Below header
Browsing Category

ଦେଶ ବିଦେଶ

ଟ୍ଵିଟରରେ ନିଜ ପ୍ରୋଫାଇଲ୍‌ ପିକ୍‌ଚର ବଦଳାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ କି ଫଟୋ ଲଗାଇଲେ

କରୋନା ଭାଇରସ୍‌ ବିପକ୍ଷରେ ଭାରତ ଏବେ ଜୋରଦାର ଲଢ଼େଇ ଜାରି ରଖିଛି। ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକାକରଣ ଶେଷ ହୋଇଛି। ଭାରତରେ ଇତିମଧ୍ୟରେ ୧୦୦ କୋଟି ଲୋକ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଲେଣି। ଏଥିସହ ଭାରତ ଏକ ନୂଆ ଇତିହାସ ମଧ୍ୟ ରଚିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ…

ବିଧ୍ୱଂସକ ପିନାକା ରକେଟ୍‌ ଲଞ୍ଚର କ’ଣ? ଯାହାକୁ ଏବେ ଚୀନ ସୀମାରେ ମୁତୟନ କରି ଦେଲା ଭାରତ

Line of Actual Control(ଏଲ୍‌ଏସି)ରେ ଚୀନ ସହିତ ଜାରି ସୀମା ବିବାଦକୁ ନଜରରେ ରଖି ଭାରତ ବର୍ଡରରେ ପିନାକା ରକେଟ୍‌ ଲଞ୍ଚର ମୁତୟନ କରି ଦେଇଛି। ଆଜି ଆମେ ଆପଣଙ୍କୁ ଏହି ରକେଟ୍‌ ଲଞ୍ଚର ବିଷୟରେ କିଛି ଖାସ୍‌ କଥା କହିବାକୁ ଯାଉଛୁ। ଏହି ଲଞ୍ଚରର ନାମ ଭଗବାନ ଶିବଙ୍କ ଧନୁ ‘ପିନାକ’ର ନାମ…

ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି! ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍‌ ଡ୍ୟୁଟି ବୋଲି ଧରାଯିବ

ଏବେ ମୋଦି ସରକାର ଦେଶର ସୈନିକମାନଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହାକି ସେମାନଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି, ଯେଉଁଥିରେ ଛୁଟି ବା ଅବକାଶ ସମୟରେ ସୈନିକମାନଙ୍କ ଉପରେ ଆକ୍ରମଣକୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଟ୍ରକ, ୮ ମୃତ

ହରିୟାଣାର ବାହାଦୂରଗଡର ବାଦଲି-ଗୁରୁଗ୍ରାମ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ଗୋଟେ ପରିବାରର ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଶିଶୁ ସାମିଲ ରହିଛନ୍ତି। ଫାରୁଖନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। kmp express wayରେ ଏକ ଦ୍ରୁତଗାମୀ ଟ୍ରକ…

ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା: ଟିକାକରଣ ପାଇଁ ଭର୍ଚୁଆଲ୍‌ ମାଧ୍ୟମରେ ଟ୍ରେନିଂ ଦେବେ କେନ୍ଦ୍ର ସରକାର

କେନ୍ଯୁଜ୍: ବିନା ଛୁଞ୍ଚିରେ ଟିକା ନେବେ ଶିଶୁ। ଦୁଇଟି ଟିକା ଶିଶୁମାନେ ନେବା ପାଇଁ ପରାମର୍ଶ ଅଛି। ୧୨ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଯାଇପର ଡି ଯାହାକୁ DCGI ଅନୁମତି ଦେଇଛନ୍ତି। କୋଭାକ୍ସିନ୍‌ ଯାହାକୁ ଏକଜାମିନ୍‌ କରି ଡିସିଜିଆଇ ଅନୁମତି ଦେବେ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ…

ପାକିସ୍ତାନର ଅସଲ ଚେହେରା: ଶିଶୁଙ୍କୁ ନିର୍ଯାତନା ଏବଂ ଚେହେରାକୁ ବିକୃତ କରିବା ପରେ ମୂଷା ଭଳି କରି ମଗାଉଛି ଭିକ

ପାକିସ୍ତାନ ସବୁବେଳେ ନିଜର ହୀନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାଏ। ଆତଙ୍କବାଦ ଠାରୁ ଆରମ୍ଭ କରି ବିକୃତ ମାନସିକତା ପର୍ଯ୍ୟନ୍ତ ଅନେକ କାର୍ଯ୍ୟକଳାପ ସବୁବେଳେ ସାମ୍ନାକୁ ଆସିଥାଏ। ଏଠାରେ ରହିଥିବା ପରମ୍ପରା ଯୋଗୁଁ ସମଗ୍ର ବିଶ୍ୱରେ ଅପଦସ୍ତ ହୋଇଥାଏ ପାକିସ୍ତାନ। ଠିକ ଏମିତି ଏକ ପରମ୍ପରା…

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ, ପ୍ରଥମେ ରାଜ୍ୟସ୍ତରରେ ପରେ ଜିଲ୍ଲା ସ୍ତରରେ

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍‌ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ଏଥିସହିତ ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି…

ପୁଣି ଥରେ ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ,ବିମାନ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ପୁଣି ସବୁ ବନ୍ଦ। ବିମାନ ବନ୍ଦର ,ସ୍କୁଲ ,ପର୍ଯ୍ୟଟନ ସ୍ଥଳ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ…

ଦେଶରେ ଶହେ କୋଟିର ମାଇଲ ଖୁଣ୍ଟ ଅତିକ୍ରମ କଲା ଭ୍ୟାକ୍ସିନେସନ: ପିଲାଙ୍କୁ ଟିକାକରଣ ନେଇ କାଲିଠାରୁ ସ୍ୱାସ୍ଥ୍ୟ…

କେନ୍ୟୁଜ୍(ବ୍ୟୁରୋ):  ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆସନ୍ତାକାଲିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍‌ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮…

ଦୁନିଆର ସବୁଠୁ ବଡ଼ ସାପ, ଏତେ ଓଜନ ଯେ ଉଠାଇବାକୁ ଆସିଲା କ୍ରେନ୍‌

ନୂଆଦିଲ୍ଲୀ : କାରବିୟା ଦେଶର ଡୋମନିକାରୁ ଏମିତି ଏକ ବିଶାଳକାୟ ସାପ ବାହାରିଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ । ସାପଟି ଏତେ ବଡ଼ ଯେ ଏହାକୁ ଉଠାଇବାକୁ ଆସିଲା ଏକ କ୍ରେନ୍‌ । ଏହି ସାପଟି ରେନ୍‌ ଫରେଷ୍ଟରେ ଦେଖିବାକୁ ମିଳିଥିଲା । ‘ଦି ସନ୍‌’ର ରିପୋର୍ଟ ଅନୁଯାୟୀ ଏହି ଜଙ୍ଗଲରୁ…

ପେଟ କାଟିବାରୁ ଅପରେସନ୍‌ କଲେ ଡାକ୍ତର, ସର୍ଜରୀ ପରେ ବାହାରିଲା ନୋକିଆ ମୋବାଇଲ

ବର୍ତ୍ତମାନ ଯୁଗ ଯେତିକି ଆଗକୁ ଆଗକୁ ଯାଉଛି ସେତିକି ଅଦ୍ଭୁତ ତଥା ଅବିଶ୍ୱସନୀୟ ମାମଲା ସାମ୍ନାକୁ ଆସୁଛି। ଏହି କିଛି ଦିନ ହେବ ଲୋକଙ୍କ ପେଟରୁ ସବୁ ଅଜବ ଜିନିଷ ବାହାରୁଥିବା ଦେଖିବାକୁ ମିଳୁଛି। କେତେବେଳେ କାହା ପେଟରୁ ତାର ବାହାରିଲାଣି ତ ପୁଣି କେତେବେଳେ ଚାମଚ। ତେବେ ବର୍ତ୍ତମାନ ପୁଣିଥରେ…

ଭାରତୀୟ ସେନାର ପ୍ଲାନ୍‌-୧୯୦ କ’ଣ? ଯାହା ଚୀନର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବେକାର କରିବା ପାଇଁ ଯଥେଷ୍ଟ

Line of Actual Control(ଏଲ୍‌ଏସି)ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୁଇ ଦେଶ ଶୀତ ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଲ୍‌ଏସିରେ ଚୀନର ଅନୁପ୍ରବେଶ ବୃଦ୍ଧି ଏବଂ ମିଲିଟାରୀ ଡ୍ରିଲ୍‌କୁ ନଜରରେ ରଖି ଭାରତୀୟ…