Below header
Browsing Category

ସ୍ପେଶାଲ

ଶ୍ରୀଦେବୀଙ୍କ ଜନ୍ମଦିନରେ ଜାହ୍ନବୀ ସେୟାର କରିଛନ୍ତି, ଏକ ବିଶେଷ୍ ମୁହୂର୍ତ୍ତର ଫ୍ୟାମିଲି ଫଟୋ

ବଲିଉଡ୍ ’ଚାନ୍ଦିନୀ’ ଶ୍ରୀଦେବୀଙ୍କର ଜନ୍ମଦିନକୁ ବି-ଟାଉନ୍ ସହିତ ତାଙ୍କ ଫ୍ୟାନ ମାନେ ମଧ୍ୟ ପାଳନ କରୁଛନ୍ତି । ଏହି ଖାସ୍ ଦିନରେ ଶ୍ରୀଦେବୀଙ୍କର ବଡ ଝିଅ ଜାହ୍ନବୀ କପୁର୍ ସୋସିୟାଲ୍ ମିଡିଆରେ ଏକ ଫଟୋ ସେୟାର କରିବା ସହିତ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜାହ୍ନବୀ…

ଜଣେ ବିଜ୍ଞ ରାଜନୀତିଜ୍ଞଙ୍କୁ ହରାଇଲା ଦେଶ

ଆସାମରେ ଜନ୍ମ, ବଢ଼ିଲେ କୋଲକାତାରେ ଆଉ ପଢ଼ିଲେ ଇଂଲଣ୍ଡରେ । ଉଚ୍ଚଶିକ୍ଷା ନେଲେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ । ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ମିଡିଲ ଟେମ୍ପୁଲରୁ ଆଇନ୍‌ ଡିଗ୍ରୀ ଲାଭ କଲେ । କଲିକତା ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ ବାରିଷ୍ଟର ଭାବେ କାର୍ଯ୍ୟ କଲେ । ତେବେ ଏତେ ସବୁ…

ସ୍ବାଧୀନତା ପୂର୍ବରୁ ଭାରତର ନିଜର ନଥିଲା ନିର୍ଦ୍ଧିଷ୍ଟ ପତାକା : କିଛି ଏଭଳି ଭାବରେ ବଦଳୁଥିଲା ଦେଶର ଜାତୀୟ ପତାକା

ଆଉ କିଛି ଦିନ ପରେ ଭାରତ ପାଳିବ ଏହାର ୭୨ତମ ସ୍ବାଧୀନତା ଦିବସ । ସାରା ଦେଶରେ ଉଡିବ ତ୍ରିରଙ୍ଗା । ହେଲେ କଣ ଆପଣ ଜାଣନ୍ତି ସ୍ବାଧୀନତା ପୂର୍ବରୁ ଭାରତର ନିଜର କୌଣସି ନିର୍ଦ୍ଧିଷ୍ଟ ପତାକା ନଥିଲା । ସେତେବେଳେ କ୍ରାନ୍ତିକାରୀ ନିଜ ମୁତାବକ ସମୟ ଅନୁସାରେ ଅଲଗା ଅଲଗା ପତାକା ଉଡାଉଥିଲେ । ୧୫…

ପେଚା କେମିତି ହେଲା ମାତା ଲକ୍ଷ୍ମୀଙ୍କ ବାହନ ? ପଢନ୍ତୁ ଏକ ପୌରାଣିକ କଥା

ଲୁପ୍ତ ହେବାକୁ ବସିଲାଣି ପେଚା । ଏବେ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛନ୍ତି ଏହି ବିରଳ ପକ୍ଷୀ । ତେବେ ଭାରତୀୟ ସଂସ୍କୃତିରେ ପେଚାକୁ ଶୁଭ ଏବଂ ଧନ ସମ୍ପତ୍ତିର ପ୍ରତୀକ ବୋଲି କୁହାଯାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ଡରିଥାନ୍ତି । ଏହି ଡରର କାରଣ ହେଉଛି ଏହାକୁ ଅଶୁଭ ବୋଲି ମଧ୍ୟ କେତେକ…

ନିଆରା ପରମ୍ପରା, ଯେଉଁଠାରେ ବିବାହ ପୂର୍ବରୁ ପୁରୁଷଙ୍କୁ ଦେବାକୁ ପଡିଥାଏ ପୁରୁଷତ୍ବର ପ୍ରମାଣ

ଭାରତବର୍ଷରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ମହିଳାଙ୍କୁ ବିବାହ ପୂର୍ବରୁ ନିଜର ନାରୀତ୍ବର ପରୀକ୍ଷା ଦେବାକୁ ପଡିଥାଏ । ଅର୍ଥାତ୍ ନିଜ କୁମାରୀତ୍ବ ପ୍ରମାଣ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ ଠାରେ ବିବାହ ପୂର୍ବରୁ…

ସ୍ୱାଧୀନତା ଦିବସରେ ଆମିଷ ବିକିଲେ ଦୋକାନ ହେବ ସିଲ୍‌

ରାଞ୍ଚି: ଏମିତି ଏକ ନିର୍ଦ୍ଦେଶ ଯାହା ସମସ୍ତଙ୍କୁ ଆଚମ୍ବିତ ଲାଗି ପାରେ । ପୁଣି ଏଭଳି ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଆଗାମୀ ଅଗଷ୍ଟ ୧୫ ତାରିଖ ଦିନ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆମିଷ ବିକ୍ରିକୁ ନିଷିଦ୍ଧ କରାଯାଇଛି । ମାଛ, ମାଂସ ସହ ଚିକେନ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରିଛି ରାଞ୍ଚି…

ଜୁସ୍‌ ବିକାଳିରୁ ସଂଗୀତ ଜଗତର ବାଦଶାହ ଗୁଲସନ୍‌ କୁମାର : ୨୦ ବର୍ଷ ତଳେ ନିହତ ହୋଇଥିଲେ ଅଣ୍ଡରଓ୍ଵାର୍ଲଡ୍‌ ହାତରେ

ଗୁଲସନ କୁମାର । ଏଇ ନାଁଟି ଅନ୍ତତଃ କେବେ ଭୁଲି ପାରିବନି ଭାରତୀୟ ସଂଗୀତ ଜଗତ । ସିନେମା ସଂଗୀତ ହେଉ କି ଆଲବମ୍‌ ସଂଗୀତ ଅଥବା ଭଜନ, ଏସବୁକୁ ଲୋକପ୍ରିୟ କରିବାରେ ଗୁଲସନ କୁମାରଙ୍କର ଅବଦାନ ଅନେକ । ସେତେବେଳେ ଗାଁ ଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଠି ଥିଲା ଟେପରେକର୍ଡ଼ର ଓ ଟେପ୍‌…

ହାତୀଙ୍କ ପାଇଁ ଦିନଟିଏ : ଆଜି ବିଶ୍ୱ ହସ୍ତୀ ଦିବସ

ଭାରତୀୟ ସଂସ୍କୃତି ଅନୁଯାୟୀ ହାତୀକୁ ଭଗବାନ ଗଣେଶଙ୍କ ବାହାନ କୁହାଯାଇଥାଏ। ଦେଶରେ ବହୁଳ ଭାବେ ବଢ଼ୁଥିବା ଜନବସତି ପାଇଁ ହାତୀଙ୍କ ଜୀବନ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଏମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱ…

ଆପଣ ଜାଣିଛନ୍ତି କି, କାହିଁକି ଡ଼ାକ୍ତର ପିନ୍ଧିଥାନ୍ତି ଧଳା ରଙ୍ଗର ଆପ୍ରୋନ୍

ସାଧାରଣତଃ କେହି ମଧ୍ୟ ଡ଼ାକ୍ତରଖାନା ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଇଛା କରନ୍ତୁ ବା ନାହିଁ ଶରୀର ଅସୁସ୍ଥ ହେବା ମାତ୍ରେ ବାଧ୍ୟ ହୋଇ ଡ଼ାକ୍ତର ବା ଡ଼ାକ୍ତରଖାନାର ଦ୍ବାରସ୍ଥ ହେବାକୁ ପଡ଼ିଥାଏ। ତେବେ ଆପଣ ଖାସ କରି ଡ଼ାକ୍ତରଖାନାରେ ଗୋଟିଏ କଥା ଧ୍ୟାନ ଦେଇଥିବେ ଏଠାରେ ଚିକିତ୍ସା କରିବାକୁ…

କନ୍ୟା ଦିବସ : ସୃଷ୍ଟିର ସର୍ଜନା ପାଇଁ ନାରୀର ଭୂମିକା ଗୁରୁତ୍ବପୂର୍ଣ୍ଣ

ସୃଷ୍ଟିର ସର୍ଜନା ପାଇଁ ନାରୀର ଭୂମିକା ଗୁରୁତ୍ବପୂର୍ଣ୍ଣ । ନାରୀକୁ ଦୁହିତା ବୋଲି କୁହାଯିବାର ଯଥାର୍ଥ ହେଉଛି, ଦୁହିତା ଦୁଇ କୂଳକୁ ହିତା । ଉଭୟ ସ୍ଥାନରେ ରହି ଝିଅଟିଏ ନିଜକୁ ତିଳତିଳ କରି ଜାଳି ପରିବାରର ମଙ୍ଗଳକାମନା କରିଥାଏ । ଭିନ୍ନ ଭିନ୍ନ ରୂପରେ ନାରୀ ସର୍ବଦା ପରିବାର ଠାରୁ ଆରମ୍ଭ…

ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟାର ମହତ୍ବ !

ଆମ ଓଡିଶାର ସଂସ୍କୃତି ସାରାଭାରତ ବର୍ଷରେ ଲୋକାର୍ପିତ । ବାରମାସରେ ତେର ପର୍ବ ଏହା ହିଁ ହେଉଛି ଆମ ସଂସ୍କୃତି ଏବଂ ଆମ ପରମ୍ପରା ଯାହାକୁ ନେଇ ଆମେ ଓଡିଶା ବାସୀ ଗର୍ବିତ। ଆମ ଓଡିଶାରେ ଅନେକ ପର୍ବ ପାଳନ କରାଯାଏ ସେଥିମାନଙ୍କ ମଧ୍ୟରୁ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଏକ ଅନନ୍ଯ…

ସୂର୍ୟ୍ୟକୁ ଛୁଇଁବ ନାସାର ମହାକାଶଯାନ

ସୂର୍ୟ୍ୟକୁ ଛୁଇଁବ ନାସାର ମହାକାଶଯାନ । ଏଥିପାଇଁ ଆଜି ସୂର୍ୟ୍ୟ ଅଭିମୁଖେ ମହାକାଶଯାନକୁ ପଠାଇବ ନାସା । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସୂର୍ୟ୍ୟର ତାମପାତ୍ରାକୁ ମାପିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଅଭିଯାନ ଆରମ୍ଭ କରିଛି ଆମେରିକା ଗବେଷଣା ସଂସ୍ଥା ନାସା । ଏଥିପାଇଁ କାର୍…