Below header
Browsing Category

ଦେଶ ବିଦେଶ

ଡିଆସିଲ ହେଲା ମହଙ୍ଗା, ଏକାଥରକେ ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ଡ଼ିଆସିଲ ହେଲା ମହଙ୍ଗା । ଏକାଥରକେ ହେଲା ଦୁଇଗୁଣ । ଏବେ ୧ ଟଙ୍କାରୁ ଏହା ୨ ଟଙ୍କାକୁ ବୃଦ୍ଧି ପାଇଛି । ଡିସେମ୍ବର ୧ ତାରିଖରୁ ଡିଆସିଲ ୨ ଟଙ୍କାରେ ବିକ୍ରି ହେବ । ଏମିତି ସୂଚନା ମିଳିଛି । ଶିବକାଶୀରେ ଥିବା ୫ ଟି ବୃହତ ଡିଆସିଲ ଶିଳ୍ପର ପ୍ରତିନିଧିଙ୍କ ଦ୍ୱାରା ହୋଇଥିବା…

ମହଙ୍ଗା ମାଡ଼ରେ ଗ୍ରାହକ ବେହାଲ, ଗ୍ୟାସ୍‌ ଭରି ପାରୁନଥିବାରୁ କବାଡ଼ି ଦୋକାନରେ ବିକୁଛନ୍ତି ଉଜ୍ଜ୍ୱଳା ସିଲିଣ୍ଡର

ଦେଶର ସମସ୍ତ ପରିବାରକୁ ସୁରକ୍ଷିତ ତଥା ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇଦେବା ଉଦ୍ଦେଶ୍ୟରେ ୧ ମେ ୨୦୨୬ରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ସରକାରଙ୍କ ପକ୍ଷରୁ ଏପିଏଲ୍‌ ଓ ବିପିଏଲ୍‌ ରାସନ କାର୍ଡଧାରୀ ମହିଳାଙ୍କୁ ଘରୋଇ ଗ୍ୟାସ୍‌ ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ମହଙ୍ଗା…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆରମ୍ଭ କରିବେ ନିଜର ମିଡିଆ କମ୍ପାନୀ, Twitter ଏବଂ Facebookକୁ…

ସାଧାରଣ ଲୋକଙ୍କ ସହିତ ସମ୍ପର୍କ ରଖି ପାରୁ ନ ଥିବାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜର ହିଁ ମିଡିଆ କମ୍ପାନୀ ଆରମ୍ଭ କରିବାକୁ ଯାଉଛନ୍ତି। ୧୦ ମାସ ପୂର୍ବେ ଅର୍ଥାତ୍‌ ୬ ଜାନୁଆରୀରେ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାରେ ଟ୍ରମ୍ପ୍‌ଙ୍କ ଭୂମିକା ସାମ୍ନାକୁ…

ଶ୍ରୀନଗରରେ ପହଞ୍ଚି ସହିଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ତିନିଦିନ ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ନବଗାଁଓରେ ପହଞ୍ଚିଥିଲେ। ସେଠାରେ ସେ ସହିଦ ଇନ୍‌ସପେକ୍ଟର ପରଭେଜ ଅହମ୍ମଦଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏ ଅବସରରେ ସେ ସହିଦ…

ବୈଷ୍ଣୋ ଦେବୀ ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ରଖନ୍ତୁ, ଯଦି ନ ଥିବ ୭୨ ଘଣ୍ଟାର କୋଭିଡ୍‌ ରିପୋର୍ଟ, କରି ପାରିବେ ନାହିଁ…

ଜମ୍ମୁ-କାଶ୍ମୀର ପ୍ରଶାସନ କୋଭିଡ୍‌-୧୯ ମହାମାରୀକୁ ନଜରରେ ରଖି ବୈଷ୍ଣୋ ଦେବୀ ମନ୍ଦିରରେ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏମିତିରେ ଯଦି ଆପଣ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯୋଜନା କରୁଛନ୍ତି କି ଯିବାର ଅଛି, ତା’ହେଲେ ଏହି କଟକଣାଗୁଡ଼ିକ…

ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍‌, ଅଲ୍‌-କାଏଦାର ଟପ୍‌ ନେତା ନିହତ

ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ । ଅଲ୍‌-କାଏଦାର ଟପ୍‌ ନେତା ନିହତ । ଉତ୍ତରପଶ୍ଚିମ ସିରିୟାରେ ଆମେରିକା କରିଥିବା ଡ୍ରୋନ୍‌ ଆକ୍ରମଣରେ ଅଲ୍‌-କାଏଦା ନେତା ହମିଦ୍‌ ଅଲ୍‌-ମତର ନିହତ ହୋଇଛି । ଏନେଇ ଆମେରିକା ସେନା ପକ୍ଷରୁ ସୂଚନା ଦିଆଯାଇଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ୍‌ର ମୁଖପାତ୍ର…

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ବର୍ଷା , ଭୂସ୍ଖଳରେ ଗଲାଣି ୬୭ଜଣଙ୍କ ଜୀବନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ। ବର୍ଷା , ଭୂସ୍ଖଳରେ ଗଲାଣି ୬୭ଜଣଙ୍କ ଜୀବନ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୨ଜଣ ଟ୍ରେକର। ଟ୍ରେକରଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳାଙ୍କ ସମେତ ୯ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଆଉ ୨ଜଣଙ୍କ ପରିଚୟ ମିଳିପାରିନାହିଁ। ବର୍ଷା ପରେ ବହୁ ସ୍ଥାନରେ…

୨୦୨୨ ହଜ ଯାତ୍ରା ପାଇଁ କେନ୍ଦ୍ର ସରକାର ଜାରି କଲେ ଚୟନ ପ୍ରକ୍ରିୟା ଓ ଅନଲାଇନ୍‌ ଆବେଦନ ତାରିଖ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୨୦୨୨ ହଜ ଯାତ୍ରା ପାଇଁ ଚୟନ ପ୍ରକ୍ରିୟା ଓ ଅନଲାଇନ୍‌ ଆବେଦନ ତାରିଖ ସମ୍ପର୍କରେ ଘୋଷଣା କରିଛନ୍ତି । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରିଛନ୍ତି ସେମାନଙ୍କୁ ହିଁ ହଜ ଯାତ୍ରା ପାଇଁ ଅନୁମତି ମିଳିବ ।…

କାଳ ହେଲା ସମାନ ନାଁ: ପ୍ରକୃତ ରୋଗୀ ବଦଳରେ ଜ୍ୱର ପୀଡ଼ିତଙ୍କ ଅପରେସନ୍‌ କରିଦେଲେ ଡାକ୍ତର, ହସ୍ପିଟାଲରେ ମୃତ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଡାକ୍ତର ଯାହା ବି ପରାମର୍ଶ ଦେଇଥାନ୍ତି ବା କହିଥାନ୍ତି ତାହାକୁ ଆମେ ଆଖି ବୁଜି ବିଶ୍ୱାସ କରିଥାଉ। କିନ୍ତୁ ଏହି ଡାକ୍ତରଙ୍କ ଅବହେଳାରୁ ଏବେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କ…

HIV ପଜିଟିଭ୍‌ ବାହାରିଲା ୮ ଜଣଙ୍କୁ ବିବାହ କରିଥିବା ଲୁଟେରୀ କନ୍ୟା, ମେଡିକାଲ ରିପୋର୍ଟ ଜାଣିବା ପରେ ବରମାନଙ୍କର…

କୁହନ୍ତି, ମଣିଷ ଯେତେବେଳେ ଲୋଭର ନିଆଁରେ ଜଳି ଉଠିଥାଏ, ତ ସେ କୌଣସି ବି ପଦକ୍ଷେପ ଉଠାଇବାରେ ପଛଘୁଞ୍ଚା ଦେଇ ନ ଥାଏ। ଏବେ ଏବେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏଠାରେ ଜଣେ ଲୁଟେରୀ କନ୍ୟା ପଇସା ଲୋଭରେ ୮ଟି ବିବାହ…

କଞ୍ଚା ପିଆଜ ଖାଇବା ଯୋଗୁ ବ୍ୟାପୁଛି ସଂକ୍ରମଣ, ମେଡିକାଲରେ ଶତାଧିକ

ଓ୍ଵାଶିଂଟନ : ସାରା ଆମେରିକାରେ ବ୍ୟାପିଛି ସାଲମୋନେଲା ରୋଗ । ଆମେରିକାର ପ୍ରାୟ ୩୭ ଟି ରାଜ୍ୟରେ ଏହି ସଂକ୍ରମର ଆରମ୍ଭ ହୋଇଛି । ଏହି ରୋଗରେ ୬୫୨ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୨୯ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ସଂକ୍ରମଣ ପିଆଜ ଦ୍ୱାରା ବ୍ୟାପିଥିବା ସେଣ୍ଟର ଫର…

ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ବାଲ୍‌କୋନୀରୁ ଖସି ଜଣେ ମୃତ, ନିଆଁ ଲିଭାଇବାରେ ନିୟୋଜିତ ୧୪ଟି…

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ୬୦ ମହଲା ବିଶିଷ୍ଟ ଅଭିଗନା ପାର୍କ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ୧୯ତମ ମହଲାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଧୂଆଁ ଦୃଶ୍ୟମାନ ହୋଇଥିଲା। ବିଲ୍ଡିଂରୁ ବଡ଼ ବଡ଼ ନିଆଁ ହୁଳା ମଧ୍ୟ ତଳକୁ…