Below header
Browsing Category

ଦେଶ ବିଦେଶ

କୋଟିପତି ସ୍ୱାମୀ ଥାଇ ଅଟୋବାଲା ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ, ସାଙ୍ଗରେ ନେଇଥିବା ୪୭ ଲକ୍ଷ ଟଙ୍କା ମନଇଚ୍ଛା…

ମଧ୍ୟ ପ୍ରଦେଶ ଇନ୍ଦୋରର ଖଜରାନା ଥାନା ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ନିଜ ସ୍ୱାମୀଙ୍କ ସହିତ ରହୁଥିବା ୪୫ ବର୍ଷୀୟା ଜଣେ ମହିଳା ଘରୁ ୪୭ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ଆଉ ଏବେ ସେ ଘରକୁ ଫେରି ଆସିଛନ୍ତି। ମହିଳା ଜଣକ ଖଜରାନା ଥାନାରେ ପହଞ୍ଚି ନିଜର…

ଏକ ତରଫା ପ୍ରେମ : ବିବାହ ବେଳେ ମଣ୍ଡପରେ ପ୍ରେମିକାକୁ ଗୁଳି ମାରିଲା ପରେ ନିଜକୁ ଗୁଳି କରି ହତ୍ୟା କଲା ପ୍ରେମିକ

ପ୍ରେମକୁ ନେଇ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି । କେଉଁଠି ପ୍ରେମିକା ନିଜର ପ୍ରେମିକକୁ ନପାଇ ଆତ୍ମହତ୍ୟା କରୁଛି ତ କେଉଁଠି ପ୍ରେମିକ ପ୍ରେମିକା ବିରହରେ ପ୍ରତିଶୋଧ ପରାୟଣ ହୋଇଯାଉଛି । ଏପରି ଏକ ଘଟଣା ଦେଖାଯାଇଛି ଗୁରୁଗ୍ରାମରେ । ଏଠାରେ ଜଣେ ପ୍ରେମିକ ତା’ର ପ୍ରେମିକାକୁ ନପାଇ…

ପୁଣି ଫେରିବ ଏମପିଲାଡ୍‌ସ, ପ୍ରତି ସାଂସଦଙ୍କୁ ଗୋଟିଏ କିସ୍ତିରେ ଦିଆଯିବ ୨କୋଟି ଟଙ୍କା

ନୂଆଦିଲ୍ଲୀ(କେ ନ୍ୟୁଜ): ଏମପିଲାଡ୍‌ସର ପୁନଃ କାର୍ଯ୍ୟକ୍ଷମ କରି ଜାରି ରଖିବାକୁ କେନ୍ଦ୍ର କ୍ୟାବେନିଟର ଅନୁମୋଦନ । ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ଭାଗ ସହ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ଭାଗ ପାଇଁ ପ୍ରତି…

ଏବେ NCB ଅଫିସର ଯାଞ୍ଚ କରିବା ମୁମ୍ବାଇ ପୋଲିସ, ମାଗିଲା ସିସିଟିଭି ଫୁଟେଜ

NCB ଅଫିସର ସିସିଟିଭି ଫୁଟେଜ ମାଗିଛି ମୁମ୍ବାଇ ପୋଲିସ। ଡ୍ରଗ୍ସ ଅନ କ୍ରୁଜ ମାମଲାରେ ଟଙ୍କା କାରବାର ଅଭିଯୋଗର ତଦନ୍ତ ପାଇଁ NCB ସାଉଥ ମୁମ୍ବାଇ ଅଫିସର ସିସିଟିଭି ଫୁଟେଜ ମାଗିଛି। ଅକ୍ଟୋବର ୨ରୁ ଏବେ ଯାଏଁର ଫୁଟେଜ ଦାଖଲ କରିବାକୁ NCBକୁ କୁହାଯାଇଛି। ଏହି ଦିନ ଶାହାରୁଖ ଖାନ୍‌ଙ୍କ ପୁଅ…

ରାଜସ୍ଥାନରେ ଭୟଙ୍କର ବସ୍‌ ଦୁର୍ଘଟଣା, ୧୨ ଜୀବନ୍ତ ଦଗ୍ଧ

ରାଜସ୍ଥାନର ବାରମେର୍-ଯୋଧପୁର ରାଜପଥରେ ଏକ ଘରୋଇ ବସକୁ ଧକ୍କା ଦେଲା ଟ୍ୟାଙ୍କର । ଧକ୍କା ଦେବା ପରେ ଅଗ୍ନିକାଣ୍ଡରେ ଅତି କମରେ ୧୨ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଟ୍ୟାଙ୍କର୍ ସହିତ ଧକ୍କା ହେବା ପରେ ବସ୍ ନିଆଁକୁ ଆୟତ୍ତ କରାଯାଇପାରି ନ ଥିଲା ଓ ଯାତ୍ରୀମାନେ…

ଭାରତର ନୌସେନା ମୁଖ୍ୟ ହେଲେ ଭାଇସ ଆଡମିରାଲ ଆର ହରି କୁମାର, ୩୦ ନଭେମ୍ବରରୁ ସମ୍ଭାଳିବେ ଦାୟିତ୍ୱ

ଭାରତର ନୌସେନା ମୁଖ୍ୟ ହେଲେ ଭାଇସ ଆଡମିରାଲ ଆର ହରି କୁମାର। ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ କରମବୀର…

ଦିଲ୍ଲୀରେ NSA ଅନ୍ତରାଷ୍ଟ୍ରୀୟ ବୈଠକ : ୭ଟି ଦେଶ ଆଫଗାନିସ୍ତାନ ସ୍ଥିତି ଉପରେ କରିଛି ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀରେ NSA ବୈଠକ । ଆଫଗାନିସ୍ତାନ ଉପରେ ଭାରତ ସମେତ ୭ ଟି ଦେଶର NSA ସ୍ତରୀୟ ବୈଠକ ହୋଇଛି। ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ବୈଠକରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଆଲୋଚନା ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଭାରତ ସମେତ ୭…

ଲଗାତାର ଚତୁର୍ଥ ଦିନ ବର୍ଷାରେ ବୁଡିଲା ତାମିଲନାଡୁ: ସ୍କୁଲ ଓ କଲେଜ ବନ୍ଦ, ଆଜି ପାଇଁ ମଧ୍ୟ ରେଡ ଆଲର୍ଟ ଜାରି କଲା…

ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ତାମିଲନାଡୁ। ପାଣିପାଗ ବିଭାଗ କହିବାନୁଯାୟୀ, ଚେନ୍ନାଇ, ତିରୁବଲ୍ଲୱେର, କାଞ୍ଚିପୁରମ ଏବଂ ତିରୁଓ୍ଵନମଲାଇ ସହିତ ପଡୁଚେରୀରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ ବିଭାଗ ଡିଜି…

କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଆତ୍ମହତ୍ୟା, ଫାଶୀ ଦେଇ ହାରିଲେ ଜୀବନ

କେନ୍ଦ୍ରର ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ପାଖାପାଖି ବର୍ଷେ ହେଲାଣି ଦିଲ୍ଲୀ-ପଞ୍ଜାବ ସିନ୍ଧୁ ବର୍ଡରରେ ଆନ୍ଦୋଳନରେ ବସିଛନ୍ତି। ଆଜି ଏହି ସିନ୍ଧୁ ବର୍ଡରରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା କୃଷକଙ୍କ ନାଁ ଗୁରୁପ୍ରୀତ ସିଂହ ଓ ତାଙ୍କ ଘର…

ବିବାହ ବନ୍ଧନରେ ଆବଦ୍ଧ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ

ବିବାହ ବନ୍ଧନରେ ଆବଦ୍ଧ ହେଲେ ମଲାଲା ୟୁସୁଫଜଇ। ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ନିଜ ବିବାହ ସମ୍ପର୍କିତ ସୂଚନା ଟ୍ଵିଟରରେ ଦେଇଛନ୍ତି। ବର୍ମିହାମରେ ନିଜ ପରିବାର ସହ ଏକ ଛୋଟ ନିକାହ ସମାରୋହରେ ଅସରଙ୍କୁ ବିବାହ କରିଛନ୍ତି ମଲାଲା। ପାକିସ୍ତାନ ନାଗରିକ ଥିବା ମଲାଲା ନିଜ ଦେଶର…

ଜଣାପଡ଼ିଲା ଜଳବାୟୁ ପରିବର୍ତ୍ତନର ଘାତକ ଉଦାହରଣ, ଶ୍ୱାସ ନେଇପାରିଲେ ନାହିଁ ରୋଗୀ

ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରୁଛି । ଏବେ ଏହାର କୁପ୍ରଭାବ ପଡ଼ିବାକୁ ଲାଗିଲାଣି । କୁହାଯାଉଛି କାନଡ଼ାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରଥମ ରୋଗୀ ଦେଖିବାକୁ ମିଳିଛନ୍ତି । ମହିଳା ଜଣକ ଶ୍ୱାସ ନେବାରେ ପ୍ରଥମ ଥର ପାଇଁ କଷ୍ଟ ଅନୁଭବ କରିବା କଥା କହିଛନ୍ତି ।…