Below header
Browsing Category

ଦେଶ ବିଦେଶ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି। ଲାଞ୍ଚ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସୋମବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏହାପୂର୍ବରୁ…

ଏବେ ୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ, ଭାଷା ସଙ୍ଗମ ଆପର ଲୋକାର୍ପଣ କଲେ…

କେନ୍ୟୁଜ୍(ବ୍ୟୁରୋ):  ଭାଷା ସଙ୍ଗମ ଓ ମୋବାଇଲ ଆପ୍‌ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଦ୍ୱାରା ୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଛାତ୍ରଛାତ୍ରୀ ଶିଖିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଭାଷା ସଙ୍ଗମ ଆପ୍‌ରେ ୨୨ଟି ଆଞ୍ଚଳିକ ଭାଷାରେ ପ୍ରତିଦିନ…

କୋଭାକ୍ସିନ୍‌କୁ ଆଉ ଏକ ସଫଳତା: ଅଷ୍ଟ୍ରେଲିଆ ସରକାର ଦେଇ ଦେଲେ ମାନ୍ୟତା; ଏବେ ବିନା ଦ୍ୱିଧାରେ କରି ପାରିବେ ଯାତ୍ରା

ଭାରତ ବାୟୋଟେକର କୋଭାକ୍ସିନ୍‌କୁ ମିଳିଛି ଆଉ ଏକ ସଫଳତା। ଭାରତରେ ତିଆରି ହୋଇଥିବା ଏହି କରୋନା ଟିକାକୁ ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏ ପର୍ଯ୍ୟନ୍ତ ମଞ୍ଜୁରି ମିଳି ନାହିଁ, କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ମାନ୍ୟତା ପ୍ରଦାନ କରି ଦେଇଛନ୍ତି। ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର…

ଏଲିୟନ୍ସ ରହସ୍ୟ ଉନ୍ମୋଚନ କରିବ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ୍‌, ଚୀନ ଟେକ୍ନିକ୍‌ ଉପରେ ଭରସା କରୁଛନ୍ତି ବିଶେଷଜ୍ଞ

ଏଲିୟନ୍ସର ଅସ୍ତିତ୍ୱକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ଦାବି ସାମ୍ନାକୁ ଆସିଥାଏ। ବର୍ତ୍ତମାନ ଚୀନରେ ତିଆରି ହୋଇଥିବା ଏକ ନୂଆ ଟେଲିସ୍କୋପ୍‌ ଏହା ଦାବି କରିଛି ଯେ ସେ ଅଲଗା ଦୁନିଆର ଜୀବଙ୍କ ଆବିଷ୍କାରକୁ ନେଇ ନିଶ୍ଚିତ କରି ପାରିବ। ଅର୍ଥାତ୍‌ ୫୦୦ ମିଟରର ବିଶାଳକାୟ Aperture…

ପାଟନା ସିରିଜ୍‌ ବ୍ଲାଷ୍ଟ୍‍: ମୋଦିଙ୍କ ର‍୍ୟାଲିରେ ବୋମା ବିସ୍ଫୋରଣ କରିଥିବା ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ, ୨ଙ୍କୁ ଆଜୀବନ

ବିହାର ପାଟନାର ଗାନ୍ଧୀ ମଇଦାନରେ ୨୭ ଅକ୍ଟୋବର, ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର‍୍ୟାଲି ବେଳେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ମାମଲାର ଆଜି ଶୁଣାଣି ହୋଇଛି। ଏହି ମାମଲାରେ ଆଜି କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ଆଉ ୨ ଜଣଙ୍କୁ…

ଚୀନର ନୂଆ ମିଛ ! ସାଉଦି ଆରବ ଚିଙ୍ଗୁଡ଼ି ଓ ବ୍ରାଜିଲର ଗୋମାଂସ ହିଁ ବିଶ୍ୱରେ କରୋନା ବିସ୍ତାର ପାଇଁ ଦାୟୀ

ଚୀନର ସରକାରୀ ଗଣମାଧ୍ୟମ କରୋନା ଭାଇରସ୍‌କୁ ନେଇ ଏକ ନୂଆ ସିଦ୍ଧାନ୍ତ ବିସ୍ତାର କରିବାରେ ଲାଗିଛି। ଜଣେ ବିଶେଷଜ୍ଞଙ୍କ ମୁତାବକ, ଏହି ସିଦ୍ଧାନ୍ତରେ ବ୍ରାଜିଲର ଗୋମାଂସ, ସାଉଦି ଆରବର ଚିଙ୍ଗୁଡ଼ି ଏବଂ ଆମେରିକା ମେନର ବଡ଼ ଚିଙ୍ଗୁଡ଼ି ମାଛ ଓ ଘୁଷୁରୀ ମାଂସକୁ କରୋନା ଭାଇରସ୍‌ ବିସ୍ତାରର ପ୍ରମୁଖ…

ମଙ୍ଗଳସୂତ୍ର ବିଜ୍ଞାପନ ହଟାଇଲେ ଡିଜାଇନର ସବ୍ୟସାଚୀ, ଅର୍ଦ୍ଧନଗ୍ନ ମଡେଲଙ୍କ ଯୋଗୁ ଥିଲେ ବିବାଦରେ

ଅଶ୍ଳୀଳତା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେବା ପରେ ମଙ୍ଗଳସୂତ୍ର ବିଜ୍ଞାପନକୁ ହଟାଇଛନ୍ତି ଜଣାଶୁଣା ଫ୍ୟାଶନ୍‌ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ। ସବୁଆଡ଼ୁ କଡ଼ା ନିନ୍ଦା ପରେ ରବିବାର ଦିନ ଟିମ୍‌ ସବ୍ୟସାଚୀ ଏହି ବିଜ୍ଞାପନକୁ ହଟାଇଛି। ଏହି ବିଜ୍ଞାପନକୁ ହଟାଇବା ଅବସରରେ ଟିମ୍‌…

ଡ୍ରଗ୍ସ ରାଜନୀତି: ମୁହଁ ଖୋଲିଲେ ଫଡନବିସ୍‌; କହିଲେ- ନଓ୍ଵାବ ମଲ୍ଲିକଙ୍କର ଅଣ୍ଡରଓ୍ଵାର୍ଲ୍ଡ ସହ ରହିଛି ସମ୍ପର୍କ,…

ମୁମ୍ବାଇରେ ଡ୍ରଗ୍ସ ମାମଲାକୁ ନେଇ ଏବେ ବିଜେପି ଓ ଏନ୍‌ସିପି ମୁହାଁମୁହିଁ ହୋଇଛନ୍ତି। ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ବୟାନ ଉପରେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଏବେ ମୁହଁ ଖୋଲିଛନ୍ତି। ଦେବେନ୍ଦ୍ର ଫଡନବିସ୍‌ କହିଛନ୍ତି, ନବାବ ମଲ୍ଲିକଙ୍କ…

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା, କୁକୁର କାମୁଡିବା ଟିକା ବଦଳରେ ଦେଲେ କରୋନା ଟିକା

ନୂଆଦିଲ୍ଲୀ : ଝାଡଖଣ୍ଡର ପାଲାମୁ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ଯୋଗୁ ଏକ ଭୟାନକ ମାମଲା ସାମ୍ନାକୁ ଆସିଛି। ପ୍ରକୃତରେ, ଶନିବାର ଦିନ ନାଉଡିହା ଗାଁର ଜଣେ ବ୍ୟକ୍ତି କୁକୁର କାମୁଡ଼ିଥିଲେ, ପରେ ସେ ପାଟାନ ବ୍ଲକ ମୁଖ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେବି-ବିରୋଧୀ ଟିକା ପାଇଁ…

ଆମାଜନର ଡେଲିଭରୀ ଭ୍ୟାନ୍‌ରୁ ବାହାରିଲେ ମହିଳା, ଭିଡିଓ ଭାଇରଲ ପରେ କମ୍ପାନୀ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ଅନ୍‌ଲାଇନ୍‌ ସପିଂ ଓ ହୋମ୍‌ ଡେଲିଭରୀ ପାଇଁ ଲୋକପ୍ରିୟ ଅନଲାଇନ ସାଇଟ୍‌ ଆମାଜନ ପୂରା ଦୁନିଆରେ ସବୁଠୁ ନିର୍ଭରଯୋଗ୍ୟ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଭିତରେ ଆମେରିକାର ଫ୍ଲୋରିଡ଼ାରେ ଜଣେ ଆମାଜନ ଡେଲିଭରୀ ଭ୍ୟାନ୍‌ ଡ୍ରାଇଭରଙ୍କର ଭୁଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏହି ଭୁଲ୍‌…

ଋଷରେ ପୁଣି ଭୟଙ୍କର ହେଉଛି କରୋନା ସଂକ୍ରମଣ, ଗୋଟିଏ ଦିନରେ ୪୦ ହଜାର ଉପରେ ସଂକ୍ରମିତ

ବିଶ୍ୱରେ ପ୍ରଥମ ଟିକା ବାହାର କରିଥିବା ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀ କରୋନା। ଋଷରେ ଉତ୍ପାତ ମଚାଇଛି ମାରାତ୍ମକ ଭାଇରସ। ଏହି ଦେଶରେ ପୁଣି କରୋନା ମାମଲା ଦ୍ରୁତ ଗତି ବଢ଼ିଛି। ଜାତୀୟ କରୋନା ଭାଇରସ୍ ଟାସ୍କ ଫୋର୍ସ ରବିବାର ଦିନ ୪୦,୯୯୩ ନୂତନ ସଂକ୍ରମଣ ଚିହ୍ନଟ ବିଷୟରେ ସୂଚନା ଦେଇଛି ।…

ଜାତି ଗତ ପ୍ରମାଣ ପତ୍ରକୁ ନେଇ ତେଜିଲା ବିବାଦ, ଓ୍ଵାଙ୍ଖଡେଙ୍କ ଘରେ ପହଁଚିଲେ ଏସ୍‌ସି କମିଶନ ଉପାଧ୍ୟକ୍ଷ

ମୁମ୍ବାଇ(କେ ନ୍ୟୁଜ): ସମୀର ଓ୍ଵାଙ୍ଖଡେଙ୍କ ବାସଭବନରେ ପହଁଚିଲେ ଜାତୀୟ ଅନୁସୂଚିତ ଜାତି କମିଶନ। ଏସ୍‌ସି କମିଶନ ଉପାଧ୍ୟକ୍ଷ ଅରୁଣ ହାଲଦାର ଓ୍ଵାଙ୍ଖଡେଙ୍କ ଘରକୁ ଆସି କିଛି ମୂଳ ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି । ମିଛ ଜାତିଗତ ପ୍ରମାଣପତ୍ର ଦେଇ ସମୀର ଓ୍ଵାଙ୍ଖଡେ ଚାକିରି ପାଇଥିବା ଅଭିଯୋଗ…