Below header
Browsing Category

ଦେଶ ବିଦେଶ

ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଆଜିଠୁ ଭାରତରେ ରହିବାକୁ ପଡ଼ିବ ନାହିଁ କ୍ୱାରେଣ୍ଟାଇନ୍‌, ଲାଗୁ ହେଲା ନୂଆ ନିର୍ଦ୍ଦେଶନାମା

ଭାରତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛି, ଯାହା ଅଧୀନରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ କରେଇଥିବା ସେହି ଦେଶଗୁଡ଼ିକର ଯାତ୍ରୀମାନଙ୍କୁ ଭାରତରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ, ଯାହାଙ୍କର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଥିବ। ଏହା…

ଇନ୍ଦୋରରେ ଡେଲ୍‌ଟାର ନୂଆ ପ୍ରଜାତି ଚିହ୍ନଟ, ପୁରୁଣା ଠାରୁ ଏହା ଅଧିକ ସଂକ୍ରାମକ

ନୂଆଦିଲ୍ଲୀ : ରୂପ ବଦଳାଉଛି କରୋନା। ଇନ୍ଦୋରରେ କରୋନା ଡେଲ୍‌ଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪। ପୁରୁଣା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ…

ଅଣକୋଭିଡ୍ ମୃତ୍ୟୁକୁ ଅଟକାଉଛି କୋଭିଡ୍ ଟିକା, ଗବେଷଣାରୁ ଜଣାପଡ଼ିଲା

ନୂଆଦିଲ୍ଲୀ : କେବଳ କରୋନା ନୁହେଁ, ଅନ୍ୟ ରୋଗରୁ ମଧ୍ୟ ସୁରକ୍ଷା ଦେଉଛି କୋଭିଡ ଟିକା । ଆମେରିକାରେ ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । କୋଭିଡ୍ ଟିକା ନେଇ ନଥିବା ଲୋକଙ୍କ ଠାରୁ ଟିକା ନେଇଥିବା ଲୋକଙ୍କର ଅନ୍ୟ ରୋଗରେ ମୃତ୍ୟୁ ହାର କମ୍ ରହିଛି। ଟିକା ନେଇ ନଥିବା ବ୍ୟକ୍ତିଙ୍କ…

ମହିଳା କର୍ମଚାରୀଙ୍କୁ Swiggyର ଭେଟି! ଏବେ ପ୍ରତି ମାସରେ ମିଳିବ ୨ ଦିନର ପିରିୟଡ୍‌ ଛୁଟି

ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ ‘ସ୍ୱିଗୀ’ ନିଜର ମହିଳା ଫୁଡ୍‌ ଡେଲିଭରି କର୍ମଚାରୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି। ସ୍ୱିଗୀ ମହିଳା କର୍ମଚାରୀମାନଙ୍କୁ ପ୍ରତି ମାସରେ ୨ ଦିନ ପରିୟଡ୍‌ ଲିଭ୍‌ ଦେବାକୁ ଘୋଷଣା କରିଛି। କମ୍ପାନୀ କହିଛି କି, ସେ ନିଜ ମହିଳା ଡେଲିଭରି…

ରାସ୍ତା ଖୋଲିବା ପରେ ପୁଣିଥରେ ଆରମ୍ଭ ହେଲା ଚାରିଧାମ ଯାତ୍ରା, ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପୁଣିଥରେ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଚାରିଧାମ ଯାତ୍ରା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। କେବଳ କେଦାରନାଥରେ ହିଁ ପାଖାପାଖି ୧୦ ହଜାର ଯାତ୍ରୀ ବାବା କେଦାରନାଥଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। ସେହିଭଳି ଗଙ୍ଗୋତ୍ରୀ, ଯମୁନୋତ୍ରୀ ଓ ବଦ୍ରିନାଥରେ…

ସ୍ପୁଟନିକ-ଭି ଭ୍ୟାକ୍ସିନ୍‌ରୁ HIV ଆଶଙ୍କା! ଦକ୍ଷିଣ ଆଫ୍ରିକା ପରେ ନାମିବିୟା ମଧ୍ୟ ଟିକା ବ୍ୟବହାର ଉପରେ ଲଗାଇଲା…

ସ୍ପୁଟନିକ-ଭି ଭ୍ୟାକ୍ସିନ୍‌କୁ ନେଇ ବଢ଼ୁଛି HIV ଆଶଙ୍କା। ପ୍ରଥମେ ଦକ୍ଷିଣ ଆଫ୍ରିକା, ଆଉ ଏବେ ନାମିବିୟା ଏହି ରୁଷୀୟ କରୋନା ଭ୍ୟାକ୍ସିନ୍‌ ‘ସ୍ପୁଟନିକ୍‌-ଭି’ର ବ୍ୟବହାର ଉପରେ ରୋକ୍‌ ଲଗାଇ ଦେଇଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର ଏ ନେଇ ସୂଚନା ଜାରି କରିଛି। କିଛି ଦିନ ପୂର୍ବେ ହିଁ…

କେବଳ କରୋନା ନୁହେଁ ଅନ୍ୟ ଗମ୍ଭୀର ରୋଗ ଓ ମୃତ୍ୟୁରୁ ମଧ୍ୟ ବଞ୍ଚାଉଛି ଭ୍ୟାକ୍ସିନ, ରିସର୍ଚ ଦେଲା ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):  କରୋନା ଟୀକାକରଣ କେବଳ କରୋନାରୁ ରକ୍ଷା ଦେଇନଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। କରୋନା ଟିକା ନେଇଥିବା ଲୋକଙ୍କ ଅନ୍ୟ ରୋଗରେ ମୃତ ହାର ଟିକା ନନେଇଥିବା ଲୋକଙ୍କ ଠାରୁ କମ୍‌ ବୋଲି ଗବେଷଣାରୁ ଜଣାପଡିଛି। ସିଡିସି ୱେବସାଇଟରେ ପ୍ରକାଶିତ ହୋଇଛି ଏହି ତଥ୍ୟ । କୋଭିଡ଼…

ପାସ୍‌ପୋର୍ଟ ଦୁର୍ବଳ, ଏବେ ଭାରତୀୟ କେବଳ ୫୮ ଦେଶରେ ଭିସାମୁକ୍ତ ଯାତ୍ରା କରି ପାରିବେ

୨୦୨୧ର ହେନଲେ ପାସ୍‌ପୋର୍ଟ ଇଣ୍ଡେକ୍ସ ଅନୁଯାୟୀ, ଗତ ଦଶନ୍ଧିରେ ଭାରତୀୟ ପାସ୍‌ପୋର୍ଟର ଶକ୍ତି ଦୁର୍ବଳ ହୋଇ ଯାଇଛି। ସୂଚକାଙ୍କ ଦେଶଗୁଡ଼ିକର ସାଧାରଣ ପାସ୍‌ପୋର୍ଟ (ଅଣ-କୂଟନୀତିଜ୍ଞ, ଜରୁରିକାଳୀନ କିମ୍ବା ଅସ୍ଥାୟୀ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ) ଧାରକମାନେ ଗନ୍ତବ୍ୟ ସ୍ଥଳୀର ସଂଖ୍ୟା ଅନୁସାରେ…

ଇଣ୍ଟରନେଟରେ ସର୍ଚ୍ଚ କରି ଝିଅକୁ ମାରିବାର ଉପାୟ ଖୋଜିଲା ମା’, ତା’ ପରେ ନେଲା ୩ ମାସ ଛୁଆର ଜୀବନ

ମା’ ଏମିତି ଏକ ଶବ୍ଦ, ଯେଉଁଥିରେ ଦୁନିଆର ସବୁଠାରୁ ମିଠା, ସ୍ନେହ, ଶ୍ରଦ୍ଧା, ପ୍ରେମ ସବୁକିଛି ଭରି ରହିଛି। ଦୁନିଆର ସବୁ ଦୁଃଖ ଜୀବନରେ ଆସିଲେ ମଧ୍ୟ ମା’ କୋଳ ଆଗରେ ସବୁ ଫିକା। ନିଜ ପିଲାପାଇଁ ମା’ କୌଣସି ଶକ୍ତି ସହ ଲଢିଯିବାକୁ ପ୍ରସ୍ତୁତ ରହିଥାଏ। କିନ୍ତୁ ଏହି ଖବର ଶୁଣିବା ପରେ ହୁଏତ ଆପଣ…

ପାର୍ବଣ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ: ସତର୍କ ରହିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ପାର୍ବଣ ପାଇଁ ସତର୍କ ରୁହ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ। ପାର୍ବଣ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ପାର୍ବଣ…

ଗୋଟିଏ ରାତିରେ ୧୮ ପୁରୁଷଙ୍କ ସହ ସମ୍ପର୍କ ରଖି ନିଜର ସ୍ୱପ୍ନ ପୂରଣ କଲେ ମହିଳା

ସିଡିନୀ : ଅଷ୍ଟ୍ରେଲିଆର ଜଣେ ମହିଳା ଏମିତି ଏକ ସ୍ୱୀକାରୋକ୍ତି କରିଛନ୍ତି ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ଏକ ଶୋ’ ରେ ମହିଳା ଜଣକ କହିଥିଲେ ଯେ ସେ ଗୋଟିଏ ରାତିରେ ଅଧିକରୁ ଅଧିକ ପୁରୁଷଙ୍କ ସହ ସମ୍ପର୍କ ରଖି ନିଜର ଇଚ୍ଛା ପୂରଣ କରିଛନ୍ତି । ଖାଲି ଏତିକି ନୁହେଁ ଏହି କାମରେ…

ଲଦାଖ ପରେ ଏବେ ତଓ୍ଵାଙ୍ଗ! LACରେ ବଢ଼ୁଛି ଭାରତ ଓ ଚୀନ ମଧ୍ୟରେ ବିବାଦ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଡ୍ରାଗନ…

ଗତ ୧ ବର୍ଷରୁ ଅଧିକ ସମୟ ହେବ ଭାରତ ଏବଂ ଚୀନ ମଧ୍ୟରେ ଏଲ୍‌ଏସି (LAC)ରେ ଚାଲିଥିବା ବିବାଦ କୌଣସି ମତେ ଥମିବାର ନାଁ ନେଉ ନାହିଁ। ଦୁଇ ଦେଶ ଭିତରେ ସୈନ୍ୟବାହିନୀ କମାଣ୍ଡର ସ୍ତରୀୟ ୧୩ ରାଉଣ୍ଡ ବୈଠକ ହୋଇ ସାରିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରି ନାହିଁ। ଏହାରି…