Browsing Category

ଦେଶ ବିଦେଶ

୩୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଉଦ୍ଧାର ପାଇଁ ଲୋକେ କରୁଛନ୍ତି ପ୍ରାର୍ଥନା

ଏ ଭିଡିଓକୁ ଥରେ ଦେଖନ୍ତୁ। ହୁତୁହୁତୁ ହୋଇ ଜଳୁଛି ଅଟ୍ଟାଳିକା। ଦକ୍ଷିଣ କୋରିଆର ଉଲସାନ ସହରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ୩୩ ମହଲା ଆପାର୍ଟମେଣ୍ଟରେ ଶୁକ୍ରବାର ସକାଳ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୮୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।…

କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ: ଡୋନାଲ୍ଡ ଟ୍ରମ୍ପ

ଆମେରିକା: କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ । ଏହା କରୋନାରୁ ସୁସ୍ଥ ହେବା ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଂକ୍ରମିତ ହେବା ଦ୍ୱାରା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଔଷଧର ପ୍ରଭାବ ବିଷୟରେ ଜାଣିପାରିଛନ୍ତି । ଆମେରିକୀୟ କମ୍ପାନୀ…

ହଠାତ୍‌ ଆକାଶରୁ ବର୍ଷିଲା ‘ସୁନା’ ର ବିସ୍କୁଟ, ଘରକୁ ନେବା ପାଇଁ ଲାଗିଲା ଲୋକଙ୍କ ଭିଡ

ଗୁଜୁରାଟର ସୁରଟ ସହରର ଏକ ଗାଁରେ ସୁନାର ବର୍ଷା ହେବାର ଦେଖିବାକୁ ମିଳିବା ପରେ ଲୋକମାନେ ସୁନା ଘରକୁ ନେବା ପାଇଁ ଘରୁ ବାହାରି ରାସ୍ତାକୁ ଆସିଛନ୍ତି। ସୂଚନା ମୁତାବକ ଗତକାଲି ରାତିରୁ ସୁରଟ ବିମାନବନ୍ଦର ନିକଟ ଡୁମ୍ମସ୍‌ ଗାଁର ଲୋକମାନଙ୍କୁ ଏପରି କିଛି ଜିନିଷ ମିଳିଛି, ଯାହା ଦେଖିବାକୁ ସୁନା…

ଟିଭି ଚ୍ୟାନେଲ୍‌ ନାଁରେ ଟିଆର୍‌ପି ଜାଲିଆତି ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ୍‌ କମିଶନର

ମୁମ୍ବାଇ : ଟିଭି ଚ୍ୟାନେଲ ନାଁରେ ଟିଆର୍‌ପି ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ । ନିଜର ପତିଆରା ବୃଦ୍ଧି କରିବା ସହ ଟିଆର୍‌ପି ବଢ଼ାଇବା ପାଇଁ ବେଆଇନ୍‌ ଭାବେ ଲୋକଙ୍କୁ ଟଙ୍କା ଦେବା ନେଇ ଅଭିଯୋଗ ଆଣିଛନ୍ତି ମୁମ୍ବାଇ ପୋଲିସ କମିଶନର । ୩ଟି ଚ୍ୟାନେଲ୍‌ ଏଭଳି କୈାଶଳ ଆପଣେଇ ବିଜ୍ଞାପନ…

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ,୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ। ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀର  ଏକ ଘରୋଇ ହସ୍ପିଟାଲ ବୁଜିଲେ ଆଖି। ତାଙ୍କ ଦେହାନ୍ତ ନେଇ ଟ୍ବିଟ  ଯୋଗେ ସୂଚନା ଦେଇଛନ୍ତି ପୁଅ ଚିରାଗ ପାଶୱାନ। ଟ୍ବିଟ କରି ଚିରାଗ ଲେଖିଛନ୍ତି ‘‘ମିସ୍ ୟୁ…

ଋଷ ଟିକା ସ୍ପୁଟନିକ୍‌-ଭିର କୁ ବହୁଳ ଭାବରେ ପରୀକ୍ଷଣ କରିବାକୁ ଅନୁମତି ଦେବନି ଭାରତ, ଋଷକୁ ଝଟ୍‌କା

ନୂଆଦିଲ୍ଲୀ : ଋଷର ଟିକାକୁ ବହୁଳ ଭାବରେ ଭାରତରେ ପରୀକ୍ଷଣ କରିବାକୁ ଅନୁମତି ଦେଲାନି ଭାରତ । ଫଳରେ ଭାରତରେ ଋଷ ଟିକା ବ୍ୟବହାର ନେଇ ଯେଉଁ ଆଶା ସଂଚାର ହୋଇଥିଲା ତାହା ନିରାଶାରେ ପରିଣତ ହୋଇଛି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଟିକାର ବଡ଼…

ଫୋବର୍ସ ତାଲିକାରେ ପୁଣି ୧ ନମ୍ବର ସ୍ଥାନ ବଜାୟ ରଖିଲେ ମୁକେଶ ଅମ୍ବାନୀ, ହେଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ(RIL)ର ଚେୟାରମ୍ୟାନ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଲଗାତାର ୧୩ତମ ବର୍ଷ ପାଇଁ ଫୋବର୍ସ ତାଲିକାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି। ତାଙ୍କ ପାଖରେ ନେଟ ୮୮.୭ ବିଲିୟନ ସମ୍ପତ୍ତି ରହିଛି। ତାଙ୍କ କମ୍ପାନୀ RIL ବଜାର ପୁଞ୍ଜିକରଣ…

ନାବାଳକକୁ ଦିଲ୍ଲୀ ପୋଲିସର ନିର୍ଯାତନା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ସମାଜରେ ଲୋପ ପାଉଛି ମାନବିକତା । ନିଜର ସ୍ୱାର୍ଥ ପାଇଁ ଅତି ନିମ୍ନସ୍ତରକୁ ଖସି ଯାଉଛି ମଣିଷ । ଅଳ୍ପ କିଛି ଟଙ୍କା ବା ଫାଇଦା ପାଇଁ ନିଜ କ୍ଷମତାର ଅପବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଏମିତି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ । ପୋଲିସ୍‌ ଜଣେ ନାବାଳକକୁ ବିଚ୍‌ ରାସ୍ତାରେ…

ସାହିତ୍ୟରେ ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌

ଷ୍ଟକହାମ୍‌ : ୨୦୨୦ ମସିହା ପାଇଁ ଆମେରିକୀୟ କବି ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌ ପୁରସ୍କାର ଦେବା ପାଇଁ ମନୋନୀତ କରାଯାଇଛି । ସ୍ୱିଡିସ୍‌ ଏକାଡେମୀ ଆମେରିକୀୟ କବି ଲୁଇସ୍‌ ଗ୍ଲୁକ୍‌ଙ୍କୁ ‘ଅନ୍‌ମିଷ୍ଟେକେବ୍ଲ ପ୍ୟୋଟିକ ଭଏସ’ ଭାବେ ଅଭିହିତ କରି ଏହି ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା…

ଛଅ ମାସ ପରେ ବଦଳିଗଲା କରୋନା କଲରଟ୍ୟୁନ, ଏବେ ବିଗବିଙ୍କ କଣ୍ଠରୁ ଶୁଣିବେ ନୂଆ ସଚେତନତାର ସ୍ୱର

ଯଦି ଆପଣ ମଧ୍ୟ ଗତ କିଛି ମାସ ଧରି ଫୋନ କରିବା ସମୟରେ ଗୋଟିଏ ସ୍ୱର ଶୁଣି ଶୁଣି ବିରକ୍ତ ହୋଇ ପଡିଛନ୍ତି । ତେବେ ଆପଣଙ୍କ ପାଇଁ ଖୁସି ଖବର । କରୋନାର କଲର ଟ୍ୟୁନ୍ ବର୍ତ୍ତମାନ ବଦଳି ଯାଇଛି । କରୋନା କଲର୍ ଟ୍ୟୁନରେ ବର୍ତ୍ତମାନ ଆପଣ ଜସଲିନ୍ ଭାଲାଙ୍କ ସ୍ଥାନରେ ଅମିତାଭ ବଚ୍ଚନଙ୍କ ସ୍ୱର…

ଡ୍ରେସରେ ଡ଼ିସକାଉଣ୍ଟ ପାଇବା ପାଇଁ ଅଣ୍ଡରଗାର୍ମେଣ୍ଟସରେ ଫଟୋ ସେୟାର କଲେ ଜଜ, ଏବେ ଯାଇପାରେ ଚାକିରି

କଲମ୍ବିଆର ଜଣେ ଜଜ୍ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ମ୍ୟୁନିସିପାଲ କ୍ରିମିନାଲ ଜଜ Vivian Polaniaଙ୍କ ବିରୋଧରେ ଏବେ ତଦନ୍ତ ଚାଲିଛି କାରଣ ସେ ଡ୍ରେସରେ ଡ଼ିସକାଉଣ୍ଟ ପାଇଁ ନିଜର ଅଣ୍ଡରଗାର୍ମେଣ୍ଟସରେ ଫଟୋ ଉଠାଇଛନ୍ତି । ତେବେ ଏହି ଫଟୋଗୁଡ଼ିକ ଖବରକାଗଜରେ…

କରୋନା କାଳରେ ନିର୍ବାଚନୀ ସଭାରେ ଭିଡ଼ ବଢ଼ାଇବା ପାଇଁ ମିଳିଗଲା ଅନୁମତି ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର…

କରୋନା କାଳରେ ହେଉଥିବା ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ଗାଇଡଲାଇନ ଜାରି କରିଛି। ଏହି ଗାଇଡଲାଇନ ମୁତାବକ, ନିର୍ବାଚନୀ ସଭାରେ ଅଧିକତମ ୧୦୦ଜଣ ଲୋକଙ୍କୁ ନେଇ ରହିଥିବା କଟକଣା ଏବେ ଉଠାଇ ନିଆଯାଇଛି। କେନ୍ଦ୍ରୀୟ ଗାଇଡଲାଇନ ଅନୁସାରେ, ଖୋଲା ପଡ଼ିଆରେ ନିର୍ବାଚନୀ…