ପଢନ୍ତୁ, ବେଲପତ୍ରର ମହତ୍ବ ଏବଂ ଶିବଲିଙ୍ଗ ପୂଜା କରିବାର ନୀତି ନିୟମ
ଶିବଲିଙ୍ଗ ଉପରେ ଗଙ୍ଗାଜଳ ସହିତ ବେଲପତ୍ର ଚଢାଇବା ଦ୍ବାରା ଦେବଙ୍କର ଦେବ ମହାଦେବ ବହୁତ ଖୁସି ହୋଇଥାନ୍ତି । ଶ୍ରାବଣ ମାସରେ ଶିବଙ୍କୁ ବେଲପତ୍ର ଚଢାଇବା ଦ୍ବାରେ ଅଧୁରା ମାନସିକ ପୁରାହୋଇଥାଏ । ମାନ୍ୟତା ଅଛି ବେଲପତ୍ର ଏବଂ ଜଳରେ ଭଗବାନ ଶଙ୍କରଙ୍କ ମସ୍ତିଷ୍କ ଶିତଳ ରହିଥାଏ । ପୂଜାରେ ଏହି…