସେନ୍ସ, ନହେଲେ ଦେବାକୁ ପଡ଼ିବ ଫାଇନ୍‌

ଘରେ କୁକୁର ରଖିଛନ୍ତି କି ? ଯଦି ହଁ ତେବେ କରନ୍ତୁ ଲାଇସେନ୍ସ, ନଚେତ୍‌ ଦେବାକୁ ପଡ଼ିପାରେ ଫାଇନ୍‌ । ଏମିତି ନିୟମ ଆଣିଛନ୍ତି ଉତ୍ତରାଖଣ୍ଡ ସରକାର । ଡେରାଡୁନ୍‌ ନିଗମ ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି । ଏବେ ଯେଉଁ ଲୋକ ଡେରାଡୁନ୍‌ରେ କୁକୁର ରଖିବେ ତାଙ୍କୁ ଲାଇସେନ୍ସ କରିବାକୁ ପଡି ବ ।…

ଦୁର୍ଗା ପୂଜା ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ରାଜଧାନୀରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୪୦୦୦ ନୂଆ ମାମଲା

ଚଳିତ ପାର୍ବଣ ଋତୁକୁ ଫିକା କରି ଦେଇଛି କରୋନା ମହାମାରୀ। କରୋନା ସଂକ୍ରମଣର ଭୟ ଥିବାରୁ ଏବର୍ଷ ଆଉ ପୂର୍ବ ବର୍ଷ ଭଳି ପୂଜାର ମଜା ଉଠାଇପାରୁନାହାନ୍ତି ଶ୍ରଦ୍ଧାଳୁ। ଭକ୍ତମାନେ ଏଥରକ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ତେବେ ରାଜଧାନୀ ନୂଆଦିଲ୍ଲୀରେ ଶୁକ୍ରବାର କରୋନା ଭାଇରସ୍‌ ସଂକ୍ରମଣର…

କରୋନା ସ୍ଥିତିକୁ ନେଇ ଏକ ଖୁସି ଖବର, ଦେଶରେ ୭୦ ଲକ୍ଷ ପାର ହେଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସୁଥିବା ନଜର ଆସୁଛି । ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମିତ ସଂଖ୍ୟା । ଶୁକ୍ରବାର ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ୫୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଦେଶରେ ସୁସ୍ଥ ସଂଖ୍ୟା ବି…

ବିଶ୍ୱର ସବୁଠାରୁ ଲମ୍ବା ବାଳକ ହେବାକୁ ଯାଉଛନ୍ତି ଏହି ଚାଇନା ବୟ, ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ନୂଆଦିଲ୍ଲୀ: ଚାଇନାର ଏହି ଲମ୍ବା ବାଳକ ଏବେ ଚର୍ଚ୍ଚାରେ। ଯାହାଙ୍କ ବୟସ ୧୪, ଆଉ ଉଚ୍ଚତା ୭ ଫୁଟରୁ ଅଧିକ। ଯେକି ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠାରୁ ଲମ୍ବା ବାଳକ ହେବାକୁ ଯାଉଛନ୍ତି । ବିଶ୍ୱରେ ବର୍ତ୍ତମାନ ସବୁଠାରୁ ଲମ୍ବା ବାଳକ ହେବାକୁ ଗିନିଜ୍‌ ଓ୍ଵାଲ୍ଡ ରେକର୍ଡ ପାଇଁ ଆବେଦନ କରାଯାଇଛି…

୨୦୨୧ ଏପ୍ରିଲ ପରେ ଉପଲବ୍ଧ ହେବ କୋଭାକ୍ସିନ୍‌, ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବାପରେ କରାଯିବ ବ୍ୟବହାର

ନୂଆଦିଳ୍ଲୀ: ୨୦୨୧ ଏପ୍ରିଲ ପରେ ଉପଲବ୍ଧ ହେବ କୋଭାକ୍ସିନ୍‌ । ଏପ୍ରିଲ ପର୍ଯ୍ୟନ୍ତ କରାଯିବ କୋଭାକ୍ସିନ୍‌ର ପରୀକ୍ଷା । ଏହା ପୂର୍ବରୁ କୋଭାକ୍ସିନ୍‌ ଭ୍ୟାକସିନ୍‌ର ଜରୁରୀକାଳୀନ ବ୍ୟବହାର କରାଯାଇପାରେ । ଯଦି ସରକାର ଚାହାନ୍ତି ତେବେ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଉପଲବ୍ଧ ହୋଇପାରେ ।…

ଧୂସର ତାଲିକାରେ ରହିବ ପାକିସ୍ତାନ,୨୭ଟି ଗାଇଡ୍‌ଲାଇନ୍‌କୁ ପାଳନ କରି ନଥିବାରୁ ଏଭଳି ନିଷ୍ପତ୍ତି ନେଲା ‘‘ଏଫ୍‌ଏଟିଏଫ’’

କେନ୍ୟୁଜ୍(ବ୍ୟୁରୋ):  ଧୂସର ତାଲିକାରେ ରହିବ ପାକିସ୍ତାନ। ‘ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ‘ପ୍ଲିନେରି ସେସନ୍‌’ରେ ଏହା ସ୍ଥିର କରାଯାଇଛି।‘ଏଫ୍‌ଏଟିଏଫ୍‌’ ନିର୍ଦ୍ଧାରଣ କରିଥିବା ୨୭ଟି ଗାଇଡ୍‌ଲାଇନ୍‌କୁ ଇସ୍‌ଲାମାବାଦ ପାଳନ କରି ନ ପାରିବାରୁ ଏଭଳି…

ରିପବ୍ଲିକ୍ ଟିଭିର ୧୦୦୦ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ରିପବ୍ଲିକ ଟିଭିର ସମ୍ପାଦନା ମଣ୍ଡଳି ବିପକ୍ଷରେ ମମଲା  ରୁଜୁ କଲା ମୁମ୍ବାଇ ପୋଲିସ। ପାଖାପାଖି ୧୦୦୦ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ନେଇ କହିଛନ୍ତି ରିପବ୍ଲିକ ଟିଭିର  ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ। ‘ରିପବ୍ଲିକ୍ ଟିଭି’ର ମୁଖ୍ୟ…

ଅଦ୍ଭୁତ ପତ୍ନୀ ! ସ୍ୱାମୀଙ୍କ ସହ ଶାରିରୀକ ସମ୍ପର୍କ ପାଇଁ ସ୍ତ୍ରୀ ପଠାଉଥିଲା ଭିନ୍ନ ଭିନ୍ନ ଯୁବତୀଙ୍କୁ

ଛତିଶଗଡ଼ : ଯଦି ଜଣେ ସ୍ୱାମୀ କୈାଣସି ଯୁବତୀ ସହ ସମ୍ପର୍କ ରଖେ ତେବେ ଏଥିରେ ସବୁଠୁ କ୍ରୋଧାନିତ୍ୱ ହୋଇଥାଏ ସ୍ତ୍ରୀ । ଏଥିପାଇଁ କେତେ ପରିବାର ମଧ୍ୟ ଭାଙ୍ଗିଯାଏ । ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ । ହେଲେ ଏମିତି ଜଣେ ପତ୍ନୀ ଅଛନ୍ତି ଯିଏ ନିଜର ସ୍ୱାମୀଙ୍କୁ ଦୈନିକ ନୂଆ ନୂଆ ଯୁବତୀଙ୍କୁ…

ରାଜସ୍ଥାନ : ଥର୍‌ ମରୁଭୂମି ଦିନେ ଥିଲା ସବୁଜିମାରେ ଭରପୁର, ଲକ୍ଷେ ୭୨ ହଜାର ବର୍ଷ ତଳୁ ନଦୀ ହୋଇଯାଇଛି ମୃତ

ବିଶ୍ୱ ପ୍ରତି କ୍ଷଣରେ ପରିବର୍ତ୍ତିତ ହେଉଛି । ଦିନେ ଯେଉଁଠି ଅତଳ ସମୁଦ୍ର ଥିଲା ଆଜି ସେଠାରେ ପାହାଡ଼ ଆଉ ଯେଉଁଠି ସମତଳ ଭୂମି ଥିଲା ସେଠାରେ ସମୁଦ୍ର । ଏହା ସୃଷ୍ଟିର ନିୟମ । ରାଜସ୍ଥାନର ଥର୍‌ ମରୁଭୂମି ଯେଉଁଠି ପାଣିର ଚିହ୍ନ ବର୍ଣ୍ଣ ନାହିଁ । ସେଠାରେ ଦିନେ ଚିରସ୍ରୋତା ନଦୀ ଥିଲା । ଏପରି…

ପ୍ରେସିଡେନ୍ସିଆଲ ଡ଼ିବେଟରେ ଜଳବାୟୁ ପରିବର୍ତ୍ତନ ପାଇଁ ଭାରତକୁ ଦୋଷ ଦେଲେ ଟ୍ରମ୍ପ

ପୁଣି ଥରେ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଶୁକ୍ରବାର ଆୟୋଜିତ ହୋଇଥିବା ପ୍ରେସିଡେନ୍ସିଆଲ ଡ଼ିବେଟରେ ଜଳବାୟୁ ପରିବର୍ତ୍ତନକୁ ନେଇ ଭାରତର ପ୍ରୟାସ ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ଫ । ଏହା ମଧ୍ୟ କହିଛନ୍ତିକି, ଜଳବାୟୁ ପରିବର୍ତ୍ତନ ବିରୋଧୀ…