Below header
Browsing Category

ଦେଶ ବିଦେଶ

ସମୁଦ୍ର ଗର୍ଭରୁ ମିଳିଲା ୯୦୦ ବର୍ଷର ପୁରୁଣା ଭୟଙ୍କର ଖଣ୍ଡା, ଧର୍ମଯୁଦ୍ଧ ସମୟରେ ବ୍ୟବହାର କରିଥିଲେ ଯୋଦ୍ଧା

ବିଶ୍ୱ ଇତିହାସରେ ଅନେକ ଘଟଣା ଘଟି ଯାଇଛି। ଏହି ଘଟଣା ସବୁର ଅବଶେଷ କେଉଁଠି ନା କେଉଁଠି ଅଳ୍ପ କିଛି ମାତ୍ରାରେ ହେଉନା କାହିଁକି ସୁରକ୍ଷିତ ରହିଛି, ଯାହାକୁ ଦେଖିଲେ ସାଧାରଣତଃ ଆମ ମନ ଭିତରକୁ ସେହି ସମୟର ଘଟଣା ଛବି ହୋଇ ଚାଲି ଆସିଥାଏ। ଏବେ ଇସ୍ରାଏଲରେ ଅନେକ ପୁରୁଣା ଜିନିଷ ଉଦ୍ଧାର ହେବାରେ…

କୁମ୍ଭୀରପୂର୍ଣ୍ଣ ପୋଖରୀରେ ଖସିପଡ଼ିଲା ମହିଳାଙ୍କ ମୋବାଇଲ୍‌, ପାଣିରୁ ଏମିତି ଚାଲାକିରେ କାଢ଼ିଆଣି ମୋବାଇଲ ଦେଲା ଓଧ

ନୂଆଦିଲ୍ଲୀ : ବହୁତ ସହାୟମାଚୀନର ସାଂଘାଇ ସ୍ଥିତ ଏକ ବଣ୍ୟଜନ୍ତୁ ପାର୍କକୁ ବୁଲି ଆସିଥିବା ଜଣେ ମହିଳାଙ୍କ ମୋବାଇଲ ଖସିପଡ଼ିଲା ସେଠାରେ ଥିବା ଏକ ପୋଖରୀରେ । ଯେଉଁ ପୋଖରୀରେ ଥିଲେ ଶହ ଶହ କୁମ୍ଭୀର । ହେଲେ ଏକ ଓଧ ଅତି ଚାଲାକିର ସହ ଏହାକୁ ପାଣିରୁ କାଢ଼ି ଆଣିଥିଲା । ଖାଲି ସେତିକି ନୁହେଁ…

ଆସାରାମ୍‌ଙ୍କ ପୁଅ ନାରାୟଣ ସାଇକୁ ବଡ଼ ଝଟକା, ଗୁଜୁରାଟ ହାଇକୋର୍ଟଙ୍କ ଫର୍ଲୋ ନିଷ୍ପତ୍ତି ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସାରାମଙ୍କ ପୁଅ ନାରାୟଣ ସାଇକୁ ଦେଇଛନ୍ତି ବଡ଼ ଝଟକା । ଯୌନ ଉତ୍ପୀଡ଼ନ ମାମଲାରେ ଗୁଜୁରାଟ ହାଇକୋର୍ଟ ସାଇକୁ ଦେଇଥିବା ‘ଫର୍ଲୋ’(କିଛି ଦିନ ପାଇଁ ଛାଡ଼ କରିବା) ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ…

ପ୍ରବଳ ବର୍ଷା ଯୋଗୁ ଦାର୍ଜିଲିଂର ଅଧିକାଂଶ ସ୍ଥାନରେ ଭୂସ୍ଖଳନ, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଉତ୍ତରାଖଣ୍ଡ ହେଉ କି ହିମାଚଳ, ସବୁ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାହାଡ଼ିଆ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଉତ୍ତର ବଙ୍ଗର କଲିମ୍‌ପୋଙ୍ଗ୍‌, ଦାର୍ଜିଲିଂ ଓ ସିକ୍କିମ୍‌ର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁ ଯାତ୍ରୀମାନେ ଯେଉଁଠି ଥିଲେ ସେଠାରେ ହିଁ ଫସି ରହିଛନ୍ତି।…

ଜାମ୍ମୁ କାଶ୍ମୀର: ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ । ଜାମ୍ମୁ କାଶ୍ମୀରର ସୋପିଆନର ଡ୍ରାଗଡ ଅଞ୍ଚଳରେ ୨ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସିଆରପିଏଫ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଭିତରୁ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ସେ…

ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ, ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ । ରାଜ୍ୟରେ ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା । ବନ୍ୟା ଓ ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ଫସିଛନ୍ତି ଶତାଧିକ ଯାତ୍ରୀ । ନଦୀରେ ଅଚାନକ ବନ୍ୟା ଆସି ଧୋଇଯାଇଛି ରାସ୍ତା, ପୋଲ । ଭାସି ଯାଇଛି ଘରଦ୍ୱାର । ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି ନୈନିତାଲ ସହର ।…

ଅରୁଣାଚଳ ପ୍ରଦେଶ ସୀମା ଉପରେ ଚୀନର ଆଖି, ମୁହଁତୋଡ ଜବାବ ଲକ୍ଷ୍ୟରେ ଭାରତ

ଲଦାଖର ପୂର୍ବବର୍ତ୍ତୀ ସୀମାରେ ଦୀର୍ଘ ଦିନ ହେବ ବିବାଦୀୟ ପରିସ୍ଥିତି ଲାଗି ରହିବା ପରେ ଏବେ ଅରୁଣାଚଲ ପ୍ରଦେଶର ଅଂଚଳ ସୀମାରେ ସୈନ୍ୟ ଡ୍ରିଲ ଆରମ୍ଭ କରିଦେଇଛନ୍ତି ଚିନ ସୈନ୍ୟ । ଅନ୍ୟ ପକ୍ଷରେ ଏନେଇ ଭାରତ ବି ସତର୍କ ହୋଇଯାଇଛି । କୌଣସି ପରିସ୍ଥିତି ଦେଖାଦେଲେ ବି ଯେପରି ସାହାସିକତାର ସହ…

ସରକାରୀ ପଇସା ପାଇବା ଲୋଭରେ ସ୍ତ୍ରୀ ଆଗରେ ଶାଳୀକୁ ବାହା ହୋଇ ପଡ଼ିଲେ ଭିଣୋଇ

ଉତ୍ତର ପ୍ରଦେଶର ମହରାଜଗଞ୍ଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନାରେ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଗତ ୧୩ ସେପ୍ଟେମ୍ବରରେ ଜିଲା ମୁଖ୍ୟାଳୟର ମହାଲକ୍ଷ୍ମୀ ଲନ୍‌ରେ କେନ୍ଦ୍ରୀୟ ବିତ୍ତ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ…

ଉତ୍ତରାଖଣ୍ଡରେ ଲଗାଣ ବର୍ଷା, ଭୂସ୍ଖଳନ ଯୋଗୁଁ ଛିନ୍ନ ହେଲା ନୈନିତାଲ ସହର

ଉତ୍ତରାଖଣ୍ଡରେ ଲଗାଣ ବର୍ଷା । ଭୂସ୍ଖଳନ ଯୋଗୁ ନୈନିତାଲ ସହର, ରାଜ୍ୟର ଅନ୍ୟ ସ୍ଥାନ ସହ ସମ୍ପର୍କ ଛିନ୍ନ ହୋଇଛି। ବହୁ ପର୍ଯ୍ୟଟକ ଓ ଯାତ୍ରୀ ସେଠାରେ ଅଟକି ରହିଛନ୍ତି। ସହରକୁ ସଂଯୋଗ କରୁଥିବା ତିନିଟି ରାଜପଥ ଅବରୋଧ ହୋଇ ରହିଛି । ଯେଉଁମାନେ ରାସ୍ତାରେ ଅଟକି ଯାଇଛନ୍ତି ସେମାନଙ୍କୁ ଖାଦ୍ୟ…

ଏନଆରଆଇଙ୍କ ଖାତାରୁ ଟଙ୍କା ବାହାର କରି ଗିରଫ ହେଲେ ୩ HDFC ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ତିନିଜଣ HDFC ବ୍ୟାଙ୍କ କର୍ମଚାରୀ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି ଯେ ବହୁ ଉଚ୍ଚ ମୂଲ୍ୟର NRI ଆକାଉଣ୍ଟରୁ ଅନାଧିକୃତ ପ୍ରତ୍ୟାହାର କରିବାକୁ ଚେଷ୍ଟା କରି ତିନିଜଣ HDFC ବ୍ୟାଙ୍କ…

ଅଷ୍ଟ୍ରେଲିଆରେ ହୋଇଥିଲା ଦୁନିଆର ସବୁଠାରୁ ଲମ୍ବା ଲକ୍‌ଡାଉନ, ଏବେ ବି ମିଳିପାରି ନାହିଁ ମୁକ୍ତି; ସବୁକିଛି ରହିଛି ବନ୍ଦ

ବିଶ୍ୱ ମହାମାରୀ କରୋନା ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରି ରଖିଛି। ଏଥିରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ସବୁ ଦେଶ ନିଜ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଲକ୍‌ଡାଉନ ଭଳି ପ୍ରତିବନ୍ଧିକ ଲଗାଇଛନ୍ତି। ଯଦିଓ ଟିକାକରଣ ଆରମ୍ଭ ହେବା ପରଠାରୁ ବିଭିନ୍ନ ଦେଶରେ କରୋନା…