Below header
Browsing Category

ଦେଶ ବିଦେଶ

ଦେଶରେ ସଙ୍କଟ ଆଶଙ୍କା! ଏବେଠୁ ଜରୁରୀ ଜିନିଷ ଗଚ୍ଛିତ କରି ରଖି ଦେବାକୁ ନିର୍ଦ୍ଦେଶ ଦେଲେ ଚୀନ ସରକାର

ନିକଟରେ ଚୀନ ସରକାର ନିଜ ଦେଶବାସୀଙ୍କୁ ଏକ ଅପିଲ କରଛନ୍ତି। ସରକାର ଅପିଲ କରି କହିଛନ୍ତି କି, ସମୟ ପୂର୍ବରୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହୃତ ଜିନିଷଗୁଡ଼ିକୁ ଘରେ ଗଚ୍ଛିତ କରି ରଖି ଦିଅନ୍ତୁ। ମୁଖ୍ୟତଃ ଶୀତଦିନେ ଏ ସବୁ ଜିନିଷର ଅଭାବ ଏବଂ ଦରଦାମ୍‌ ବୃଦ୍ଧିରୁ ବଞ୍ଚିବା ପାଇଁ…

ସଫାରୀ ଗାଡ଼ିରେ ଯାଉଥିବା ଟୁରିଷ୍ଟର ହରକତ ଦେଖି ରାଗି ଗଲା ସିଂହ, ତା’ପରେ କ’ଣ ହେଲା ଦେଖନ୍ତୁ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ : ବେଳେ ବେଳେ ଲୋକେ ଏମିତି ହରକତ କରନ୍ତି ଯାହାକୁ ଦେଖିଲେ କେବଳ ଲୋକେ ନୁହନ୍ତି ପଶୁ ପକ୍ଷୀମାନେ ବି ବିରକ୍ତ ହୋଇ ଯାଆନ୍ତି । ଏମିତି ଜଣେ ବ୍ୟକ୍ତିର ହରକତ ଦେଖିବାକୁ ମିଳିଛି ଆଫ୍ରିକାର ଏକ ନେସନାଲ ପାର୍କରେ । ପାର୍କକୁ ଲୋକେ ଯାଆନ୍ତି ବନ୍ୟଜନ୍ତୁକୁ ଦେଖିବା ସହ ସେମାନଙ୍କର ଫଟୋ…

ଚୀନ୍‌କୁ ଚେତାବନୀ : ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ, ଆଧୁନିକୀକରଣ ପାଇଁ ୭,୯୬୫ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

କେନ୍ଦ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ମଙ୍ଗଳବାର ‘ମେକ୍‌ ଇନ ଇଣ୍ଡିଆ’ ଅଧୀନରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ୭,୯୬୫ କୋଟିର ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ DAC ସଶସ୍ତ୍ର ବାହିନୀର ଆଧୁନିକୀକରଣ ତଥା…

କାବୁଲ ସେନା ହସ୍ପିଟାଲରେ ବଡ଼ ଧରଣର ବିସ୍ଫୋରଣ, ୧୫ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ଼ ଧରଣର ବିସ୍ଫୋରଣ । ସେ ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ବିସ୍ଫୋରଣ । କାବୁଲର ସେନା ହସ୍ପିଟାଲରେ ବିସ୍ପୋରଣ ହୋଇଛି । ଘଟଣାରେ ୧୫ ଜଣ ନିହତ ହୋଇଥିବା ସୂଚନା ମିଳିଛି । ଯେବେକି ପାଖାପାଖି ୩୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଇସଲାମିକ ଏମିରେଟ୍‌ ମୁଖପାତ୍ର…

ନଭେମ୍ବର ୮ରୁ ସବୁ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌, ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୮ ନଭେମ୍ବରରୁ ସମସ୍ତ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ଉପସ୍ଥାନ ପୁନଃ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। Personnel Ministry ସୋମବାର କହିଛି କି, ବିଭାଗ ପ୍ରମୁଖ ଏହା ସୁନିଶ୍ଚିତ କରିବେ ଯେ ବାୟୋମେଟ୍ରିକ ମେଶିନ ପାଖରେ ସାନିଟାଇଜର ଅନିବାର୍ଯ୍ୟ ରୂପରେ ରଖାଯିବ।…

ଭୋକରେ ଛଟପଟ ଉତ୍ତର କୋରିଆକୁ କିମ୍‌ ଜୋଙ୍ଗ୍‌ଙ୍କ ନୂଆ ଆଦେଶ, ଏବେ ଖାଇବାକୁ ପଡ଼ିବ କଳା ହଂସ ମାଂସ; ଜାରି ହେଲା ଖାଦ୍ୟ…

ଉତ୍ତର କୋରିଆ ଅନାହାରର ଶେଷ ସୀମାରେ ପହଞ୍ଚିଛି। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଦେଶର ଜନତାଙ୍କୁ କମ୍‌ ଖାଇବାକୁ ଆଦେଶ ଜାରି କରିଛନ୍ତି। ଏହା ସତ୍ତ୍ୱେ ଦେଶ ଖାଦ୍ୟ ସଙ୍କଟରୁ ମୁକ୍ତି ପାଇବାର କୌଣସି ବି ଆଶା ନାହିଁ। ବର୍ତ୍ତମାନ କିମ୍‌ ଜୋଙ୍ଗ୍‌ ଏହି ସମସ୍ୟାରୁ ନିସ୍ତାର ପାଇବା…

ପୂର୍ବତନ ମିସ୍‌ କେରଳ ଅନସୀ କବୀର ଓ ରନର ଅପ୍‌ ଅଞ୍ଜନା ଶାଜନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍ ଆରୋହୀଙ୍କୁ…

ମିସ୍‌ କେରଳ ୨୦୧୯ ଏବଂ ଦକ୍ଷିଣ ଭାରତ ୨୦୨୧ର ବିଜେତା ଅନସୀ କବୀର ଏବଂ ରନର ଅପ ଅଞ୍ଜନା ଶାଜନ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସୋମବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ଉଭୟ ଏକ କାରରେ ଥିଲେ। ଅନସୀ କବୀର ଏବଂ ଅଞ୍ଜନା ଶାଜନଙ୍କ ଦେହାନ୍ତ…

ଉପନିର୍ବାଚନ: ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆଜି, ନେତାଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ : ୩ ଲୋକସଭା ଓ ୨୯ ବିଧାନସଭା ଆସନରେ ଆଜି ଭୋଟ ଗଣତି। ଦେଶର ଏକାଧିକ ରାଜ୍ୟରେ ଉପନିର୍ବାଚନ ହୋଇଛି। ଉପନିର୍ବାଚନ ପାଇଁ ଆଜି ମତଗଣନା ହେଉଛି। ସନ୍ଧ୍ୟା ପୂର୍ବରୁ ଏହାର ଫଳାଫଳ ମଧ୍ୟ ଆସିଯିବାର ଆଶଙ୍କା ରହୁଛି। ତେବେ ଉପନିର୍ବାଚନରେ ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ…

‘ନିଟ୍‌’ ପ୍ରବେଶିକା ଫଳ ପ୍ରକାଶ, ୧୦୦ ରୁ ୧୦୦ ରଖିଛନ୍ତି ତିନି ଛାତ୍ର

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ। ଦେଶରେ ଏମ୍‌ବିଏସ ପାଠ୍ୟକ୍ରମରେ ନାମଲେଖାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍) ୨୦୨୧ ପରୀକ୍ଷାଫଳ ସୋମବାର ରାତିରେ…

ଆଇଏସ୍‌ରେ ମିଶୁଛନ୍ତି ଆଫଗାନ ଗୁପ୍ତଚର, ୬ ମାସ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା

ନୂଆଦିଲ୍ଲୀ : ଆଇଏସ୍‌ରେ ମିଶୁଛନ୍ତି ଆଫଗାନ ଗୁପ୍ତଚର। ଆଫଗାନ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ସରକାରରେ ଗୁଇନ୍ଦା ବିଭାଗରେ କାମ କରୁଥିବା କର୍ମଚାରୀ ଏବେ ତାଲିବାନର ଟାର୍ଗେଟ ପାଲଟିଛନ୍ତି। ଫଳରେ ଆଫଗାନର ଗୁଇନ୍ଦା କର୍ମଚାରୀ ଆଇଏସ୍‌ଆଇଏସ୍‌ରେ ସାମିଲ ହେବା ଆରମ୍ଭ କରିଛନ୍ତି। ପୂର୍ବ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି। ଲାଞ୍ଚ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସୋମବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏହାପୂର୍ବରୁ…