Below header
Browsing Category

ଦେଶ ବିଦେଶ

ଆକାଶରେ କେବେ ଆପଣ ଓଲଟା ହଂସ ଉଡ଼ୁଥିବାର ଦେଖିଛନ୍ତି କି, ଫଟୋ ଦେଖି ହୋଇଯିବେ ଚକିତ

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏପରି ଫଟୋ ଦେଖିବାକୁ ମିଳିଥାଏ, ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇଥାଏ । ଏବେ ଆପଣ ଯେଉଁ ଫଟୋଟି ଦେଖୁଛନ୍ତି ତାହା ଏକ ହଂସର । ଫଟୋରେ ହଂସଟି ଓଲଟା ଉଡୁଥିବାର ଦେଖାଯାଇଛି । ଯାହାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ଚକିତ ହେବା ସ୍ୱାଭାବିକ । ଫଟୋରେ…

ଚୀନର ଏ କି ଦାଦାଗିରି! ଶ୍ରୀଲଙ୍କାକୁ ଦୂଷିତ ସାର ପଠାଇ ଓଲଟା ଦାବି କରୁଛି ୬୦ କୋଟି ଟଙ୍କା; ଦୁଇ ଦେଶ ବିବାଦ ଭିତରେ…

ଚୀନ, ଶ୍ରୀଲଙ୍କାକୁ ଦୂଷିତ ସାର ପଠାଇବା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏବେ ଚୀନ ଫାର୍ମ ଏହାର ସାର ନମୁନା ପରୀକ୍ଷଣରେ ଅବହେଳା ପାଇଁ ଶ୍ରୀଲଙ୍କା ସରକାରଙ୍କଠାରୁ ୬୦ କୋଟି ଟଙ୍କା ଦାବି କରିଛି। କହି ରଖୁଛୁ କି, ଚୀନ ଦ୍ୱାରା ଦୂଷିତ ସାର ପଠାଯିବା ପରଠାରୁ ଶ୍ରୀଲଙ୍କା,…

ଭାରତ ପାଇଁ ବିପଦ! ପାକିସ୍ତାନ ନୌସେନାର ଶକ୍ତି ବଢ଼ିଲା, ଚୀନ ହସ୍ତାନ୍ତର କଲା ବିନାଶକାରୀ Type-054 ଯୁଦ୍ଧପୋତ

ଭାରତକୁ ଘେରିବା ପାଇଁ ଚେଷ୍ଟା ଚଳାଇଛି ଚୀନ। ଏବେ ପାକିସ୍ତାନକୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗି ପଡ଼ିଛି ଡ୍ରାଗନ। ଚୀନ ଦିନକ ପୂର୍ବରୁ ପାକିସ୍ତାନୀ ନୌସେନାକୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭରପୂର Type-054 ଫ୍ରିଗ୍ରେଟ ହସ୍ତାନ୍ତର କରିଛି। ଏହି ଯୁଦ୍ଧପୋତ ଏତେ ଘାତକ ଯେ…

୨୦୦ ଦିନ ମହାକାଶରେ ବିତାଇ ପୃଥିବୀ ଫେରିଲେ ୪ ଯାତ୍ରୀ, ବଖାଣିଲେ ଶୌଚାଳୟ ଭାଙ୍ଗି ଯିବାରୁ କ’ଣ କରିଥିଲେ ସେମାନେ

୨୦୦ ଦିନ କାଳ ମହାକାଶ କେନ୍ଦ୍ରରେ ବିତାଇ ୪ ମହାକାଶ ଯାତ୍ରୀ ସୋମବାର ସ୍ପେସ୍‌ଏକ୍ସ କ୍ୟାପସୁଲ ଯୋଗେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସେମାନଙ୍କ କ୍ୟାପସୁଲ ରାତି ଅନ୍ଧାରରେ ଫ୍ଲୋରିଡାର ପେନ୍‌ସାକୋଲା ତଟରେ ମେକ୍ସିକୋ ଗଲ୍ଫରେ ଓହ୍ଲାଇଛି। ଯାତ୍ରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବାର…

ଘରେ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ମିଳୁଛି ୬ ହଜାର ଟଙ୍କାର ସବ୍‌ସିଡି, ଜାଣନ୍ତୁ କେମିତି କରିବେ ଆବେଦନ

ଆପଣ କେଉଁ ଆଡେ ଯଦି ଯାଉଥିବା ସମୟରେ ଗାଡିରୁ ପେଟ୍ରୋଲ ସରିଗଲେ ଆପଣ କୌଣସି ପେଟ୍ରୋଲ ପମ୍ପକୁ ଯାଇ ଗାଡିରେ ତେଲ ପକାଇଥାନ୍ତି। କିନ୍ତୁ ଥରେ ଭାବିଛନ୍ତି କି, ଆଜିକାଲି ବଜାରରେ ଚାଲୁଥିବା ଇଲେକ୍ଟ୍ରି ଯାନରୁ ଚାର୍ଜ ସରିଗଲେ କ’ଣ କରିବେ। କେଉଁଠିକୁ ଯିବେ, କେମିତି ଚାର୍ଜ କରିବେ ? କ’ଣ ଆପଣ ଇ-…

ଭୋପାଳ: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୪ ଶିଶୁ

ନୂଆଦିଲ୍ଲୀ:  ସୋମବାର ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ହମିଦିଆ କ୍ୟାମ୍ପସରେ ଏକ ଅଭାବନୀୟ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ କମଲା ନେହେରୁ ହସ୍ପିଟାଲ ବିଲଡିଂର ଶିଶୁ ବିଭାଗରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ଟି କୋମଳ ଶୁଶୁଙ୍କର ଜୀବନ ଯାଇଛି। SNCU…

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପ୍ରତି ରହିଛି ବିପଦ,ମୁମ୍ବାଇ ପୋଲିସକୁ ଜଣେ ଟ୍ୟାକ୍ସି ଡ୍ରାଇଭର ଫୋନ କରବା ପରେ…

କେନ୍ୟୁଜ୍(ବ୍ୟୁରୋ):  ଆଣ୍ଟିଲିଆକୁ ପୁଣି ବିପଦ । ବଢିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନର ସୁରକ୍ଷା ବ୍ୟବସ୍ଥା । ମୁମ୍ବାଇ ପୋଲିସକୁ ଫୋନ୍‌ କରିଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର । ତାଙ୍କୁ ଦୁଇ ଜଣ ସନ୍ଦିଗ୍ଧ ମୁକେଶ ଅମ୍ବାନୀଙ୍କ ଘର ଆଡ୍ରେସ୍‌ ସମ୍ପର୍କରେ ପଚାରିଥିଲେ…

୧ କୋଟି ଜିକୋଭ୍‌ ଡି ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର, ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ…

କେନ୍ୟୁଜ୍(ବ୍ୟୁରୋ): ଖୁବ ଶୀଘ୍ର ଜିକୋଭ୍‌ ଡି ଟିକାର ବ୍ୟବହାର ଆରମ୍ଭ ହେବ। କେନ୍ଦ୍ର ସରକାର ଜାଇଡସ କାଡିଲାର ୧ କୋଟି ଜିକୋଭ୍‌ ଡି ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଡୋଜ୍‌ ପିଛା ୨୫୬ ଟଙ୍କାରେ ଟିକା କିଣିବେ ସରକାର। ଛୁଞ୍ଚି ବିହିନ ଟିକା ଜିକୋଭ ଡି। ତିନିଟି ଡୋଜ୍‌ ନେବାକୁ ପଡିବ।…

ବୁହାନ ସହରରୁ କରୋନା ରିପୋର୍ଟିଂ କରୁଥିଲେ ବୋଲି ଚୀନ ସାମ୍ବାଦିକାଙ୍କୁ ୪ ବର୍ଷ ଜେଲ, ଆଜି ଜେଲରେ ଜୀବନ ମରଣ ସହ…

ଚୀନର ବୁହାନ ସହରରେ କରୋନା ମହାମାରୀର ରିପୋର୍ଟିଂ କରୁଥିଲେ ବୋଲି ଚୀନର ଜଣେ ସାମ୍ବାଦିକାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ତାଙ୍କ ନାଁ ଝାଙ୍ଗ୍‌ ଝାନ୍‌। ଜେଲରେ ବନ୍ଦ ଥିବା ଝାଙ୍ଗ୍‌ ଝାନ୍‌ ଏବେ ଆମରଣ ଅନଶନ ଆରମ୍ଭ କରି ଦେଇଛନ୍ତି, ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ…

ଜିକା ଭାଇରାସ : କାନପୁରରେ ଜିକା ତାଣ୍ଡବ, ୮୯ ସଂକ୍ରମିତ

ଲକ୍ଷ୍ନୌ : କରୋନା ପରେ ଜିକା ଭାଇରସ ଏବେ ମୁଣ୍ଡ ଟେକିଛି । ଉତ୍ତର ପ୍ରଦେଶ କାନପୁର ସହରରେ ଜିକା ଭାଇରସ ରୋଗୀ ସଂଖ୍ୟା ୮୯ ରେ ପହଞ୍ଚିଛି । କନୌଜ ସହରରେ ମଧ୍ୟ ଶନିବାର ୧୦ ନୂଆ ମାମଲା ଆସିଥିବା ଜଣାପଡ଼ିଛି । କାନପୁର ଚିଫ ମେଡିକାଲ ଅଫିସର କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଯାଞ୍ଚ ପାଇଁ…

ମୁମ୍ବାଇରେ ପହଞ୍ଚିଲେ NCB ଡେପୁଟି ଡାଇରେକ୍ଟର ଜେନରାଲ ଜ୍ଞାନେଶ୍ୱର ସିଂହ,ଆର୍ଯ୍ୟନ ଖାନ୍‌ ଡ୍ରଗସ୍‌ ମାମଲାର କରିବେ…

କେନ୍ୟୁଜ୍(ବ୍ୟୁରୋ):  ଆର୍ଯ୍ୟନ ଖାନ୍‌ ଡ୍ରଗସ୍‌ ମାମଲାରେ ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି NCB ଡେପୁଟି ଡାଇରେକ୍ଟର ଜେନରାଲ ଜ୍ଞାନେଶ୍ୱର ସିଂହ । ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସେ ଯାଞ୍ଚ କରିବେ । ଓ୍ଵାଙ୍ଖଡେଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ…

ଉତ୍ତର କୋରିଆରେ ଖାଦ୍ୟ ନାହିଁ! କ୍ଷେତ ଜଗିଛନ୍ତି ସୈନିକ, ଫସଲ ଚୋରି କଲେ ଗୁଳି ମାରି ଦେବାକୁ ଦିଆଯାଇଛି ଆଦେଶ

ଉତ୍ତର କୋରିଆରୁ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି, ତାହା ଦିନକୁ ଦିନ ଅଧିକ ଚିନ୍ତାଜନକ ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟ ସହାୟତା ଏଜେନ୍ସି ଲଗାତାର ଚେତାବନୀ ଦେଉଛି କି, ଖାଦ୍ୟ ସଙ୍କଟ ଯୋଗୁ ଉତ୍ତର କୋରିଆ ବଡ଼ ମାନବୀୟ ସଙ୍କଟ ଆଡ଼କୁ ଗତି କରୁଛି। ଚଳିତ ବର୍ଷ ବନ୍ୟା ଫସଲ ନଷ୍ଟ କରି…